Shuru
Apke Nagar Ki App…
ଛାତ୍ରୀଙ୍କୁ ମାନସିକ ନିର୍ଯ୍ୟାତନା ଅଭିଯୋଗ, ନିରପେକ୍ଷ ତଦନ୍ତ ଦାବି ବିଜୁ ଛାତ୍ର ଜନତା ଦଳର ପ୍ରତିବାଦ, ଅଧ୍ୟକ୍ଷଙ୍କୁ ଦାବିପତ୍ର ସମ୍ପ୍ରତି ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକଙ୍କ ଦ୍ବାରା ଜନୈକା ଛାତ୍ରୀ ଙ୍କୁ ସାମାଜିକ ଗଣମାଧ୍ୟମରେ ପ୍ରେମ ନିବେଦନ କରି ତାଙ୍କୁ ମାନସିକ ନିର୍ଯ୍ୟାତନା ଦେବା ଘଟଣା ର ନିରପେକ୍ଷ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆଜି କଲେଜ ଅଧ୍ୟକ୍ଷଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରା ଗଲା ।
Journalist Harishankar Jena

More news from ଓଡ଼ିଶା and nearby areas
- ଜଳେଶ୍ୱର ରେ ବାଲି ମାଫିଆ ଦ୍ୱାରା ଜୁଲାଇ 10 ତାରିଖରେ ଆକ୍ରମଣ କରିଥିବା ଆସାମୀ କୁ ଗିରଫ ଦାବିରେ ଜଳେଶ୍ୱର କଂଗ୍ରସ ସାମ୍ବାଦିକ ସମିଳନୀ1
- ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ୧୬ନମ୍ବର ଜାତୀୟ ରାଜପଥ ମାଟିଆପଡ଼ା ନିକଟରେ ଦୁର୍ଘଟଣାରେ ୧୪ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣେ ମୃତ୍ୟୁ ବରଣ ହୋଇଥିବା ଗାଡିର ଭୟଙ୍କର ଦୃଶ୍ୟ ସିସିଟିଭି ଫୁଟେଜରେ କଏଦର ଦୃଶ୍ୟ । ସୂଚନା ଅନୁଯାୟୀ ଭୁବନେଶ୍ୱର ଡୁଡୁମ୍ବା ଅଞ୍ଚଳରୁ କିଛି ଲୋକ କଲିକତାକୁ ଏକ ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଉଥିଲେ। ସେଠାରୁ ଡୁଡୁମ୍ବାକୁ ଏକ ଟ୍ରାଭେଲର ଯୋଗେ ଫେରୁଥିବା ସମୟରେ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଛୋଟ ପିଲାଙ୍କ ସମେତ ୧୪ଜଣ ଗୁରୁତର ହୋଇଥିବା ଜଣାପଡିଛି। ସମସ୍ତଙ୍କୁ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।1
- Post by Khabar1
- ମୟୂଭଞ୍ଜ ପାଣି ସମସ୍ୟା କୁ ନେଇ ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ ପାଇଁ ସ୍ତ୍ରୀ କଲେ ଆନ୍ଦୋଳନ1
- Post by Rajib Behera1
- Post by NEWS7ODIA1
- ହାସିମପୁର ରୁ ମୟୂର ଉଦ୍ଧାର1
- ମହା ବିଷୁବ ସଂକ୍ରାନ୍ତି ଉପଲକ୍ଷେ ସିମୁଳିଆ ବ୍ଲକ ମାର୍କୋଣା ପଞ୍ଚାୟତ ଗାଁ ମାର୍କୋଣାରେ ଉଡା ପର୍ବ ପାଳିତ ହୋଇଯାଇଛି l2
- Post by Khabar1