Shuru
Apke Nagar Ki App…
ଆରମ୍ଭ ହେଲା ଜନଗଣନା ୨୦୨୭ । ପ୍ରଥମ ପର୍ଯ୍ୟାୟରେ ୭ଟି ରାଜ୍ୟରେ ଆରମ୍ଭ ହେଲା । ଗତକାଲି ଠାରୁ ଆରମ୍ଭ ହେଲା ଜନଗଣନା ୨୦୨୭ । ବାଲେଶ୍ୱର ଜିଲ୍ଲାରେ ୧୬ ଏବଂ ୧୭ ଦୁଇଦିନ ରୋଡ ମ୍ୟାପିଙ୍ଗ କରି ରିପୋର୍ଟ ଦାଖଲ କରିବା ପାଇଁ ସମୟ ସୀମା ଥିବା ବେଳେ ୧୮ ତାରିଖ ପାଖରୁ ଜନଗଣନା ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
Chittaranjan Nayak
ଆରମ୍ଭ ହେଲା ଜନଗଣନା ୨୦୨୭ । ପ୍ରଥମ ପର୍ଯ୍ୟାୟରେ ୭ଟି ରାଜ୍ୟରେ ଆରମ୍ଭ ହେଲା । ଗତକାଲି ଠାରୁ ଆରମ୍ଭ ହେଲା ଜନଗଣନା ୨୦୨୭ । ବାଲେଶ୍ୱର ଜିଲ୍ଲାରେ ୧୬ ଏବଂ ୧୭ ଦୁଇଦିନ ରୋଡ ମ୍ୟାପିଙ୍ଗ କରି ରିପୋର୍ଟ ଦାଖଲ କରିବା ପାଇଁ ସମୟ ସୀମା ଥିବା ବେଳେ ୧୮ ତାରିଖ ପାଖରୁ ଜନଗଣନା ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
More news from ଓଡ଼ିଶା and nearby areas
- ରାସ୍ତା ଉପରେ ଶାଶୁକୁ ଚୁଟି ଘୋଷାଡ଼ି ଗୋଇଁଠା ମାରୁଛି ବୋହୁ1
- Post by Chittaranjan Nayak1
- ଖଇରା ତା 17/04/2026 ଖଇରା ଦୁର୍ଗମଣ୍ଡପ ପାଖରେ ଥିବା ବିଜୁବାବୁ ଫୋଟରେ ପୁଷ୍ପମାଳ, ଅପ୍ରଣ କରିଥିଲେ ଖଇରା ସିମୁଳିଆ ଅଞ୍ଚଳ ର ପୂର୍ଵ ତନ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ (ଜ୍ୟୋତି ନନା ) .4
- #ବେଆଇନ_ନିର୍ମାଣ_ଅସ୍ଥାୟୀ_ପୋଲକୁ_ଉଛେଦ_କଲା_ଜଳେଶ୍ୱର_ମାଇନିଂ_ବିଭାଗ । ବାଲି ଚାଲାଣ ପାଇଁ ବାଲିଘାଟ ଲିଜ ଧାରି ପକ୍ଷରୁ ସୁବର୍ଣ୍ଣରେଖା ନଦୀ ଉପରେ ହୋମ ପାଇପ ପକାଇ ଜଳେଶ୍ୱର ତହସିଲ ଓ ପୋଲିସ ପ୍ରଶାସନ ଉପସ୍ଥିତିରେ ବେଆଇନ ନିର୍ମାଣ ଅସ୍ଥାୟୀ ପୋଲକୁ ଉଛେଦ କଲା ଜଳେଶ୍ୱର ମାଇନିଂ ବିଭାଗ । #mahimatv #balasore #jalasore3
- ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ତିରୋଧାନ ଦିବସରେ ବସ୍ତାରେ ବିଶାଳ ସମାବେଶ,ଯୋଗ ଦେଲେ ହଜାର ହଜାର ସଂଖ୍ୟାରେ କର୍ମୀ, ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ମଥାନୀ ନିକଟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳନ ହେଉଛି,1
- ବାଲେଶ୍ୱର ଅବକାରୀ ଅଧିକ୍ଷକ ଶ୍ରୀ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ଖଇରା ଥାନା ଅନ୍ତର୍ଗତ କେନ୍ଦୁଭଦଳୀ, ଆମ୍ବଗଡ଼ିଆ ଓ ଅମାରଗଡ଼ିଆ ଗ୍ରାମରେ ଚଢ଼ାଉ କରାଯାଇ ୮୫ ଲିଟର ଦେଶୀ ରନ୍ଧା ମଦ ଜବତ କରାଯିବା ସହିତ କେନ୍ଦୁଭଦଳୀ ଗ୍ରାମର ଗୋଲାପ ଦାସ , ଆମ୍ବଗଡ଼ିଆ ଗ୍ରାମର ପ୍ରେମଲତା ମାଝୀ ଓ ଅମାରଗଡ଼ିଆ ଗ୍ରାମର ସାବିତ୍ରୀ ମାଝୀ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ ୨୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢ଼ାଉରେ ଖଇରା ଅବକାରୀ ଥାନା ସହ ଉପ-ନିରୀକ୍ଷକ ଦୀପିକା ପରିଡ଼ା ଓ କନେଷ୍ଟବଳ ଦେବାଶିଷ ମଲ୍ଲିକ ପ୍ରଭୃତି ସାମିଲ ଥିଲେ । ଏନେଇ ଖଇରା ଅବକାରୀ ଥାନା ପକ୍ଷରୁ ୦୩ ଗୋଟି ପୃଥକ ପୃଥକ ମାମଲା ରୁଜ୍ଜୁ କରାଯାଇଛି ।1
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews #jashipur #udalanews Date - 13.04.2026, 14.04.2026 & 15.04.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- ଜଳେଶ୍ଵର: ବାଲି ମାଫିଆ ଙ୍କ ଆକ୍ରମଣ ଘଟଣାରେ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ !!!1