logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଉଡବିଲିକା ଗ୍ରାମ ନିକଟରୁ 93 କେଜି ଗଞ୍ଜେଇ ଜବତ, NDPS NDPS ଆକ୍ଟରେ ଏକ ମାମଲା ରୁଜୁ

3 hrs ago
user_Satyajit Panda
Satyajit Panda
Journalist ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
3 hrs ago

ଉଡବିଲିକା ଗ୍ରାମ ନିକଟରୁ 93 କେଜି ଗଞ୍ଜେଇ ଜବତ, NDPS NDPS ଆକ୍ଟରେ ଏକ ମାମଲା ରୁଜୁ

More news from ଓଡ଼ିଶା and nearby areas
  • ଉଡବିଲିକା ଗ୍ରାମ ନିକଟରୁ 93 କେଜି ଗଞ୍ଜେଇ ଜବତ, NDPS NDPS ଆକ୍ଟରେ ଏକ ମାମଲା ରୁଜୁ
    1
    ଉଡବିଲିକା ଗ୍ରାମ ନିକଟରୁ 93 କେଜି ଗଞ୍ଜେଇ ଜବତ, NDPS NDPS ଆକ୍ଟରେ ଏକ ମାମଲା ରୁଜୁ
    user_Satyajit Panda
    Satyajit Panda
    Journalist ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    3 hrs ago
  • ବୌଦ୍ଧର ହରଭଙ୍ଗା ପଞ୍ଚାୟତ ସମିତିରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ୭୮ଟି ଅଭିଯୋଗ ଶୁଣିବା ସହ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଉପୁଜିଥିବା ପାନୀୟ ଜଳ ଓ ବିଦ୍ୟୁତ୍ ସମସ୍ୟା ତୁରନ୍ତ ସମାଧାନ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ସେ ଅସହାୟଙ୍କୁ ସହାୟତା ମଧ୍ୟ ଯୋଗାଇ ଦେଇଛନ୍ତି।
    1
    ବୌଦ୍ଧର ହରଭଙ୍ଗା ପଞ୍ଚାୟତ ସମିତିରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ୭୮ଟି ଅଭିଯୋଗ ଶୁଣିବା ସହ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଉପୁଜିଥିବା ପାନୀୟ ଜଳ ଓ ବିଦ୍ୟୁତ୍ ସମସ୍ୟା ତୁରନ୍ତ ସମାଧାନ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ସେ ଅସହାୟଙ୍କୁ ସହାୟତା ମଧ୍ୟ ଯୋଗାଇ ଦେଇଛନ୍ତି।
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    23 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ପୁରୁଷୋତ୍ତମ - ମେଣ୍ଡିଲିପାଲି ରାସ୍ତା ମରାମତି ପାଇଁ ଦାବି ହୋଇଛି। ସ୍ୱେଚ୍ଛାସେବୀ ସୁଦାମ ଗାଇଗରିଆ ଏହି ରାସ୍ତାର ତୁରନ୍ତ ସୁଧାର ପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।
    1
    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ପୁରୁଷୋତ୍ତମ - ମେଣ୍ଡିଲିପାଲି ରାସ୍ତା ମରାମତି ପାଇଁ ଦାବି ହୋଇଛି। ସ୍ୱେଚ୍ଛାସେବୀ ସୁଦାମ ଗାଇଗରିଆ ଏହି ରାସ୍ତାର ତୁରନ୍ତ ସୁଧାର ପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    11 hrs ago
  • ମାଫିଆ ମାନଙ୍କ ଚରାଭୂଇଁ ପାଲଟିଛି ସୁବର୍ଣ୍ଣପୁର - ମାଫିଆଙ୍କ ବିରୋଧରେ ସ୍ୱର ଉଠାଇ ଆକ୍ରମଣର ଶିକାର ହେଲେ ପଣ୍ଡିତ ବିଶେଶ୍ୱର ପାଣିଗ୍ରାହୀ
    1
    ମାଫିଆ ମାନଙ୍କ ଚରାଭୂଇଁ ପାଲଟିଛି ସୁବର୍ଣ୍ଣପୁର
- ମାଫିଆଙ୍କ ବିରୋଧରେ ସ୍ୱର ଉଠାଇ ଆକ୍ରମଣର ଶିକାର ହେଲେ ପଣ୍ଡିତ ବିଶେଶ୍ୱର ପାଣିଗ୍ରାହୀ
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    1 hr ago
  • ସୁବର୍ଣ୍ଣପୁର ଜିଲ୍ଲା ବୀରହାରାଜପୁର ବ୍ଲକ୍ ଅନ୍ତର୍ଗତ ଖଣ୍ଡହତା ରେଞ୍ଜ ଅଫିସ ଅଧିନସ୍ଥ ବୁରୁବୁଡ଼ା କେନ୍ଦୁପତ୍ର ଫଡି ରେ ଶିଶୁ ଶ୍ରମିକ କାର୍ଯ୍ୟ କରୁଛନ୍ତି #rishitv #birmaharajpur #khandahata #kenduleaf #childlabour #BreakingNews #forestdepartment #labourlaw #cmoodisha #childact
    1
    ସୁବର୍ଣ୍ଣପୁର ଜିଲ୍ଲା ବୀରହାରାଜପୁର ବ୍ଲକ୍ ଅନ୍ତର୍ଗତ ଖଣ୍ଡହତା ରେଞ୍ଜ  ଅଫିସ ଅଧିନସ୍ଥ  ବୁରୁବୁଡ଼ା କେନ୍ଦୁପତ୍ର ଫଡି ରେ ଶିଶୁ ଶ୍ରମିକ  କାର୍ଯ୍ୟ କରୁଛନ୍ତି
#rishitv #birmaharajpur #khandahata #kenduleaf
#childlabour #BreakingNews #forestdepartment
#labourlaw #cmoodisha #childact
    user_Ranjan hota
    Ranjan hota
    Sonepur, Odisha•
    2 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ହରିଣାପାଲି ଗାଁରେ ବିବତ୍ସ ହତ୍ୟାକାଣ୍ଡ l ସାନ ଭାଇର କାଠ ଫାଳିଆ ମାଡ଼ରେ ମଝିଆ ଭାଇର ମୃତ୍ୟୁ l ଜମି ବାଡ଼ିକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି l
    1
    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ହରିଣାପାଲି ଗାଁରେ ବିବତ୍ସ ହତ୍ୟାକାଣ୍ଡ l ସାନ ଭାଇର କାଠ ଫାଳିଆ ମାଡ଼ରେ ମଝିଆ ଭାଇର ମୃତ୍ୟୁ l ଜମି ବାଡ଼ିକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି l
    user_PABITRA BARIHA
    PABITRA BARIHA
    ସୋନପୁର, ସୋନପୁର, ଓଡ଼ିଶା•
    3 hrs ago
  • ହରିଣାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ l ସାନ ଭାଇର କାଠ ଫାଳିଆ ମାଡ଼ରେ ମଝିଆଁ ଭାଇର ମୃତ୍ୟୁ
    1
    ହରିଣାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ l ସାନ ଭାଇର କାଠ ଫାଳିଆ ମାଡ଼ରେ ମଝିଆଁ ଭାଇର ମୃତ୍ୟୁ
    user_SONEPUR NEWS
    SONEPUR NEWS
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    5 hrs ago
  • ଜଳ ସେଚନ ବିଭାଗର ଠିକାଦାର ପ୍ରୀତି : କାମ ହେବ ବୋଲି କେନାଲ ପାଣି ବନ୍ଦ କରିବାରୁ ଶତାଧିକ ଏକର ରବି ଧାନ ଚାଷର ହେବ କ୍ଷତି
    1
    ଜଳ ସେଚନ ବିଭାଗର ଠିକାଦାର ପ୍ରୀତି : କାମ ହେବ ବୋଲି କେନାଲ ପାଣି ବନ୍ଦ କରିବାରୁ ଶତାଧିକ ଏକର ରବି ଧାନ ଚାଷର ହେବ କ୍ଷତି
    user_Satyajit Panda
    Satyajit Panda
    Journalist ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.