Shuru
Apke Nagar Ki App…
ଗୋସମ୍ପଦ ସୁରକ୍ଷ୍ୟା ଏବଂ ବାଲି ମାଫିଆ ଙ୍କ ବିରୋଦ୍ଧରେ ସ୍ୱର ଉତ୍ତଳନ କରି ସମାଜ ସେବୀ ବିଶେଶ୍ୱର ପାଣିଗ୍ରାହୀ ଙ୍କ ଉପରେ ଆକ୍ରମଣ ଏ ନେଇ ଥାନ ରେ ଲିଖିଥ ଅଭିଯୋଗ କରିଛନ୍ତି.. #highlightseveryone #rishitv #BreakingNews #BJP #ସମାଜ #OdishaPolitics #subarnapur #sonepur #viralreelschallenge #trending #policecase #attack #BJPGovt #crimenews
Ranjan hota
ଗୋସମ୍ପଦ ସୁରକ୍ଷ୍ୟା ଏବଂ ବାଲି ମାଫିଆ ଙ୍କ ବିରୋଦ୍ଧରେ ସ୍ୱର ଉତ୍ତଳନ କରି ସମାଜ ସେବୀ ବିଶେଶ୍ୱର ପାଣିଗ୍ରାହୀ ଙ୍କ ଉପରେ ଆକ୍ରମଣ ଏ ନେଇ ଥାନ ରେ ଲିଖିଥ ଅଭିଯୋଗ କରିଛନ୍ତି.. #highlightseveryone #rishitv #BreakingNews #BJP #ସମାଜ #OdishaPolitics #subarnapur #sonepur #viralreelschallenge #trending #policecase #attack #BJPGovt #crimenews
More news from Odisha and nearby areas
- ଗୋସମ୍ପଦ ସୁରକ୍ଷ୍ୟା ଏବଂ ବାଲି ମାଫିଆ ଙ୍କ ବିରୋଦ୍ଧରେ ସ୍ୱର ଉତ୍ତଳନ କରି ସମାଜ ସେବୀ ବିଶେଶ୍ୱର ପାଣିଗ୍ରାହୀ ଙ୍କ ଉପରେ ଆକ୍ରମଣ ଏ ନେଇ ଥାନ ରେ ଲିଖିଥ ଅଭିଯୋଗ କରିଛନ୍ତି.. #highlightseveryone #rishitv #BreakingNews #BJP #ସମାଜ #OdishaPolitics #subarnapur #sonepur #viralreelschallenge #trending #policecase #attack #BJPGovt #crimenews1
- ସୋନପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ ହରୀନାପାଳି ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏକ ହତ୍ୟାକାଣ୍ଡ ଘଟିଛି। ସାନ ଭାଇ ବସୁଦେବ କାଠ ଫାଳିଆରେ ଆକ୍ରମଣ କରି ମଝିଆ ଭାଇ ଗୟାନନଙ୍କୁ ହତ୍ୟା କରିଛି। ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି ଏବଂ ମୃତକଙ୍କ ପତ୍ନୀ ଅଭିଯୋଗ କରିଛନ୍ତି।4
- ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ହାରୀନା ପାଳିଠାରେ ଜମିବାଡ଼ି ବିବାଦକୁ ନେଇ ସାନ ଭାଇ ମଝିଆଁ ଭାଇକୁ ହତ୍ୟା କରିଛି। କାଠ ଫାଳିଆରେ ଆକ୍ରମଣ କରିବା ଫଳରେ ମଝିଆଁ ଭାଇ ଗଯାନନ ପ୍ରାଣ ହରାଇଛନ୍ତି। ବୀରମହାରାଜପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ପୁରୁଷୋତ୍ତମ - ମେଣ୍ଡିଲିପାଲି ରାସ୍ତା ମରାମତି ପାଇଁ ଦାବି ହୋଇଛି। ସ୍ୱେଚ୍ଛାସେବୀ ସୁଦାମ ଗାଇଗରିଆ ଏହି ରାସ୍ତାର ତୁରନ୍ତ ସୁଧାର ପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।1
- ଉଡବିଲିକା ଗ୍ରାମ ନିକଟରୁ 93 କେଜି ଗଞ୍ଜେଇ ଜବତ, NDPS NDPS ଆକ୍ଟରେ ଏକ ମାମଲା ରୁଜୁ1
- ବୌଦ୍ଧର ହରଭଙ୍ଗା ପଞ୍ଚାୟତ ସମିତିରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ୭୮ଟି ଅଭିଯୋଗ ଶୁଣିବା ସହ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଉପୁଜିଥିବା ପାନୀୟ ଜଳ ଓ ବିଦ୍ୟୁତ୍ ସମସ୍ୟା ତୁରନ୍ତ ସମାଧାନ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ସେ ଅସହାୟଙ୍କୁ ସହାୟତା ମଧ୍ୟ ଯୋଗାଇ ଦେଇଛନ୍ତି।1
- ଆଶା ଦିଦି ନିଯୁକ୍ତି ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ1
- ଜଳ ସେଚନ ବିଭାଗର ଠିକାଦାର ପ୍ରୀତି : କାମ ହେବ ବୋଲି କେନାଲ ପାଣି ବନ୍ଦ କରିବାରୁ ଶତାଧିକ ଏକର ରବି ଧାନ ଚାଷର ହେବ କ୍ଷତି1
- ବରଗଡ଼ ଜିଲ୍ଲାର କୁମ୍ଭରୀ ଗାଁର ଭାରତୀୟ ନୌସେନା ଯବାନ ପ୍ରେମାନନ୍ଦ ମଲ୍ଲିକ ମୁମ୍ବାଇରେ କାର୍ଯ୍ୟ କରୁଥିବାବେଳେ ଶହୀଦ ହୋଇଛନ୍ତି। ଆଜି ସନ୍ଧ୍ୟାରେ ତାଙ୍କୁ ସ୍ଥାନୀୟ ଲୋକେ ଗ୍ରହଣ କରିଥିବାବେଳେ, ଆସନ୍ତାକାଲି ସକାଳେ ତାଙ୍କ ଗାଁରେ ଜାତୀୟ ସମ୍ମାନ ପ୍ରଦାନ କରାଯିବ।1