logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଗୋପ ଵ୍ଲକ ସମ୍ମୁଖରେ ଥିବା ୫ ଵ୍ୟଵସାୟୀଙ୍କ ଘର ଭାଙ୍ଗିଲା ପ୍ରଶାସନ l ଗୋପ ଵ୍ଲକ ସମ୍ମୁଖରେ ଥିବା ୫ ଵ୍ୟଵସାୟୀଙ୍କ ଘର ଭାଙ୍ଗିଲା ପ୍ରଶାସନ l ସଂପୣକ୍ତ ଵ୍ୟଵସାୟୀମାନେ ସରକାରୀ ଜମିକୁ ଜଵର ଦଖଲ କରି ସେଠାରେ ଵ୍ୟଵସାୟ କରୁଥିବା ଵେଳେ ଏଵେ ଗୋପ-କୋଣାର୍କ ରାସ୍ତା ପ୍ରଶସ୍ତିକରଣ ହେବାକୁ ଥିଵାରୁ ଏହି ଉଚ୍ଛେଦ କରାଯାଇଥିବା ବ୍ଲକ ପ୍ରଶାସନ ପକ୍ଷରୁ ସୁଚନା ମିଳିଛି l ହେଲେ ଵ୍ୟଵସାୟୀମାନଙ୍କୁ ଥଇଥାନ ନକରି ପ୍ରଶାସନ ପକ୍ଷରୁ ତାଙ୍କ ଜୀବନ ଜୀଵିକାକୁ ଭାଙ୍ଗି ଦିଆଯାଉଥିବାରୁ ସାଧାରଣରେ ତିଵ୍ର ଅସନ୍ତୋଷ ଦେଖାଦେଇଛି l ଗତ ଜାନୁଆରୀ ୫/୬ ତାରିଖରେ ପ୍ରଶାସନ ପକ୍ଷରୁ ଜଵର ଦଖଲ ଉଚ୍ଛଦ ନାମରେ ମାଧବ-ବାଲିଘାଇ ଓ ନିମାପଡା-କୋଣାର୍କ ରାସ୍ତାରେ ଥିବା ଗୋପ ଵଜାରରେ ଥିବା ଶତାଧିକ ଵେଵସାୟ ପ୍ରତିଷ୍ଠାନ ସମେତ ଏକାଧିକ ଘର ଭାଙ୍ଗା ଯାଇଥିଲା l ସେହିପରି ଗତ ମାସରେ ଗୋପ-ବାଲିଘାଇ ରାସ୍ତାରେ ଥିଵା ନାଗପୁର ଵଜାରର ଜଵର ଦଖଲ ଉଚ୍ଛେଦ ହୋଇଥିଲା l ସେଥିରେ ମଧ୍ୟ ଶତାଧିକ ବ୍ୟଵସାୟ ପ୍ରତିଷ୍ଠାନ ସମେତ ଘର ଭାଙ୍ଗିଥିଲା l ହେଲେ ପ୍ରଶାସନ ପକ୍ଷରୁ ଆଜି ପର୍ଯ୍ୟନ୍ତ ସେମାନଙ୍କୁ କେଉଁଠାରେ ଥଇଥାନ କରାନଯାଇଥିବାରୁ ସେମାନେ ଵାରଦୁଆର ଶୁଣ୍ଢି ପିଣ୍ଡା ହେଉଛନ୍ତି l କିପରି ତାଙ୍କର ପରିବାର ପ୍ରତିପୋଷଣ କରିଵେ ତାହାକୁ ନେଇ ସେମାନଙ୍କ ମୁଣ୍ଡରେ ଚଡକ ପଡିଛି l ସେହିପରି ଦୀର୍ଘ ଦିନ ହେଲା ଵ୍ଲକ ସମ୍ମୁଖରେ ହୋଟେଲ, ଚାହା ଜଳଖିଆ ଦୋକାନ ଓ କାଠ ଗୋଲା, ଫର୍ଣ୍ଣିଚର ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ୫ବ୍ୟଵସାୟୀଙ୍କ ପ୍ରତିଷ୍ଠାନକୁ ଆଜି ଵ୍ଲକ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଥିବାରୁ ଅସନ୍ତୋଷ ଦେଖାଦେଇଛି.

14 hrs ago
user_Rashmi Babu Reporter gop
Rashmi Babu Reporter gop
ଗୋପ, ପୁରୀ, ଓଡ଼ିଶା•
14 hrs ago

ଗୋପ ଵ୍ଲକ ସମ୍ମୁଖରେ ଥିବା ୫ ଵ୍ୟଵସାୟୀଙ୍କ ଘର ଭାଙ୍ଗିଲା ପ୍ରଶାସନ l ଗୋପ ଵ୍ଲକ ସମ୍ମୁଖରେ ଥିବା ୫ ଵ୍ୟଵସାୟୀଙ୍କ ଘର ଭାଙ୍ଗିଲା ପ୍ରଶାସନ l ସଂପୣକ୍ତ ଵ୍ୟଵସାୟୀମାନେ ସରକାରୀ ଜମିକୁ ଜଵର ଦଖଲ କରି ସେଠାରେ ଵ୍ୟଵସାୟ କରୁଥିବା ଵେଳେ ଏଵେ ଗୋପ-କୋଣାର୍କ ରାସ୍ତା ପ୍ରଶସ୍ତିକରଣ ହେବାକୁ ଥିଵାରୁ ଏହି ଉଚ୍ଛେଦ କରାଯାଇଥିବା ବ୍ଲକ ପ୍ରଶାସନ ପକ୍ଷରୁ ସୁଚନା ମିଳିଛି l ହେଲେ ଵ୍ୟଵସାୟୀମାନଙ୍କୁ ଥଇଥାନ ନକରି ପ୍ରଶାସନ ପକ୍ଷରୁ ତାଙ୍କ ଜୀବନ ଜୀଵିକାକୁ ଭାଙ୍ଗି ଦିଆଯାଉଥିବାରୁ ସାଧାରଣରେ ତିଵ୍ର ଅସନ୍ତୋଷ ଦେଖାଦେଇଛି l ଗତ ଜାନୁଆରୀ ୫/୬ ତାରିଖରେ ପ୍ରଶାସନ ପକ୍ଷରୁ ଜଵର ଦଖଲ ଉଚ୍ଛଦ ନାମରେ ମାଧବ-ବାଲିଘାଇ ଓ ନିମାପଡା-କୋଣାର୍କ ରାସ୍ତାରେ ଥିବା ଗୋପ ଵଜାରରେ ଥିବା ଶତାଧିକ ଵେଵସାୟ ପ୍ରତିଷ୍ଠାନ ସମେତ ଏକାଧିକ ଘର ଭାଙ୍ଗା ଯାଇଥିଲା l ସେହିପରି ଗତ ମାସରେ ଗୋପ-ବାଲିଘାଇ ରାସ୍ତାରେ ଥିଵା ନାଗପୁର ଵଜାରର ଜଵର ଦଖଲ ଉଚ୍ଛେଦ ହୋଇଥିଲା l ସେଥିରେ ମଧ୍ୟ ଶତାଧିକ ବ୍ୟଵସାୟ ପ୍ରତିଷ୍ଠାନ ସମେତ ଘର ଭାଙ୍ଗିଥିଲା l ହେଲେ ପ୍ରଶାସନ ପକ୍ଷରୁ ଆଜି ପର୍ଯ୍ୟନ୍ତ ସେମାନଙ୍କୁ କେଉଁଠାରେ ଥଇଥାନ କରାନଯାଇଥିବାରୁ ସେମାନେ ଵାରଦୁଆର ଶୁଣ୍ଢି ପିଣ୍ଡା ହେଉଛନ୍ତି l କିପରି ତାଙ୍କର ପରିବାର ପ୍ରତିପୋଷଣ କରିଵେ ତାହାକୁ ନେଇ ସେମାନଙ୍କ ମୁଣ୍ଡରେ ଚଡକ ପଡିଛି l ସେହିପରି ଦୀର୍ଘ ଦିନ ହେଲା ଵ୍ଲକ ସମ୍ମୁଖରେ ହୋଟେଲ, ଚାହା ଜଳଖିଆ ଦୋକାନ ଓ କାଠ ଗୋଲା, ଫର୍ଣ୍ଣିଚର ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ୫ବ୍ୟଵସାୟୀଙ୍କ ପ୍ରତିଷ୍ଠାନକୁ ଆଜି ଵ୍ଲକ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଥିବାରୁ ଅସନ୍ତୋଷ ଦେଖାଦେଇଛି.

More news from ଓଡ଼ିଶା and nearby areas
  • ଗୋପ ଵ୍ଲକ ସମ୍ମୁଖରେ ଥିବା ୫ ଵ୍ୟଵସାୟୀଙ୍କ ଘର ଭାଙ୍ଗିଲା ପ୍ରଶାସନ l ସଂପୣକ୍ତ ଵ୍ୟଵସାୟୀମାନେ ସରକାରୀ ଜମିକୁ ଜଵର ଦଖଲ କରି ସେଠାରେ ଵ୍ୟଵସାୟ କରୁଥିବା ଵେଳେ ଏଵେ ଗୋପ-କୋଣାର୍କ ରାସ୍ତା ପ୍ରଶସ୍ତିକରଣ ହେବାକୁ ଥିଵାରୁ ଏହି ଉଚ୍ଛେଦ କରାଯାଇଥିବା ବ୍ଲକ ପ୍ରଶାସନ ପକ୍ଷରୁ ସୁଚନା ମିଳିଛି l ହେଲେ ଵ୍ୟଵସାୟୀମାନଙ୍କୁ ଥଇଥାନ ନକରି ପ୍ରଶାସନ ପକ୍ଷରୁ ତାଙ୍କ ଜୀବନ ଜୀଵିକାକୁ ଭାଙ୍ଗି ଦିଆଯାଉଥିବାରୁ ସାଧାରଣରେ ତିଵ୍ର ଅସନ୍ତୋଷ ଦେଖାଦେଇଛି l ଗତ ଜାନୁଆରୀ ୫/୬ ତାରିଖରେ ପ୍ରଶାସନ ପକ୍ଷରୁ ଜଵର ଦଖଲ ଉଚ୍ଛଦ ନାମରେ ମାଧବ-ବାଲିଘାଇ ଓ ନିମାପଡା-କୋଣାର୍କ ରାସ୍ତାରେ ଥିବା ଗୋପ ଵଜାରରେ ଥିବା ଶତାଧିକ ଵେଵସାୟ ପ୍ରତିଷ୍ଠାନ ସମେତ ଏକାଧିକ ଘର ଭାଙ୍ଗା ଯାଇଥିଲା l ସେହିପରି ଗତ ମାସରେ ଗୋପ-ବାଲିଘାଇ ରାସ୍ତାରେ ଥିଵା ନାଗପୁର ଵଜାରର ଜଵର ଦଖଲ ଉଚ୍ଛେଦ ହୋଇଥିଲା l ସେଥିରେ ମଧ୍ୟ ଶତାଧିକ ବ୍ୟଵସାୟ ପ୍ରତିଷ୍ଠାନ ସମେତ ଘର ଭାଙ୍ଗିଥିଲା l ହେଲେ ପ୍ରଶାସନ ପକ୍ଷରୁ ଆଜି ପର୍ଯ୍ୟନ୍ତ ସେମାନଙ୍କୁ କେଉଁଠାରେ ଥଇଥାନ କରାନଯାଇଥିବାରୁ ସେମାନେ ଵାରଦୁଆର ଶୁଣ୍ଢି ପିଣ୍ଡା ହେଉଛନ୍ତି l କିପରି ତାଙ୍କର ପରିବାର ପ୍ରତିପୋଷଣ କରିଵେ ତାହାକୁ ନେଇ ସେମାନଙ୍କ ମୁଣ୍ଡରେ ଚଡକ ପଡିଛି l ସେହିପରି ଦୀର୍ଘ ଦିନ ହେଲା ଵ୍ଲକ ସମ୍ମୁଖରେ ହୋଟେଲ, ଚାହା ଜଳଖିଆ ଦୋକାନ ଓ କାଠ ଗୋଲା, ଫର୍ଣ୍ଣିଚର ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ୫ବ୍ୟଵସାୟୀଙ୍କ ପ୍ରତିଷ୍ଠାନକୁ ଆଜି ଵ୍ଲକ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଥିବାରୁ ଅସନ୍ତୋଷ ଦେଖାଦେଇଛି.
    1
    ଗୋପ ଵ୍ଲକ ସମ୍ମୁଖରେ ଥିବା ୫ ଵ୍ୟଵସାୟୀଙ୍କ ଘର ଭାଙ୍ଗିଲା ପ୍ରଶାସନ l ସଂପୣକ୍ତ ଵ୍ୟଵସାୟୀମାନେ ସରକାରୀ ଜମିକୁ ଜଵର ଦଖଲ କରି ସେଠାରେ ଵ୍ୟଵସାୟ କରୁଥିବା ଵେଳେ ଏଵେ ଗୋପ-କୋଣାର୍କ ରାସ୍ତା ପ୍ରଶସ୍ତିକରଣ ହେବାକୁ ଥିଵାରୁ ଏହି ଉଚ୍ଛେଦ କରାଯାଇଥିବା ବ୍ଲକ ପ୍ରଶାସନ ପକ୍ଷରୁ ସୁଚନା ମିଳିଛି l ହେଲେ ଵ୍ୟଵସାୟୀମାନଙ୍କୁ ଥଇଥାନ ନକରି ପ୍ରଶାସନ ପକ୍ଷରୁ ତାଙ୍କ ଜୀବନ ଜୀଵିକାକୁ ଭାଙ୍ଗି ଦିଆଯାଉଥିବାରୁ ସାଧାରଣରେ ତିଵ୍ର ଅସନ୍ତୋଷ ଦେଖାଦେଇଛି l ଗତ ଜାନୁଆରୀ ୫/୬ ତାରିଖରେ ପ୍ରଶାସନ ପକ୍ଷରୁ ଜଵର ଦଖଲ ଉଚ୍ଛଦ ନାମରେ ମାଧବ-ବାଲିଘାଇ ଓ ନିମାପଡା-କୋଣାର୍କ ରାସ୍ତାରେ ଥିବା ଗୋପ ଵଜାରରେ ଥିବା ଶତାଧିକ ଵେଵସାୟ ପ୍ରତିଷ୍ଠାନ ସମେତ ଏକାଧିକ ଘର ଭାଙ୍ଗା ଯାଇଥିଲା l ସେହିପରି ଗତ ମାସରେ ଗୋପ-ବାଲିଘାଇ ରାସ୍ତାରେ ଥିଵା ନାଗପୁର ଵଜାରର ଜଵର ଦଖଲ ଉଚ୍ଛେଦ ହୋଇଥିଲା l ସେଥିରେ ମଧ୍ୟ ଶତାଧିକ ବ୍ୟଵସାୟ ପ୍ରତିଷ୍ଠାନ ସମେତ ଘର ଭାଙ୍ଗିଥିଲା l ହେଲେ ପ୍ରଶାସନ ପକ୍ଷରୁ ଆଜି ପର୍ଯ୍ୟନ୍ତ ସେମାନଙ୍କୁ କେଉଁଠାରେ ଥଇଥାନ କରାନଯାଇଥିବାରୁ ସେମାନେ ଵାରଦୁଆର ଶୁଣ୍ଢି ପିଣ୍ଡା ହେଉଛନ୍ତି l କିପରି ତାଙ୍କର ପରିବାର ପ୍ରତିପୋଷଣ କରିଵେ ତାହାକୁ ନେଇ ସେମାନଙ୍କ ମୁଣ୍ଡରେ ଚଡକ ପଡିଛି l ସେହିପରି ଦୀର୍ଘ ଦିନ ହେଲା ଵ୍ଲକ ସମ୍ମୁଖରେ ହୋଟେଲ, ଚାହା ଜଳଖିଆ ଦୋକାନ ଓ କାଠ ଗୋଲା, ଫର୍ଣ୍ଣିଚର ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ୫ବ୍ୟଵସାୟୀଙ୍କ ପ୍ରତିଷ୍ଠାନକୁ ଆଜି ଵ୍ଲକ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଥିବାରୁ ଅସନ୍ତୋଷ ଦେଖାଦେଇଛି.
    user_Rashmi Babu Reporter gop
    Rashmi Babu Reporter gop
    ଗୋପ, ପୁରୀ, ଓଡ଼ିଶା•
    14 hrs ago
  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଲୋକପ୍ରିୟ ସ୍ଥାନୀୟ ଖାଦ୍ୟ 'ଝାଲମୁଢ଼ି'ର ଉଦାହରଣ ଦେଇ ତୃଣମୂଳ କଂଗ୍ରେସ (TMC) ଉପରେ ଶାଣିତ ଆକ୍ରମଣ କରିଛନ୍ତି। ଏଥିସହ ସେ ଆଗାମୀ ନିର୍ବାଚନରେ ବିଜେପି (BJP) ର ପ୍ରଚଣ୍ଡ ବିଜୟ ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ​ନିକଟରେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାସକ ଦଳ ଟିଏମସିକୁ ଟାର୍ଗେଟ କରିଥିଲେ। ପ୍ରଧାନମନ୍ତ୍ରୀ ବେଙ୍ଗଲର ପ୍ରସିଦ୍ଧ ଷ୍ଟ୍ରିଟ୍ ଫୁଡ୍ 'ଝାଲମୁଢ଼ି'ର ଉଲ୍ଲେଖ କରି ନିଜ ରାଜନୈତିକ ଭାଷଣକୁ ବେଶ୍ ରୋଚକ କରିଥିଲେ। ​"ମୁଁ ଖାଇଲି ଝାଲମୁଢ଼ି, କିନ୍ତୁ ଝଟକା ଲାଗିଲା ଟିଏମସିକୁ" ​ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମଜାଳିଆ ଅନ୍ଦାଜରେ କହିଥିଲେ ଯେ, "ମୁଁ ଶୁଣିବାକୁ ପାଇଛି ଯେ ଝାଲମୁଢ଼ି ମଧ୍ୟ କିଛି ଲୋକଙ୍କୁ ଜୋରଦାର ଝଟକା ଦେଇଛି।" ଏହାପରେ ସେ ହସି ହସି କହିଥିଲେ, "ଝାଲମୁଢ଼ି ତ ମୁଁ ଖାଇଲି, କିନ୍ତୁ ଝାଳ ଟିଏମସିକର ବାହାରିଲା।" ​ଏକ 'ପ୍ରଚଣ୍ଡ ବିଜୟ' ନେଇ ବିଶ୍ୱାସ ​ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଜେପିର ସମ୍ଭାବ୍ୟ ବିଜୟ ଉପରେ ପୂର୍ଣ୍ଣ ବିଶ୍ୱାସ ବ୍ୟକ୍ତ କରିଥିଲେ। ​ରେକର୍ଡ ମତଦାନର ଉଦାହରଣ: ସେ ଆସାମ, କେରଳ ଏବଂ ପୁଡୁଚେରୀର ଉଦାହରଣ ଦେଇ କହିଥିଲେ ଯେ, ଯେଉଁଠାରେ ବହୁଳ ମାତ୍ରାରେ ରେକର୍ଡ ମତଦାନ ହୋଇଛି, ସେଠାରେ ବିଜେପିକୁ ପ୍ରଚଣ୍ଡ ବିଜୟ ମିଳିଛି। ​ପଦ୍ମ ଫୁଟିବା ନିଶ୍ଚିତ: ବେଙ୍ଗଲରେ ମଧ୍ୟ ଏଥର ପଦ୍ମ ଫୁଟିବା ନିଶ୍ଚିତ ବୋଲି ସେ ଦାବି କରିଛନ୍ତି। ​ବିଜୟ ଉତ୍ସବ: ଆସନ୍ତା ମେ ୪ ତାରିଖରେ ବେଙ୍ଗଲରେ ବିଜେପି ବିଜୟର ଉତ୍ସବ ପାଳନ ହେବ ଏବଂ ମିଠା ସହିତ ଝାଲମୁଢ଼ି ମଧ୍ୟ ବଣ୍ଟାଯିବ ବୋଲି ସେ ଘୋଷଣା କରିଥିଲେ। ​ରାଜନୀତି ମଧ୍ୟରେ ଏକ ସ୍ନେହପୂର୍ଣ୍ଣ ମୁହୂର୍ତ୍ତ ​ରାଜନୈତିକ ଆକ୍ରମଣ ଓ ଭାଷଣବାଜି ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଏକ ଭିନ୍ନ ତଥା ସ୍ନେହପୂର୍ଣ୍ଣ ରୂପ ମଧ୍ୟ ଦେଖିବାକୁ ମିଳିଥିଲା।
    1
    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଲୋକପ୍ରିୟ ସ୍ଥାନୀୟ ଖାଦ୍ୟ 'ଝାଲମୁଢ଼ି'ର ଉଦାହରଣ ଦେଇ ତୃଣମୂଳ କଂଗ୍ରେସ (TMC) ଉପରେ ଶାଣିତ ଆକ୍ରମଣ କରିଛନ୍ତି। ଏଥିସହ ସେ ଆଗାମୀ ନିର୍ବାଚନରେ ବିଜେପି (BJP) ର ପ୍ରଚଣ୍ଡ ବିଜୟ ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
​ନିକଟରେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାସକ ଦଳ ଟିଏମସିକୁ ଟାର୍ଗେଟ କରିଥିଲେ। ପ୍ରଧାନମନ୍ତ୍ରୀ ବେଙ୍ଗଲର ପ୍ରସିଦ୍ଧ ଷ୍ଟ୍ରିଟ୍ ଫୁଡ୍ 'ଝାଲମୁଢ଼ି'ର ଉଲ୍ଲେଖ କରି ନିଜ ରାଜନୈତିକ ଭାଷଣକୁ ବେଶ୍ ରୋଚକ କରିଥିଲେ।
​"ମୁଁ ଖାଇଲି ଝାଲମୁଢ଼ି, କିନ୍ତୁ ଝଟକା ଲାଗିଲା ଟିଏମସିକୁ"
​ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମଜାଳିଆ ଅନ୍ଦାଜରେ କହିଥିଲେ ଯେ, "ମୁଁ ଶୁଣିବାକୁ ପାଇଛି ଯେ ଝାଲମୁଢ଼ି ମଧ୍ୟ କିଛି ଲୋକଙ୍କୁ ଜୋରଦାର ଝଟକା ଦେଇଛି।" ଏହାପରେ ସେ ହସି ହସି କହିଥିଲେ, "ଝାଲମୁଢ଼ି ତ ମୁଁ ଖାଇଲି, କିନ୍ତୁ ଝାଳ  ଟିଏମସିକର ବାହାରିଲା।" 
​ଏକ 'ପ୍ରଚଣ୍ଡ ବିଜୟ' ନେଇ ବିଶ୍ୱାସ
​ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଜେପିର ସମ୍ଭାବ୍ୟ ବିଜୟ ଉପରେ ପୂର୍ଣ୍ଣ ବିଶ୍ୱାସ ବ୍ୟକ୍ତ କରିଥିଲେ।
​ରେକର୍ଡ ମତଦାନର ଉଦାହରଣ: ସେ ଆସାମ, କେରଳ ଏବଂ ପୁଡୁଚେରୀର ଉଦାହରଣ ଦେଇ କହିଥିଲେ ଯେ, ଯେଉଁଠାରେ ବହୁଳ ମାତ୍ରାରେ ରେକର୍ଡ ମତଦାନ ହୋଇଛି, ସେଠାରେ ବିଜେପିକୁ ପ୍ରଚଣ୍ଡ ବିଜୟ ମିଳିଛି।
​ପଦ୍ମ ଫୁଟିବା ନିଶ୍ଚିତ: ବେଙ୍ଗଲରେ ମଧ୍ୟ ଏଥର ପଦ୍ମ ଫୁଟିବା ନିଶ୍ଚିତ ବୋଲି ସେ ଦାବି କରିଛନ୍ତି।
​ବିଜୟ ଉତ୍ସବ: ଆସନ୍ତା ମେ ୪ ତାରିଖରେ ବେଙ୍ଗଲରେ ବିଜେପି ବିଜୟର ଉତ୍ସବ ପାଳନ ହେବ ଏବଂ ମିଠା ସହିତ ଝାଲମୁଢ଼ି ମଧ୍ୟ ବଣ୍ଟାଯିବ ବୋଲି ସେ ଘୋଷଣା କରିଥିଲେ।
​ରାଜନୀତି ମଧ୍ୟରେ ଏକ ସ୍ନେହପୂର୍ଣ୍ଣ ମୁହୂର୍ତ୍ତ
​ରାଜନୈତିକ ଆକ୍ରମଣ ଓ ଭାଷଣବାଜି ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଏକ ଭିନ୍ନ ତଥା ସ୍ନେହପୂର୍ଣ୍ଣ ରୂପ ମଧ୍ୟ ଦେଖିବାକୁ ମିଳିଥିଲା।
    user_The Indcell
    The Indcell
    Balipatna, Khordha•
    9 hrs ago
  • Post by ମନୋଜ କୁମାର ପୁଣ୍ଟିଆ
    1
    Post by ମନୋଜ କୁମାର ପୁଣ୍ଟିଆ
    user_ମନୋଜ କୁମାର ପୁଣ୍ଟିଆ
    ମନୋଜ କୁମାର ପୁଣ୍ଟିଆ
    ବାଲିପାଟଣା, ଖୋର୍ଦ୍ଧା, ଓଡ଼ିଶା•
    10 hrs ago
  • Post by Manoj kumar baliyarsingh
    4
    Post by Manoj kumar baliyarsingh
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    13 hrs ago
  • Post by ରିପୋର୍ଟର:ବିଶ୍ୱଜିତ୍ ପଟ୍ଟନାୟକ...
    2
    Post by ରିପୋର୍ଟର:ବିଶ୍ୱଜିତ୍ ପଟ୍ଟନାୟକ...
    user_ରିପୋର୍ଟର:ବିଶ୍ୱଜିତ୍ ପଟ୍ଟନାୟକ...
    ରିପୋର୍ଟର:ବିଶ୍ୱଜିତ୍ ପଟ୍ଟନାୟକ...
    ସତ୍ୟବାଦୀ, ପୁରୀ, ଓଡ଼ିଶା•
    13 hrs ago
  • Post by ଦେବ ବେହେରା
    3
    Post by ଦେବ ବେହେରା
    user_ଦେବ ବେହେରା
    ଦେବ ବେହେରା
    ସତ୍ୟବାଦୀ, ପୁରୀ, ଓଡ଼ିଶା•
    18 hrs ago
  • Post by Rajesh Samantaray
    1
    Post by Rajesh Samantaray
    user_Rajesh Samantaray
    Rajesh Samantaray
    Bank Sadar, Puri•
    20 hrs ago
  • Post by ଦେବ ବେହେରା
    1
    Post by ଦେବ ବେହେରା
    user_ଦେବ ବେହେରା
    ଦେବ ବେହେରା
    ସତ୍ୟବାଦୀ, ପୁରୀ, ଓଡ଼ିଶା•
    18 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.