**ଡିଏଭି ପୁରୀରେ ରକ୍ତଦାନ ଶିବିର ଅନୁଷ୍ଠିତ।* ପୁରୀ; ତା ୨୯/୦୮/୨୦୨୬ରିଖ (ଶନିବାର) ଜାତୀୟ କ୍ରୀଡ଼ା ଦିବସ ଅବସରରେ ସକାଳ ୧୦ ଘଟିକା ସମୟରେ ଡିଏଭି ପବ୍ଲିକ ସ୍କୁଲ, ପୁରୀ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋତ୍ସ୍ନା ମଙ୍ଗରାଜ ଏବଂ ବିଦ୍ୟାଳୟର ଉପ ସଭାପତି ଆହ୍ଲାଦିନୀ ପଟ୍ଟନାୟକ ମହୋଦୟା ଏହି ଶିବିରକୁ ଉଦଘାଟନ କରିବା ସହ ଏହିପରି ଏକ ମହତ କାର୍ଯ୍ୟରେ ଅଗ୍ରସର ହେବା ପାଇଁ ସମସ୍ତଙ୍କୁ ଉପଦେଶ ପ୍ରଦାନ କରିଥିଲେ। ଇତ୍ୟବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସକାଳ ୬.୩୦ ଘଟିକା ସମୟରେ ଇନଡୋର ଷ୍ଟାଡିୟମ ଠାରୁ ଡିଏଭି ସ୍କୁଲ ପର୍ଯ୍ୟନ୍ତ ଏକ ଗଣ ଦୌଡ଼ ଅନୁଷ୍ଠିତ ହୋଇଯାଇଛି। ମହାନ କ୍ରୀଡ଼ାବିତ୍ ଧ୍ୟାନ ଚାନ୍ଦଙ୍କ ଜନ୍ମଜୟନ୍ତୀ ଅବସରରେ କ୍ରୀଡ଼ା ଦିବସ ମଧ୍ୟ ଖୁବ୍ ଆଡ଼ମ୍ବର ସହକାରେ ପାଳନ କରାଯାଇଅଛି । ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକଗଣ ଏହି ଶିବିରରେ ଯୋଗଦେବା ସହ ରକ୍ତଦାନ କରିଥିଲେ । ରକ୍ତଦାତା ମାନଙ୍କୁ ଏକ ଏକ ଚାରା ଗଛ ସହ ମାନପତ୍ର ପ୍ରଦାନ କରାଯାଇଥିଲା । ଏତଦ୍ ଭିନ୍ନ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀ ତଥା ଅଭିଭାବକ ଗଣଙ୍କ ମିଳିତ ସହଯୋଗରେ ଏହି ମହାନ ସେବା କାର୍ଯ୍ୟଟି ସାଫଲ୍ୟମଣ୍ଡିତ ହେବା ସହ ଅଭିଭାବକଙ୍କ ଗହଣରେ ପ୍ରେରଣାପ୍ରଦ ଓ ପ୍ରଶଂସା ମୁଖର ହୋଇଥିଲା। ପୁରୀରୁ ଡ଼ଃ ମନୋଜ କୁମାର ବଳିଆରସିଂଙ୍କ ରିପୋର୍ଟ
**ଡିଏଭି ପୁରୀରେ ରକ୍ତଦାନ ଶିବିର ଅନୁଷ୍ଠିତ।* ପୁରୀ; ତା ୨୯/୦୮/୨୦୨୬ରିଖ (ଶନିବାର) ଜାତୀୟ କ୍ରୀଡ଼ା ଦିବସ ଅବସରରେ ସକାଳ ୧୦ ଘଟିକା ସମୟରେ ଡିଏଭି ପବ୍ଲିକ ସ୍କୁଲ, ପୁରୀ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋତ୍ସ୍ନା ମଙ୍ଗରାଜ
ଏବଂ ବିଦ୍ୟାଳୟର ଉପ ସଭାପତି ଆହ୍ଲାଦିନୀ ପଟ୍ଟନାୟକ ମହୋଦୟା ଏହି ଶିବିରକୁ ଉଦଘାଟନ କରିବା ସହ ଏହିପରି ଏକ ମହତ କାର୍ଯ୍ୟରେ ଅଗ୍ରସର ହେବା ପାଇଁ ସମସ୍ତଙ୍କୁ ଉପଦେଶ ପ୍ରଦାନ କରିଥିଲେ। ଇତ୍ୟବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସକାଳ ୬.୩୦ ଘଟିକା ସମୟରେ ଇନଡୋର ଷ୍ଟାଡିୟମ ଠାରୁ ଡିଏଭି ସ୍କୁଲ
ପର୍ଯ୍ୟନ୍ତ ଏକ ଗଣ ଦୌଡ଼ ଅନୁଷ୍ଠିତ ହୋଇଯାଇଛି। ମହାନ କ୍ରୀଡ଼ାବିତ୍ ଧ୍ୟାନ ଚାନ୍ଦଙ୍କ ଜନ୍ମଜୟନ୍ତୀ ଅବସରରେ କ୍ରୀଡ଼ା ଦିବସ ମଧ୍ୟ ଖୁବ୍ ଆଡ଼ମ୍ବର ସହକାରେ ପାଳନ କରାଯାଇଅଛି । ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକଗଣ ଏହି ଶିବିରରେ ଯୋଗଦେବା ସହ ରକ୍ତଦାନ କରିଥିଲେ । ରକ୍ତଦାତା ମାନଙ୍କୁ ଏକ ଏକ ଚାରା ଗଛ
ସହ ମାନପତ୍ର ପ୍ରଦାନ କରାଯାଇଥିଲା । ଏତଦ୍ ଭିନ୍ନ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀ ତଥା ଅଭିଭାବକ ଗଣଙ୍କ ମିଳିତ ସହଯୋଗରେ ଏହି ମହାନ ସେବା କାର୍ଯ୍ୟଟି ସାଫଲ୍ୟମଣ୍ଡିତ ହେବା ସହ ଅଭିଭାବକଙ୍କ ଗହଣରେ ପ୍ରେରଣାପ୍ରଦ ଓ ପ୍ରଶଂସା ମୁଖର ହୋଇଥିଲା। ପୁରୀରୁ ଡ଼ଃ ମନୋଜ କୁମାର ବଳିଆରସିଂଙ୍କ ରିପୋର୍ଟ
- ମ୍ୟାକଲେକ୍ (MACLEC) କମ୍ପାନୀ ଦ୍ୱାରା ନୂଆ 'ସର୍ଫେସ୍ ହାଇଡ୍ରୋ କାଇନେଟିକ୍ ଟରବାଇନ୍' ପ୍ରଯୁକ୍ତିବିଦ୍ୟା ଉପରେ ଉପସ୍ଥାପନା1
- ରାଉରକେଲା ରାଜନୀତିକୁ ନେଇ ଏବେ ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜୁଏଲ ଓରାମଙ୍କ ମନ୍ତବ୍ୟ ରାଉରକେଲା ରାଜନୀତିକୁ ନେଇ ଏବେ ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜୁଏଲ ଓରାମଙ୍କ ମନ୍ତବ୍ୟ #LatestNews #UpdateNews #apanankakhabara #news #OdishaNews #odisha1
- କଟକ ମହାନଦୀ ରେ ଭାସି ଯାଇ ଯୁବକ ନିଖୋଜ ଅଗ୍ନିଶମ ବାହିନୀର ଚାଲିଛି ଖୋଜା1
- Slug- କୁମାରପୁର ପଞ୍ଚାୟତ ରେ ରେସନ ଚାଉଳ ହଡ଼ପ ଅଭିଯୋଗ ରେ, ବିଜେପି ନେତା ଅଭୟଙ୍କ ନେତୃତ୍ୱରେ ଉଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ। Anchor- କଟକ ଜିଲ୍ଲା ଆଠଗଡ ବ୍ଲକ କୁମାରପୁର ପଞ୍ଚାୟତ ରେ, ସୂଚନା ମୁତାବକ କୁମାରପୁର ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରହୁଥିବା ଆଦିବାସୀ ହିତାଧୀକାରୀ ମାନଙ୍କୁ ରାସନ ଦେବାରେ ଅନିୟମିତତା କରୁଛନ୍ତି ଆଜିକୁ ୨୦ ବର୍ଷ ଧରି ଡିଲର୍ ଭାବରେ କାର୍ଯ୍ୟ କରୁଥିବା ବିଚିତ୍ରାନନ୍ଦ ପ୍ରଧାନ। ସରକାରୀ ନୀତି ନିୟମ କୁ ବେଖାତିର କରି ଡିଲର୍ ଆଜିକୁ 6 ମାସରୁ ଉର୍ଦ୍ଧ୍ୱ ସମୟ ହୋଇଯିବ କୁମାରପୁର ପଞ୍ଚାୟତ ର ଗରୀବ ଆଦିବାସୀ ହିତାଧୀକାରୀ ଙ୍କୁ ଚାଉଳ ନ ଦେବା ସହିତ, ଡାକି ଫେରାଇ ଦେଉଥିବା, ଗାଳି ଗୁଲଜ କରୁଥିବା ଓ ମୂଖ୍ୟମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା କାର୍ଡ ଦେଉନଥିବା ସହିତ ପୁର୍ବରୁ ମିଳିଥିବା NFSA କାର୍ଡ ଆଦୌ ଦେଉ ନଥିବା ଅଭିଯୋଗ ହୋଇଆସୁଥିଲା। ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଅଭୟ ବାରିକ୍ କୁମାରପୁର ପଞ୍ଚାୟତ ର ଗରୀବ ହିତାଧିକାରୀଙ୍କୁ ସାଙ୍ଗରେ ନେଇ ଆଠଗଡ ଉପଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ ପ୍ରଦାନ କରିଛନ୍ତି। ଡିଲର୍ ବିଚିତ୍ରାନନ୍ଦ ପ୍ରଧାନ ବିଜେଡ଼ି ସରକାରଙ୍କ ସମୟରୁ ରହି ଥିବାରୁ ଜାଣି ଶୁଣି ବିଜେପି ସରକାର ଙ୍କୁ ବଦନାମ୍ କରୁଥିବା କଥା ଆଠଗଡ ଉପଜିଲ୍ଲାପାଳ ଓ ACSO ଙ୍କ ସହିତ ଆଲୋଚନା କରିଛନ୍ତି ବିଜେପି ନେତା ଅଭୟ ବାରିକ୍। ଆଠଗଡ ଉପଜିଲ୍ଲାପାଳଙ୍କ ନିକଟରେ କୁମାରପୁର ହିତାଧିକାରୀ ,ଡିଲର୍ ବିଚିତ୍ରାନନ୍ଦ ପ୍ରଧାନ କରୁଥିବା ଅନିୟମିତତା ସଂମ୍ପର୍କରେ ଅଭିଯୋଗ କରିଥିବା ପ୍ରତିକ୍ରିୟାରେ ପ୍ରକାଶ କରିଥିବା ବେଳେ, ତୁରନ୍ତ ତଦନ୍ତ କରି କୁମାରପୁର ହିତାଧିକାରୀଙ୍କ ରାସନ୍ ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି ଆଠଗଡ ACSO । ଡିଲର୍ ମାନେ ସରକାରଙ୍କୁ ବଦନାମ ପାଇଁ କରିଥିବା ଷଡ଼ଯନ୍ତ୍ର କୁ ପ୍ରଶୟ ନ ଦିଆଯିବା ସହିତ ୪୮ ଘଣ୍ଟା ମଧ୍ୟରେ କୁମାରପୁର ଗରୀବ ହିତାଧିକାରୀ ଙ୍କୁ ରାସନ ଯୋଗାଇ ଦିଆଯିବ ବୋଲି ଆଠଗଡ ଉପଜିଲ୍ଲାପାଳ ଓ Acso ଙ୍କ ସହିତ ଆଲୋଚନା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପି ନେତା ଅଭୟ ବାରିକ୍। ଆଠଗଡ କୁମାରପୁର ଦୁର୍ନୀତିର ଗଡ଼ ଓ ସବୁ ଦୁର୍ନୀତି ରେ ଆଠଗଡ ବିଧାୟକ ଓ ବ୍ଲକ୍ ଅଧ୍ୟକ୍ଷା ଙ୍କ ସ୍ଵାମୀ ରଞ୍ଜନ ଆଚର୍ଯ୍ୟ ଙ୍କ ସମ୍ପୃକ୍ତି ଥିବା ପ୍ରତିକ୍ରିୟାରେ କହିଛନ୍ତି ବିଜେପି ନେତା ଅଭୟ ବାରିକ୍। Slug- କୁମାରପୁର ପଞ୍ଚାୟତ ରେ ରେସନ ଚାଉଳ ହଡ଼ପ ଅଭିଯୋଗ ରେ, ବିଜେପି ନେତା ଅଭୟଙ୍କ ନେତୃତ୍ୱରେ ଉଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ। Anchor- କଟକ ଜିଲ୍ଲା ଆଠଗଡ ବ୍ଲକ କୁମାରପୁର ପଞ୍ଚାୟତ ରେ, ସୂଚନା ମୁତାବକ କୁମାରପୁର ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରହୁଥିବା ଆଦିବାସୀ ହିତାଧୀକାରୀ ମାନଙ୍କୁ ରାସନ ଦେବାରେ ଅନିୟମିତତା କରୁଛନ୍ତି ଆଜିକୁ ୨୦ ବର୍ଷ ଧରି ଡିଲର୍ ଭାବରେ କାର୍ଯ୍ୟ କରୁଥିବା ବିଚିତ୍ରାନନ୍ଦ ପ୍ରଧାନ। ସରକାରୀ ନୀତି ନିୟମ କୁ ବେଖାତିର କରି ଡିଲର୍ ଆଜିକୁ 6 ମାସରୁ ଉର୍ଦ୍ଧ୍ୱ ସମୟ ହୋଇଯିବ କୁମାରପୁର ପଞ୍ଚାୟତ ର ଗରୀବ ଆଦିବାସୀ ହିତାଧୀକାରୀ ଙ୍କୁ ଚାଉଳ ନ ଦେବା ସହିତ, ଡାକି ଫେରାଇ ଦେଉଥିବା, ଗାଳି ଗୁଲଜ କରୁଥିବା ଓ ମୂଖ୍ୟମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା କାର୍ଡ ଦେଉନଥିବା ସହିତ ପୁର୍ବରୁ ମିଳିଥିବା NFSA କାର୍ଡ ଆଦୌ ଦେଉ ନଥିବା ଅଭିଯୋଗ ହୋଇଆସୁଥିଲା। ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଅଭୟ ବାରିକ୍ କୁମାରପୁର ପଞ୍ଚାୟତ ର ଗରୀବ ହିତାଧିକାରୀଙ୍କୁ ସାଙ୍ଗରେ ନେଇ ଆଠଗଡ ଉପଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ ପ୍ରଦାନ କରିଛନ୍ତି। ଡିଲର୍ ବିଚିତ୍ରାନନ୍ଦ ପ୍ରଧାନ ବିଜେଡ଼ି ସରକାରଙ୍କ ସମୟରୁ ରହି ଥିବାରୁ ଜାଣି ଶୁଣି ବିଜେପି ସରକାର ଙ୍କୁ ବଦନାମ୍ କରୁଥିବା କଥା ଆଠଗଡ ଉପଜିଲ୍ଲାପାଳ ଓ ACSO ଙ୍କ ସହିତ ଆଲୋଚନା କରିଛନ୍ତି ବିଜେପି ନେତା ଅଭୟ ବାରିକ୍। ଆଠଗଡ ଉପଜିଲ୍ଲାପାଳଙ୍କ ନିକଟରେ କୁମାରପୁର ହିତାଧିକାରୀ ,ଡିଲର୍ ବିଚିତ୍ରାନନ୍ଦ ପ୍ରଧାନ କରୁଥିବା ଅନିୟମିତତା ସଂମ୍ପର୍କରେ ଅଭିଯୋଗ କରିଥିବା ପ୍ରତିକ୍ରିୟାରେ ପ୍ରକାଶ କରିଥିବା ବେଳେ, ତୁରନ୍ତ ତଦନ୍ତ କରି କୁମାରପୁର ହିତାଧିକାରୀଙ୍କ ରାସନ୍ ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି ଆଠଗଡ ACSO । ଡିଲର୍ ମାନେ ସରକାରଙ୍କୁ ବଦନାମ ପାଇଁ କରିଥିବା ଷଡ଼ଯନ୍ତ୍ର କୁ ପ୍ରଶୟ ନ ଦିଆଯିବା ସହିତ ୪୮ ଘଣ୍ଟା ମଧ୍ୟରେ କୁମାରପୁର ଗରୀବ ହିତାଧିକାରୀ ଙ୍କୁ ରାସନ ଯୋଗାଇ ଦିଆଯିବ ବୋଲି ଆଠଗଡ ଉପଜିଲ୍ଲାପାଳ ଓ Acso ଙ୍କ ସହିତ ଆଲୋଚନା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପି ନେତା ଅଭୟ ବାରିକ୍। ଆଠଗଡ କୁମାରପୁର ଦୁର୍ନୀତିର ଗଡ଼ ଓ ସବୁ ଦୁର୍ନୀତି ରେ ଆଠଗଡ ବିଧାୟକ ଓ ବ୍ଲକ୍ ଅଧ୍ୟକ୍ଷା ଙ୍କ ସ୍ଵାମୀ ରଞ୍ଜନ ଆଚର୍ଯ୍ୟ ଙ୍କ ସମ୍ପୃକ୍ତି ଥିବା ପ୍ରତିକ୍ରିୟାରେ କହିଛନ୍ତି ବିଜେପି ନେତା ଅଭୟ ବାରିକ୍।1
- ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବାନ୍ଧିଲେ ରାକ୍ଷୀ ମୁଖ୍ୟମନ୍ତ୍ରୀ1
- ଜାତୀୟ କ୍ରୀଡା ଦିବସ ଅବସରରେ କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି ଭୁବନେଶ୍ୱର :-କିମ୍ବଦନ୍ତୀ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ ତଥା ଜାତୀୟ କ୍ରିଡା ଦିବସ ଅବସରରେ ଭୁବନେଶ୍ୱରସ୍ଥିତ ଡିଜିପି କ୍ୟାମ୍ପ ଅଫିସ ଠାରେ ଆୟୋଜିତ ଏକ ସମ୍ବର୍ଦ୍ଧନା ଉତ୍ସବରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ର କୃତୀ ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଓଡ଼ିଶା ପୋଲିସର ଏହି କ୍ରୀଡ଼ାବିତମାନେ ଜାତୀୟ ସ୍ତରର କାୟାକିଂ ଓ କାନୋଇଂ ପ୍ରତିଯୋଗିତାରେ ଉଲ୍ଲେଖନୀୟ ସଫଳତା ହାସଲ କରି ରାଜ୍ୟ ତଥା ଓଡ଼ିଶା ପୋଲିସ ପାଇଁ ଗୌରବ ଆଣିଛନ୍ତି। ଡିଜିପି ଶ୍ରୀ ମିଶ୍ର କ୍ରୀଡ଼ାବିତମାନଙ୍କ ନିଷ୍ଠା, ପରିଶ୍ରମ ଓ ଉତ୍କର୍ଷର ପ୍ରଶଂସା କରିବା ସହ ଆଗାମୀ ଦିନରେ ମଧ୍ୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ପୋଲିସର ସୁନାମ ବଢ଼ାଇବା ପାଇଁ ସେମାନଙ୍କୁ ଉତ୍ସାହିତ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଗତ ଅଗଷ୍ଟ ୮ରୁ ୯ ତାରିଖ ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ଭୋପାଳ ଠାରେ ଅନୁଷ୍ଠିତ ହୋଇଥିବା ହୋଇଥିବା ASMITA ଜାତୀୟ ଜଳକ୍ରୀଡ଼ା ଚାମ୍ପିୟନସିପ୍ ୨୦୨୬ ରେ ଓଡ଼ିଶା ପୋଲିସ କ୍ରୀଡ଼ାବିତମାନେ ବିଭିନ୍ନ ପ୍ରତିଯୋଗିତାରେ ୨ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ୧ଟି ବ୍ରୋଞ୍ଜ ସହ ମୋଟ ୮ଟି ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ପ୍ରତିଯୋଗିତାରେ WC/1366 ରଶ୍ମିତା ସାହୁ ୩ଟି ପଦକ ହାସଲ କରିଛନ୍ତି। ସେ କାନୋଇଂ ସିଙ୍ଗଲ୍ ୧୦୦୦ ମିଟରରେ ସ୍ୱର୍ଣ୍ଣ ଏବଂ ୫୦୦ ମିଟର ଓ ୨୦୦ ମିଟରରେ ରୌପ୍ୟ ପଦକ ଜିତିଥିଲେ । ସେହିପରି WC/349 ସଚିମା କେରକେଟା ମଧ୍ୟ ୩ଟି ପଦକ ହାସଲ କରିଛନ୍ତି। ସେ କାନୋଇଂ-୪ର ୨୦୦ ମିଟରରେ ସ୍ୱର୍ଣ୍ଣ ଏବଂ ୫୦୦ ମିଟର ଓ ୧୦୦୦ ମିଟରରେ ରୌପ୍ୟ ପଦକ ବିଜୟୀ ହୋଇଥିଲେ । ଅନ୍ୟପକ୍ଷରେ WC/322 ଫୁଲମଣି ଖାଖା କାୟାକିଂ-୨ ୨୦୦ ମିଟରରେ ରୌପ୍ୟ ଏବଂ ସିଙ୍ଗଲ୍ ୧୦୦୦ ମିଟରରେ ବ୍ରୋଞ୍ଜ ପଦକ ହାସଲ କରି ଓଡ଼ିଶା ପୋଲିସ ପାଇଁ ଗୌରବ ଆଣିଛନ୍ତି। ଆଜିର ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ( ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଓଡିଶା ପୋଲିସର କ୍ରୀଡା ଅଧିକାରୀ ନୀଳମାଧବ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।1
- ଓଡ଼ିଆ ସାହିତ୍ୟ ଜଗତର ଅମର ସ୍ରଷ୍ଟା ତଥା ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମଜୟନ୍ତୀ ଓଡ଼ିଆ ସାହିତ୍ୟ ଜଗତର ଅମର ସ୍ରଷ୍ଟା ତଥା ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମଜୟନ୍ତୀ #LatestNews #UpdateNews #apanankakhabara #Baragada #news #OdishaNews #odisha1
- Slug- କୁମାରପୁର ପଞ୍ଚାୟତ ରେ ରେସନ ଚାଉଳ ହଡ଼ପ ଅଭିଯୋଗ ରେ, ବିଜେପି ନେତା ଅଭୟଙ୍କ ନେତୃତ୍ୱରେ ଉଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ। Anchor- କଟକ ଜିଲ୍ଲା ଆଠଗଡ ବ୍ଲକ କୁମାରପୁର ପଞ୍ଚାୟତ ରେ, ସୂଚନା ମୁତାବକ କୁମାରପୁର ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରହୁଥିବା ଆଦିବାସୀ ହିତାଧୀକାରୀ ମାନଙ୍କୁ ରାସନ ଦେବାରେ ଅନିୟମିତତା କରୁଛନ୍ତି ଆଜିକୁ ୨୦ ବର୍ଷ ଧରି ଡିଲର୍ ଭାବରେ କାର୍ଯ୍ୟ କରୁଥିବା ବିଚିତ୍ରାନନ୍ଦ ପ୍ରଧାନ। ସରକାରୀ ନୀତି ନିୟମ କୁ ବେଖାତିର କରି ଡିଲର୍ ଆଜିକୁ 6 ମାସରୁ ଉର୍ଦ୍ଧ୍ୱ ସମୟ ହୋଇଯିବ କୁମାରପୁର ପଞ୍ଚାୟତ ର ଗରୀବ ଆଦିବାସୀ ହିତାଧୀକାରୀ ଙ୍କୁ ଚାଉଳ ନ ଦେବା ସହିତ, ଡାକି ଫେରାଇ ଦେଉଥିବା, ଗାଳି ଗୁଲଜ କରୁଥିବା ଓ ମୂଖ୍ୟମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା କାର୍ଡ ଦେଉନଥିବା ସହିତ ପୁର୍ବରୁ ମିଳିଥିବା NFSA କାର୍ଡ ଆଦୌ ଦେଉ ନଥିବା ଅଭିଯୋଗ ହୋଇଆସୁଥିଲା। ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଅଭୟ ବାରିକ୍ କୁମାରପୁର ପଞ୍ଚାୟତ ର ଗରୀବ ହିତାଧିକାରୀଙ୍କୁ ସାଙ୍ଗରେ ନେଇ ଆଠଗଡ ଉପଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ ପ୍ରଦାନ କରିଛନ୍ତି। ଡିଲର୍ ବିଚିତ୍ରାନନ୍ଦ ପ୍ରଧାନ ବିଜେଡ଼ି ସରକାରଙ୍କ ସମୟରୁ ରହି ଥିବାରୁ ଜାଣି ଶୁଣି ବିଜେପି ସରକାର ଙ୍କୁ ବଦନାମ୍ କରୁଥିବା କଥା ଆଠଗଡ ଉପଜିଲ୍ଲାପାଳ ଓ ACSO ଙ୍କ ସହିତ ଆଲୋଚନା କରିଛନ୍ତି ବିଜେପି ନେତା ଅଭୟ ବାରିକ୍। ଆଠଗଡ ଉପଜିଲ୍ଲାପାଳଙ୍କ ନିକଟରେ କୁମାରପୁର ହିତାଧିକାରୀ ,ଡିଲର୍ ବିଚିତ୍ରାନନ୍ଦ ପ୍ରଧାନ କରୁଥିବା ଅନିୟମିତତା ସଂମ୍ପର୍କରେ ଅଭିଯୋଗ କରିଥିବା ପ୍ରତିକ୍ରିୟାରେ ପ୍ରକାଶ କରିଥିବା ବେଳେ, ତୁରନ୍ତ ତଦନ୍ତ କରି କୁମାରପୁର ହିତାଧିକାରୀଙ୍କ ରାସନ୍ ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି ଆଠଗଡ ACSO । ଡିଲର୍ ମାନେ ସରକାରଙ୍କୁ ବଦନାମ ପାଇଁ କରିଥିବା ଷଡ଼ଯନ୍ତ୍ର କୁ ପ୍ରଶୟ ନ ଦିଆଯିବା ସହିତ ୪୮ ଘଣ୍ଟା ମଧ୍ୟରେ କୁମାରପୁର ଗରୀବ ହିତାଧିକାରୀ ଙ୍କୁ ରାସନ ଯୋଗାଇ ଦିଆଯିବ ବୋଲି ଆଠଗଡ ଉପଜିଲ୍ଲାପାଳ ଓ Acso ଙ୍କ ସହିତ ଆଲୋଚନା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପି ନେତା ଅଭୟ ବାରିକ୍। ଆଠଗଡ କୁମାରପୁର ଦୁର୍ନୀତିର ଗଡ଼ ଓ ସବୁ ଦୁର୍ନୀତି ରେ ଆଠଗଡ ବିଧାୟକ ଓ ବ୍ଲକ୍ ଅଧ୍ୟକ୍ଷା ଙ୍କ ସ୍ଵାମୀ ରଞ୍ଜନ ଆଚର୍ଯ୍ୟ ଙ୍କ ସମ୍ପୃକ୍ତି ଥିବା ପ୍ରତିକ୍ରିୟାରେ କହିଛନ୍ତି ବିଜେପି ନେତା ଅଭୟ ବାରିକ୍। Slug- କୁମାରପୁର ପଞ୍ଚାୟତ ରେ ରେସନ ଚାଉଳ ହଡ଼ପ ଅଭିଯୋଗ ରେ, ବିଜେପି ନେତା ଅଭୟଙ୍କ ନେତୃତ୍ୱରେ ଉଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ। Anchor- କଟକ ଜିଲ୍ଲା ଆଠଗଡ ବ୍ଲକ କୁମାରପୁର ପଞ୍ଚାୟତ ରେ, ସୂଚନା ମୁତାବକ କୁମାରପୁର ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରହୁଥିବା ଆଦିବାସୀ ହିତାଧୀକାରୀ ମାନଙ୍କୁ ରାସନ ଦେବାରେ ଅନିୟମିତତା କରୁଛନ୍ତି ଆଜିକୁ ୨୦ ବର୍ଷ ଧରି ଡିଲର୍ ଭାବରେ କାର୍ଯ୍ୟ କରୁଥିବା ବିଚିତ୍ରାନନ୍ଦ ପ୍ରଧାନ। ସରକାରୀ ନୀତି ନିୟମ କୁ ବେଖାତିର କରି ଡିଲର୍ ଆଜିକୁ 6 ମାସରୁ ଉର୍ଦ୍ଧ୍ୱ ସମୟ ହୋଇଯିବ କୁମାରପୁର ପଞ୍ଚାୟତ ର ଗରୀବ ଆଦିବାସୀ ହିତାଧୀକାରୀ ଙ୍କୁ ଚାଉଳ ନ ଦେବା ସହିତ, ଡାକି ଫେରାଇ ଦେଉଥିବା, ଗାଳି ଗୁଲଜ କରୁଥିବା ଓ ମୂଖ୍ୟମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା କାର୍ଡ ଦେଉନଥିବା ସହିତ ପୁର୍ବରୁ ମିଳିଥିବା NFSA କାର୍ଡ ଆଦୌ ଦେଉ ନଥିବା ଅଭିଯୋଗ ହୋଇଆସୁଥିଲା। ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଅଭୟ ବାରିକ୍ କୁମାରପୁର ପଞ୍ଚାୟତ ର ଗରୀବ ହିତାଧିକାରୀଙ୍କୁ ସାଙ୍ଗରେ ନେଇ ଆଠଗଡ ଉପଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ ପ୍ରଦାନ କରିଛନ୍ତି। ଡିଲର୍ ବିଚିତ୍ରାନନ୍ଦ ପ୍ରଧାନ ବିଜେଡ଼ି ସରକାରଙ୍କ ସମୟରୁ ରହି ଥିବାରୁ ଜାଣି ଶୁଣି ବିଜେପି ସରକାର ଙ୍କୁ ବଦନାମ୍ କରୁଥିବା କଥା ଆଠଗଡ ଉପଜିଲ୍ଲାପାଳ ଓ ACSO ଙ୍କ ସହିତ ଆଲୋଚନା କରିଛନ୍ତି ବିଜେପି ନେତା ଅଭୟ ବାରିକ୍। ଆଠଗଡ ଉପଜିଲ୍ଲାପାଳଙ୍କ ନିକଟରେ କୁମାରପୁର ହିତାଧିକାରୀ ,ଡିଲର୍ ବିଚିତ୍ରାନନ୍ଦ ପ୍ରଧାନ କରୁଥିବା ଅନିୟମିତତା ସଂମ୍ପର୍କରେ ଅଭିଯୋଗ କରିଥିବା ପ୍ରତିକ୍ରିୟାରେ ପ୍ରକାଶ କରିଥିବା ବେଳେ, ତୁରନ୍ତ ତଦନ୍ତ କରି କୁମାରପୁର ହିତାଧିକାରୀଙ୍କ ରାସନ୍ ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି ଆଠଗଡ ACSO । ଡିଲର୍ ମାନେ ସରକାରଙ୍କୁ ବଦନାମ ପାଇଁ କରିଥିବା ଷଡ଼ଯନ୍ତ୍ର କୁ ପ୍ରଶୟ ନ ଦିଆଯିବା ସହିତ ୪୮ ଘଣ୍ଟା ମଧ୍ୟରେ କୁମାରପୁର ଗରୀବ ହିତାଧିକାରୀ ଙ୍କୁ ରାସନ ଯୋଗାଇ ଦିଆଯିବ ବୋଲି ଆଠଗଡ ଉପଜିଲ୍ଲାପାଳ ଓ Acso ଙ୍କ ସହିତ ଆଲୋଚନା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପି ନେତା ଅଭୟ ବାରିକ୍। ଆଠଗଡ କୁମାରପୁର ଦୁର୍ନୀତିର ଗଡ଼ ଓ ସବୁ ଦୁର୍ନୀତି ରେ ଆଠଗଡ ବିଧାୟକ ଓ ବ୍ଲକ୍ ଅଧ୍ୟକ୍ଷା ଙ୍କ ସ୍ଵାମୀ ରଞ୍ଜନ ଆଚର୍ଯ୍ୟ ଙ୍କ ସମ୍ପୃକ୍ତି ଥିବା ପ୍ରତିକ୍ରିୟାରେ କହିଛନ୍ତି ବିଜେପି ନେତା ଅଭୟ ବାରିକ୍।1
- ନେପାଳ ରେ ସବୁ କିଛି ଭସାଇ ଦେଇ ବନ୍ୟା ll ମୃତ ଦେହ ରୁ ସୁନା ଗହଣା ଲୁଟି ନେଉଛନ୍ତି ଲୋକେ ll ନେପାଳ ରେ ସବୁ କିଛି ଭସାଇ ଦେଇ ବନ୍ୟା ll ମୃତ ଦେହ ରୁ ସୁନା ଗହଣା ଲୁଟି ନେଉଛନ୍ତି ଲୋକେ ll1