ତଳସରା ଜଳସେଚନ ବିଭାଗର ଦ୍ଵାରା ହରିଦ୍ରାଲେପନ କରି ଅହେତୁକ ଟଙ୍କାର ଅପବ୍ୟୟ ଓ କେନାଲ ବିପଦଜନକ ସ୍ଥିତିରେ ଦିନକୁ ଦିନ ସରକାରଙ୍କ ବିକଶିତ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ସବଡେଗା ରେ ଜଳସେଚନ ବିଭାଗର ଏକ ହରିଦ୍ରାଲେପନ୍ କାର୍ଯ୍ୟ ସାମ୍ନା କୁ ଆସିଛି । ଚାଷୀଙ୍କ ପାଇଁ ଜଳସେଚନ ନିତାନ୍ତ ଆବଶ୍ୟକ ଥିବାବେଳେ ଜଳସେଚନ ର ବିଭାଗୀୟ କତୃପକ୍ଷ ପ୍ରକୃତ କାର୍ଯ୍ୟ ନ କରି ଲୋକଙ୍କ ଟଙ୍କାର ଅପଵ୍ୟୟ କରିଥିବା ଘଟଣା ସାମ୍ନାକୁ କୁ ଆସିଛି । ସବଡେଗା ର ମୁଖ୍ୟ କେନାଲ ସଙ୍କଟ ରେ ଥିବା ସହିତ ଆଜି ର ସମୟରେ ଅନେକ ଅନାବନା ଗଛ ସହିତ ଅନେକ ଅପରିତକତ୍ୟ ଜିନିଷ ଭରି ରହିବା କାରଣରୁ ପାଣି ଗନ୍ଧ ହେବା ସହିତ ଏଥିରେ ମଶା ମାଛି ହେବାର ଦେଖିବାକୁ ମିଳୁଛି । ତା ସହିତ କ୍ରମାଗତ ଭାବରେ ତାର ରକ୍ଷଣାବେକ୍ଷଣ ନ ହେବା କାରଣରୁ ତାହା ଏକ ଆବର୍ଜନା ର ପେନ୍ଥ ସ୍ଥଳ ପାଲଟିଛି । ଦିନ ସମୟରେ ଅନେକ ପ୍ରକାର ବିଷଧର ସରୀସୃପ ଦେଖିବାକୁ ମିଳୁଥିବା ଅଞ୍ଚଳବାସୀଙ୍କ ସୂତ୍ରରୁ ଜଣାପଡିଛି । ଏସବୁ ଉପରେ ଧ୍ୟାନ ନ ଦେଇ ଜଳସେଚନ ବିଭାଗ କେନାଲ ଉପରେ ରାସ୍ତା ତିଆରି କରୁଥିବାରୁ ମିଳିଥିବାବେଳେ ତାର ପ୍ରୋଜେକ୍ଟ ପିଲର ରେ ସଠିକ୍ ତଥ୍ୟ ଦେଖା ନ ଯିବା ସାଧାରଣରେ ଚର୍ଚ୍ଚା ହେଉଛି । ତା ସହିତ ସବଡେଗା ଅଞ୍ଚଳ ର ପ୍ରତ୍ୟେକ କେନାଲ ବିପର୍ଯ୍ୟସ୍ତ ଅବସ୍ଥାରେ ଥିବାବେଳେ ତାର ଉନ୍ନତି କରଣ ନ ହୋଇ ଅନ୍ୟ ଦିଗରେ ଟଙ୍କା ଖର୍ଚ୍ଚ ହେବା ଏକ ଅନ୍ୟ ଦିଗକୁ ଇଙ୍ଗିତ କରିଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ବଢ଼ାଇବାରେ ଲାଗିଛି । ଦେଖିବାକୁ ବାକି ରହିଲା ଜଳସେଚନ ବିଭାଗ ଏଥିପ୍ରତି କେବେ ଦୃଷ୍ଟି ଦେବ ।
ତଳସରା ଜଳସେଚନ ବିଭାଗର ଦ୍ଵାରା ହରିଦ୍ରାଲେପନ କରି ଅହେତୁକ ଟଙ୍କାର ଅପବ୍ୟୟ ଓ କେନାଲ ବିପଦଜନକ ସ୍ଥିତିରେ ଦିନକୁ ଦିନ ସରକାରଙ୍କ ବିକଶିତ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ସବଡେଗା ରେ ଜଳସେଚନ ବିଭାଗର ଏକ ହରିଦ୍ରାଲେପନ୍ କାର୍ଯ୍ୟ ସାମ୍ନା କୁ ଆସିଛି । ଚାଷୀଙ୍କ ପାଇଁ ଜଳସେଚନ ନିତାନ୍ତ ଆବଶ୍ୟକ ଥିବାବେଳେ ଜଳସେଚନ ର ବିଭାଗୀୟ କତୃପକ୍ଷ ପ୍ରକୃତ କାର୍ଯ୍ୟ ନ କରି ଲୋକଙ୍କ ଟଙ୍କାର ଅପଵ୍ୟୟ କରିଥିବା ଘଟଣା ସାମ୍ନାକୁ କୁ ଆସିଛି । ସବଡେଗା ର ମୁଖ୍ୟ କେନାଲ ସଙ୍କଟ ରେ ଥିବା ସହିତ ଆଜି ର ସମୟରେ ଅନେକ ଅନାବନା ଗଛ ସହିତ ଅନେକ ଅପରିତକତ୍ୟ ଜିନିଷ ଭରି ରହିବା କାରଣରୁ ପାଣି ଗନ୍ଧ ହେବା ସହିତ ଏଥିରେ ମଶା ମାଛି ହେବାର ଦେଖିବାକୁ ମିଳୁଛି । ତା ସହିତ କ୍ରମାଗତ ଭାବରେ ତାର ରକ୍ଷଣାବେକ୍ଷଣ ନ ହେବା କାରଣରୁ ତାହା ଏକ ଆବର୍ଜନା ର ପେନ୍ଥ ସ୍ଥଳ ପାଲଟିଛି । ଦିନ ସମୟରେ ଅନେକ ପ୍ରକାର ବିଷଧର ସରୀସୃପ ଦେଖିବାକୁ ମିଳୁଥିବା ଅଞ୍ଚଳବାସୀଙ୍କ ସୂତ୍ରରୁ ଜଣାପଡିଛି । ଏସବୁ ଉପରେ ଧ୍ୟାନ ନ ଦେଇ ଜଳସେଚନ ବିଭାଗ କେନାଲ ଉପରେ ରାସ୍ତା ତିଆରି କରୁଥିବାରୁ ମିଳିଥିବାବେଳେ ତାର ପ୍ରୋଜେକ୍ଟ ପିଲର ରେ ସଠିକ୍ ତଥ୍ୟ ଦେଖା ନ ଯିବା ସାଧାରଣରେ ଚର୍ଚ୍ଚା ହେଉଛି । ତା ସହିତ ସବଡେଗା ଅଞ୍ଚଳ ର ପ୍ରତ୍ୟେକ କେନାଲ ବିପର୍ଯ୍ୟସ୍ତ ଅବସ୍ଥାରେ ଥିବାବେଳେ ତାର ଉନ୍ନତି କରଣ ନ ହୋଇ ଅନ୍ୟ ଦିଗରେ ଟଙ୍କା ଖର୍ଚ୍ଚ ହେବା ଏକ ଅନ୍ୟ ଦିଗକୁ ଇଙ୍ଗିତ କରିଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ବଢ଼ାଇବାରେ ଲାଗିଛି । ଦେଖିବାକୁ ବାକି ରହିଲା ଜଳସେଚନ ବିଭାଗ ଏଥିପ୍ରତି କେବେ ଦୃଷ୍ଟି ଦେବ ।
- ଦିନକୁ ଦିନ ସରକାରଙ୍କ ବିକଶିତ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ସବଡେଗା ରେ ଜଳସେଚନ ବିଭାଗର ଏକ ହରିଦ୍ରାଲେପନ୍ କାର୍ଯ୍ୟ ସାମ୍ନା କୁ ଆସିଛି । ଚାଷୀଙ୍କ ପାଇଁ ଜଳସେଚନ ନିତାନ୍ତ ଆବଶ୍ୟକ ଥିବାବେଳେ ଜଳସେଚନ ର ବିଭାଗୀୟ କତୃପକ୍ଷ ପ୍ରକୃତ କାର୍ଯ୍ୟ ନ କରି ଲୋକଙ୍କ ଟଙ୍କାର ଅପଵ୍ୟୟ କରିଥିବା ଘଟଣା ସାମ୍ନାକୁ କୁ ଆସିଛି । ସବଡେଗା ର ମୁଖ୍ୟ କେନାଲ ସଙ୍କଟ ରେ ଥିବା ସହିତ ଆଜି ର ସମୟରେ ଅନେକ ଅନାବନା ଗଛ ସହିତ ଅନେକ ଅପରିତକତ୍ୟ ଜିନିଷ ଭରି ରହିବା କାରଣରୁ ପାଣି ଗନ୍ଧ ହେବା ସହିତ ଏଥିରେ ମଶା ମାଛି ହେବାର ଦେଖିବାକୁ ମିଳୁଛି । ତା ସହିତ କ୍ରମାଗତ ଭାବରେ ତାର ରକ୍ଷଣାବେକ୍ଷଣ ନ ହେବା କାରଣରୁ ତାହା ଏକ ଆବର୍ଜନା ର ପେନ୍ଥ ସ୍ଥଳ ପାଲଟିଛି । ଦିନ ସମୟରେ ଅନେକ ପ୍ରକାର ବିଷଧର ସରୀସୃପ ଦେଖିବାକୁ ମିଳୁଥିବା ଅଞ୍ଚଳବାସୀଙ୍କ ସୂତ୍ରରୁ ଜଣାପଡିଛି । ଏସବୁ ଉପରେ ଧ୍ୟାନ ନ ଦେଇ ଜଳସେଚନ ବିଭାଗ କେନାଲ ଉପରେ ରାସ୍ତା ତିଆରି କରୁଥିବାରୁ ମିଳିଥିବାବେଳେ ତାର ପ୍ରୋଜେକ୍ଟ ପିଲର ରେ ସଠିକ୍ ତଥ୍ୟ ଦେଖା ନ ଯିବା ସାଧାରଣରେ ଚର୍ଚ୍ଚା ହେଉଛି । ତା ସହିତ ସବଡେଗା ଅଞ୍ଚଳ ର ପ୍ରତ୍ୟେକ କେନାଲ ବିପର୍ଯ୍ୟସ୍ତ ଅବସ୍ଥାରେ ଥିବାବେଳେ ତାର ଉନ୍ନତି କରଣ ନ ହୋଇ ଅନ୍ୟ ଦିଗରେ ଟଙ୍କା ଖର୍ଚ୍ଚ ହେବା ଏକ ଅନ୍ୟ ଦିଗକୁ ଇଙ୍ଗିତ କରିଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ବଢ଼ାଇବାରେ ଲାଗିଛି । ଦେଖିବାକୁ ବାକି ରହିଲା ଜଳସେଚନ ବିଭାଗ ଏଥିପ୍ରତି କେବେ ଦୃଷ୍ଟି ଦେବ ।1
- ବେଲପାହାଡ଼ ର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ବେଲପାହାଡ଼ ଇଂଲିଶ ମିଡିୟମ ବିଦ୍ୟାଳୟ ର ୩୯ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟ ର ନିଜସ୍ଵ ଷ୍ଟେଡିୟମ ରେ ଶୁକ୍ରବାର ଦିନ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବରେ ଟିଆର ଏଲ କ୍ରୋଶାକି ରିଫ୍ରେକ୍ଟୋରିଜ ଲିମିଟେଡ଼ ର ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ନାଏକ ଉପସ୍ଥିତ ଥିଲେ । ସମ୍ମାନୀତ ଅତିଥି ଭାବରେ ଶ୍ରୀମତି ଅନିତା ନାଏକ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।ମୂଖ୍ୟ ଅତିଥି ନିଜ ଅଭିଭାଷଣ ରେ ଛାତ୍ର ଛାତ୍ରୀ ମାନଙ୍କୁ ନିଜ ମାତା ପିତା ଓ ଗୁରୁ ମାନଙ୍କୁ ସବୁବେଳେ ସମ୍ମାନ ଦେବା ପାଇଁ ପରାମର୍ଶ ଦେଇଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଛାତ୍ର ଛାତ୍ରୀ ମାନଙ୍କ ଉତ୍ସାହ ବୃଦ୍ଧି ପାଇଁ ପ୍ରୋତ୍ସାହିତ କରିବାପାଇଁ ଉପଦେଶ ଦେଇଥିଲେ । ବିଦ୍ୟାଳୟ ର ପରିଚାଳନା କମିଟିର ସଭାପତି କୁମାର ହେରମ୍ବ ନାରାୟଣ ନାଏକ ସଭାପତିତ୍ୱ କରିଥିବା ବେଳେ ନିଜ ବକ୍ତବ୍ୟ ରେ ବିଦ୍ୟାଳୟ ର ଉନ୍ନତୀ ମୂଳକ କାର୍ଯ୍ୟକ୍ରମ "ପ୍ରଗତି" ଉପରେ ଗୁରୁତ୍ୱ ଆରୋପ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ଅମ୍ବରିଶ ଘୋଷ ସ୍ୱାଗତ ଭାଷଣ ଉପସ୍ଥାପନା କରିଥିଲେ । ବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ବରିଷ୍ଠ ଶିକ୍ଷୟିତ୍ରୀ ପିଙ୍କି ଭଟ୍ଟାଚାର୍ଯ୍ୟି ଓ ଶୁଭଶ୍ମିତା ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ ବିଜୟ କୁମାର ଗୌଡ଼ ସୁରକ୍ଷା ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥିଲେ । ଶେଷରେ ହମିଦ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ଗତବର୍ଷ କାଉନସିଲ ପରୀକ୍ଷାରେ ଭକ୍ତୃଷ୍ଟ ପ୍ରଦର୍ଶନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଛାତ୍ର ବିଭାଶ କୁମାର ନାୟକ କୁ ଟିଆରଏଲ କ୍ରୋଶାକି ଏକ୍ସଲେନ୍ସ ଆୱାର୍ଡ ଏବଂ ଓମ୍ ଶ୍ରୀବାସ୍ତବ କୁ ଶ୍ରେଷ୍ଠ ଖେଳାଳୀ ଭାବରେ ପୁରସ୍କୃତ କରାଯାଇଥିଲା । ଗତ ବର୍ଷ କାଉନସିଲ ପରୀକ୍ଷାରେ ଦଶମ ଶ୍ରେଣୀରେ ପ୍ରଥମ ହୋଇଥିବା ଶୌରଭ ଅଗ୍ରୱାଲ, ଦ୍ୱିତୀୟ ବିଭାଶ ନାୟକ ଓ ତୃତୀୟ ଅନସିରାଜ ସିଂ, ଦ୍ଵାଦଶ ଶ୍ରେଣୀ ପାଇଁ ବିଜ୍ଞାନ ରେ ଅନିକେତ ଚୌବେ, କ୍ରିଶ ଗୁପ୍ତା, ଆର୍ୟନ କୁମାର ଓ ଅନୁସ୍କା ପ୍ରଧାନ ବାଣିଜ୍ୟ ରେ ବୁଶ୍ରା ବାନୋ , ଆଦିତି ଇପ୍ସିତା, ଇଶାନ ଶୁକ୍ଳା ପୁରସ୍କୃତ ହୋଇଥିଲେ । ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଶୁନି ରାଣୀ ପଣ୍ଡା, ସୁନନ୍ତ ପଣ୍ଡା, ହମିଦ କୁମାର ମହାପାତ୍ର, ରୁବି ଡାନିଏଲ, ପିଙ୍କି ଭଟ୍ଟାଚାର୍ଯ୍ୟି, ସୀମା ସାହୁ ଓ ଏମ ଡି ସାହିଦ ଙ୍କୁ ସମ୍ମାନୀତ କରାଯାଇଥିଲା । ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ହଜାର ହଜାର ଦର୍ଶକ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ଓ ପ୍ରଂଶସା କରିଥିଲେ ।1
- ଚିକାଟାମାଟି ପଂଚାୟତ ର ଚିକଟ ମାଟି ଗ୍ରାମର ଜଳ ପରିମଳ ବ୍ୟବସ୍ତା ଶୋଚନୀୟ! ବ୍ରାହ୍ମଣୀ ତରଙ୍ଗ - ଲାଠିକଟା ବ୍ଳକ ଅନ୍ତର୍ଗତ ଚିକଟ ମାଟି ଗ୍ରାମର ଜଳ ପରିମଳ ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବା ବେଳେ, ପଂଚାୟତ କତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉ ନ ଥିବା ଗ୍ରାମ ବାସୀ ଅଭିଯୋଗ କରିଛନ୍ତି!ସରକାର ପ୍ରତି ବର୍ଷ ଗ୍ରାମାଞ୍ଚଳ ର ସ୍ୱଛତା ରଖିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ତାହାର ସଫଳ ରୂପାୟନ ଦେଖିବାକୁ ମିଳୁ ନାହିଁ!ତେଣୁ ବ୍ଲକ କତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଦାବୀ କରିଛନ୍ତି!2
- କଂଗ୍ରେସ ମହିଳା ସଶକ୍ତିକରଣ ବିରୋଧୀ @narendramodi @BJP4Odisha @BJP4India @CMO_Odisha @PMOIndia #NarendraModi #Congress #WomenReservationBill2026କଂଗ୍ରେସ ମହିଳା ସଶକ୍ତିକରଣ ବିରୋଧୀ @narendramodi @BJP4Odisha @BJP4India @CMO_Odisha @PMOIndia #NarendraModi #Congress #WomenReservationBill20261
- ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଦିନକୁ ଦିନ ତାତି ବୃଦ୍ଧି ପାଉଛି। ଜମନକିରା ବ୍ଲକ୍ ୨୧ ଗୋଟି ପଞ୍ଚାୟତ ର ଗ୍ରାମାଞ୍ଚଳ ରେ ପିଇବା ପାଣି ସମସ୍ୟା ଉଦବେଗ ଜନକ ସ୍ଥିତି ରେ ପହଂଚିଛି। ଗ୍ରାମାଞ୍ଚଳ ଲୋକେ ଗାଧୁଆ ପାଧୁଆ ଠାରୁ ଆରମ୍ଭ କରି ପାନୀୟ ଜଳ ସଂଗ୍ରହ ପର୍ଯ୍ୟନ୍ତ କେବଳ ନଳକୂଅ ଉପରେ ନିର୍ଭର କରି ଚଲୁଛନ୍ତି। ଜିଲ୍ଳା ପ୍ରଶାସନ ପକ୍ଷରୁ ଉତ୍କଟ ପାନୀୟ ଜଳାଭାବ ରୋକିବାକୁ ଜଳଛତ୍ର ମାନ ଖୋଲି ଉଦ୍ୟମ କରୁଥିଲେ ହେଁ ଏହାର ସ୍ଥାୟୀ ମୁକାବିଲା ହୋଇପାରୁନାହିଁ।1
- ମାଙ୍କଡ 🐒 ପିଲା ର ଜିବନ ବଞ୍ଜେଇ ଦେଲା1
- ଜୀବନକୁ ବାଜି ଲଗେଇ ୫୦ ଫୁଟ ତଳକୁ ଡେଇଁ ରିଲସ୍ କରୁଛନ୍ତି ନାବାଳକ । ନିଷିଦ୍ଧାଞ୍ଚଳ ଏରିଆରେ ହେଉଛି ରିଲସ୍, ପ୍ରଶାସନ ନୀରବ । ଏ ଭିଡ଼ିଓ ଏବେ ଭାଇରଲ ହେବାରେ ଲାଗିଛି । କିଛି ଯୁବକ ଏବଂ ନାବାଳକ ଜୀବନକୁ ବାଜି ଲଗେଇ ୫୦ ଫୁଟ ଉପରୁ ଡେଉଁଥିବାର ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ରେ ମୋବାଇଲ ରୁ ମୋବାଇଲ ଘୁରିବୁଲୁଛି । ଭିଡିଓ ଟି ଓଡିଶାର ଦ୍ଵିତୀୟ ବୃହତ ଜଳଭଣ୍ଡାର ଅନୁଗୋଳ ଜିଲ୍ଲା କଣିଁହା ବ୍ଲକ ଅନ୍ତର୍ଗତ ରେଙ୍ଗାଳି ଡ୍ୟାମ ରେ ସୁଟିଂ ହୋଇଥିବା ଜଣାପଡିଛି । ଏଠାରେ ଜୀବନର ମୂଲ୍ୟ କିଛି ନଥିବା ଭଳି ବ୍ୟବସ୍ଥା ପରିଲକ୍ଷିତ ହେଉଛି । କେମିତି ଓ କିଏ ଦୁଃସାହସିକ ଭାବେ ବନ୍ଧ ଉପରୁ ତଳକୁ ଡେଇଁ ରିଲସ୍ କରୁଛି ତାହା ଏବେ ପ୍ରଶ୍ନ ଉଠିଛି । ନିଶା କେବଳ ରିଲସ୍ ଏବଂ ସୋସିଆଲ ମିଡିଆରେ ଭାଇରାଲ ହେବା । ଡ୍ୟାମ ଟି ସମ୍ପୂର୍ଣ୍ଣ ଏକ କିଲୋମିଟର ଚାଳିଶ ମିଟର ଲମ୍ବ ହୋଇଥିବାବେଳେ ଦୁଇପାର୍ଶ୍ୱରେ ସରକାରଙ୍କ ତରଫରୁ ଦୁଇପାର୍ଶ୍ୱରେ ଜଗୁଆଳୀ ଅଛନ୍ତି ମାତ୍ର ଚାରିଜଣ । ଯଦି କିଛି ଅଘଟଣ ଘଟେ, ତେବେ ଏଥିପାଇଁ କିଏ ରହିବ ଦାୟୀ । ଏନେଇ ରେଙ୍ଗାଳି ଡ୍ୟାମ କର୍ତ୍ତୃପକ୍ଷ ଅଧିକ୍ଷଣ ଯନ୍ତ୍ରୀ ସୌମେନେନ୍ଦ୍ର ବେହେରାଙ୍କ ମତାମତ ପାଇଁ ଚେଷ୍ଟାକରିଥିଲେ ମଧ୍ଯ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଛନ୍ତି । ତେବେ ଦେଖିବାକୁ ରହିଲା ଆଗାମୀଦିନରେ ପ୍ରଶାସନ ର ନଜର କିଭଳି ପଡୁଛି ଏହି ଡ୍ୟାମ ଉପରେ ।1
- ବେଲଡ଼ିହି ଛକ ଠାରୁ ନଦୀ ଟୋଲା ରାସ୍ତା ଶୋଚନୀୟ ବ୍ରାହ୍ମଣୀ ତରଙ୍ଗ - ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ଲାଠିକଟା ବ୍ଲକ ର ଲୁଙ୍ଗେଇ ଗ୍ରାମ ପଂଚାୟତ ର ବେଲଡ଼ିହି ଛକ ଠାରୁ ନଦୀ ଟୋଲା ପର୍ଯ୍ୟନ୍ତ 2 କିମି ରାସ୍ତା ଅତି ଶୋଚନୀୟ ଅବସ୍ଥାରେ ପଡ଼ି ଥିବା ବେଳେ ପଂଚାୟତ ଓ ବ୍ଳକ କତୃପକ୍ଷ ସମ୍ପୂର୍ଣ ରୂପେ ଆଖି ବନ୍ଦ କରି ଥିବା ବେଳେ ସ୍ଥାନୀୟ ଜନ ସାଧାରଣ ଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି!ଏହି ରାସ୍ତାରେ ନଦୀ ଟୋଲା, ଖାଦନ ଟୋଲା ଓ ବିଭିନ୍ନ କଳକାରଖାନା କୁ ପ୍ରତିଦିନ ଶ୍ରମିକ ମାନେ କାର୍ଯ୍ୟ କରିବାକୁ ଯିବା ଆସିବା କରି ଥାନ୍ତି!ଉକ୍ତ ଗ୍ରାମର ଶିଶୁ ମାନେ ବେଲଡ଼ିହି ଛକରେ ଥିବା ବିଦ୍ୟାଳୟ କୁ ପାଠ ପଢିବାକୁ ଆସି ଥାନ୍ତି!ବର୍ଷା ଦିନରେ ଏହି ରାସ୍ତାରେ ଗମାନ ଗମନ କରିବା ବହୁ କଷ୍ଟକର ହୋଇ ଥାଏ!ତେଣୁ ଜିଲ୍ଲା କତୃପକ୍ଷ ଏଥି ପ୍ରତି ତୁରନ୍ତ ଦୃଷ୍ଟି ଦେଇ ଏହି ରାସ୍ତା ଟିକୁ ପକ୍କା ରାସ୍ତା ନିର୍ମାଣ କରିବା କୁ ସ୍ଥାନୀୟ ଗ୍ରାମ ବାସୀ ଦାବୀ କରିଛନ୍ତି!3