Shuru
Apke Nagar Ki App…
ସିଳିପୁର ଅଣ୍ଡର ବାଇପାସ ଆନ୍ଦୋଳନ ଘଟଣା ରେ ଆନ୍ଦୋଳନ ରେ ସାମିଲ ହୋଇଥିବା ସ୍କୁଲ ର ଛାତ୍ରଛାତ୍ରୀ ମାନେ ମଧ୍ୟାନ ଭୋଜନ ଖାଇଲେ ରାଜ ରାସ୍ତା ଉପରେ
Sarbeswar malik
ସିଳିପୁର ଅଣ୍ଡର ବାଇପାସ ଆନ୍ଦୋଳନ ଘଟଣା ରେ ଆନ୍ଦୋଳନ ରେ ସାମିଲ ହୋଇଥିବା ସ୍କୁଲ ର ଛାତ୍ରଛାତ୍ରୀ ମାନେ ମଧ୍ୟାନ ଭୋଜନ ଖାଇଲେ ରାଜ ରାସ୍ତା ଉପରେ
More news from ଓଡ଼ିଶା and nearby areas
- କେନ୍ଦ୍ରାପଡ଼ା ଜିଲା ପଟାମୁଣ୍ଡାଇ ବ୍ଲକ ଚୂନଢିଅ ଠାରୁ ଗଣ୍ଡରକୁଳ ପର୍ଯ୍ୟନ୍ତ ନିର୍ମାଣ ହେଉଥିବା RD ରାସ୍ତା କାର୍ଯ୍ୟ ନିମ୍ନ ମାନର ହେଉଥିବା ନେଇ ଅଭିଯୋଗ1
- ଜିଲ୍ଲାରେ ଆଜି ଠାରୁ ଧାନ କ୍ରୟ ଆରମ୍ଭ ହେଉଛି, ଏହି ପରିପ୍ରେକ୍ଷୀରେ ଆଜି ୧୦.୩୦ ମିନିଟ ସମୟରେ ଜମଦର ଠାରେ ଜିଲ୍ଲାପାଳ କେନ୍ଦ୍ରାପଡ଼ା ଠାରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି1
- ଭାଗବତ ବଞ୍ଚିଲେ ଭାରତ ବଞ୍ଚିବ ଆଜି କଟକ ଜଗତ ପୁର ନିମୁପର ଖେଳ ପଡିଆ ପାଖରେ କାର୍ଯ୍ୟକ୍ରମ ଆରମ୍ବ ତା 9/01/2026 ଚାରିଦିନ ଚାଲିବ ଉଦଯାପନୀ 12/01/2026 ଏହି କାର୍ଯ୍ୟକ୍ରମ ଟି ପତିବର୍ଷ ଜଗତ ପୁର ସୋନ୍ୟ ବ୍ରହ୍ମ ଆଶ୍ରମ ଠାରେ ଅନୁଷ୍ଠିତ ହୋଇ ଥାଏ ବାୟାବାବା ଙ୍କ ଦ୍ୱରା କାର୍ଯ୍ୟକ୍ରମ ଟି ହୋଇ ଥାଏ,ପତିଦିନ 20000/-ରୁ 30000/- ଭକ୍ତ ମାନଙ୍କ ପାଇଁ ଖାଇବା ର ଵେବସ୍ତା ହୋଇ ଥାଏ, ମଞ୍ଚ ପରିଚାଳନା କରି ଥିଲେ ଜ୍ଞାନ ରଞ୍ଜନ ସାମନ୍ତରାୟ, ବିଶ୍ୱଜିତ ସୂଯ୍ୟ ବଂଶୀ ବରିଷ୍ଠ ସମାଜ ସେବି, ବାୟାବାବା ବ୍ରହ୍ମା ନନ୍ଦ ସରସ୍ବତୀ ଅନ୍ୟ ସାଧୁଶାଂଥ, କଟକ ଜିଲ୍ଲା ର ବରିଷ୍ଠ BJP ନେତା ନୟନ କିଶୋର ମୋହାନ୍ତି, କଟକ ଜିଲ୍ଲା ସଦର BJP MLA ପ୍ରକାଶ ସେଠି ମୋହଦ୍ୟୟ, କଟକ ଜିଲ୍ଲା ସଦର BJP ସଭାପତି ରାମ ନାରାୟଣ ମୋହାନ୍ତି, କଟକ BJP ନଗର ସଭାପତି ଲଲାଟେନ୍ଦୁ ବଡୁ, ଢେଙ୍କାନାଳ ଜିଲ୍ଲା ପଭାରୀ BJP ଶ୍ରମତି ସ୍ମୃତି ପଟ୍ଟନାୟକ, ସମସ୍ତ ସାନମାନିତ ଅତିଥି ମୋହଦୟ, ((ବାୟାବାବାକି ଜୟ ))4
- ପ୍ରଦୂଷଣ ସହିତ ବକେୟା ଫାଇନର କଣ ସମ୍ପର୍କ ଅଛି:କଂଗ୍ରେସ#highlights1
- https://www.youtube.com/@PRIMETIMEODIANEWS1
- ଜୀବନ ଜୀବିକା ଉପରେ ସରକାର ଦୃଷ୍ଟି ଦେବାକୁ ଦାବୀ :-ସ୍ବର୍ଣ୍ଣକାର ସଙ୍ଘ ର ୨୮ତମ ସମ୍ମିଳନୀ :-ଶ୍ରୀଧର ସାହୁ ପୁନର୍ବାର ସଭାପତି ଚୟନ କାକଟପୁର :--୦୯/୦୧:-ସୁନା ଦର ବୃଦ୍ଧି ନେଇ ଅନେକ ସ୍ବର୍ଣ୍ଣକାର ଶିଳ୍ପୀ ନିଜର କୌଳିକ ବୃଦ୍ଧି କ୍ରମଶଃ ହରାଇଲେଣି। ଯାହାକୁ ନେଇ ସରକାର ଙ୍କ ନିକଟରେ ସ୍ବର୍ଣ୍ଣକାର ଶିଳ୍ପୀ ଙ୍କ ପ୍ରମୁଖ ଦାବୀ ଗୁଡିକ ଅନେକ ଥର ଉପସ୍ଥାପନ କରାଯାଇଛି। ଖବର ମୁତାବକ ଶୁକ୍ରବାର ମଧ୍ୟାହ୍ନ ରେ ପୁରୀ ଜିଲ୍ଲା କାକଟପୁର ଥାନା ସ୍ବର୍ଣ୍ଣକାର ସଙ୍ଘ ସଭାପତି ଶ୍ରୀଧର ସାହୁ ଙ୍କ ସଭାପତିତ୍ବ ରେ ୨୮ତମ ସମ୍ମିଳନୀ କୁଣ୍ଢେଇଶୁଣୀ ନିକଟରେ ସ୍ଥାନୀୟ ଅଞ୍ଚଳର ସମସ୍ତ ସ୍ବର୍ଣ୍ଣସଙ୍ଘ ସଦସ୍ୟ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ରେ ଶଙ୍କର ପ୍ରସାଦ ସାହୁ, ଉପଦେଷ୍ଟା ପୂର୍ଣ୍ଣଚନ୍ଦ୍ର ସାହୁ, ନିତ୍ୟାନନ୍ଦ ସାହୁ, ଗଗନ ବିହାରୀ ସାହୁ, କଲ୍ୟାଣ ସାହୁ ପ୍ରମୁଖ ଉପସ୍ଥିତ ରେ ସ୍ବର୍ଣ୍ଣକାର ସଙ୍ଘ ସଦସ୍ୟ ମାନେ ନିଜ ନିଜର ସମସ୍ୟା ଉପସ୍ଥାପନ କରିଥିଲେ। ପରେ ପ୍ରତି ତିନି ବର୍ଷ ରେ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ରେ ପୁନର୍ବାର ସଭାପତି ଭାବେ ଶ୍ରୀଧର ସାହୁ, ଉପସଭାପତି ଶଙ୍କର ପ୍ରସାଦ ସାହୁ, ସମ୍ପାଦକ ଗଗନ ବିହାରୀ ସାହୁ, ସାଙ୍ଗଠନିକ ସମ୍ପାଦକ କଲ୍ୟାଣ ସାହୁ, ଲିଙ୍ଗରାଜ ସାହୁ, ସହ ସମ୍ପାଦକ ପଦ୍ମଚରଣ ସାହୁ, ନିରଞ୍ଜନ ସାହୁ ଓ ଆବାହନ କଲ୍ୟାଣ ସାହୁ ଓରଫ ଟୁଟୁ ନୂତନ ଭାବେ ଚୟନ କରାଯାଇଥିଲା।ନୂତନ କର୍ମକର୍ତ୍ତା ଙ୍କୁ ଉପସ୍ଥିତ ସଦସ୍ୟ ମାନେ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। କାକଟପୁର ଥାନା ସ୍ବର୍ଣ୍ଣକାର ସଙ୍ଘ ସଭାପତି କହିବାନୁଯାୟୀ, ସୁନା ଦର ଦିନକୁ ଦିନ ବୃଦ୍ଧି ପାଇବାରୁ ଅନେକ ସ୍ବର୍ଣ୍ଣକାର କାରିଗର କ୍ଷତିଗ୍ରସ୍ତ ହୋଇଛନ୍ତି। ନିଜର ଜୀବନ ଜୀବିକା ଚଳାଇବା କଷ୍ଟକର ହୋଇପଡିଛି। ସରକାର ପ୍ରୋତ୍ସାହନ ରାଶି ବୃଦ୍ଧି କରନ୍ତୁ ଏହା ସହ ବ୍ୟାଙ୍କ ରେ ଯୋଜନା ଗୁଡିକ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଧେଶ ଦିଅନ୍ତୁ। ଅନ୍ୟତମ ସଦସ୍ୟ ଶଙ୍କର ପ୍ରସାଦ ସାହୁ କହିଛନ୍ତି ସ୍ବର୍ଣ୍ଣଶିଳ୍ପୀ ମାନ୍ୟତା, ଓବିସି ରେ ସ୍ବର୍ଣ୍ଣକାର ମାନଙ୍କୁ ଅନ୍ତର୍ଭୂକ୍ତ କରାଯାଉ, ଅନେକ କୌଳିକ ବୃତ୍ତି ହରାଇଛନ୍ତି, ଏହା ସହ ଭତ୍ତା ପ୍ରଚଳନ ସୁବିଧା କରାଯାଉ ବୋଲି ଗଣମାଧ୍ୟ୍ୟମ ଜରିଆରେ ସରକାର ଙ୍କ ନିକଟରେ ଦାବୀ ରଖିଛନ୍ତି। ଏହି ୨୮ତମ ସମ୍ମିଳନୀ ରେ ଅସ୍ତରଙ୍ଗ, କାକଟପୁର କୁଣ୍ଢେଇ, ବାଜପୁର ଅଞ୍ଚଳ ବ୍ୟବସାୟୀ ସମେତ କାକଟପୁର ଥାନା ସ୍ବର୍ଣ୍ଣକାର ସଦସ୍ୟ ମାନେ ଓ ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ। ରିପୋର୍ଟର :-ପ୍ରକାଶ ବେହେରା2
- Slug - ଗଁଦିଆ ଘରେ ଯୋର ଜବରଦସ୍ତ ପଶି ମହିଳାଙ୍କୁ ଦୃବେବହାର କରି ଗାଡି ଟାଣି ନେଉଛନ୍ତି କାମାକ୍ଷା ନଗର ପୋଲିସ ଅଞ୍ଚର - ଢେଙ୍କାନାଳ ଜିଲ୍ଲା ଗଁଦିଆ ଖଙ୍କର ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳୁଛି l ଖଙ୍କର ଗ୍ରାମର ସୁଜିତ ରାଉତ ଏବଂ ମିନତୀ ରାଉତ ଙ୍କ ଘରେ ପଶି ଯୋର ଜବରଦସ୍ତ ତାଙ୍କ ଘରୁ ଗାଡି ନବା ପାଇଁ ପ୍ରୟାସ ଚାଲିଛିl କାମାକ୍ଷା ନଗର iic କାହିଁକି ଗାଡିଟି ଜଣକ ଘରେ ପଶି ଗାଡି ନେବା ପାଇଁ ଏତେ ତରତର ହେଉଛନ୍ତି l ଏଗ୍ରିମେଣ୍ଟ ରେ ଆଣିଥିବା ସୁଜିତ ରାଉତ ଘରେ ନଥିବା ସମୟ ରେ ତାଙ୍କ ଘରେ ପଶି ଗାଡି ଟାଣିକି ନେବା କେତେଦୂର ଠିକ ଅଛି ନା ଏଠି ମୋଟା ଙ୍କର ଟଙ୍କାର ଖେଳ ଖେଳାଯାଉଛି l ଏଠି ଉପରସ୍ତ ଅଧିକାରୀ କାହିଁକି ଏହା ଉପରେ କାର୍ଯ୍ୟନୁଷ୍ଠା ନେଉଛନ୍ତି1
- କେନ୍ଦ୍ରାପଡା ଜାତୀୟ ରାଜପଥ ଅବରୋଧ ପ୍ରତିବାଦରେ 10ଜଣ ଆନ୍ଦୋଳନକାରି ପୋଲିସ ଉଠାଇନେବା ଘଟଣା ରେ ଥାନା ଘେରାଉ କଲେ ଅଞ୍ଚଳ ବାସି1