Slug- କୁମାରପୁର ପଞ୍ଚାୟତ ରେ ରେସନ ଚାଉଳ ହଡ଼ପ ଅଭିଯୋଗ ରେ, ବିଜେପି ନେତା ଅଭୟଙ୍କ ନେତୃତ୍ୱରେ ଉଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ। Anchor- କଟକ ଜିଲ୍ଲା ଆଠଗଡ ବ୍ଲକ କୁମାରପୁର ପଞ୍ଚାୟତ ରେ, ସୂଚନା ମୁତାବକ କୁମାରପୁର ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରହୁଥିବା ଆଦିବାସୀ ହିତାଧୀକାରୀ ମାନଙ୍କୁ ରାସନ ଦେବାରେ ଅନିୟମିତତା କରୁଛନ୍ତି ଆଜିକୁ ୨୦ ବର୍ଷ ଧରି ଡିଲର୍ ଭାବରେ କାର୍ଯ୍ୟ କରୁଥିବା ବିଚିତ୍ରାନନ୍ଦ ପ୍ରଧାନ। ସରକାରୀ ନୀତି ନିୟମ କୁ ବେଖାତିର କରି ଡିଲର୍ ଆଜିକୁ 6 ମାସରୁ ଉର୍ଦ୍ଧ୍ୱ ସମୟ ହୋଇଯିବ କୁମାରପୁର ପଞ୍ଚାୟତ ର ଗରୀବ ଆଦିବାସୀ ହିତାଧୀକାରୀ ଙ୍କୁ ଚାଉଳ ନ ଦେବା ସହିତ, ଡାକି ଫେରାଇ ଦେଉଥିବା, ଗାଳି ଗୁଲଜ କରୁଥିବା ଓ ମୂଖ୍ୟମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା କାର୍ଡ ଦେଉନଥିବା ସହିତ ପୁର୍ବରୁ ମିଳିଥିବା NFSA କାର୍ଡ ଆଦୌ ଦେଉ ନଥିବା ଅଭିଯୋଗ ହୋଇଆସୁଥିଲା। ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଅଭୟ ବାରିକ୍ କୁମାରପୁର ପଞ୍ଚାୟତ ର ଗରୀବ ହିତାଧିକାରୀଙ୍କୁ ସାଙ୍ଗରେ ନେଇ ଆଠଗଡ ଉପଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ ପ୍ରଦାନ କରିଛନ୍ତି। ଡିଲର୍ ବିଚିତ୍ରାନନ୍ଦ ପ୍ରଧାନ ବିଜେଡ଼ି ସରକାରଙ୍କ ସମୟରୁ ରହି ଥିବାରୁ ଜାଣି ଶୁଣି ବିଜେପି ସରକାର ଙ୍କୁ ବଦନାମ୍ କରୁଥିବା କଥା ଆଠଗଡ ଉପଜିଲ୍ଲାପାଳ ଓ ACSO ଙ୍କ ସହିତ ଆଲୋଚନା କରିଛନ୍ତି ବିଜେପି ନେତା ଅଭୟ ବାରିକ୍। ଆଠଗଡ ଉପଜିଲ୍ଲାପାଳଙ୍କ ନିକଟରେ କୁମାରପୁର ହିତାଧିକାରୀ ,ଡିଲର୍ ବିଚିତ୍ରାନନ୍ଦ ପ୍ରଧାନ କରୁଥିବା ଅନିୟମିତତା ସଂମ୍ପର୍କରେ ଅଭିଯୋଗ କରିଥିବା ପ୍ରତିକ୍ରିୟାରେ ପ୍ରକାଶ କରିଥିବା ବେଳେ, ତୁରନ୍ତ ତଦନ୍ତ କରି କୁମାରପୁର ହିତାଧିକାରୀଙ୍କ ରାସନ୍ ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି ଆଠଗଡ ACSO । ଡିଲର୍ ମାନେ ସରକାରଙ୍କୁ ବଦନାମ ପାଇଁ କରିଥିବା ଷଡ଼ଯନ୍ତ୍ର କୁ ପ୍ରଶୟ ନ ଦିଆଯିବା ସହିତ ୪୮ ଘଣ୍ଟା ମଧ୍ୟରେ କୁମାରପୁର ଗରୀବ ହିତାଧିକାରୀ ଙ୍କୁ ରାସନ ଯୋଗାଇ ଦିଆଯିବ ବୋଲି ଆଠଗଡ ଉପଜିଲ୍ଲାପାଳ ଓ Acso ଙ୍କ ସହିତ ଆଲୋଚନା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପି ନେତା ଅଭୟ ବାରିକ୍। ଆଠଗଡ କୁମାରପୁର ଦୁର୍ନୀତିର ଗଡ଼ ଓ ସବୁ ଦୁର୍ନୀତି ରେ ଆଠଗଡ ବିଧାୟକ ଓ ବ୍ଲକ୍ ଅଧ୍ୟକ୍ଷା ଙ୍କ ସ୍ଵାମୀ ରଞ୍ଜନ ଆଚର୍ଯ୍ୟ ଙ୍କ ସମ୍ପୃକ୍ତି ଥିବା ପ୍ରତିକ୍ରିୟାରେ କହିଛନ୍ତି ବିଜେପି ନେତା ଅଭୟ ବାରିକ୍। Slug- କୁମାରପୁର ପଞ୍ଚାୟତ ରେ ରେସନ ଚାଉଳ ହଡ଼ପ ଅଭିଯୋଗ ରେ, ବିଜେପି ନେତା ଅଭୟଙ୍କ ନେତୃତ୍ୱରେ ଉଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ। Anchor- କଟକ ଜିଲ୍ଲା ଆଠଗଡ ବ୍ଲକ କୁମାରପୁର ପଞ୍ଚାୟତ ରେ, ସୂଚନା ମୁତାବକ କୁମାରପୁର ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରହୁଥିବା ଆଦିବାସୀ ହିତାଧୀକାରୀ ମାନଙ୍କୁ ରାସନ ଦେବାରେ ଅନିୟମିତତା କରୁଛନ୍ତି ଆଜିକୁ ୨୦ ବର୍ଷ ଧରି ଡିଲର୍ ଭାବରେ କାର୍ଯ୍ୟ କରୁଥିବା ବିଚିତ୍ରାନନ୍ଦ ପ୍ରଧାନ। ସରକାରୀ ନୀତି ନିୟମ କୁ ବେଖାତିର କରି ଡିଲର୍ ଆଜିକୁ 6 ମାସରୁ ଉର୍ଦ୍ଧ୍ୱ ସମୟ ହୋଇଯିବ କୁମାରପୁର ପଞ୍ଚାୟତ ର ଗରୀବ ଆଦିବାସୀ ହିତାଧୀକାରୀ ଙ୍କୁ ଚାଉଳ ନ ଦେବା ସହିତ, ଡାକି ଫେରାଇ ଦେଉଥିବା, ଗାଳି ଗୁଲଜ କରୁଥିବା ଓ ମୂଖ୍ୟମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା କାର୍ଡ ଦେଉନଥିବା ସହିତ ପୁର୍ବରୁ ମିଳିଥିବା NFSA କାର୍ଡ ଆଦୌ ଦେଉ ନଥିବା ଅଭିଯୋଗ ହୋଇଆସୁଥିଲା। ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଅଭୟ ବାରିକ୍ କୁମାରପୁର ପଞ୍ଚାୟତ ର ଗରୀବ ହିତାଧିକାରୀଙ୍କୁ ସାଙ୍ଗରେ ନେଇ ଆଠଗଡ ଉପଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ ପ୍ରଦାନ କରିଛନ୍ତି। ଡିଲର୍ ବିଚିତ୍ରାନନ୍ଦ ପ୍ରଧାନ ବିଜେଡ଼ି ସରକାରଙ୍କ ସମୟରୁ ରହି ଥିବାରୁ ଜାଣି ଶୁଣି ବିଜେପି ସରକାର ଙ୍କୁ ବଦନାମ୍ କରୁଥିବା କଥା ଆଠଗଡ ଉପଜିଲ୍ଲାପାଳ ଓ ACSO ଙ୍କ ସହିତ ଆଲୋଚନା କରିଛନ୍ତି ବିଜେପି ନେତା ଅଭୟ ବାରିକ୍। ଆଠଗଡ ଉପଜିଲ୍ଲାପାଳଙ୍କ ନିକଟରେ କୁମାରପୁର ହିତାଧିକାରୀ ,ଡିଲର୍ ବିଚିତ୍ରାନନ୍ଦ ପ୍ରଧାନ କରୁଥିବା ଅନିୟମିତତା ସଂମ୍ପର୍କରେ ଅଭିଯୋଗ କରିଥିବା ପ୍ରତିକ୍ରିୟାରେ ପ୍ରକାଶ କରିଥିବା ବେଳେ, ତୁରନ୍ତ ତଦନ୍ତ କରି କୁମାରପୁର ହିତାଧିକାରୀଙ୍କ ରାସନ୍ ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି ଆଠଗଡ ACSO । ଡିଲର୍ ମାନେ ସରକାରଙ୍କୁ ବଦନାମ ପାଇଁ କରିଥିବା ଷଡ଼ଯନ୍ତ୍ର କୁ ପ୍ରଶୟ ନ ଦିଆଯିବା ସହିତ ୪୮ ଘଣ୍ଟା ମଧ୍ୟରେ କୁମାରପୁର ଗରୀବ ହିତାଧିକାରୀ ଙ୍କୁ ରାସନ ଯୋଗାଇ ଦିଆଯିବ ବୋଲି ଆଠଗଡ ଉପଜିଲ୍ଲାପାଳ ଓ Acso ଙ୍କ ସହିତ ଆଲୋଚନା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପି ନେତା ଅଭୟ ବାରିକ୍। ଆଠଗଡ କୁମାରପୁର ଦୁର୍ନୀତିର ଗଡ଼ ଓ ସବୁ ଦୁର୍ନୀତି ରେ ଆଠଗଡ ବିଧାୟକ ଓ ବ୍ଲକ୍ ଅଧ୍ୟକ୍ଷା ଙ୍କ ସ୍ଵାମୀ ରଞ୍ଜନ ଆଚର୍ଯ୍ୟ ଙ୍କ ସମ୍ପୃକ୍ତି ଥିବା ପ୍ରତିକ୍ରିୟାରେ କହିଛନ୍ତି ବିଜେପି ନେତା ଅଭୟ ବାରିକ୍।

- Slug- କୁମାରପୁର ପଞ୍ଚାୟତ ରେ ରେସନ ଚାଉଳ ହଡ଼ପ ଅଭିଯୋଗ ରେ, ବିଜେପି ନେତା ଅଭୟଙ୍କ ନେତୃତ୍ୱରେ ଉଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ। Anchor- କଟକ ଜିଲ୍ଲା ଆଠଗଡ ବ୍ଲକ କୁମାରପୁର ପଞ୍ଚାୟତ ରେ, ସୂଚନା ମୁତାବକ କୁମାରପୁର ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରହୁଥିବା ଆଦିବାସୀ ହିତାଧୀକାରୀ ମାନଙ୍କୁ ରାସନ ଦେବାରେ ଅନିୟମିତତା କରୁଛନ୍ତି ଆଜିକୁ ୨୦ ବର୍ଷ ଧରି ଡିଲର୍ ଭାବରେ କାର୍ଯ୍ୟ କରୁଥିବା ବିଚିତ୍ରାନନ୍ଦ ପ୍ରଧାନ। ସରକାରୀ ନୀତି ନିୟମ କୁ ବେଖାତିର କରି ଡିଲର୍ ଆଜିକୁ 6 ମାସରୁ ଉର୍ଦ୍ଧ୍ୱ ସମୟ ହୋଇଯିବ କୁମାରପୁର ପଞ୍ଚାୟତ ର ଗରୀବ ଆଦିବାସୀ ହିତାଧୀକାରୀ ଙ୍କୁ ଚାଉଳ ନ ଦେବା ସହିତ, ଡାକି ଫେରାଇ ଦେଉଥିବା, ଗାଳି ଗୁଲଜ କରୁଥିବା ଓ ମୂଖ୍ୟମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା କାର୍ଡ ଦେଉନଥିବା ସହିତ ପୁର୍ବରୁ ମିଳିଥିବା NFSA କାର୍ଡ ଆଦୌ ଦେଉ ନଥିବା ଅଭିଯୋଗ ହୋଇଆସୁଥିଲା। ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଅଭୟ ବାରିକ୍ କୁମାରପୁର ପଞ୍ଚାୟତ ର ଗରୀବ ହିତାଧିକାରୀଙ୍କୁ ସାଙ୍ଗରେ ନେଇ ଆଠଗଡ ଉପଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ ପ୍ରଦାନ କରିଛନ୍ତି। ଡିଲର୍ ବିଚିତ୍ରାନନ୍ଦ ପ୍ରଧାନ ବିଜେଡ଼ି ସରକାରଙ୍କ ସମୟରୁ ରହି ଥିବାରୁ ଜାଣି ଶୁଣି ବିଜେପି ସରକାର ଙ୍କୁ ବଦନାମ୍ କରୁଥିବା କଥା ଆଠଗଡ ଉପଜିଲ୍ଲାପାଳ ଓ ACSO ଙ୍କ ସହିତ ଆଲୋଚନା କରିଛନ୍ତି ବିଜେପି ନେତା ଅଭୟ ବାରିକ୍। ଆଠଗଡ ଉପଜିଲ୍ଲାପାଳଙ୍କ ନିକଟରେ କୁମାରପୁର ହିତାଧିକାରୀ ,ଡିଲର୍ ବିଚିତ୍ରାନନ୍ଦ ପ୍ରଧାନ କରୁଥିବା ଅନିୟମିତତା ସଂମ୍ପର୍କରେ ଅଭିଯୋଗ କରିଥିବା ପ୍ରତିକ୍ରିୟାରେ ପ୍ରକାଶ କରିଥିବା ବେଳେ, ତୁରନ୍ତ ତଦନ୍ତ କରି କୁମାରପୁର ହିତାଧିକାରୀଙ୍କ ରାସନ୍ ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି ଆଠଗଡ ACSO । ଡିଲର୍ ମାନେ ସରକାରଙ୍କୁ ବଦନାମ ପାଇଁ କରିଥିବା ଷଡ଼ଯନ୍ତ୍ର କୁ ପ୍ରଶୟ ନ ଦିଆଯିବା ସହିତ ୪୮ ଘଣ୍ଟା ମଧ୍ୟରେ କୁମାରପୁର ଗରୀବ ହିତାଧିକାରୀ ଙ୍କୁ ରାସନ ଯୋଗାଇ ଦିଆଯିବ ବୋଲି ଆଠଗଡ ଉପଜିଲ୍ଲାପାଳ ଓ Acso ଙ୍କ ସହିତ ଆଲୋଚନା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପି ନେତା ଅଭୟ ବାରିକ୍। ଆଠଗଡ କୁମାରପୁର ଦୁର୍ନୀତିର ଗଡ଼ ଓ ସବୁ ଦୁର୍ନୀତି ରେ ଆଠଗଡ ବିଧାୟକ ଓ ବ୍ଲକ୍ ଅଧ୍ୟକ୍ଷା ଙ୍କ ସ୍ଵାମୀ ରଞ୍ଜନ ଆଚର୍ଯ୍ୟ ଙ୍କ ସମ୍ପୃକ୍ତି ଥିବା ପ୍ରତିକ୍ରିୟାରେ କହିଛନ୍ତି ବିଜେପି ନେତା ଅଭୟ ବାରିକ୍। Slug- କୁମାରପୁର ପଞ୍ଚାୟତ ରେ ରେସନ ଚାଉଳ ହଡ଼ପ ଅଭିଯୋଗ ରେ, ବିଜେପି ନେତା ଅଭୟଙ୍କ ନେତୃତ୍ୱରେ ଉଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ। Anchor- କଟକ ଜିଲ୍ଲା ଆଠଗଡ ବ୍ଲକ କୁମାରପୁର ପଞ୍ଚାୟତ ରେ, ସୂଚନା ମୁତାବକ କୁମାରପୁର ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରହୁଥିବା ଆଦିବାସୀ ହିତାଧୀକାରୀ ମାନଙ୍କୁ ରାସନ ଦେବାରେ ଅନିୟମିତତା କରୁଛନ୍ତି ଆଜିକୁ ୨୦ ବର୍ଷ ଧରି ଡିଲର୍ ଭାବରେ କାର୍ଯ୍ୟ କରୁଥିବା ବିଚିତ୍ରାନନ୍ଦ ପ୍ରଧାନ। ସରକାରୀ ନୀତି ନିୟମ କୁ ବେଖାତିର କରି ଡିଲର୍ ଆଜିକୁ 6 ମାସରୁ ଉର୍ଦ୍ଧ୍ୱ ସମୟ ହୋଇଯିବ କୁମାରପୁର ପଞ୍ଚାୟତ ର ଗରୀବ ଆଦିବାସୀ ହିତାଧୀକାରୀ ଙ୍କୁ ଚାଉଳ ନ ଦେବା ସହିତ, ଡାକି ଫେରାଇ ଦେଉଥିବା, ଗାଳି ଗୁଲଜ କରୁଥିବା ଓ ମୂଖ୍ୟମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା କାର୍ଡ ଦେଉନଥିବା ସହିତ ପୁର୍ବରୁ ମିଳିଥିବା NFSA କାର୍ଡ ଆଦୌ ଦେଉ ନଥିବା ଅଭିଯୋଗ ହୋଇଆସୁଥିଲା। ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଅଭୟ ବାରିକ୍ କୁମାରପୁର ପଞ୍ଚାୟତ ର ଗରୀବ ହିତାଧିକାରୀଙ୍କୁ ସାଙ୍ଗରେ ନେଇ ଆଠଗଡ ଉପଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ ପ୍ରଦାନ କରିଛନ୍ତି। ଡିଲର୍ ବିଚିତ୍ରାନନ୍ଦ ପ୍ରଧାନ ବିଜେଡ଼ି ସରକାରଙ୍କ ସମୟରୁ ରହି ଥିବାରୁ ଜାଣି ଶୁଣି ବିଜେପି ସରକାର ଙ୍କୁ ବଦନାମ୍ କରୁଥିବା କଥା ଆଠଗଡ ଉପଜିଲ୍ଲାପାଳ ଓ ACSO ଙ୍କ ସହିତ ଆଲୋଚନା କରିଛନ୍ତି ବିଜେପି ନେତା ଅଭୟ ବାରିକ୍। ଆଠଗଡ ଉପଜିଲ୍ଲାପାଳଙ୍କ ନିକଟରେ କୁମାରପୁର ହିତାଧିକାରୀ ,ଡିଲର୍ ବିଚିତ୍ରାନନ୍ଦ ପ୍ରଧାନ କରୁଥିବା ଅନିୟମିତତା ସଂମ୍ପର୍କରେ ଅଭିଯୋଗ କରିଥିବା ପ୍ରତିକ୍ରିୟାରେ ପ୍ରକାଶ କରିଥିବା ବେଳେ, ତୁରନ୍ତ ତଦନ୍ତ କରି କୁମାରପୁର ହିତାଧିକାରୀଙ୍କ ରାସନ୍ ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି ଆଠଗଡ ACSO । ଡିଲର୍ ମାନେ ସରକାରଙ୍କୁ ବଦନାମ ପାଇଁ କରିଥିବା ଷଡ଼ଯନ୍ତ୍ର କୁ ପ୍ରଶୟ ନ ଦିଆଯିବା ସହିତ ୪୮ ଘଣ୍ଟା ମଧ୍ୟରେ କୁମାରପୁର ଗରୀବ ହିତାଧିକାରୀ ଙ୍କୁ ରାସନ ଯୋଗାଇ ଦିଆଯିବ ବୋଲି ଆଠଗଡ ଉପଜିଲ୍ଲାପାଳ ଓ Acso ଙ୍କ ସହିତ ଆଲୋଚନା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପି ନେତା ଅଭୟ ବାରିକ୍। ଆଠଗଡ କୁମାରପୁର ଦୁର୍ନୀତିର ଗଡ଼ ଓ ସବୁ ଦୁର୍ନୀତି ରେ ଆଠଗଡ ବିଧାୟକ ଓ ବ୍ଲକ୍ ଅଧ୍ୟକ୍ଷା ଙ୍କ ସ୍ଵାମୀ ରଞ୍ଜନ ଆଚର୍ଯ୍ୟ ଙ୍କ ସମ୍ପୃକ୍ତି ଥିବା ପ୍ରତିକ୍ରିୟାରେ କହିଛନ୍ତି ବିଜେପି ନେତା ଅଭୟ ବାରିକ୍।1
- ଢେଙ୍କାନାଳ ପଯ୍ୟଟନ ମାନଚିତ୍ର ରେ ନିଜର ଠିକଣା ଖୋଜୁଛି ବାବାଜୀକୁଣ୍ଡ ପର୍ଯ୍ୟଟନ ମାନଚିତ୍ରରେ ଠିକଣା ଖୋଜୁଛି ବାବାଜୀ କୁଣ୍ଡ ପର୍ଯ୍ୟଟନ ବିଭାଗର ନଜର ଆଢୁଆଳରେ,ପ୍ରଶାସନର ନଜର ପଡ଼ିବ କେବେ । ଢ଼େଙ୍କାନାଳ ହିନ୍ଦୋଳ : ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ଘଞ୍ଚଜଙ୍ଗଲ ମଧ୍ୟରେ ଏକ ସୁନ୍ଦର ଜଳପ୍ରପାତ ଦେଖିବାକୁ ମିଳିଛି। ଯାହାର ନାମ ବାବାଜୀ କୁଣ୍ଡ। ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟରେ ଧ୍ଯରେ କୁଳୁକୁଳୁ ନାଦରେ ବହିଯାଉଛି ଝରଣା। ଯାହାର ଦୃଶ୍ଯ ଅତି ମନୋରମ। ତାକୁ ଦେଖୁବାକୁ ଛୁଟୁଛି ଆଖପାଖ ଓ ଦୂରଦୂରାନ୍ତରୁ ପର୍ଯ୍ୟଟକଙ୍କ ପର୍ଯ୍ୟଟକଙ୍କ ଶୁଅ । କିନ୍ତୁ ସେଠାରେ ନାହିଁ କୌଣସି ପ୍ରକାରର ସୁବିଧା। ତେଲିଭୂଇଁ ବଜାରଠାରୁ ମାତ୍ର ୧୭ କିଲୋମିଟର ରାସ୍ତା ଏବଂ ପ୍ରସିଦ୍ଧ ସାପୁଆ ଡ୍ୟାମ୍ ଠାରୁ ମାତ୍ର ୭ କିଲୋମିଟର ଦୂରରେ ଅବସ୍ଥିତ ବାବାଜୀ କୁଣ୍ଡ। ଏହି ବାବାଜୀ କୁଣ୍ଡ ହିନ୍ଦୋଳ ବ୍ଳକ୍ ଦଣ୍ଡିରୀ ପଞ୍ଚାୟତ ଗୁରୁଜାଙ୍ଗ ଗ୍ରାମର କୁଣ୍ଡ ପାହାଡ଼ରେ ଅବସ୍ଥିତ। ପାହାଡ଼ ତଳୁ ବାବାଜୀ କୁଣ୍ଡ ପ୍ରାୟ ଏକ କିଲୋମିଟରର ରାସ୍ତା। ବାବାଜୀ କୁଣ୍ଡକୁ ଯିବାକୁ କେବଳ ପାଦଚଲା ରାସ୍ତାଟିଏ ଅଛି। ଚଳିତ ବର୍ଷରେ ଅହେତୁକ ବର୍ଷା ହେବା ଫଳରେ ପାହାଡ଼ରୁ ଏକ ବିରାଟ ପଥର ଖସିବା ପରେ ସୃଷ୍ଟି ହୋଇଛି ଏହି ପ୍ରାକୃତିକ ଜଳପ୍ରପାତ। ଏଇଠୁ ବାହାରିଥିବା ଝରଣାର ପାଣି ପୁରା କାଚକେନ୍ଦୁ ପରି ସ୍ୱଚ୍ଛ। କୁଳୁକୁଳୁ ନାଦରେ ବହିଯାଉଥିବା ଝରଣା ଏତେ ମନୋରମ ଯେ ତାକୁ ଯେ କେହି ଦେଖୁବ ସେ ଘଡ଼ିଏ ଅନାଇ ରହିବ । ପ୍ରଥମେ ସାମାଜିକ ଗଣମାଧ୍ଯମରେ ଘୁରିବା ଫଳରେ ତାକୁ ଦେଖିବାକୁ ଆଖପାଖ ଓ ଦୂରଦୂରାନ୍ତରୁ ଛୁଟୁଛି ପର୍ଯ୍ୟଟକଙ୍କ ଶୁଅ। ପିଲାଠାରୁ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ପହଞ୍ଚି ବାବାଜୀ କୁଣ୍ଡର ମନୋରମ ଦୃଶ୍ୟକୁ ଉପ ପଭୋଗ କରୁଛନ୍ତି। ବହି ଆସୁଥିବା ଝରଣାରେ ପର୍ଯ୍ୟଟକମାନେ ଗାଧୋଇ ମଜା ଉଠାଉଛନ୍ତି। ସେଠାରେ ବଣଭୋଜି କରି ଖାଇବା ସହ ଫଟୋ ଉଠାଇ ଖୁସି ମନାଉଛନ୍ତି। କିନ୍ତୁ ସେଠାରେ ନାହିଁ କୌଣସି ପ୍ରକାରର ସୁରକ୍ଷା ବ୍ୟବସ୍ଥା। ନା ଅଛି ବିଜୁଳି ବ୍ୟବସ୍ଥା,ନା ଅଛି ଗମନାଗମନର ସୁବିଧା,ନା ଅଛି ପାନୀୟ ଜଳର ବ୍ୟବସ୍ଥା। ହାତୀପ୍ରବଣ ଅଞ୍ଚଳ ହୋଇଥିବାରୁ ପର୍ଯ୍ୟଟକମାନେ ବହୁ ସମୟରେ ସେଠାକୁ ଯିବାକୁ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ତେଣୁ ସେଠାରେ ଗମନାଗମନର ସୁବିଧା ସହ ବିଜୁଳୀ ବ୍ୟବସ୍ଥା ଓ ପାନୀୟଜଳର ବ୍ୟବସ୍ଥା କରିବାକୁ ପର୍ଯ୍ୟଟକମାନେ ଦାବି କରିଛନ୍ତି। ଏଠାରେ ଆଗରୁ ଠାକୁରାଣୀ ଥିଲେ ଏବଂ ଜଣେ ବାବାଜୀ ବନଦେବୀଙ୍କୁ ପୂଜା କରନ୍ତି। ସମୟକ୍ରମେ ଏବେ ନାହାନ୍ତି ଠାକୁରାଣୀ କି ପୂଜକ ବାବାଜୀ। ହେଲେ ବାବାଜୀ ପୂଜା କରୁଥିବାରୁ ଏହାର ନାମ ବାବାଜୀ କୁଣ୍ଡ ହୋଇଛି ବୋଲି ସ୍ଥାନୀୟ ଲୋକମାନେ ମତପ୍ରକାଶ କରିଛନ୍ତି। ପ୍ରକୃତି ରାଣୀର ଏହି ଅପରୂପ ସୌନ୍ଦର୍ଯ୍ୟ ଜଳପ୍ରପାତ ପର୍ଯ୍ୟଟନ ବିଭାଗର ନଜର ଆଢୁଆଳରେ। ପ୍ରଶାସନ ଏବଂ ପର୍ଯ୍ୟଟନ ବିଭାଗର ନଜର ପଡ଼ିଲେ ଏଠାକୁ ରାଜ୍ୟ ତଥା ରାଜ୍ୟବାହାରୁ ପର୍ଯ୍ୟଟକଙ୍କ ଶୁଅଛୁଟନ୍ତା ଏବଂ ସାପୁଆ ଡ୍ୟାମ ବୁଲି ଯାଉଥିଲେ ବାବାଜୀ କୁଣ୍ଡ ଜଳପ୍ରପାତ ଯିବାକୁ ଭୁଲନ୍ତୁ ନାହିଁ। ହଁ ଆଜ୍ଞା ଆପଣମାନେ ଯଦି ସାପୁଆ ଡ୍ୟାମ ବୁଲି ଆସୁଛନ୍ତି ତେବେ ସେହି ନିକଟରେ ଥିବା ବାବାଜୀ କୁଣ୍ଡ ଜଳପ୍ରପାତକୁ ଯାଇ ଗାଧୋଇବାର ମଜା ନିଶ୍ଚୟ ନିଅନ୍ତୁ। ଆଉ ଏହି ହେଉଛି ସେହି ବାବାଜୀ କୁଣ୍ଡର ଦୃଶ୍ୟ।2
- ନିଆଳି ମହିଳା ମୋର୍ଚ୍ଚା ତରଫରୁ ରକ୍ଷା ବନ୍ଧନ କର୍ଯ୍ୟକମ । ଯୋଗ ଦେଲେ କଟକ ଜିଲ୍ଲା ସଭାପତି ସହିତ ବହୁ ଜିଲ୍ଲା ନେତୃତ୍ୱ ଓ ଶତାଧିକ ମହିଳା ନିଆଳି ମହିଳା ମୋର୍ଚ୍ଚା ତରଫରୁ ରକ୍ଷା ବନ୍ଧନ କର୍ଯ୍ୟକମ । ଯୋଗ ଦେଲେ କଟକ ଜିଲ୍ଲା ସଭାପତି ସହିତ ବହୁ ଜିଲ୍ଲା ନେତୃତ୍ୱ ଓ ଶତାଧିକ ମହିଳା #LatestNews #UpdateNews #apanankakhabara #Niali #news #rakhi #news #OdishaNews #odisha1
- ଇଏ ହେଉଛନ୍ତି ତେଲେଙ୍ଗାନାର ସାଂସଦ ବିଶ୍ୱେଶ୍ୱର ରେଡ୍ଡୀ। ସେ ମାଦ୍ରାସ ବିଶ୍ୱବିଦ୍ୟାଳୟରୁ ବି.ଇ. (ଇଲେକ୍ଟ୍ରିକାଲ୍) ଏବଂ ନ୍ୟୁଜର୍ସି ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଏମ୍.ଏସ୍. ଡିଗ୍ରୀ ହାସଲ କରିଛନ୍ତି। ସାଂସଦ ଭାବେ କାର୍ଯ୍ୟରତ ଥିବା ସମୟରେ ଆମେରିକାର ପେଟେଣ୍ଟ ହାସଲ କରିଥିବା ସେ ଏକମାତ୍ର ସାଂସଦ। ସେ E-20 (ଇଥାନଲ୍ + ପେଟ୍ରୋଲ୍) ସମ୍ପର୍କରେ ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି1
- ଜିଲ୍ଲା ଖୋର୍ଦ୍ଧା ବ୍ଳକ ବାଲିଅନ୍ତା ଗ୍ରା: ପ୍ର:ଓ ଗ୍ରାମ କାକ ରୁଦ୍ରପୁର ଓମ୍ ଫେଡ଼େ ଘରଠାରୁ ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତା ଗ୍ରା: ପ୍ର: ପ୍ରତାପରୁଦ୍ରପୁର ର ମିଛୁ ମରା ଚକ ପର୍ଯ୍ୟାନ୍ତ ରାସ୍ତା ମରଣ ଜନ୍ତା କାମକରିବା ପାଇଁ ମୁଁ ଖ୍ୟମନ୍ତ୍ରୀଙ୍କୁ ଚିଠି ତା ୨୯/୮/୨୦୨୬2
- ସାରା ରାଜ୍ୟରେ ପ୍ରବଳ ବର୍ଷାରେ ଗାଁ ସହର ବନ୍ୟା ପାଣିରେ ହନ୍ତ ସନ୍ତ୍ ଲଗାଣ ବର୍ଷାରେ ଗାଁ ସହର ବନ୍ୟା ଓ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆହୁରି ବୃଦ୍ଧି ପାଉଛି ଉପର ମୁଣ୍ଡରେ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ଓ ଛତିଗଡ଼ରେ ଗେଟ୍ ଖୋଲା ଯାଇଛି, ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆହୁରି ବୃଦ୍ଧି ପାଉଛି1
- Slug- କୁମାରପୁର ପଞ୍ଚାୟତ ରେ ରେସନ ଚାଉଳ ହଡ଼ପ ଅଭିଯୋଗ ରେ, ବିଜେପି ନେତା ଅଭୟଙ୍କ ନେତୃତ୍ୱରେ ଉଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ। Anchor- କଟକ ଜିଲ୍ଲା ଆଠଗଡ ବ୍ଲକ କୁମାରପୁର ପଞ୍ଚାୟତ ରେ, ସୂଚନା ମୁତାବକ କୁମାରପୁର ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରହୁଥିବା ଆଦିବାସୀ ହିତାଧୀକାରୀ ମାନଙ୍କୁ ରାସନ ଦେବାରେ ଅନିୟମିତତା କରୁଛନ୍ତି ଆଜିକୁ ୨୦ ବର୍ଷ ଧରି ଡିଲର୍ ଭାବରେ କାର୍ଯ୍ୟ କରୁଥିବା ବିଚିତ୍ରାନନ୍ଦ ପ୍ରଧାନ। ସରକାରୀ ନୀତି ନିୟମ କୁ ବେଖାତିର କରି ଡିଲର୍ ଆଜିକୁ 6 ମାସରୁ ଉର୍ଦ୍ଧ୍ୱ ସମୟ ହୋଇଯିବ କୁମାରପୁର ପଞ୍ଚାୟତ ର ଗରୀବ ଆଦିବାସୀ ହିତାଧୀକାରୀ ଙ୍କୁ ଚାଉଳ ନ ଦେବା ସହିତ, ଡାକି ଫେରାଇ ଦେଉଥିବା, ଗାଳି ଗୁଲଜ କରୁଥିବା ଓ ମୂଖ୍ୟମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା କାର୍ଡ ଦେଉନଥିବା ସହିତ ପୁର୍ବରୁ ମିଳିଥିବା NFSA କାର୍ଡ ଆଦୌ ଦେଉ ନଥିବା ଅଭିଯୋଗ ହୋଇଆସୁଥିଲା। ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଅଭୟ ବାରିକ୍ କୁମାରପୁର ପଞ୍ଚାୟତ ର ଗରୀବ ହିତାଧିକାରୀଙ୍କୁ ସାଙ୍ଗରେ ନେଇ ଆଠଗଡ ଉପଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ ପ୍ରଦାନ କରିଛନ୍ତି। ଡିଲର୍ ବିଚିତ୍ରାନନ୍ଦ ପ୍ରଧାନ ବିଜେଡ଼ି ସରକାରଙ୍କ ସମୟରୁ ରହି ଥିବାରୁ ଜାଣି ଶୁଣି ବିଜେପି ସରକାର ଙ୍କୁ ବଦନାମ୍ କରୁଥିବା କଥା ଆଠଗଡ ଉପଜିଲ୍ଲାପାଳ ଓ ACSO ଙ୍କ ସହିତ ଆଲୋଚନା କରିଛନ୍ତି ବିଜେପି ନେତା ଅଭୟ ବାରିକ୍। ଆଠଗଡ ଉପଜିଲ୍ଲାପାଳଙ୍କ ନିକଟରେ କୁମାରପୁର ହିତାଧିକାରୀ ,ଡିଲର୍ ବିଚିତ୍ରାନନ୍ଦ ପ୍ରଧାନ କରୁଥିବା ଅନିୟମିତତା ସଂମ୍ପର୍କରେ ଅଭିଯୋଗ କରିଥିବା ପ୍ରତିକ୍ରିୟାରେ ପ୍ରକାଶ କରିଥିବା ବେଳେ, ତୁରନ୍ତ ତଦନ୍ତ କରି କୁମାରପୁର ହିତାଧିକାରୀଙ୍କ ରାସନ୍ ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି ଆଠଗଡ ACSO । ଡିଲର୍ ମାନେ ସରକାରଙ୍କୁ ବଦନାମ ପାଇଁ କରିଥିବା ଷଡ଼ଯନ୍ତ୍ର କୁ ପ୍ରଶୟ ନ ଦିଆଯିବା ସହିତ ୪୮ ଘଣ୍ଟା ମଧ୍ୟରେ କୁମାରପୁର ଗରୀବ ହିତାଧିକାରୀ ଙ୍କୁ ରାସନ ଯୋଗାଇ ଦିଆଯିବ ବୋଲି ଆଠଗଡ ଉପଜିଲ୍ଲାପାଳ ଓ Acso ଙ୍କ ସହିତ ଆଲୋଚନା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପି ନେତା ଅଭୟ ବାରିକ୍। ଆଠଗଡ କୁମାରପୁର ଦୁର୍ନୀତିର ଗଡ଼ ଓ ସବୁ ଦୁର୍ନୀତି ରେ ଆଠଗଡ ବିଧାୟକ ଓ ବ୍ଲକ୍ ଅଧ୍ୟକ୍ଷା ଙ୍କ ସ୍ଵାମୀ ରଞ୍ଜନ ଆଚର୍ଯ୍ୟ ଙ୍କ ସମ୍ପୃକ୍ତି ଥିବା ପ୍ରତିକ୍ରିୟାରେ କହିଛନ୍ତି ବିଜେପି ନେତା ଅଭୟ ବାରିକ୍। Slug- କୁମାରପୁର ପଞ୍ଚାୟତ ରେ ରେସନ ଚାଉଳ ହଡ଼ପ ଅଭିଯୋଗ ରେ, ବିଜେପି ନେତା ଅଭୟଙ୍କ ନେତୃତ୍ୱରେ ଉଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ। Anchor- କଟକ ଜିଲ୍ଲା ଆଠଗଡ ବ୍ଲକ କୁମାରପୁର ପଞ୍ଚାୟତ ରେ, ସୂଚନା ମୁତାବକ କୁମାରପୁର ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରହୁଥିବା ଆଦିବାସୀ ହିତାଧୀକାରୀ ମାନଙ୍କୁ ରାସନ ଦେବାରେ ଅନିୟମିତତା କରୁଛନ୍ତି ଆଜିକୁ ୨୦ ବର୍ଷ ଧରି ଡିଲର୍ ଭାବରେ କାର୍ଯ୍ୟ କରୁଥିବା ବିଚିତ୍ରାନନ୍ଦ ପ୍ରଧାନ। ସରକାରୀ ନୀତି ନିୟମ କୁ ବେଖାତିର କରି ଡିଲର୍ ଆଜିକୁ 6 ମାସରୁ ଉର୍ଦ୍ଧ୍ୱ ସମୟ ହୋଇଯିବ କୁମାରପୁର ପଞ୍ଚାୟତ ର ଗରୀବ ଆଦିବାସୀ ହିତାଧୀକାରୀ ଙ୍କୁ ଚାଉଳ ନ ଦେବା ସହିତ, ଡାକି ଫେରାଇ ଦେଉଥିବା, ଗାଳି ଗୁଲଜ କରୁଥିବା ଓ ମୂଖ୍ୟମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା କାର୍ଡ ଦେଉନଥିବା ସହିତ ପୁର୍ବରୁ ମିଳିଥିବା NFSA କାର୍ଡ ଆଦୌ ଦେଉ ନଥିବା ଅଭିଯୋଗ ହୋଇଆସୁଥିଲା। ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଅଭୟ ବାରିକ୍ କୁମାରପୁର ପଞ୍ଚାୟତ ର ଗରୀବ ହିତାଧିକାରୀଙ୍କୁ ସାଙ୍ଗରେ ନେଇ ଆଠଗଡ ଉପଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ ପ୍ରଦାନ କରିଛନ୍ତି। ଡିଲର୍ ବିଚିତ୍ରାନନ୍ଦ ପ୍ରଧାନ ବିଜେଡ଼ି ସରକାରଙ୍କ ସମୟରୁ ରହି ଥିବାରୁ ଜାଣି ଶୁଣି ବିଜେପି ସରକାର ଙ୍କୁ ବଦନାମ୍ କରୁଥିବା କଥା ଆଠଗଡ ଉପଜିଲ୍ଲାପାଳ ଓ ACSO ଙ୍କ ସହିତ ଆଲୋଚନା କରିଛନ୍ତି ବିଜେପି ନେତା ଅଭୟ ବାରିକ୍। ଆଠଗଡ ଉପଜିଲ୍ଲାପାଳଙ୍କ ନିକଟରେ କୁମାରପୁର ହିତାଧିକାରୀ ,ଡିଲର୍ ବିଚିତ୍ରାନନ୍ଦ ପ୍ରଧାନ କରୁଥିବା ଅନିୟମିତତା ସଂମ୍ପର୍କରେ ଅଭିଯୋଗ କରିଥିବା ପ୍ରତିକ୍ରିୟାରେ ପ୍ରକାଶ କରିଥିବା ବେଳେ, ତୁରନ୍ତ ତଦନ୍ତ କରି କୁମାରପୁର ହିତାଧିକାରୀଙ୍କ ରାସନ୍ ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି ଆଠଗଡ ACSO । ଡିଲର୍ ମାନେ ସରକାରଙ୍କୁ ବଦନାମ ପାଇଁ କରିଥିବା ଷଡ଼ଯନ୍ତ୍ର କୁ ପ୍ରଶୟ ନ ଦିଆଯିବା ସହିତ ୪୮ ଘଣ୍ଟା ମଧ୍ୟରେ କୁମାରପୁର ଗରୀବ ହିତାଧିକାରୀ ଙ୍କୁ ରାସନ ଯୋଗାଇ ଦିଆଯିବ ବୋଲି ଆଠଗଡ ଉପଜିଲ୍ଲାପାଳ ଓ Acso ଙ୍କ ସହିତ ଆଲୋଚନା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପି ନେତା ଅଭୟ ବାରିକ୍। ଆଠଗଡ କୁମାରପୁର ଦୁର୍ନୀତିର ଗଡ଼ ଓ ସବୁ ଦୁର୍ନୀତି ରେ ଆଠଗଡ ବିଧାୟକ ଓ ବ୍ଲକ୍ ଅଧ୍ୟକ୍ଷା ଙ୍କ ସ୍ଵାମୀ ରଞ୍ଜନ ଆଚର୍ଯ୍ୟ ଙ୍କ ସମ୍ପୃକ୍ତି ଥିବା ପ୍ରତିକ୍ରିୟାରେ କହିଛନ୍ତି ବିଜେପି ନେତା ଅଭୟ ବାରିକ୍।1
- ରାସୋଳ ଥାନା ବ୍ରହ୍ମପୁର ଗାଁରେ ଅଭାବନୀୟ ଘଟଣା.ଶଶୁର ଘର ଗାଁର କାଜୁ ଗଛରୁ ଜ୍ୱାଇଁ ଙ୍କ ମୃତ ଦେହ ଠାବ. ହିନ୍ଦୋଳ ରାସୋଳ ଥାନା ବ୍ରହ୍ମପୁର ଗାଁରେ ଅଭନୀୟ ଘଟଣା ଘଟିଯାଇଛି. ନିଜ ଶଶୁର ଘର ଗାଁରୁ ଠାବ ହେଲା ଜ୍ୱାଇଁଙ୍କ କାଜୁ ଗଛରୁ ମୃତ ଦେହ. ହତ୍ୟା କି ଆତ୍ମହତ୍ୟା ସନ୍ଦେହ. ପରିବାର ପକ୍ଷରୁ ହତ୍ୟା ପରେ ଆତ୍ମହତ୍ୟା ରୂପ ଦେବାକୁ ଅପଚେଷ୍ଟା ଅଭିଯୋଗ.1