Shuru
Apke Nagar Ki App…
ଜଳ ସେଚନ ବିଭାଗର ଠିକାଦାର ପ୍ରୀତି : କାମ ହେବ ବୋଲି କେନାଲ ପାଣି ବନ୍ଦ କରିବାରୁ ଶତାଧିକ ଏକର ରବି ଧାନ ଚାଷର ହେବ କ୍ଷତି
Satyajit Panda
ଜଳ ସେଚନ ବିଭାଗର ଠିକାଦାର ପ୍ରୀତି : କାମ ହେବ ବୋଲି କେନାଲ ପାଣି ବନ୍ଦ କରିବାରୁ ଶତାଧିକ ଏକର ରବି ଧାନ ଚାଷର ହେବ କ୍ଷତି
More news from ଓଡ଼ିଶା and nearby areas
- ସମାଜସେବୀ ଭାଜପା ନେତା ପଣ୍ଡିତ ବିଶେଶ୍ୱର ପାଣିଗ୍ରାହୀଙ୍କୁ ଆକ୍ରମଣ - ସାଧାରଣ ଲୋକ ଅସୁରକ୍ଷିତ - ଗୋମାତାର ସୁରକ୍ଷା ଏବଂ ବାଲି ଚୋରା ଚାଲାଣକାରୀ ବିରୋଧରେ ସ୍ୱର ଉତ୍ତୋଳନ ଯୋଗୁଁ ଆକ୍ରମଣ।1
- ଗୋସମ୍ପଦ ସୁରକ୍ଷ୍ୟା ଏବଂ ବାଲି ମାଫିଆ ଙ୍କ ବିରୋଦ୍ଧରେ ସ୍ୱର ଉତ୍ତଳନ କରି ସମାଜ ସେବୀ ବିଶେଶ୍ୱର ପାଣିଗ୍ରାହୀ ଙ୍କ ଉପରେ ଆକ୍ରମଣ ଏ ନେଇ ଥାନ ରେ ଲିଖିଥ ଅଭିଯୋଗ କରିଛନ୍ତି.. #highlightseveryone #rishitv #BreakingNews #BJP #ସମାଜ #OdishaPolitics #subarnapur #sonepur #viralreelschallenge #trending #policecase #attack #BJPGovt #crimenews1
- କଣ୍ଟାମାଳରୁ ଫୁଲବାଣୀ ଯିବା ରାସ୍ତାରେ ପାହାଡ଼, ଜଙ୍ଗଲ ଓ ନାଳ କୂଳରେ ଲୋକଙ୍କ ବସବାସ ଦେଖିବାକୁ ମିଳେ। ପ୍ରକୃତିର ନିକଟତର ଏହି ଜୀବନଶୈଳୀ ଅତ୍ୟନ୍ତ ଆକର୍ଷଣୀୟ। ଏହି ଅଞ୍ଚଳରେ ମନୁଷ୍ୟ ଓ ପ୍ରକୃତିର ସୁନ୍ଦର ସହଜୀବନ ଦୃଶ୍ୟମାନ ହୁଏ।1
- ସୁବର୍ଣ୍ଣପୁର ଜିଲ୍ଲାର ବିନିକାଠାରେ ବିଜେପିର ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ବିଜେପି ଜିଲ୍ଲା ସଭାପତି ବେଣୁଧର ଦାଶଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରର ପ୍ରଶିକ୍ଷକମାନେ ଏଥିରେ କର୍ମୀଙ୍କୁ ତାଲିମ ପ୍ରଦାନ କରିଛନ୍ତି।4
- ଆଜି ଦିନ ୧୧ଟାରେ ଦେଶ, ବିଦେଶ ଓ ସୋନପୁର ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାର ତାଜା ଖବର ଦେଖନ୍ତୁ। ନୂଆ ଏବଂ ଗୁରୁତ୍ୱପୂର୍ଣ୍ଣ ସମାଚାର ପାଇଁ ଆମ ଚ୍ୟାନେଲକୁ ଲାଇକ୍ ଓ ସବସ୍କ୍ରାଇବ କରନ୍ତୁ।1
- ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ହାରୀନା ପାଳିଠାରେ ଜମିବାଡ଼ି ବିବାଦକୁ ନେଇ ସାନ ଭାଇ ମଝିଆଁ ଭାଇକୁ ହତ୍ୟା କରିଛି। କାଠ ଫାଳିଆରେ ଆକ୍ରମଣ କରିବା ଫଳରେ ମଝିଆଁ ଭାଇ ଗଯାନନ ପ୍ରାଣ ହରାଇଛନ୍ତି। ବୀରମହାରାଜପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।1
- ବୌଦ୍ଧ ଜିଲ୍ଲାର ସମସ୍ତ ଥାନାରେ ବ୍ରିଫିଂ ପରେଡ ଅନୁଷ୍ଠିତ ହୋଇଛି। ଅପରାଧ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।1
- ଆଶା ଦିଦି ନିଯୁକ୍ତି ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ1
- ସୋନପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ ହରୀନାପାଳି ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏକ ହତ୍ୟାକାଣ୍ଡ ଘଟିଛି। ସାନ ଭାଇ ବସୁଦେବ କାଠ ଫାଳିଆରେ ଆକ୍ରମଣ କରି ମଝିଆ ଭାଇ ଗୟାନନଙ୍କୁ ହତ୍ୟା କରିଛି। ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି ଏବଂ ମୃତକଙ୍କ ପତ୍ନୀ ଅଭିଯୋଗ କରିଛନ୍ତି।4