Shuru
Apke Nagar Ki App…
ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ ତେଣ୍ଡାକୁଡା ପଞ୍ଚାୟତ ବସନ୍ତପୁର ଗାଁରେ ଗତକାଲି ମଝି ରାତିରେ ଅଗ୍ନିକାଣ୍ଡ ଘଟି ଅନୁସୂଚିତ ଜାତିର ୪ ପରିବାରର ଘର ସମ୍ପୂର୍ଣ୍ଣ ନିଆଁରେ ପୋଡ଼ି ହୋଇ ନଷ୍ଟ ହେବା ସହଜଣଙ୍କ ପରିବାର ଆଂଶିକ କ୍ଷତିଗ୍ରସ୍ତ ହୋଇଛନ୍ତି... ତୁରନ୍ତ ଏହି ଖବର ମିଳିଲା ପରେ ଭିଡିଓ କଲ ମାଧ୍ୟମରେ ବିଜେପି ନେତା ତେଜେଶ୍ୱର ପରିଡା ନିଜେ ସେମାନଙ୍କ ସହ କଥା ହୋଇଛନ୍ତି..
Prafulla Kumar Malla

More news from ଓଡ଼ିଶା and nearby areas
- ସରକାର ମେଡିକାଲ କଲେଜ ପାଇଁ ଦେଇଥିବା ପ୍ରତିଶୃତି ଭୁଲିଗଲେକି, ତାହା ଏବେ ସାଧାରଣ ରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି, ଜିଲ୍ଲାରେ ଯେ କୌଣସି ରୋଗ ହେଉଛି ସେଥିପାଇଁ କଟକ ମେଡିକାଲ ଉପରେ ନିର୍ଭର କରିବାକୁ ପଡୁଛି, ତେଣୁ ଜିଲ୍ଲାର ଏକ ମେଡିକାଲ କଲେଜ ନିହାତି ଆବଶ୍ୟକତା ଅଛି, ଯାହା ସାଧାରଣ ରେ ଏକ ବଡ଼ ବିଷୟ ବସ୍ତୁ ହୋଇ ଉଭା ହୋଇଛି I1
- karilopatana college rod kenal bridge ra bada nahi bahut accident hauchi1
- କଜ୍ଜଳବନ୍ଧ ରୁ ଚାନ୍ଦପଡ଼ା କେନାଲ ରାସ୍ତା ଦୀର୍ଘ ଦେଢ ବର୍ଷ ହେବ ପିଚୁ କାମ ଆସିଥିବା ସତ୍ତ୍ୱେ ହୋଇପାରୁନାହିଁ ଏହା ଦ୍ଵାରା ସାଧାରଣ ଲୋକ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ବଡ ବଡ ଗୋଡ଼ି ଏବଂ ଧୂଳି ସହିତ ସାଇକେଲ ଏବଂ ମଟର ସାଇକେଲ ସବୁଦିନ ଦୁର୍ଘଟଣା ହେଉଛନ୍ତି2
- Post by ନିଷ୍ଠୁର ଦୁନିଆ Live1
- ପଶ୍ଚିମବଙ୍ଗ ଗସ୍ତ ସମୟରେ ମହାମହିମ ରାଷ୍ଟ୍ରପତି ଙ୍କୁ ମମତା ସରକାରଙ୍କ ଅସହଯୋଗ ଓ ଅସମ୍ମାନ ପ୍ରଦର୍ଶନ କୁ ନେଇ ସର୍ବସମ୍ମୁଖରେ ମମତା ବାନାର୍ଜୀ କ୍ଷମା ପ୍ରାର୍ଥନା ଦାବିକରିଛି ୟୁଥ ଫେଡେରେସନ, ଗିରିଧାରୀ ଛକଠାରେ ମମତା ସରକାର ଙ୍କୁ ଦୃଢ ନିନ୍ଦା କରିବା ସହିତ ନାରାବାଜି କରି ମମତା ବାନାର୍ଜୀ ଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି ବିଜୟଚନ୍ଦ୍ରପୁର ୟୁଥ ଫେଡେରେସନ ର ସଦସ୍ୟ.....1
- Post by ଯାଜପୁର ଖବର ପ୍ରସାରିତ1
- Post by Bikram Mohapatra1
- କେନ୍ଦ୍ରାପଡ଼ା ପୌରପାଳିକା ବିଭିନ୍ନ ୱାର୍ଡ ରେ ଥିବା ଡ୍ରେନେଜ ଗୁଡିକ ରେ ସ୍ଲାପ ନଥିବା କାରଣରୁ ଦୈନ ଦିନ ବ୍ୟବହୃତ ବର୍ଜ୍ୟବସ୍ତୁ ଗୁଡିକୁ ଲୋକେ ଉକ୍ତ ଡ୍ରେନ ରେ ପକାଇବା କାରଣରୁ ଡ୍ରେନ ପାଣି ନିଷ୍କାସନ ହେବାରେ ଅସୁବିଧା ହେଉଛି I ଯାହା ଦ୍ୱାରା ପାଣି ଗୁଡିକ ଡ୍ରେନ ମଧ୍ୟରେ ରହି ପଚି ସେଥିରୁ ମଶା ମାଛିଙ୍କ ଉତ୍ପନ ହେଉଛି, ଯାହା ଫଳରେ ମଶା ମାଛିଙ୍କ ଜାଳାରୁ ଲୋକେ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି,1