Shuru
Apke Nagar Ki App…
ବୌଦ୍ଧ ଜିଲ୍ଲାର ସମସ୍ତ ଥାନାରେ ବ୍ରିଫିଂ ପରେଡ ଅନୁଷ୍ଠିତ ହୋଇଛି। ଅପରାଧ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।
Satyajit Panda
ବୌଦ୍ଧ ଜିଲ୍ଲାର ସମସ୍ତ ଥାନାରେ ବ୍ରିଫିଂ ପରେଡ ଅନୁଷ୍ଠିତ ହୋଇଛି। ଅପରାଧ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।
More news from ଓଡ଼ିଶା and nearby areas
- ବୌଦ୍ଧ ଜିଲ୍ଲା ବାଉଁଶୁଣୀରେ ବହୁ ପ୍ରତୀକ୍ଷିତ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ଏହା ସ୍ଥାନୀୟ ନାଗରିକ କମିଟିର ଦୀର୍ଘ ଦିନର ଦାବି ପୂରଣ କରିବା ସହ ବାଦ ବିବାଦର ଅନ୍ତ ଘଟାଇଛି।1
- ଉଡବିଲିକା ଗ୍ରାମ ନିକଟରୁ 93 କେଜି ଗଞ୍ଜେଇ ଜବତ, NDPS NDPS ଆକ୍ଟରେ ଏକ ମାମଲା ରୁଜୁ1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ପୁରୁଷୋତ୍ତମ - ମେଣ୍ଡିଲିପାଲି ରାସ୍ତା ମରାମତି ପାଇଁ ଦାବି ହୋଇଛି। ସ୍ୱେଚ୍ଛାସେବୀ ସୁଦାମ ଗାଇଗରିଆ ଏହି ରାସ୍ତାର ତୁରନ୍ତ ସୁଧାର ପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।1
- ସୋନପୁର ଜିଲ୍ଲା ବିନିକା ବ୍ଲକର ଡଭଲା ଗ୍ରାମର ଶତାଧିକ ମହିଳା ଅବକାରୀ ଥାନା ଘେରି ପ୍ରତିବାଦ କରିଛନ୍ତି। ପାରିବାରିକ ଜୀବନରେ ମଦ ସମସ୍ୟା ସୃଷ୍ଟି କରୁଥିବା ଅଭିଯୋଗ କରି ଏହାକୁ ତୁରନ୍ତ ବନ୍ଦ କରିବାକୁ ସେମାନେ ଦାବି କରିଛନ୍ତି।1
- ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି। ଏହି ପଦକ୍ଷେପ ଜିଲ୍ଲା ପ୍ରଶାସନରେ ଓଡ଼ିଆ ଭାଷାର ପ୍ରୟୋଗକୁ ପ୍ରୋତ୍ସାହିତ କରିବ।1
- ସୁବର୍ଣ୍ଣପୁର ଜିଲ୍ଲା ବୀରହାରାଜପୁର ବ୍ଲକ୍ ଅନ୍ତର୍ଗତ ଖଣ୍ଡହତା ରେଞ୍ଜ ଅଫିସ ଅଧିନସ୍ଥ ବୁରୁବୁଡ଼ା କେନ୍ଦୁପତ୍ର ଫଡି ରେ ଶିଶୁ ଶ୍ରମିକ କାର୍ଯ୍ୟ କରୁଛନ୍ତି #rishitv #birmaharajpur #khandahata #kenduleaf #childlabour #BreakingNews #forestdepartment #labourlaw #cmoodisha #childact1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ହରିଣାପାଲି ଗାଁରେ ବିବତ୍ସ ହତ୍ୟାକାଣ୍ଡ l ସାନ ଭାଇର କାଠ ଫାଳିଆ ମାଡ଼ରେ ମଝିଆ ଭାଇର ମୃତ୍ୟୁ l ଜମି ବାଡ଼ିକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି l1
- ଜଳ ସେଚନ ବିଭାଗର ଠିକାଦାର ପ୍ରୀତି : କାମ ହେବ ବୋଲି କେନାଲ ପାଣି ବନ୍ଦ କରିବାରୁ ଶତାଧିକ ଏକର ରବି ଧାନ ଚାଷର ହେବ କ୍ଷତି1