Shuru
Apke Nagar Ki App…
ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବାଲେଶ୍ୱରରେ CGHS WELLNESS CENTRE ପାଇଁ ସଂସଦରେ ଦାବି ଉପସ୍ଥାପନ କରିଛନ୍ତି।
Odisha News Express
ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବାଲେଶ୍ୱରରେ CGHS WELLNESS CENTRE ପାଇଁ ସଂସଦରେ ଦାବି ଉପସ୍ଥାପନ କରିଛନ୍ତି।
More news from ଓଡ଼ିଶା and nearby areas
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews #jashipur Date - 31.03.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- ବିରୋଧୀ ବିଧାନ ସଭାକୁ ଗୋଟେ ହାଟ ଭଳି ଭାବି ଦେଲେ କି ସରକାର ଙ୍କ ପକ୍ଷରୁ ଆୟୋଜିତ ଗୋଟେ ଯାତ୍ରା ପାର୍ଟି ଭଳି ଲାଗୁଛି1
- Post by Khabar1
- ପ୍ରଥମ ଡିଜିଟାଲ୍ ଜନଗଣନାର ଶୁଭାରମ୍ଭ l ଏହି ଡିଜିଟାଲ୍ ଜନଗଣନାର ବିଶେଷତ୍ୱ ହେଉଛି ଯେ , ଗଣନାକାରୀ ଆଇଡି ତୁରନ୍ତ ପ୍ରସ୍ତୁତ କରାଯିବ ଏବଂ ସାଧାରଣ ଜନତା ମୋବାଇଲ୍ ନମ୍ବର ମାଧ୍ୟମରେ ନିଜ ଘରକୁ ଗଣନା କରିପାରିବେ। ଡିଜିଟାଲ୍ ମାଧ୍ୟମରେ ଏହି ଗଣନା ପ୍ରଥମ ଥର ଆରମ୍ଭ ହୋଇଛି, ଯାହାଫଳରେ ଗଣନା ପ୍ରକ୍ରିୟା ଅଧିକ ସହଜ ଏବଂ ସ୍ୱଚ୍ଛ ହେବ। ଏହି ସ୍ୱ-ଗଣନା ପ୍ରକ୍ରିୟା ୧ ଏପ୍ରିଲରୁ ୧୫ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ l1
- 🌺🙏 ମା’ ତାରିଣୀଙ୍କ ଚୈତି ପର୍ବ – ୨୦୨୬ 🙏🌺 ନୁଦତିହା–ପିଙ୍ଗୁ ପବିତ୍ର ଧାମରେ ଆୟୋଜିତ ହେଉଛି ମା’ ତାରିଣୀଙ୍କ ପବିତ୍ର ଚୈତି ପର୍ବ। ବସନ୍ତ ଋତୁର ଏହି ଶୁଭ ଅବସରରେ ମା’ଙ୍କ ଦର୍ଶନ କରି ଜୀବନକୁ କରନ୍ତୁ ଧନ୍ୟ। 🌼 📅 ତାରିଖ: ୦୯ ଏପ୍ରିଲ ରୁ ୧୫ ଏପ୍ରିଲ ୨୦୨୬ 📍 ସ୍ଥାନ: ମା’ ତାରିଣୀ ପୀଠ, ନୁଦତିହା–ପିଙ୍ଗୁ, ମୟୂରଭଞ୍ଜ ✨ ମୁଖ୍ୟ ଆକର୍ଷଣ: 🔸 ପ୍ରତିଦିନ ପୂଜା, ଚଣ୍ଡୀପାଠ ଓ ହୋମଯଜ୍ଞ 🔸 ସୁନାବେଶ ଓ ପୁଷ୍ପାଞ୍ଜଳି 🔸 ସନ୍ଧ୍ୟା ଆଳତି ଓ ଭଜନ ସନ୍ଧ୍ୟା 🔸 ସାଂସ୍କୃତିକ କାର୍ଯ୍ୟକ୍ରମ 🎶 🔸 ଛୋଟ ପିଲାମାନଙ୍କ ଡାନ୍ସ ପ୍ରୋଗ୍ରାମ 💃 🔸 ମହାସ୍ନାନ ଓ ମହାଆଳତି 🙏 ଆସନ୍ତୁ, ପରିବାର ସହ ଉପସ୍ଥିତ ହୋଇ ମା’ଙ୍କ ଅଶୀର୍ବାଦ ଲାଭ କରନ୍ତୁ ଏବଂ ଧାର୍ମିକ ପରିବେଶର ଆନନ୍ଦ ଉଠାନ୍ତୁ। 📢 ଆପଣଙ୍କ ଉପସ୍ଥିତି ଆମ ପାଇଁ ଗର୍ବର କଥା। 🙏 ଜୟ ମା’ ତାରିଣୀ 🙏1
- Post by ଯାଜପୁର ଖବର ପ୍ରସାରିତ1
- ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବାଲେଶ୍ୱରରେ CGHS WELLNESS CENTRE ପାଇଁ ସଂସଦରେ ଦାବି ଉପସ୍ଥାପନ କରିଛନ୍ତି।1
- Post by Rajib Behera1
- Post by Himanshu Nanda1