logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସାରା ରାଜ୍ୟ ରେ ମଦ ବନ୍ଦ ଦାବିରେ ମହିଳା ଙ୍କ ରାସ୍ତାରୋକ l ଯାତାୟାତ ରେ ଅସୁବିଧା l ସାରା ରାଜ୍ୟ ରୁ ମଦ ବନ୍ଦ କରିବା ଦାବି ନେଇ ଜରାବଗା ର ସନ୍ଧ୍ୟାରାଣୀ ପଟେଲ ସୋମବାର ସକାଳ ୬ ଟାରେ କେଶେଇବାହାଲ ସୋଲ ମୁଖ୍ୟ ରାସ୍ତାକୁ ବାଉଁଶ ବାନ୍ଧି ଅବରୋଧ କରି ଧାରଣା ରେ ବସିଥିଲେ l ଯଦ୍ୱାରା କି ରାସ୍ତା ରେ ଯାତାୟାତ କରୁଥିବା ଲୋକେ ଅନେକ ଅସୁବିଧା ର ସମ୍ମୁଖୀନ ହୋଇଥିଲେ l ଗ୍ରାମବାସୀ ମାନେ କାରଣ ପଚାରିବାରୁ ମଦ ପାଇଁ ପ୍ରତ୍ୟେକ ପରିବାର ରେ ଝଗଡା ମାରପିଟ ଲାଗି ରହୁଥିବାରୁ ପୁରା ରାଜ୍ୟ ରୁ ମଦ ବନ୍ଦ ହେବା ଜରୁରୀ ବୋଲି ମହିଳା ଜଣକ ପ୍ରକାଶ କରିଥିଲେ l ଅନେକ ବୁଝାସୁଝା ସତ୍ୱେ ଧାରଣା ରୁ ନ ଉଥିବାରୁ ଲୋକ ମାନେ ମହୁଲପାଲି ପୁଲିସ କୁ ସୂଚନା ଦେଇଥିଲେ l ପରିବାର ଲୋକ ଙ୍କ ବୁଝାସୁଝା ପରେ ସେ ଧାରଣା ରୁ ଉଠି ଥିଲେ l

14 hrs ago
user_Suresh Kumar Ghosh
Suresh Kumar Ghosh
ମାହୁଲପାଲି, ସମ୍ବଲପୁର, ଓଡ଼ିଶା•
14 hrs ago

ସାରା ରାଜ୍ୟ ରେ ମଦ ବନ୍ଦ ଦାବିରେ ମହିଳା ଙ୍କ ରାସ୍ତାରୋକ l ଯାତାୟାତ ରେ ଅସୁବିଧା l ସାରା ରାଜ୍ୟ ରୁ ମଦ ବନ୍ଦ କରିବା ଦାବି ନେଇ ଜରାବଗା ର ସନ୍ଧ୍ୟାରାଣୀ ପଟେଲ ସୋମବାର ସକାଳ ୬ ଟାରେ କେଶେଇବାହାଲ ସୋଲ ମୁଖ୍ୟ ରାସ୍ତାକୁ ବାଉଁଶ ବାନ୍ଧି ଅବରୋଧ କରି ଧାରଣା ରେ ବସିଥିଲେ l ଯଦ୍ୱାରା କି ରାସ୍ତା ରେ ଯାତାୟାତ କରୁଥିବା ଲୋକେ ଅନେକ ଅସୁବିଧା ର ସମ୍ମୁଖୀନ ହୋଇଥିଲେ l ଗ୍ରାମବାସୀ ମାନେ କାରଣ ପଚାରିବାରୁ ମଦ ପାଇଁ ପ୍ରତ୍ୟେକ ପରିବାର ରେ ଝଗଡା ମାରପିଟ ଲାଗି ରହୁଥିବାରୁ ପୁରା ରାଜ୍ୟ ରୁ ମଦ ବନ୍ଦ ହେବା ଜରୁରୀ ବୋଲି ମହିଳା ଜଣକ ପ୍ରକାଶ କରିଥିଲେ l ଅନେକ ବୁଝାସୁଝା ସତ୍ୱେ ଧାରଣା ରୁ ନ ଉଥିବାରୁ ଲୋକ ମାନେ ମହୁଲପାଲି ପୁଲିସ କୁ ସୂଚନା ଦେଇଥିଲେ l ପରିବାର ଲୋକ ଙ୍କ ବୁଝାସୁଝା ପରେ ସେ ଧାରଣା ରୁ ଉଠି ଥିଲେ l

More news from ଓଡ଼ିଶା and nearby areas
  • ସାରା ରାଜ୍ୟ ରୁ ମଦ ବନ୍ଦ କରିବା ଦାବି ନେଇ ଜରାବଗା ର ସନ୍ଧ୍ୟାରାଣୀ ପଟେଲ ସୋମବାର ସକାଳ ୬ ଟାରେ କେଶେଇବାହାଲ ସୋଲ ମୁଖ୍ୟ ରାସ୍ତାକୁ ବାଉଁଶ ବାନ୍ଧି ଅବରୋଧ କରି ଧାରଣା ରେ ବସିଥିଲେ l ଯଦ୍ୱାରା କି ରାସ୍ତା ରେ ଯାତାୟାତ କରୁଥିବା ଲୋକେ ଅନେକ ଅସୁବିଧା ର ସମ୍ମୁଖୀନ ହୋଇଥିଲେ l ଗ୍ରାମବାସୀ ମାନେ କାରଣ ପଚାରିବାରୁ ମଦ ପାଇଁ ପ୍ରତ୍ୟେକ ପରିବାର ରେ ଝଗଡା ମାରପିଟ ଲାଗି ରହୁଥିବାରୁ ପୁରା ରାଜ୍ୟ ରୁ ମଦ ବନ୍ଦ ହେବା ଜରୁରୀ ବୋଲି ମହିଳା ଜଣକ ପ୍ରକାଶ କରିଥିଲେ l ଅନେକ ବୁଝାସୁଝା ସତ୍ୱେ ଧାରଣା ରୁ ନ ଉଥିବାରୁ ଲୋକ ମାନେ ମହୁଲପାଲି ପୁଲିସ କୁ ସୂଚନା ଦେଇଥିଲେ l ପରିବାର ଲୋକ ଙ୍କ ବୁଝାସୁଝା ପରେ ସେ ଧାରଣା ରୁ ଉଠି ଥିଲେ l
    1
    ସାରା ରାଜ୍ୟ ରୁ ମଦ ବନ୍ଦ କରିବା ଦାବି ନେଇ ଜରାବଗା ର ସନ୍ଧ୍ୟାରାଣୀ ପଟେଲ ସୋମବାର ସକାଳ ୬ ଟାରେ କେଶେଇବାହାଲ ସୋଲ ମୁଖ୍ୟ ରାସ୍ତାକୁ ବାଉଁଶ ବାନ୍ଧି ଅବରୋଧ କରି ଧାରଣା ରେ ବସିଥିଲେ l ଯଦ୍ୱାରା କି ରାସ୍ତା ରେ ଯାତାୟାତ କରୁଥିବା ଲୋକେ ଅନେକ ଅସୁବିଧା ର ସମ୍ମୁଖୀନ ହୋଇଥିଲେ l ଗ୍ରାମବାସୀ ମାନେ କାରଣ ପଚାରିବାରୁ ମଦ ପାଇଁ ପ୍ରତ୍ୟେକ ପରିବାର ରେ ଝଗଡା ମାରପିଟ ଲାଗି ରହୁଥିବାରୁ ପୁରା ରାଜ୍ୟ ରୁ ମଦ ବନ୍ଦ ହେବା ଜରୁରୀ ବୋଲି ମହିଳା ଜଣକ ପ୍ରକାଶ କରିଥିଲେ l ଅନେକ ବୁଝାସୁଝା ସତ୍ୱେ ଧାରଣା ରୁ ନ ଉଥିବାରୁ ଲୋକ ମାନେ ମହୁଲପାଲି ପୁଲିସ କୁ ସୂଚନା ଦେଇଥିଲେ l ପରିବାର ଲୋକ ଙ୍କ ବୁଝାସୁଝା ପରେ ସେ ଧାରଣା ରୁ ଉଠି ଥିଲେ l
    user_Suresh Kumar Ghosh
    Suresh Kumar Ghosh
    ମାହୁଲପାଲି, ସମ୍ବଲପୁର, ଓଡ଼ିଶା•
    14 hrs ago
  • ଡ୍ରେନ କାର୍ଯ୍ୟ ସମ୍ପୂର୍ଣ ନ ହୋଇ ଠିକାଦାର ଚମ୍ପଟ ବ୍ରାହ୍ମଣି ତରଙ୍ଗ - ସୁନ୍ଦର ଗଡ଼ ଜିଲ୍ଲା ରାଜଗାଙ୍ଗପୁର ପୌର ପାଳିକା ଅନ୍ତର୍ଗତ 14ନଂ ୱାର୍ଡ ର କମ୍ୟୁନୁଟି ସେଣ୍ଟର ଠାରୁ ହେମ୍ବ୍ରମ ପଡା ପର୍ଯ୍ୟନ୍ତ 15ତମ ଏଫ ସି ଗ୍ରାଣ୍ଡ ରୁ 5 ଲକ୍ଷ ଟଙ୍କାରେ ଡ୍ରେନ ଓ ସ୍ଲାପ ପଡ଼ିବାର ଥିଲା!ତେବେ ଠିକାଦାର 2022 ମସିହା ରେ କାମ ଆରମ୍ଭ କରି ପ୍ରାୟ 100ମିଟର ନିର୍ମାଣ କରି ଆଉ ଅଧା କାର୍ଯ୍ୟ ପଡ଼ି ରହି ଥିବା ବେଳେ, ଡ୍ରେନ ଉପରେ ସ୍ଲାପ ପଡ଼ି ନ ଥିବାରୁ ସ୍ଥାନୀୟ ଜନ ସାଧାରଣ ଦୁର୍ଘଟଣା ର ସମ୍ମୁଖୀନ ହେଉ ଛନ୍ତି! ଡ୍ରେନ କାର୍ଯ୍ୟ ସମ୍ପୂର୍ଣ ହୋଇ ନ ଥିବାରୁ ପାଣି ଜମି ମଶା, ମାଛି ଙ୍କ ପାଦୁର୍ଭାବ ବୃଦ୍ଧି ପାଇ ସ୍ଥାନୀୟ ଜନ ସାଧାରଣ ବିଭିନ୍ନ ରୋଗ ରେ ଆକ୍ରାନ୍ତ ହେଉ ଛନ୍ତି!ସ୍ଥାନୀୟ ଲୋକ ଠିକା ଦାର କାମ ସମ୍ପୂର୍ଣ ନ କରି ସମସ୍ତ ଟଙ୍କା ନେଇ ଫେରାର ହୋଇ ଯାଇ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି!
    3
    ଡ୍ରେନ କାର୍ଯ୍ୟ ସମ୍ପୂର୍ଣ ନ ହୋଇ ଠିକାଦାର ଚମ୍ପଟ 
ବ୍ରାହ୍ମଣି ତରଙ୍ଗ - ସୁନ୍ଦର ଗଡ଼ ଜିଲ୍ଲା ରାଜଗାଙ୍ଗପୁର ପୌର ପାଳିକା ଅନ୍ତର୍ଗତ 14ନଂ ୱାର୍ଡ ର କମ୍ୟୁନୁଟି ସେଣ୍ଟର ଠାରୁ ହେମ୍ବ୍ରମ ପଡା ପର୍ଯ୍ୟନ୍ତ 15ତମ ଏଫ ସି ଗ୍ରାଣ୍ଡ ରୁ 5 ଲକ୍ଷ ଟଙ୍କାରେ ଡ୍ରେନ ଓ ସ୍ଲାପ ପଡ଼ିବାର ଥିଲା!ତେବେ ଠିକାଦାର 2022 ମସିହା ରେ କାମ ଆରମ୍ଭ କରି ପ୍ରାୟ 100ମିଟର ନିର୍ମାଣ କରି ଆଉ ଅଧା କାର୍ଯ୍ୟ ପଡ଼ି ରହି ଥିବା ବେଳେ, ଡ୍ରେନ ଉପରେ ସ୍ଲାପ ପଡ଼ି ନ ଥିବାରୁ ସ୍ଥାନୀୟ ଜନ ସାଧାରଣ ଦୁର୍ଘଟଣା ର ସମ୍ମୁଖୀନ ହେଉ ଛନ୍ତି! ଡ୍ରେନ କାର୍ଯ୍ୟ ସମ୍ପୂର୍ଣ ହୋଇ ନ ଥିବାରୁ ପାଣି ଜମି ମଶା, ମାଛି ଙ୍କ ପାଦୁର୍ଭାବ ବୃଦ୍ଧି ପାଇ ସ୍ଥାନୀୟ ଜନ ସାଧାରଣ ବିଭିନ୍ନ ରୋଗ ରେ ଆକ୍ରାନ୍ତ ହେଉ ଛନ୍ତି!ସ୍ଥାନୀୟ ଲୋକ ଠିକା ଦାର କାମ ସମ୍ପୂର୍ଣ ନ କରି ସମସ୍ତ ଟଙ୍କା ନେଇ ଫେରାର ହୋଇ ଯାଇ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି!
    user_Rabindra Nayak
    Rabindra Nayak
    ବ୍ରାହ୍ମଣୀ ତରଙ୍ଗ, ସୁନ୍ଦରଗଡ଼, ଓଡ଼ିଶା•
    13 hrs ago
  • नक्सलवाद का मूल कारण विकास की डिमांड नहीं है, एक ideology है। जिस ideology को राष्ट्रपति पद का चुनाव जीतने के लिए इंदिरा गांधी जी ने स्वीकार कर लिया… इसी वामपंथी विचारधारा के कारण नक्सलवाद फैला है। #Amit Shah #NaxalFreeIndia
    1
    नक्सलवाद का मूल कारण विकास की डिमांड नहीं है, एक ideology है।
जिस ideology को राष्ट्रपति पद का चुनाव जीतने के लिए इंदिरा गांधी जी ने स्वीकार कर लिया… इसी वामपंथी विचारधारा के कारण नक्सलवाद फैला है।
#Amit Shah #NaxalFreeIndia
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    4 hrs ago
  • ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ । ଦେବଗଡ଼ ତା. ୩୦.୦୩.୨୦୨୬. ଆଜି ବାରକୋଟ ବ୍ଲକ ମଧ୍ୟପୂର୍ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଯୋଗଦେଇ ୫୧ ଟି ଅଭିଯୋଗ ଗ୍ରହଣ କରିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅଭିଯୋଗ ମଧ୍ୟରେ ୩୨ ଟି ବ୍ୟକ୍ତିଗତ ଏବଂ ୧୯ ଟି ସାମୁହିକ ଅଭିଯୋଗ ହୋଇଥିବା ଜଣାପଡିଛି । ୦.୦୪ ଘରବାରୀ ପଟ୍ଟା , ପାନୀୟ ଜଳ, ଷ୍ଟ୍ରିଟଲାଇଟ ,ସୁଭଦ୍ରା ଯୋଜନା ଓ ମେଗା ଲିଫ୍ଟ ଇରିଗେସନ ର ଉନ୍ନତି କରଣ ନିମନ୍ତେ ପ୍ରମୁଖ ସମାଧାନ ପାଇଁ ଅଭିଯୋଗ ହୋଇଥିଲା । ଅଭିଯୋଗ ଗୁଡିକ ଶୁଣିବା ପରେ ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର, ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ରାଜେନ୍ଦ୍ର କୁମାର ମିଞ୍ଜ, ଉପଜିଲ୍ଲାପାଳ ପରିକ୍ଷିତ ସାହୁ , ଏସିଏଫ୍ ଅରୁଣ ବେହେରା , ଡେପୁଟି କଲେକ୍ଟର ଅଞ୍ଜୁନି କୁଜୁର,ଗୋଷ୍ଠି ଉନ୍ନୟନ ଅଧିକାରୀ ବାରକୋଟ ସୂର୍ଯ୍ୟକାନ୍ତ ବରିହା ଓ ତହସିଲଦାର ସମେତ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
    1
    ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ।
ଦେବଗଡ଼ ତା. ୩୦.୦୩.୨୦୨୬.
ଆଜି ବାରକୋଟ ବ୍ଲକ ମଧ୍ୟପୂର୍ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଯୋଗଦେଇ ୫୧ ଟି ଅଭିଯୋଗ ଗ୍ରହଣ କରିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅଭିଯୋଗ ମଧ୍ୟରେ ୩୨ ଟି ବ୍ୟକ୍ତିଗତ ଏବଂ ୧୯ ଟି ସାମୁହିକ ଅଭିଯୋଗ ହୋଇଥିବା ଜଣାପଡିଛି । ୦.୦୪ ଘରବାରୀ ପଟ୍ଟା , ପାନୀୟ ଜଳ, ଷ୍ଟ୍ରିଟଲାଇଟ ,ସୁଭଦ୍ରା ଯୋଜନା ଓ ମେଗା ଲିଫ୍ଟ ଇରିଗେସନ ର ଉନ୍ନତି କରଣ ନିମନ୍ତେ ପ୍ରମୁଖ ସମାଧାନ ପାଇଁ ଅଭିଯୋଗ ହୋଇଥିଲା । ଅଭିଯୋଗ ଗୁଡିକ ଶୁଣିବା ପରେ ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ  l ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର, ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ରାଜେନ୍ଦ୍ର କୁମାର ମିଞ୍ଜ, ଉପଜିଲ୍ଲାପାଳ ପରିକ୍ଷିତ ସାହୁ , ଏସିଏଫ୍ ଅରୁଣ ବେହେରା ,  ଡେପୁଟି କଲେକ୍ଟର ଅଞ୍ଜୁନି କୁଜୁର,ଗୋଷ୍ଠି ଉନ୍ନୟନ ଅଧିକାରୀ ବାରକୋଟ ସୂର୍ଯ୍ୟକାନ୍ତ ବରିହା ଓ ତହସିଲଦାର ସମେତ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
    user_ବାରକୋଟ ଖବର
    ବାରକୋଟ ଖବର
    Court reporter ବରକୋଟ, ଦେବଗଡ଼, ଓଡ଼ିଶା•
    10 hrs ago
  • Post by ଯିରିମିୟ ଗନ୍ତାୟତ 🙋🙋🙋
    2
    Post by ଯିରିମିୟ ଗନ୍ତାୟତ 🙋🙋🙋
    user_ଯିରିମିୟ ଗନ୍ତାୟତ 🙋🙋🙋
    ଯିରିମିୟ ଗନ୍ତାୟତ 🙋🙋🙋
    Grain Trader ଛେଣ୍ଡିପଦା, ଅନୁଗୁଳ, ଓଡ଼ିଶା•
    17 hrs ago
  • ଶ୍ରମ ବିଭାଗ ଦ୍ଵାରା ଶ୍ରମ କାର୍ଡ ଓ ସହାୟତା ରାଶି ବଣ୍ଟନ । ଅନୁଗୋଳ ଜିଲ୍ଲା ପ୍ରଶାସନ ପକ୍ଷରୁ ରେଙ୍ଗାଳି ପ୍ରୋଜେକ୍ଟ ଠାରେ ଜିଲ୍ଲା ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଛନ୍ତି ଓଡ଼ିଶା ସରକାରଙ୍କର ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ଓ ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ମନ୍ତ୍ରୀ ଶ୍ରୀଯୁକ୍ତ ଗଣେଶ ରାମ ସିଂ ଖୁଣ୍ଟିଆ , ପାଳଲହଡା ନିର୍ବାଚନ ମଣ୍ଡଳୀ ବିଧାୟକ ଅଶୋକ କୁମାର ମହାନ୍ତି , ତାଳଚେର ଉପ ଜିଲ୍ଲାପାଳ , କଣିହାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ । ଶ୍ରମ କାର୍ଡ ଯୋଜନା ଦ୍ୱାରା ବିବାହ ପାଇଁ ଆର୍ଥିକ ସହାୟତା ଅର୍ଥ ରାଶି ୫୦ ହଜାର ଟଙ୍କା ଏବଂ ଅକାଳ ବିୟୋଗ ପାଇଁ ୩ ଲକ୍ଷ ୫ ହଜାର ଓ ୨ ଲକ୍ଷ ୫ ହଜାର ଟଙ୍କା ଲେଖାଏଁ ସହାୟତା ଅର୍ଥ ରାଶି ହିତାଧିକାରୀମାନଙ୍କୁ ବଣ୍ଟନ କରିବା ସହିତ ସରକାର ଯୋଗାଉଥିବା ସମସ୍ତ ଯୋଜନା ବିଷୟରେ ଅବଗତ କରାଇଲେ । ଶ୍ରମିକ ପଞ୍ଜୀକରଣ ପତ୍ର ଓ ସହାୟତା ପ୍ରଦାନ କରିବା ସହ ରାଜ୍ୟ ସରକାର ଶ୍ରମିକଙ୍କ ପାଇଁ କାମ କରୁଛନ୍ତି ଏବଂ ଆମ ସରକାର ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ କାମ କରୁଛୁ । ଶ୍ରମିକ କାର୍ଡ ଥିବା ମୃତକ ପରିବାରକୁ ସହାୟତା , ବିଭାଘର ରାଶି ପ୍ରଦାନ କରାଯାଇଛି । Byte : ଶ୍ରୀଯୁକ୍ତ ଗଣେଶ ରାମ ସିଂ ଖୁଣ୍ଟିଆ । ( ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ଓ ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ରାଷ୍ଟ୍ରମନ୍ତ୍ରୀ )
    1
    ଶ୍ରମ ବିଭାଗ ଦ୍ଵାରା ଶ୍ରମ କାର୍ଡ ଓ ସହାୟତା ରାଶି ବଣ୍ଟନ । ଅନୁଗୋଳ ଜିଲ୍ଲା ପ୍ରଶାସନ ପକ୍ଷରୁ  ରେଙ୍ଗାଳି ପ୍ରୋଜେକ୍ଟ ଠାରେ ଜିଲ୍ଲା ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଛନ୍ତି ଓଡ଼ିଶା ସରକାରଙ୍କର ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ଓ ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ମନ୍ତ୍ରୀ ଶ୍ରୀଯୁକ୍ତ ଗଣେଶ ରାମ ସିଂ ଖୁଣ୍ଟିଆ , ପାଳଲହଡା ନିର୍ବାଚନ ମଣ୍ଡଳୀ ବିଧାୟକ ଅଶୋକ କୁମାର ମହାନ୍ତି , ତାଳଚେର ଉପ ଜିଲ୍ଲାପାଳ , କଣିହାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ । ଶ୍ରମ କାର୍ଡ ଯୋଜନା ଦ୍ୱାରା ବିବାହ ପାଇଁ ଆର୍ଥିକ ସହାୟତା ଅର୍ଥ ରାଶି ୫୦ ହଜାର ଟଙ୍କା ଏବଂ ଅକାଳ ବିୟୋଗ ପାଇଁ ୩ ଲକ୍ଷ ୫ ହଜାର ଓ ୨ ଲକ୍ଷ ୫ ହଜାର ଟଙ୍କା ଲେଖାଏଁ ସହାୟତା ଅର୍ଥ ରାଶି ହିତାଧିକାରୀମାନଙ୍କୁ ବଣ୍ଟନ କରିବା ସହିତ ସରକାର ଯୋଗାଉଥିବା ସମସ୍ତ ଯୋଜନା ବିଷୟରେ ଅବଗତ କରାଇଲେ । ଶ୍ରମିକ ପଞ୍ଜୀକରଣ ପତ୍ର ଓ ସହାୟତା ପ୍ରଦାନ କରିବା ସହ ରାଜ୍ୟ ସରକାର ଶ୍ରମିକଙ୍କ ପାଇଁ କାମ କରୁଛନ୍ତି ଏବଂ ଆମ ସରକାର ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ କାମ କରୁଛୁ । ଶ୍ରମିକ କାର୍ଡ ଥିବା ମୃତକ ପରିବାରକୁ ସହାୟତା , ବିଭାଘର ରାଶି ପ୍ରଦାନ କରାଯାଇଛି ।
Byte : ଶ୍ରୀଯୁକ୍ତ ଗଣେଶ ରାମ ସିଂ ଖୁଣ୍ଟିଆ । ( ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ଓ ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ରାଷ୍ଟ୍ରମନ୍ତ୍ରୀ )
    user_DEB REPOTER
    DEB REPOTER
    Credit reporting agency ପାଲଲହଡା, ଅନୁଗୁଳ, ଓଡ଼ିଶା•
    18 hrs ago
  • Post by BAHUJAN ADHIKAR
    1
    Post by BAHUJAN ADHIKAR
    user_BAHUJAN ADHIKAR
    BAHUJAN ADHIKAR
    Local News Reporter Biramaharajpur, Sonepur•
    49 min ago
  • आज बस्तर से नक्सलवाद लगभग समाप्त हो चुका है. बक्सर में हर गांव में स्कूल, राशन की दुकान, पंचायत में PAC/CAC बनाने की मुहिम चल रही है, आधार कार्ड बन रहे हैं, मुफ्त राशन मिल रहा है: गृह मंत्री @AmitShah
    1
    आज बस्तर से नक्सलवाद लगभग समाप्त हो चुका है.
बक्सर में हर गांव में स्कूल, राशन की दुकान, पंचायत में PAC/CAC बनाने की मुहिम चल रही है, आधार कार्ड बन रहे हैं, मुफ्त राशन मिल रहा है: गृह मंत्री @AmitShah
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    5 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.