logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଗୋପାଳପୁର ରେ ଶୈଚାଳୟ ଯନ୍ତ୍ରଣା ଗୋପାଳପୁର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବରେ ପରିଚିତ ରହିଥିବା ବେଳେ ଏଠାକୁ ପ୍ରତିଦିନ ଶହଶହ ପର୍ଯ୍ୟଟକ ପରିବାର ସହ ବୁଲିବାକୁ ଆସିଥାନ୍ତି। କିନ୍ତୁ ଦୁଃଖର କଥା ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ଏନ ଏ ସି ପକ୍ଷରୁ ୪ ଟି ସୁଲଭ ଶୌଚାଳୟ ରହିଥିଲେ ସୁଦ୍ଧା ଏଗୁଡ଼ିକ ଠିକ୍ ସମୟରେ ଖୋଲା ଯାଉନଥିବା ଯୋଗୁଁ ଏଠାକୁ ଆସୁଥିବା ପର୍ଯ୍ୟଟକ ମାନେ ହଇରାଣ ହରକତ ହେଉଥିବା ଅଭିଯୋଗ ହୋଇଛି। ସକାଳ ୮ ଟା ରୁ ୧୨ ଟା , ଅପରାହ୍ନ ୪ ଟା ରୁ ରାତି ୮ ଟା ପର୍ଯ୍ୟନ୍ତ ଅନେକ ଶୈଚାଳୟ ଖୋଲାଯାଉଥିବା ବେଳେ ଗୋଟିଏ ଶୈଚାଳୟ ନିର୍ମାଣ ପରଠାରୁ ଆଜିଯାଏଁ ୪ ବର୍ଷ ହେବ ଖୋଲା ଯାଇ ପାରୁନାହିଁ। ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରିବା ସହ ଗୋପାଳପୁର ରେ ସମସ୍ତ ଶୈଚାଳୟ କୁ ୨୪ ଘଣ୍ଟିଆ ଖୋଲିବାକୁ ସାଧାରଣ ରେ ଦାବି ହେଉଅଛି।

on 19 February
user_Rajiblochan Misra
Rajiblochan Misra
ଗୋପାଳପୁର, ଗଞ୍ଜାମ, ଓଡ଼ିଶା•
on 19 February

ଗୋପାଳପୁର ରେ ଶୈଚାଳୟ ଯନ୍ତ୍ରଣା ଗୋପାଳପୁର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବରେ ପରିଚିତ ରହିଥିବା ବେଳେ ଏଠାକୁ ପ୍ରତିଦିନ ଶହଶହ ପର୍ଯ୍ୟଟକ ପରିବାର ସହ ବୁଲିବାକୁ ଆସିଥାନ୍ତି। କିନ୍ତୁ ଦୁଃଖର କଥା ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ଏନ ଏ ସି ପକ୍ଷରୁ ୪ ଟି ସୁଲଭ ଶୌଚାଳୟ ରହିଥିଲେ ସୁଦ୍ଧା ଏଗୁଡ଼ିକ ଠିକ୍ ସମୟରେ ଖୋଲା ଯାଉନଥିବା ଯୋଗୁଁ ଏଠାକୁ ଆସୁଥିବା ପର୍ଯ୍ୟଟକ ମାନେ ହଇରାଣ ହରକତ ହେଉଥିବା ଅଭିଯୋଗ ହୋଇଛି। ସକାଳ ୮ ଟା ରୁ ୧୨ ଟା , ଅପରାହ୍ନ ୪ ଟା ରୁ ରାତି ୮ ଟା ପର୍ଯ୍ୟନ୍ତ ଅନେକ ଶୈଚାଳୟ ଖୋଲାଯାଉଥିବା ବେଳେ ଗୋଟିଏ ଶୈଚାଳୟ ନିର୍ମାଣ ପରଠାରୁ ଆଜିଯାଏଁ ୪ ବର୍ଷ ହେବ ଖୋଲା ଯାଇ ପାରୁନାହିଁ। ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରିବା ସହ ଗୋପାଳପୁର ରେ ସମସ୍ତ ଶୈଚାଳୟ କୁ ୨୪ ଘଣ୍ଟିଆ ଖୋଲିବାକୁ ସାଧାରଣ ରେ ଦାବି ହେଉଅଛି।

More news from ଓଡ଼ିଶା and nearby areas
  • ଭୂତ ପାଇଁ ଲାଟିନ ଗୃହ ନିର୍ମାଣ ହୋଇଛି #Latin #Government #Update #latest #viral #news #odisha
    1
    ଭୂତ ପାଇଁ ଲାଟିନ ଗୃହ ନିର୍ମାଣ ହୋଇଛି 
#Latin
#Government
#Update
#latest
#viral
#news
#odisha
    user_Utkal Gourav
    Utkal Gourav
    Media company ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    19 hrs ago
  • ରଘୁ ଦିବାକର ଙ୍କ ବଳିଦାନର ଦିବସ ପାଳନ,,, ଅପ୍ରେଲ ଚାରି ଆଜିର ଦିନରେ ଫାସୀ ଖୁଣ୍ଟରେ ଝୁଲା ଯାଇଥିଲା ରଘୁ ଦିବାକର ଦୁଇ ଅମୁଲ୍ୟ ରତ୍ନ ଙ୍କୁ,,,
    1
    ରଘୁ ଦିବାକର ଙ୍କ ବଳିଦାନର ଦିବସ ପାଳନ,,,
ଅପ୍ରେଲ ଚାରି ଆଜିର ଦିନରେ ଫାସୀ ଖୁଣ୍ଟରେ ଝୁଲା ଯାଇଥିଲା ରଘୁ ଦିବାକର ଦୁଇ ଅମୁଲ୍ୟ ରତ୍ନ ଙ୍କୁ,,,
    user_Dillip Parida
    Dillip Parida
    Local News Reporter ରଣପୁର, ନୟାଗଡ଼, ଓଡ଼ିଶା•
    6 hrs ago
  • Post by Rajesh Samantaray
    1
    Post by Rajesh Samantaray
    user_Rajesh Samantaray
    Rajesh Samantaray
    Bank Sadar, Puri•
    2 hrs ago
  • Post by SOUMYA RANJAN
    1
    Post by SOUMYA RANJAN
    user_SOUMYA RANJAN
    SOUMYA RANJAN
    Extended stay hotel ପୁରୀ (M), ପୁରୀ, ଓଡ଼ିଶା•
    5 hrs ago
  • Post by Manoj kumar baliyarsingh
    4
    Post by Manoj kumar baliyarsingh
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    8 hrs ago
  • ମୌଳିକ ସୁବିଧା ପାଇବାରେ ବଞ୍ଚିତ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲଜ ବୁଡାଗୁଡା ଗ୍ରାମ ପଞ୍ଚାୟତ ର ଡପାକିଆ ଗ୍ରାମବାସୀ କଳିଙ୍ଗ ସମ୍ବାଦ ଲାଇଭ ଚାନେଲ ର ମାଲିକ ତଥା ସମ୍ପାଦକ ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ବଡ଼ସେଠ କନ୍ଧମାଳ ଗସ୍ତ ରେ ଯାଇ ଦାରିଙ୍ଗବାଡି ବ୍ଲକ ଅଧିନରେ ଥିବା ବୁଡାଗୁଡା ଗ୍ରାମ ପଞ୍ଚାୟତ ର ଡପାକିଆ ଗ୍ରାମ ରେ ପହଂଚି ଥିଲେ, ସେହି ଗ୍ରାମ ରେ ଗ୍ରାମ ବାସୀ ମାନେ ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଥିଲେ। ଦୀର୍ଘ ଦିନ ହେଲା ବିଦ୍ୟୁତ ସଂଯୋଗ କରାଯାଇ ନାହିଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ କେହିଁ ଜଣେ ମଧ୍ୟ ଘର ପାଇ ନ ଥିବା ନଜରକୁ ଆସିଛି।ଗାଁ କୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡିଏ ନାହିଁ। ଏହି ଗାଁ କୁ ଯିବା ପାଇଁ ଏକ ପୋଲ ନିର୍ମାଣ କରାଯାଇଛି, ଦୀର୍ଘ ଦିନ ହେଲା ସମ୍ପୂର୍ଣ୍ଣ ହୋଇ ନାହିଁ। ସନ୍ଦେହ କରାଯାଉଛି ଏହି ପୋଲ ନିର୍ମାଣ ଅର୍ଥ ହରିଲୁଟ ହୋଇଛି ବୋଲି। ଗ୍ରାମ ବାସୀମାନେ ପିଇବା ପାଇଁ ପାଣି ର ବ୍ୟବସ୍ଥା ମଧ୍ୟ ନାହିଁ। ଏହି ଗ୍ରାମ ର ଗ୍ରାମ ବାସୀ ମାନେ ନାଳ ପାଣି ବ୍ୟବହାର କରି ବିଭିନ୍ନ ପ୍ରକାର ରୋଗ ଗ୍ରସ୍ତ ହେଉଥିବା ଅଭିଯୋଗ କରିଛନ୍ତି। ଏହି ଗ୍ରାମ ରେ ସମସ୍ତେ ଆଦିବାସୀ ଅଟନ୍ତି। ଏହି ଆଦିବାସୀ ମାନଙ୍କୁ ପ୍ରଧାନମନ୍ତ୍ରୀ JANMAN ଯୋଜନା ରେ ସାମିଲ ନ କରି ରାଜନୈତିକ ଉଦେଶ୍ୟ ରଖି ସମସ୍ତ ଙ୍କୁ ବଞ୍ଚିତ କରାଯାଇଛି। ଏଣୁ ତୁରନ୍ତ ସର୍ଭେ କରି ସମସ୍ତ ଯୋଗ୍ୟ ହିତାଧିକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ JANMAN ଯୋଜନା ରେ ସାମିଲ କରି ଗୃହ ଯୋଗାଇବା ସଙ୍ଗେ ସଙ୍ଗେ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବା ନିମନ୍ତେ ସରକାର ତଥା ଦାରିଙ୍ଗବାଡି ବ୍ଲକ ପ୍ରଶାସନ ଙ୍କୁ ଗ୍ରାମ ବାସୀ ନିବେଦନ କରିଥିବା ଦେଖିବାକୁ ମିଳିଛି। କନ୍ଧମାଳ ଦାରିଙ୍ଗବାଡି ବୁଡାଗୁଡା ଡପାକିଆ ରୁ ନିୟୁଜ ଏଡିଟର ଶ୍ରୀଯୁକ୍ତ ଶ୍ୟାମେନ୍ଦ୍ର ବଡ଼ସେଠ ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ,ଓଡିଶା, ଭୁବନେଶ୍ୱର।
    1
    ମୌଳିକ ସୁବିଧା ପାଇବାରେ ବଞ୍ଚିତ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲଜ ବୁଡାଗୁଡା ଗ୍ରାମ ପଞ୍ଚାୟତ ର ଡପାକିଆ ଗ୍ରାମବାସୀ 
କଳିଙ୍ଗ ସମ୍ବାଦ ଲାଇଭ ଚାନେଲ ର ମାଲିକ ତଥା ସମ୍ପାଦକ ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ବଡ଼ସେଠ କନ୍ଧମାଳ ଗସ୍ତ ରେ ଯାଇ ଦାରିଙ୍ଗବାଡି ବ୍ଲକ ଅଧିନରେ ଥିବା ବୁଡାଗୁଡା ଗ୍ରାମ ପଞ୍ଚାୟତ ର ଡପାକିଆ ଗ୍ରାମ ରେ ପହଂଚି ଥିଲେ, ସେହି ଗ୍ରାମ ରେ ଗ୍ରାମ ବାସୀ ମାନେ ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଥିଲେ। ଦୀର୍ଘ ଦିନ ହେଲା ବିଦ୍ୟୁତ ସଂଯୋଗ କରାଯାଇ ନାହିଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ କେହିଁ ଜଣେ ମଧ୍ୟ ଘର ପାଇ ନ ଥିବା ନଜରକୁ ଆସିଛି।ଗାଁ କୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡିଏ ନାହିଁ। ଏହି ଗାଁ କୁ ଯିବା ପାଇଁ ଏକ ପୋଲ ନିର୍ମାଣ କରାଯାଇଛି, ଦୀର୍ଘ ଦିନ ହେଲା ସମ୍ପୂର୍ଣ୍ଣ ହୋଇ ନାହିଁ। ସନ୍ଦେହ କରାଯାଉଛି ଏହି ପୋଲ ନିର୍ମାଣ ଅର୍ଥ ହରିଲୁଟ ହୋଇଛି ବୋଲି। ଗ୍ରାମ ବାସୀମାନେ ପିଇବା ପାଇଁ ପାଣି ର ବ୍ୟବସ୍ଥା ମଧ୍ୟ ନାହିଁ। ଏହି ଗ୍ରାମ ର ଗ୍ରାମ ବାସୀ ମାନେ ନାଳ ପାଣି ବ୍ୟବହାର କରି ବିଭିନ୍ନ ପ୍ରକାର ରୋଗ ଗ୍ରସ୍ତ ହେଉଥିବା ଅଭିଯୋଗ କରିଛନ୍ତି। ଏହି ଗ୍ରାମ ରେ ସମସ୍ତେ ଆଦିବାସୀ ଅଟନ୍ତି। ଏହି ଆଦିବାସୀ ମାନଙ୍କୁ ପ୍ରଧାନମନ୍ତ୍ରୀ JANMAN ଯୋଜନା ରେ ସାମିଲ ନ କରି ରାଜନୈତିକ ଉଦେଶ୍ୟ ରଖି ସମସ୍ତ ଙ୍କୁ ବଞ୍ଚିତ କରାଯାଇଛି।
ଏଣୁ ତୁରନ୍ତ ସର୍ଭେ କରି ସମସ୍ତ ଯୋଗ୍ୟ ହିତାଧିକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ JANMAN ଯୋଜନା ରେ ସାମିଲ କରି ଗୃହ ଯୋଗାଇବା ସଙ୍ଗେ ସଙ୍ଗେ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବା ନିମନ୍ତେ ସରକାର ତଥା ଦାରିଙ୍ଗବାଡି ବ୍ଲକ ପ୍ରଶାସନ ଙ୍କୁ ଗ୍ରାମ ବାସୀ ନିବେଦନ କରିଥିବା ଦେଖିବାକୁ ମିଳିଛି।
କନ୍ଧମାଳ ଦାରିଙ୍ଗବାଡି ବୁଡାଗୁଡା ଡପାକିଆ ରୁ  ନିୟୁଜ ଏଡିଟର ଶ୍ରୀଯୁକ୍ତ ଶ୍ୟାମେନ୍ଦ୍ର ବଡ଼ସେଠ ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ,ଓଡିଶା, ଭୁବନେଶ୍ୱର।
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    3 hrs ago
  • ଗଡବାଣିକିଲୋ ଠାରେ ଶହିଦ ଦିବସ ପାଳନ,,,, ପ୍ରଫୁଲ୍ଲ କୁମାର ନାୟକ ଦିବାକର ପରିଡ଼ା ଙ୍କ ଜନ୍ମ ମାଟି ଗଡବାଣିକିଲରେ ସହିଦ ଦ୍ବୟ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ,,
    1
    ଗଡବାଣିକିଲୋ ଠାରେ ଶହିଦ ଦିବସ ପାଳନ,,,, ପ୍ରଫୁଲ୍ଲ କୁମାର ନାୟକ ଦିବାକର ପରିଡ଼ା ଙ୍କ ଜନ୍ମ ମାଟି ଗଡବାଣିକିଲରେ  ସହିଦ ଦ୍ବୟ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ,,
    user_Dillip Parida
    Dillip Parida
    Local News Reporter ରଣପୁର, ନୟାଗଡ଼, ଓଡ଼ିଶା•
    18 hrs ago
  • Post by SOUMYA RANJAN
    1
    Post by SOUMYA RANJAN
    user_SOUMYA RANJAN
    SOUMYA RANJAN
    Extended stay hotel ପୁରୀ (M), ପୁରୀ, ଓଡ଼ିଶା•
    5 hrs ago
  • Post by Manoj kumar baliyarsingh
    2
    Post by Manoj kumar baliyarsingh
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    19 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.