logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଇଏ ହେଉଛନ୍ତି ତେଲେଙ୍ଗାନାର ସାଂସଦ ବିଶ୍ୱେଶ୍ୱର ରେଡ୍ଡୀ। ସେ ମାଦ୍ରାସ ବିଶ୍ୱବିଦ୍ୟାଳୟରୁ ବି.ଇ. (ଇଲେକ୍ଟ୍ରିକାଲ୍) ଏବଂ ନ୍ୟୁଜର୍ସି ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଏମ୍.ଏସ୍. ଡିଗ୍ରୀ ହାସଲ କରିଛନ୍ତି। ସାଂସଦ ଭାବେ କାର୍ଯ୍ୟରତ ଥିବା ସମୟରେ ଆମେରିକାର ପେଟେଣ୍ଟ ହାସଲ କରିଥିବା ସେ ଏକମାତ୍ର ସାଂସଦ। ସେ E-20 (ଇଥାନଲ୍ + ପେଟ୍ରୋଲ୍) ସମ୍ପର୍କରେ ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି

1 hr ago
user_NEWS  MANORANJAN
NEWS MANORANJAN
ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
1 hr ago

ଇଏ ହେଉଛନ୍ତି ତେଲେଙ୍ଗାନାର ସାଂସଦ ବିଶ୍ୱେଶ୍ୱର ରେଡ୍ଡୀ। ସେ ମାଦ୍ରାସ ବିଶ୍ୱବିଦ୍ୟାଳୟରୁ ବି.ଇ. (ଇଲେକ୍ଟ୍ରିକାଲ୍) ଏବଂ ନ୍ୟୁଜର୍ସି ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଏମ୍.ଏସ୍. ଡିଗ୍ରୀ ହାସଲ କରିଛନ୍ତି। ସାଂସଦ ଭାବେ କାର୍ଯ୍ୟରତ ଥିବା ସମୟରେ ଆମେରିକାର ପେଟେଣ୍ଟ ହାସଲ କରିଥିବା ସେ ଏକମାତ୍ର ସାଂସଦ। ସେ E-20 (ଇଥାନଲ୍ + ପେଟ୍ରୋଲ୍) ସମ୍ପର୍କରେ ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି

More news from Odisha and nearby areas
  • ରାଉରକେଲା ରାଜନୀତିକୁ ନେଇ ଏବେ ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜୁଏଲ ଓରାମଙ୍କ ମନ୍ତବ୍ୟ ରାଉରକେଲା ରାଜନୀତିକୁ ନେଇ ଏବେ ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜୁଏଲ ଓରାମଙ୍କ ମନ୍ତବ୍ୟ #LatestNews #UpdateNews #apanankakhabara #news #OdishaNews #odisha
    1
    ରାଉରକେଲା ରାଜନୀତିକୁ ନେଇ ଏବେ ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜୁଏଲ ଓରାମଙ୍କ ମନ୍ତବ୍ୟ 
ରାଉରକେଲା ରାଜନୀତିକୁ ନେଇ ଏବେ ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜୁଏଲ ଓରାମଙ୍କ ମନ୍ତବ୍ୟ #LatestNews #UpdateNews #apanankakhabara #news #OdishaNews #odisha
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    2 hrs ago
  • Slug- କୁମାରପୁର ପଞ୍ଚାୟତ ରେ ରେସନ ଚାଉଳ ହଡ଼ପ ଅଭିଯୋଗ ରେ, ବିଜେପି ନେତା ଅଭୟଙ୍କ ନେତୃତ୍ୱରେ ଉଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ। Anchor- କଟକ ଜିଲ୍ଲା ଆଠଗଡ ବ୍ଲକ କୁମାରପୁର ପଞ୍ଚାୟତ ରେ, ସୂଚନା ମୁତାବକ କୁମାରପୁର ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରହୁଥିବା ଆଦିବାସୀ ହିତାଧୀକାରୀ ମାନଙ୍କୁ ରାସନ ଦେବାରେ ଅନିୟମିତତା କରୁଛନ୍ତି ଆଜିକୁ ୨୦ ବର୍ଷ ଧରି ଡିଲର୍ ଭାବରେ କାର୍ଯ୍ୟ କରୁଥିବା ବିଚିତ୍ରାନନ୍ଦ ପ୍ରଧାନ। ସରକାରୀ ନୀତି ନିୟମ କୁ ବେଖାତିର କରି ଡିଲର୍ ଆଜିକୁ 6 ମାସରୁ ଉର୍ଦ୍ଧ୍ୱ ସମୟ ହୋଇଯିବ କୁମାରପୁର ପଞ୍ଚାୟତ ର ଗରୀବ ଆଦିବାସୀ ହିତାଧୀକାରୀ ଙ୍କୁ ଚାଉଳ ନ ଦେବା ସହିତ, ଡାକି ଫେରାଇ ଦେଉଥିବା, ଗାଳି ଗୁଲଜ କରୁଥିବା ଓ ମୂଖ୍ୟମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା କାର୍ଡ ଦେଉନଥିବା ସହିତ ପୁର୍ବରୁ ମିଳିଥିବା NFSA କାର୍ଡ ଆଦୌ ଦେଉ ନଥିବା ଅଭିଯୋଗ ହୋଇଆସୁଥିଲା। ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଅଭୟ ବାରିକ୍ କୁମାରପୁର ପଞ୍ଚାୟତ ର ଗରୀବ ହିତାଧିକାରୀଙ୍କୁ ସାଙ୍ଗରେ ନେଇ ଆଠଗଡ ଉପଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ ପ୍ରଦାନ କରିଛନ୍ତି। ଡିଲର୍ ବିଚିତ୍ରାନନ୍ଦ ପ୍ରଧାନ ବିଜେଡ଼ି ସରକାରଙ୍କ ସମୟରୁ ରହି ଥିବାରୁ ଜାଣି ଶୁଣି ବିଜେପି ସରକାର ଙ୍କୁ ବଦନାମ୍ କରୁଥିବା କଥା ଆଠଗଡ ଉପଜିଲ୍ଲାପାଳ ଓ ACSO ଙ୍କ ସହିତ ଆଲୋଚନା କରିଛନ୍ତି ବିଜେପି ନେତା ଅଭୟ ବାରିକ୍। ଆଠଗଡ ଉପଜିଲ୍ଲାପାଳଙ୍କ ନିକଟରେ କୁମାରପୁର ହିତାଧିକାରୀ ,ଡିଲର୍ ବିଚିତ୍ରାନନ୍ଦ ପ୍ରଧାନ କରୁଥିବା ଅନିୟମିତତା ସଂମ୍ପର୍କରେ ଅଭିଯୋଗ କରିଥିବା ପ୍ରତିକ୍ରିୟାରେ ପ୍ରକାଶ କରିଥିବା ବେଳେ, ତୁରନ୍ତ ତଦନ୍ତ କରି କୁମାରପୁର ହିତାଧିକାରୀଙ୍କ ରାସନ୍ ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି ଆଠଗଡ ACSO । ଡିଲର୍ ମାନେ ସରକାରଙ୍କୁ ବଦନାମ ପାଇଁ କରିଥିବା ଷଡ଼ଯନ୍ତ୍ର କୁ ପ୍ରଶୟ ନ ଦିଆଯିବା ସହିତ ୪୮ ଘଣ୍ଟା ମଧ୍ୟରେ କୁମାରପୁର ଗରୀବ ହିତାଧିକାରୀ ଙ୍କୁ ରାସନ ଯୋଗାଇ ଦିଆଯିବ ବୋଲି ଆଠଗଡ ଉପଜିଲ୍ଲାପାଳ ଓ Acso ଙ୍କ ସହିତ ଆଲୋଚନା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପି ନେତା ଅଭୟ ବାରିକ୍। ଆଠଗଡ କୁମାରପୁର ଦୁର୍ନୀତିର ଗଡ଼ ଓ ସବୁ ଦୁର୍ନୀତି ରେ ଆଠଗଡ ବିଧାୟକ ଓ ବ୍ଲକ୍ ଅଧ୍ୟକ୍ଷା ଙ୍କ ସ୍ଵାମୀ ରଞ୍ଜନ ଆଚର୍ଯ୍ୟ ଙ୍କ ସମ୍ପୃକ୍ତି ଥିବା ପ୍ରତିକ୍ରିୟାରେ କହିଛନ୍ତି ବିଜେପି ନେତା ଅଭୟ ବାରିକ୍। Slug- କୁମାରପୁର ପଞ୍ଚାୟତ ରେ ରେସନ ଚାଉଳ ହଡ଼ପ ଅଭିଯୋଗ ରେ, ବିଜେପି ନେତା ଅଭୟଙ୍କ ନେତୃତ୍ୱରେ ଉଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ। Anchor- କଟକ ଜିଲ୍ଲା ଆଠଗଡ ବ୍ଲକ କୁମାରପୁର ପଞ୍ଚାୟତ ରେ, ସୂଚନା ମୁତାବକ କୁମାରପୁର ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରହୁଥିବା ଆଦିବାସୀ ହିତାଧୀକାରୀ ମାନଙ୍କୁ ରାସନ ଦେବାରେ ଅନିୟମିତତା କରୁଛନ୍ତି ଆଜିକୁ ୨୦ ବର୍ଷ ଧରି ଡିଲର୍ ଭାବରେ କାର୍ଯ୍ୟ କରୁଥିବା ବିଚିତ୍ରାନନ୍ଦ ପ୍ରଧାନ। ସରକାରୀ ନୀତି ନିୟମ କୁ ବେଖାତିର କରି ଡିଲର୍ ଆଜିକୁ 6 ମାସରୁ ଉର୍ଦ୍ଧ୍ୱ ସମୟ ହୋଇଯିବ କୁମାରପୁର ପଞ୍ଚାୟତ ର ଗରୀବ ଆଦିବାସୀ ହିତାଧୀକାରୀ ଙ୍କୁ ଚାଉଳ ନ ଦେବା ସହିତ, ଡାକି ଫେରାଇ ଦେଉଥିବା, ଗାଳି ଗୁଲଜ କରୁଥିବା ଓ ମୂଖ୍ୟମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା କାର୍ଡ ଦେଉନଥିବା ସହିତ ପୁର୍ବରୁ ମିଳିଥିବା NFSA କାର୍ଡ ଆଦୌ ଦେଉ ନଥିବା ଅଭିଯୋଗ ହୋଇଆସୁଥିଲା। ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଅଭୟ ବାରିକ୍ କୁମାରପୁର ପଞ୍ଚାୟତ ର ଗରୀବ ହିତାଧିକାରୀଙ୍କୁ ସାଙ୍ଗରେ ନେଇ ଆଠଗଡ ଉପଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ ପ୍ରଦାନ କରିଛନ୍ତି। ଡିଲର୍ ବିଚିତ୍ରାନନ୍ଦ ପ୍ରଧାନ ବିଜେଡ଼ି ସରକାରଙ୍କ ସମୟରୁ ରହି ଥିବାରୁ ଜାଣି ଶୁଣି ବିଜେପି ସରକାର ଙ୍କୁ ବଦନାମ୍ କରୁଥିବା କଥା ଆଠଗଡ ଉପଜିଲ୍ଲାପାଳ ଓ ACSO ଙ୍କ ସହିତ ଆଲୋଚନା କରିଛନ୍ତି ବିଜେପି ନେତା ଅଭୟ ବାରିକ୍। ଆଠଗଡ ଉପଜିଲ୍ଲାପାଳଙ୍କ ନିକଟରେ କୁମାରପୁର ହିତାଧିକାରୀ ,ଡିଲର୍ ବିଚିତ୍ରାନନ୍ଦ ପ୍ରଧାନ କରୁଥିବା ଅନିୟମିତତା ସଂମ୍ପର୍କରେ ଅଭିଯୋଗ କରିଥିବା ପ୍ରତିକ୍ରିୟାରେ ପ୍ରକାଶ କରିଥିବା ବେଳେ, ତୁରନ୍ତ ତଦନ୍ତ କରି କୁମାରପୁର ହିତାଧିକାରୀଙ୍କ ରାସନ୍ ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି ଆଠଗଡ ACSO । ଡିଲର୍ ମାନେ ସରକାରଙ୍କୁ ବଦନାମ ପାଇଁ କରିଥିବା ଷଡ଼ଯନ୍ତ୍ର କୁ ପ୍ରଶୟ ନ ଦିଆଯିବା ସହିତ ୪୮ ଘଣ୍ଟା ମଧ୍ୟରେ କୁମାରପୁର ଗରୀବ ହିତାଧିକାରୀ ଙ୍କୁ ରାସନ ଯୋଗାଇ ଦିଆଯିବ ବୋଲି ଆଠଗଡ ଉପଜିଲ୍ଲାପାଳ ଓ Acso ଙ୍କ ସହିତ ଆଲୋଚନା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପି ନେତା ଅଭୟ ବାରିକ୍। ଆଠଗଡ କୁମାରପୁର ଦୁର୍ନୀତିର ଗଡ଼ ଓ ସବୁ ଦୁର୍ନୀତି ରେ ଆଠଗଡ ବିଧାୟକ ଓ ବ୍ଲକ୍ ଅଧ୍ୟକ୍ଷା ଙ୍କ ସ୍ଵାମୀ ରଞ୍ଜନ ଆଚର୍ଯ୍ୟ ଙ୍କ ସମ୍ପୃକ୍ତି ଥିବା ପ୍ରତିକ୍ରିୟାରେ କହିଛନ୍ତି ବିଜେପି ନେତା ଅଭୟ ବାରିକ୍।
    1
    Slug-  କୁମାରପୁର ପଞ୍ଚାୟତ ରେ ରେସନ ଚାଉଳ ହଡ଼ପ ଅଭିଯୋଗ ରେ, ବିଜେପି ନେତା ଅଭୟଙ୍କ ନେତୃତ୍ୱରେ ଉଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ।

Anchor-  କଟକ ଜିଲ୍ଲା ଆଠଗଡ ବ୍ଲକ କୁମାରପୁର ପଞ୍ଚାୟତ ରେ, ସୂଚନା ମୁତାବକ କୁମାରପୁର ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରହୁଥିବା ଆଦିବାସୀ ହିତାଧୀକାରୀ ମାନଙ୍କୁ ରାସନ ଦେବାରେ ଅନିୟମିତତା କରୁଛନ୍ତି ଆଜିକୁ ୨୦ ବର୍ଷ ଧରି ଡିଲର୍ ଭାବରେ କାର୍ଯ୍ୟ କରୁଥିବା ବିଚିତ୍ରାନନ୍ଦ ପ୍ରଧାନ। ସରକାରୀ ନୀତି ନିୟମ କୁ ବେଖାତିର କରି ଡିଲର୍ ଆଜିକୁ 6 ମାସରୁ ଉର୍ଦ୍ଧ୍ୱ ସମୟ ହୋଇଯିବ କୁମାରପୁର ପଞ୍ଚାୟତ ର ଗରୀବ ଆଦିବାସୀ ହିତାଧୀକାରୀ ଙ୍କୁ ଚାଉଳ ନ ଦେବା ସହିତ, ଡାକି ଫେରାଇ ଦେଉଥିବା, ଗାଳି ଗୁଲଜ କରୁଥିବା ଓ ମୂଖ୍ୟମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା କାର୍ଡ ଦେଉନଥିବା ସହିତ ପୁର୍ବରୁ ମିଳିଥିବା NFSA କାର୍ଡ ଆଦୌ ଦେଉ ନଥିବା ଅଭିଯୋଗ ହୋଇଆସୁଥିଲା। ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଅଭୟ ବାରିକ୍ କୁମାରପୁର ପଞ୍ଚାୟତ ର ଗରୀବ ହିତାଧିକାରୀଙ୍କୁ ସାଙ୍ଗରେ ନେଇ ଆଠଗଡ ଉପଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ ପ୍ରଦାନ କରିଛନ୍ତି। ଡିଲର୍ ବିଚିତ୍ରାନନ୍ଦ ପ୍ରଧାନ ବିଜେଡ଼ି ସରକାରଙ୍କ ସମୟରୁ ରହି ଥିବାରୁ ଜାଣି ଶୁଣି ବିଜେପି ସରକାର ଙ୍କୁ ବଦନାମ୍ କରୁଥିବା କଥା ଆଠଗଡ ଉପଜିଲ୍ଲାପାଳ ଓ ACSO ଙ୍କ ସହିତ ଆଲୋଚନା କରିଛନ୍ତି ବିଜେପି ନେତା ଅଭୟ ବାରିକ୍। ଆଠଗଡ ଉପଜିଲ୍ଲାପାଳଙ୍କ ନିକଟରେ କୁମାରପୁର ହିତାଧିକାରୀ ,ଡିଲର୍ ବିଚିତ୍ରାନନ୍ଦ ପ୍ରଧାନ କରୁଥିବା ଅନିୟମିତତା ସଂମ୍ପର୍କରେ ଅଭିଯୋଗ କରିଥିବା ପ୍ରତିକ୍ରିୟାରେ ପ୍ରକାଶ କରିଥିବା ବେଳେ, ତୁରନ୍ତ ତଦନ୍ତ କରି କୁମାରପୁର ହିତାଧିକାରୀଙ୍କ ରାସନ୍ ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି ଆଠଗଡ ACSO । ଡିଲର୍ ମାନେ ସରକାରଙ୍କୁ ବଦନାମ ପାଇଁ କରିଥିବା ଷଡ଼ଯନ୍ତ୍ର କୁ ପ୍ରଶୟ ନ ଦିଆଯିବା ସହିତ ୪୮ ଘଣ୍ଟା ମଧ୍ୟରେ କୁମାରପୁର ଗରୀବ ହିତାଧିକାରୀ ଙ୍କୁ ରାସନ ଯୋଗାଇ ଦିଆଯିବ ବୋଲି ଆଠଗଡ ଉପଜିଲ୍ଲାପାଳ ଓ Acso ଙ୍କ ସହିତ ଆଲୋଚନା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପି ନେତା ଅଭୟ ବାରିକ୍। ଆଠଗଡ କୁମାରପୁର ଦୁର୍ନୀତିର ଗଡ଼ ଓ ସବୁ ଦୁର୍ନୀତି ରେ ଆଠଗଡ ବିଧାୟକ ଓ ବ୍ଲକ୍ ଅଧ୍ୟକ୍ଷା ଙ୍କ ସ୍ଵାମୀ ରଞ୍ଜନ ଆଚର୍ଯ୍ୟ ଙ୍କ ସମ୍ପୃକ୍ତି ଥିବା ପ୍ରତିକ୍ରିୟାରେ କହିଛନ୍ତି ବିଜେପି ନେତା ଅଭୟ ବାରିକ୍।
Slug-  କୁମାରପୁର ପଞ୍ଚାୟତ ରେ ରେସନ ଚାଉଳ ହଡ଼ପ ଅଭିଯୋଗ ରେ, ବିଜେପି ନେତା ଅଭୟଙ୍କ ନେତୃତ୍ୱରେ ଉଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ।
Anchor-  କଟକ ଜିଲ୍ଲା ଆଠଗଡ ବ୍ଲକ କୁମାରପୁର ପଞ୍ଚାୟତ ରେ, ସୂଚନା ମୁତାବକ କୁମାରପୁର ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରହୁଥିବା ଆଦିବାସୀ ହିତାଧୀକାରୀ ମାନଙ୍କୁ ରାସନ ଦେବାରେ ଅନିୟମିତତା କରୁଛନ୍ତି ଆଜିକୁ ୨୦ ବର୍ଷ ଧରି ଡିଲର୍ ଭାବରେ କାର୍ଯ୍ୟ କରୁଥିବା ବିଚିତ୍ରାନନ୍ଦ ପ୍ରଧାନ। ସରକାରୀ ନୀତି ନିୟମ କୁ ବେଖାତିର କରି ଡିଲର୍ ଆଜିକୁ 6 ମାସରୁ ଉର୍ଦ୍ଧ୍ୱ ସମୟ ହୋଇଯିବ କୁମାରପୁର ପଞ୍ଚାୟତ ର ଗରୀବ ଆଦିବାସୀ ହିତାଧୀକାରୀ ଙ୍କୁ ଚାଉଳ ନ ଦେବା ସହିତ, ଡାକି ଫେରାଇ ଦେଉଥିବା, ଗାଳି ଗୁଲଜ କରୁଥିବା ଓ ମୂଖ୍ୟମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା କାର୍ଡ ଦେଉନଥିବା ସହିତ ପୁର୍ବରୁ ମିଳିଥିବା NFSA କାର୍ଡ ଆଦୌ ଦେଉ ନଥିବା ଅଭିଯୋଗ ହୋଇଆସୁଥିଲା। ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଅଭୟ ବାରିକ୍ କୁମାରପୁର ପଞ୍ଚାୟତ ର ଗରୀବ ହିତାଧିକାରୀଙ୍କୁ ସାଙ୍ଗରେ ନେଇ ଆଠଗଡ ଉପଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ ପ୍ରଦାନ କରିଛନ୍ତି। ଡିଲର୍ ବିଚିତ୍ରାନନ୍ଦ ପ୍ରଧାନ ବିଜେଡ଼ି ସରକାରଙ୍କ ସମୟରୁ ରହି ଥିବାରୁ ଜାଣି ଶୁଣି ବିଜେପି ସରକାର ଙ୍କୁ ବଦନାମ୍ କରୁଥିବା କଥା ଆଠଗଡ ଉପଜିଲ୍ଲାପାଳ ଓ ACSO ଙ୍କ ସହିତ ଆଲୋଚନା କରିଛନ୍ତି ବିଜେପି ନେତା ଅଭୟ ବାରିକ୍। ଆଠଗଡ ଉପଜିଲ୍ଲାପାଳଙ୍କ ନିକଟରେ କୁମାରପୁର ହିତାଧିକାରୀ ,ଡିଲର୍ ବିଚିତ୍ରାନନ୍ଦ ପ୍ରଧାନ କରୁଥିବା ଅନିୟମିତତା ସଂମ୍ପର୍କରେ ଅଭିଯୋଗ କରିଥିବା ପ୍ରତିକ୍ରିୟାରେ ପ୍ରକାଶ କରିଥିବା ବେଳେ, ତୁରନ୍ତ ତଦନ୍ତ କରି କୁମାରପୁର ହିତାଧିକାରୀଙ୍କ ରାସନ୍ ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି ଆଠଗଡ ACSO । ଡିଲର୍ ମାନେ ସରକାରଙ୍କୁ ବଦନାମ ପାଇଁ କରିଥିବା ଷଡ଼ଯନ୍ତ୍ର କୁ ପ୍ରଶୟ ନ ଦିଆଯିବା ସହିତ ୪୮ ଘଣ୍ଟା ମଧ୍ୟରେ କୁମାରପୁର ଗରୀବ ହିତାଧିକାରୀ ଙ୍କୁ ରାସନ ଯୋଗାଇ ଦିଆଯିବ ବୋଲି ଆଠଗଡ ଉପଜିଲ୍ଲାପାଳ ଓ Acso ଙ୍କ ସହିତ ଆଲୋଚନା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପି ନେତା ଅଭୟ ବାରିକ୍। ଆଠଗଡ କୁମାରପୁର ଦୁର୍ନୀତିର ଗଡ଼ ଓ ସବୁ ଦୁର୍ନୀତି ରେ ଆଠଗଡ ବିଧାୟକ ଓ ବ୍ଲକ୍ ଅଧ୍ୟକ୍ଷା ଙ୍କ ସ୍ଵାମୀ ରଞ୍ଜନ ଆଚର୍ଯ୍ୟ ଙ୍କ ସମ୍ପୃକ୍ତି ଥିବା ପ୍ରତିକ୍ରିୟାରେ କହିଛନ୍ତି ବିଜେପି ନେତା ଅଭୟ ବାରିକ୍।
    user_MANAS SAHOO
    MANAS SAHOO
    Local News Reporter ଆଠଗଡ଼, କଟକ, ଓଡ଼ିଶା•
    3 hrs ago
  • ଢେଙ୍କାନାଳ ପଯ୍ୟଟନ ମାନଚିତ୍ର ରେ ନିଜର ଠିକଣା ଖୋଜୁଛି ବାବାଜୀକୁଣ୍ଡ ପର୍ଯ୍ୟଟନ ମାନଚିତ୍ରରେ ଠିକଣା ଖୋଜୁଛି ବାବାଜୀ କୁଣ୍ଡ ପର୍ଯ୍ୟଟନ ବିଭାଗର ନଜର ଆଢୁଆଳରେ,ପ୍ରଶାସନର ନଜର ପଡ଼ିବ କେବେ । ଢ଼େଙ୍କାନାଳ ହିନ୍ଦୋଳ : ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ଘଞ୍ଚଜଙ୍ଗଲ ମଧ୍ୟରେ ଏକ ସୁନ୍ଦର ଜଳପ୍ରପାତ ଦେଖ‌ିବାକୁ ମିଳିଛି। ଯାହାର ନାମ ବାବାଜୀ କୁଣ୍ଡ। ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟରେ ଧ୍ଯରେ କୁଳୁକୁଳୁ ନାଦରେ ବହିଯାଉଛି ଝରଣା। ଯାହାର ଦୃଶ୍ଯ ଅତି ମନୋରମ। ତାକୁ ଦେଖୁବାକୁ ଛୁଟୁଛି ଆଖପାଖ ଓ ଦୂରଦୂରାନ୍ତରୁ ପର୍ଯ୍ୟଟକଙ୍କ ପର୍ଯ୍ୟଟକଙ୍କ ଶୁଅ । କିନ୍ତୁ ସେଠାରେ ନାହିଁ କୌଣସି ପ୍ରକାରର ସୁବିଧା। ତେଲିଭୂଇଁ ବଜାରଠାରୁ ମାତ୍ର ୧୭ କିଲୋମିଟର ରାସ୍ତା ଏବଂ ପ୍ରସିଦ୍ଧ ସାପୁଆ ଡ୍ୟାମ୍ ଠାରୁ ମାତ୍ର ୭ କିଲୋମିଟର ଦୂରରେ ଅବସ୍ଥିତ ବାବାଜୀ କୁଣ୍ଡ। ଏହି ବାବାଜୀ କୁଣ୍ଡ ହିନ୍ଦୋଳ ବ୍ଳକ୍ ଦଣ୍ଡିରୀ ପଞ୍ଚାୟତ ଗୁରୁଜାଙ୍ଗ ଗ୍ରାମର କୁଣ୍ଡ ପାହାଡ଼ରେ ଅବସ୍ଥିତ। ପାହାଡ଼ ତଳୁ ବାବାଜୀ କୁଣ୍ଡ ପ୍ରାୟ ଏକ କିଲୋମିଟରର ରାସ୍ତା। ବାବାଜୀ କୁଣ୍ଡକୁ ଯିବାକୁ କେବଳ ପାଦଚଲା ରାସ୍ତାଟିଏ ଅଛି। ଚଳିତ ବର୍ଷରେ ଅହେତୁକ ବର୍ଷା ହେବା ଫଳରେ ପାହାଡ଼ରୁ ଏକ ବିରାଟ ପଥର ଖସିବା ପରେ ସୃଷ୍ଟି ହୋଇଛି ଏହି ପ୍ରାକୃତିକ ଜଳପ୍ରପାତ। ଏଇଠୁ ବାହାରିଥିବା ଝରଣାର ପାଣି ପୁରା କାଚକେନ୍ଦୁ ପରି ସ୍ୱଚ୍ଛ। କୁଳୁକୁଳୁ ନାଦରେ ବହିଯାଉଥିବା ଝରଣା ଏତେ ମନୋରମ ଯେ ତାକୁ ଯେ କେହି ଦେଖୁବ ସେ ଘଡ଼ିଏ ଅନାଇ ରହିବ । ପ୍ରଥମେ ସାମାଜିକ ଗଣମାଧ୍ଯମରେ ଘୁରିବା ଫଳରେ ତାକୁ ଦେଖିବାକୁ ଆଖପାଖ ଓ ଦୂରଦୂରାନ୍ତରୁ ଛୁଟୁଛି ପର୍ଯ୍ୟଟକଙ୍କ ଶୁଅ। ପିଲାଠାରୁ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ପହଞ୍ଚି ବାବାଜୀ କୁଣ୍ଡର ମନୋରମ ଦୃଶ୍ୟକୁ ଉପ ପଭୋଗ କରୁଛନ୍ତି। ବହି ଆସୁଥିବା ଝରଣାରେ ପର୍ଯ୍ୟଟକମାନେ ଗାଧୋଇ ମଜା ଉଠାଉଛନ୍ତି। ସେଠାରେ ବଣଭୋଜି କରି ଖାଇବା ସହ ଫଟୋ ଉଠାଇ ଖୁସି ମନାଉଛନ୍ତି। କିନ୍ତୁ ସେଠାରେ ନାହିଁ କୌଣସି ପ୍ରକାରର ସୁରକ୍ଷା ବ୍ୟବସ୍ଥା। ନା ଅଛି ବିଜୁଳି ବ୍ୟବସ୍ଥା,ନା ଅଛି ଗମନାଗମନର ସୁବିଧା,ନା ଅଛି ପାନୀୟ ଜଳର ବ୍ୟବସ୍ଥା। ହାତୀପ୍ରବଣ ଅଞ୍ଚଳ ହୋଇଥିବାରୁ ପର୍ଯ୍ୟଟକମାନେ ବହୁ ସମୟରେ ସେଠାକୁ ଯିବାକୁ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ତେଣୁ ସେଠାରେ ଗମନାଗମନର ସୁବିଧା ସହ ବିଜୁଳୀ ବ୍ୟବସ୍ଥା ଓ ପାନୀୟଜଳର ବ୍ୟବସ୍ଥା କରିବାକୁ ପର୍ଯ୍ୟଟକମାନେ ଦାବି କରିଛନ୍ତି। ଏଠାରେ ଆଗରୁ ଠାକୁରାଣୀ ଥିଲେ ଏବଂ ଜଣେ ବାବାଜୀ ବନଦେବୀଙ୍କୁ ପୂଜା କରନ୍ତି। ସମୟକ୍ରମେ ଏବେ ନାହାନ୍ତି ଠାକୁରାଣୀ କି ପୂଜକ ବାବାଜୀ। ହେଲେ ବାବାଜୀ ପୂଜା କରୁଥିବାରୁ ଏହାର ନାମ ବାବାଜୀ କୁଣ୍ଡ ହୋଇଛି ବୋଲି ସ୍ଥାନୀୟ ଲୋକମାନେ ମତପ୍ରକାଶ କରିଛନ୍ତି। ପ୍ରକୃତି ରାଣୀର ଏହି ଅପରୂପ ସୌନ୍ଦର୍ଯ୍ୟ ଜଳପ୍ରପାତ ପର୍ଯ୍ୟଟନ ବିଭାଗର ନଜର ଆଢୁଆଳରେ। ପ୍ରଶାସନ ଏବଂ ପର୍ଯ୍ୟଟନ ବିଭାଗର ନଜର ପଡ଼ିଲେ ଏଠାକୁ ରାଜ୍ୟ ତଥା ରାଜ୍ୟବାହାରୁ ପର୍ଯ୍ୟଟକଙ୍କ ଶୁଅଛୁଟନ୍ତା ଏବଂ ସାପୁଆ ଡ୍ୟାମ ବୁଲି ଯାଉଥିଲେ ବାବାଜୀ କୁଣ୍ଡ ଜଳପ୍ରପାତ ଯିବାକୁ ଭୁଲନ୍ତୁ ନାହିଁ। ହଁ ଆଜ୍ଞା ଆପଣମାନେ ଯଦି ସାପୁଆ ଡ୍ୟାମ ବୁଲି ଆସୁଛନ୍ତି ତେବେ ସେହି ନିକଟରେ ଥିବା ବାବାଜୀ କୁଣ୍ଡ ଜଳପ୍ରପାତକୁ ଯାଇ ଗାଧୋଇବାର ମଜା ନିଶ୍ଚୟ ନିଅନ୍ତୁ। ଆଉ ଏହି ହେଉଛି ସେହି ବାବାଜୀ କୁଣ୍ଡର ଦୃଶ୍ୟ।
    2
    ଢେଙ୍କାନାଳ ପଯ୍ୟଟନ ମାନଚିତ୍ର ରେ ନିଜର ଠିକଣା ଖୋଜୁଛି  ବାବାଜୀକୁଣ୍ଡ
ପର୍ଯ୍ୟଟନ ମାନଚିତ୍ରରେ ଠିକଣା ଖୋଜୁଛି ବାବାଜୀ କୁଣ୍ଡ ପର୍ଯ୍ୟଟନ ବିଭାଗର ନଜର ଆଢୁଆଳରେ,ପ୍ରଶାସନର ନଜର ପଡ଼ିବ କେବେ ।
ଢ଼େଙ୍କାନାଳ ହିନ୍ଦୋଳ : ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ଘଞ୍ଚଜଙ୍ଗଲ ମଧ୍ୟରେ ଏକ ସୁନ୍ଦର ଜଳପ୍ରପାତ ଦେଖ‌ିବାକୁ ମିଳିଛି। ଯାହାର ନାମ ବାବାଜୀ କୁଣ୍ଡ। ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟରେ ଧ୍ଯରେ କୁଳୁକୁଳୁ ନାଦରେ ବହିଯାଉଛି ଝରଣା। ଯାହାର ଦୃଶ୍ଯ ଅତି ମନୋରମ। ତାକୁ ଦେଖୁବାକୁ ଛୁଟୁଛି ଆଖପାଖ ଓ  ଦୂରଦୂରାନ୍ତରୁ ପର୍ଯ୍ୟଟକଙ୍କ ପର୍ଯ୍ୟଟକଙ୍କ ଶୁଅ । କିନ୍ତୁ ସେଠାରେ ନାହିଁ କୌଣସି ପ୍ରକାରର ସୁବିଧା। ତେଲିଭୂଇଁ ବଜାରଠାରୁ ମାତ୍ର ୧୭ କିଲୋମିଟର ରାସ୍ତା ଏବଂ ପ୍ରସିଦ୍ଧ ସାପୁଆ ଡ୍ୟାମ୍ ଠାରୁ ମାତ୍ର ୭ କିଲୋମିଟର ଦୂରରେ ଅବସ୍ଥିତ ବାବାଜୀ କୁଣ୍ଡ। ଏହି ବାବାଜୀ କୁଣ୍ଡ ହିନ୍ଦୋଳ ବ୍ଳକ୍ ଦଣ୍ଡିରୀ ପଞ୍ଚାୟତ ଗୁରୁଜାଙ୍ଗ ଗ୍ରାମର କୁଣ୍ଡ ପାହାଡ଼ରେ ଅବସ୍ଥିତ। ପାହାଡ଼ ତଳୁ ବାବାଜୀ କୁଣ୍ଡ ପ୍ରାୟ ଏକ କିଲୋମିଟରର ରାସ୍ତା। ବାବାଜୀ କୁଣ୍ଡକୁ ଯିବାକୁ କେବଳ ପାଦଚଲା ରାସ୍ତାଟିଏ ଅଛି। ଚଳିତ ବର୍ଷରେ ଅହେତୁକ ବର୍ଷା ହେବା ଫଳରେ ପାହାଡ଼ରୁ ଏକ ବିରାଟ ପଥର ଖସିବା ପରେ ସୃଷ୍ଟି ହୋଇଛି ଏହି ପ୍ରାକୃତିକ ଜଳପ୍ରପାତ। ଏଇଠୁ ବାହାରିଥିବା ଝରଣାର ପାଣି ପୁରା କାଚକେନ୍ଦୁ ପରି ସ୍ୱଚ୍ଛ। କୁଳୁକୁଳୁ ନାଦରେ ବହିଯାଉଥିବା ଝରଣା ଏତେ ମନୋରମ ଯେ ତାକୁ ଯେ କେହି ଦେଖୁବ ସେ ଘଡ଼ିଏ ଅନାଇ ରହିବ । ପ୍ରଥମେ ସାମାଜିକ ଗଣମାଧ୍ଯମରେ ଘୁରିବା ଫଳରେ ତାକୁ ଦେଖିବାକୁ ଆଖପାଖ ଓ ଦୂରଦୂରାନ୍ତରୁ ଛୁଟୁଛି ପର୍ଯ୍ୟଟକଙ୍କ ଶୁଅ। ପିଲାଠାରୁ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ପହଞ୍ଚି ବାବାଜୀ କୁଣ୍ଡର ମନୋରମ ଦୃଶ୍ୟକୁ ଉପ ପଭୋଗ କରୁଛନ୍ତି। ବହି ଆସୁଥିବା ଝରଣାରେ ପର୍ଯ୍ୟଟକମାନେ ଗାଧୋଇ ମଜା ଉଠାଉଛନ୍ତି। ସେଠାରେ ବଣଭୋଜି କରି ଖାଇବା ସହ ଫଟୋ ଉଠାଇ ଖୁସି ମନାଉଛନ୍ତି। କିନ୍ତୁ ସେଠାରେ ନାହିଁ କୌଣସି ପ୍ରକାରର ସୁରକ୍ଷା ବ୍ୟବସ୍ଥା। ନା ଅଛି ବିଜୁଳି ବ୍ୟବସ୍ଥା,ନା ଅଛି ଗମନାଗମନର ସୁବିଧା,ନା ଅଛି ପାନୀୟ ଜଳର ବ୍ୟବସ୍ଥା। ହାତୀପ୍ରବଣ ଅଞ୍ଚଳ ହୋଇଥିବାରୁ ପର୍ଯ୍ୟଟକମାନେ ବହୁ ସମୟରେ ସେଠାକୁ ଯିବାକୁ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ତେଣୁ ସେଠାରେ ଗମନାଗମନର ସୁବିଧା ସହ ବିଜୁଳୀ ବ୍ୟବସ୍ଥା ଓ ପାନୀୟଜଳର ବ୍ୟବସ୍ଥା କରିବାକୁ ପର୍ଯ୍ୟଟକମାନେ ଦାବି କରିଛନ୍ତି। ଏଠାରେ ଆଗରୁ ଠାକୁରାଣୀ ଥିଲେ ଏବଂ ଜଣେ ବାବାଜୀ ବନଦେବୀଙ୍କୁ ପୂଜା କରନ୍ତି। ସମୟକ୍ରମେ ଏବେ ନାହାନ୍ତି ଠାକୁରାଣୀ କି ପୂଜକ ବାବାଜୀ। ହେଲେ ବାବାଜୀ ପୂଜା କରୁଥିବାରୁ ଏହାର ନାମ ବାବାଜୀ କୁଣ୍ଡ ହୋଇଛି ବୋଲି ସ୍ଥାନୀୟ ଲୋକମାନେ ମତପ୍ରକାଶ କରିଛନ୍ତି। ପ୍ରକୃତି ରାଣୀର ଏହି ଅପରୂପ ସୌନ୍ଦର୍ଯ୍ୟ ଜଳପ୍ରପାତ ପର୍ଯ୍ୟଟନ ବିଭାଗର ନଜର ଆଢୁଆଳରେ। ପ୍ରଶାସନ ଏବଂ ପର୍ଯ୍ୟଟନ ବିଭାଗର ନଜର ପଡ଼ିଲେ ଏଠାକୁ ରାଜ୍ୟ ତଥା ରାଜ୍ୟବାହାରୁ ପର୍ଯ୍ୟଟକଙ୍କ ଶୁଅଛୁଟନ୍ତା ଏବଂ ସାପୁଆ ଡ୍ୟାମ ବୁଲି ଯାଉଥିଲେ ବାବାଜୀ କୁଣ୍ଡ ଜଳପ୍ରପାତ ଯିବାକୁ ଭୁଲନ୍ତୁ ନାହିଁ। ହଁ ଆଜ୍ଞା ଆପଣମାନେ ଯଦି ସାପୁଆ ଡ୍ୟାମ ବୁଲି ଆସୁଛନ୍ତି ତେବେ ସେହି ନିକଟରେ ଥିବା ବାବାଜୀ କୁଣ୍ଡ ଜଳପ୍ରପାତକୁ ଯାଇ ଗାଧୋଇବାର ମଜା ନିଶ୍ଚୟ ନିଅନ୍ତୁ। ଆଉ ଏହି ହେଉଛି ସେହି ବାବାଜୀ କୁଣ୍ଡର ଦୃଶ୍ୟ।
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    13 hrs ago
  • କଟକ ମହାନଦୀ ରେ ଭାସି ଯାଇ ଯୁବକ ନିଖୋଜ ଅଗ୍ନିଶମ ବାହିନୀର ଚାଲିଛି ଖୋଜା
    1
    କଟକ ମହାନଦୀ ରେ  ଭାସି ଯାଇ ଯୁବକ ନିଖୋଜ 
ଅଗ୍ନିଶମ ବାହିନୀର ଚାଲିଛି ଖୋଜା
    user_Bikram Mohapatra
    Bikram Mohapatra
    Artist ଏରସମା, ଜଗତସିଂହପୁର, ଓଡ଼ିଶା•
    2 hrs ago
  • **ଡିଏଭି ପୁରୀରେ ରକ୍ତଦାନ ଶିବିର ଅନୁଷ୍ଠିତ।* ପୁରୀ; ତା ୨୯/୦୮/୨୦୨୬ରିଖ (ଶନିବାର) ଜାତୀୟ କ୍ରୀଡ଼ା ଦିବସ ଅବସରରେ ସକାଳ ୧୦ ଘଟିକା ସମୟରେ ଡିଏଭି ପବ୍ଲିକ ସ୍କୁଲ, ପୁରୀ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋତ୍ସ୍ନା ମଙ୍ଗରାଜ ଏବଂ ବିଦ୍ୟାଳୟର ଉପ ସଭାପତି ଆହ୍ଲାଦିନୀ ପଟ୍ଟନାୟକ ମହୋଦୟା ଏହି ଶିବିରକୁ ଉଦଘାଟନ କରିବା ସହ ଏହିପରି ଏକ ମହତ କାର୍ଯ୍ୟରେ ଅଗ୍ରସର ହେବା ପାଇଁ ସମସ୍ତଙ୍କୁ ଉପଦେଶ ପ୍ରଦାନ କରିଥିଲେ। ଇତ୍ୟବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସକାଳ ୬.୩୦ ଘଟିକା ସମୟରେ ଇନଡୋର ଷ୍ଟାଡିୟମ ଠାରୁ ଡିଏଭି ସ୍କୁଲ ପର୍ଯ୍ୟନ୍ତ ଏକ ଗଣ ଦୌଡ଼ ଅନୁଷ୍ଠିତ ହୋଇଯାଇଛି। ମହାନ କ୍ରୀଡ଼ାବିତ୍ ଧ୍ୟାନ ଚାନ୍ଦଙ୍କ ଜନ୍ମଜୟନ୍ତୀ ଅବସରରେ କ୍ରୀଡ଼ା ଦିବସ ମଧ୍ୟ ଖୁବ୍ ଆଡ଼ମ୍ବର ସହକାରେ ପାଳନ କରାଯାଇଅଛି । ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକଗଣ ଏହି ଶିବିରରେ ଯୋଗଦେବା ସହ ରକ୍ତଦାନ କରିଥିଲେ । ରକ୍ତଦାତା ମାନଙ୍କୁ ଏକ ଏକ ଚାରା ଗଛ ସହ ମାନପତ୍ର ପ୍ରଦାନ କରାଯାଇଥିଲା । ଏତଦ୍ ଭିନ୍ନ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀ ତଥା ଅଭିଭାବକ ଗଣଙ୍କ ମିଳିତ ସହଯୋଗରେ ଏହି ମହାନ ସେବା କାର୍ଯ୍ୟଟି ସାଫଲ୍ୟମଣ୍ଡିତ ହେବା ସହ ଅଭିଭାବକଙ୍କ ଗହଣରେ ପ୍ରେରଣାପ୍ରଦ ଓ ପ୍ରଶଂସା ମୁଖର ହୋଇଥିଲା। ପୁରୀରୁ ଡ଼ଃ ମନୋଜ କୁମାର ବଳିଆରସିଂଙ୍କ ରିପୋର୍ଟ
    4
    **ଡିଏଭି ପୁରୀରେ ରକ୍ତଦାନ ଶିବିର ଅନୁଷ୍ଠିତ।* 
       ପୁରୀ; ତା ୨୯/୦୮/୨୦୨୬ରିଖ (ଶନିବାର) ଜାତୀୟ କ୍ରୀଡ଼ା ଦିବସ  ଅବସରରେ ସକାଳ ୧୦ ଘଟିକା ସମୟରେ ଡିଏଭି ପବ୍ଲିକ ସ୍କୁଲ, ପୁରୀ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋତ୍ସ୍ନା ମଙ୍ଗରାଜ ଏବଂ ବିଦ୍ୟାଳୟର ଉପ ସଭାପତି ଆହ୍ଲାଦିନୀ ପଟ୍ଟନାୟକ  ମହୋଦୟା ଏହି ଶିବିରକୁ ଉଦଘାଟନ କରିବା ସହ ଏହିପରି ଏକ ମହତ କାର୍ଯ୍ୟରେ ଅଗ୍ରସର  ହେବା ପାଇଁ ସମସ୍ତଙ୍କୁ ଉପଦେଶ ପ୍ରଦାନ କରିଥିଲେ। ଇତ୍ୟବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସକାଳ ୬.୩୦ ଘଟିକା ସମୟରେ ଇନଡୋର ଷ୍ଟାଡିୟମ ଠାରୁ ଡିଏଭି ସ୍କୁଲ ପର୍ଯ୍ୟନ୍ତ ଏକ ଗଣ ଦୌଡ଼ ଅନୁଷ୍ଠିତ ହୋଇଯାଇଛି। ମହାନ କ୍ରୀଡ଼ାବିତ୍ ଧ୍ୟାନ ଚାନ୍ଦଙ୍କ ଜନ୍ମଜୟନ୍ତୀ ଅବସରରେ କ୍ରୀଡ଼ା ଦିବସ ମଧ୍ୟ ଖୁବ୍ ଆଡ଼ମ୍ବର ସହକାରେ ପାଳନ କରାଯାଇଅଛି । ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକଗଣ ଏହି ଶିବିରରେ ଯୋଗଦେବା ସହ ରକ୍ତଦାନ କରିଥିଲେ । ରକ୍ତଦାତା ମାନଙ୍କୁ ଏକ ଏକ ଚାରା ଗଛ ସହ ମାନପତ୍ର ପ୍ରଦାନ କରାଯାଇଥିଲା । ଏତଦ୍ ଭିନ୍ନ ବିଦ୍ୟାଳୟର  ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀ ତଥା ଅଭିଭାବକ ଗଣଙ୍କ ମିଳିତ ସହଯୋଗରେ ଏହି ମହାନ ସେବା କାର୍ଯ୍ୟଟି ସାଫଲ୍ୟମଣ୍ଡିତ ହେବା ସହ ଅଭିଭାବକଙ୍କ ଗହଣରେ ପ୍ରେରଣାପ୍ରଦ ଓ ପ୍ରଶଂସା ମୁଖର ହୋଇଥିଲା।
ପୁରୀରୁ ଡ଼ଃ ମନୋଜ କୁମାର ବଳିଆରସିଂଙ୍କ ରିପୋର୍ଟ
    user_Dr.Manoj kumar baliarsingh
    Dr.Manoj kumar baliarsingh
    ପୁରୀ (M), ପୁରୀ, ଓଡ଼ିଶା•
    8 hrs ago
  • ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ରାକ୍ଷୀ ଭେଟି,,, ସୁଭଦ୍ରା ପଞ୍ଚମ କିସ୍ତି ପ୍ରଦାନ,, ସୁଭଦ୍ରା ଭଉଣୀ ମାନଙ୍କୁ ରାକ୍ଷୀ ଭେଟି ରାକ୍ଷୀ ପୂର୍ଣ୍ଣିମା ଅବସରରେ ସମସ୍ତ ସୁଭଦ୍ରା ଭଉଣୀ ମାନଙ୍କୁ ପଞ୍ଚମ କିସ୍ତି ପ୍ରଦାନ ନୟାଗଡ଼ ଜିଲ୍ଲା ଲାଠିପଡା ପଡିଆରେ ବିଶାଳ ଜନ ସମାଗମ ଡିବିଟ ମାଧ୍ୟମରେ ସିଧାସଳଖ ହିତାଧିକାରୀ ଙ୍କ ବ୍ୟାଙ୍କ ଖାତାରେ ସୁଭଦ୍ରା ପଞ୍ଚମ କିସ୍ତି
    1
    ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ରାକ୍ଷୀ ଭେଟି,,, ସୁଭଦ୍ରା ପଞ୍ଚମ କିସ୍ତି ପ୍ରଦାନ,,
ସୁଭଦ୍ରା ଭଉଣୀ ମାନଙ୍କୁ ରାକ୍ଷୀ ଭେଟି 
ରାକ୍ଷୀ ପୂର୍ଣ୍ଣିମା ଅବସରରେ ସମସ୍ତ ସୁଭଦ୍ରା ଭଉଣୀ ମାନଙ୍କୁ ପଞ୍ଚମ କିସ୍ତି ପ୍ରଦାନ 
ନୟାଗଡ଼ ଜିଲ୍ଲା ଲାଠିପଡା ପଡିଆରେ ବିଶାଳ ଜନ ସମାଗମ 
ଡିବିଟ ମାଧ୍ୟମରେ ସିଧାସଳଖ ହିତାଧିକାରୀ ଙ୍କ ବ୍ୟାଙ୍କ ଖାତାରେ ସୁଭଦ୍ରା ପଞ୍ଚମ କିସ୍ତି
    user_Dillip Parida
    Dillip Parida
    Local News Reporter ରଣପୁର, ନୟାଗଡ଼, ଓଡ଼ିଶା•
    10 hrs ago
  • ଜାତୀୟ କ୍ରୀଡା ଦିବସ ଅବସରରେ କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି ଭୁବନେଶ୍ୱର :-କିମ୍ବଦନ୍ତୀ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ ତଥା ଜାତୀୟ କ୍ରିଡା ଦିବସ ଅବସରରେ ଭୁବନେଶ୍ୱରସ୍ଥିତ ଡିଜିପି କ୍ୟାମ୍ପ ଅଫିସ ଠାରେ ଆୟୋଜିତ ଏକ ସମ୍ବର୍ଦ୍ଧନା ଉତ୍ସବରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ର କୃତୀ ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଓଡ଼ିଶା ପୋଲିସର ଏହି କ୍ରୀଡ଼ାବିତମାନେ ଜାତୀୟ ସ୍ତରର କାୟାକିଂ ଓ କାନୋଇଂ ପ୍ରତିଯୋଗିତାରେ ଉଲ୍ଲେଖନୀୟ ସଫଳତା ହାସଲ କରି ରାଜ୍ୟ ତଥା ଓଡ଼ିଶା ପୋଲିସ ପାଇଁ ଗୌରବ ଆଣିଛନ୍ତି। ଡିଜିପି ଶ୍ରୀ ମିଶ୍ର କ୍ରୀଡ଼ାବିତମାନଙ୍କ ନିଷ୍ଠା, ପରିଶ୍ରମ ଓ ଉତ୍କର୍ଷର ପ୍ରଶଂସା କରିବା ସହ ଆଗାମୀ ଦିନରେ ମଧ୍ୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ପୋଲିସର ସୁନାମ ବଢ଼ାଇବା ପାଇଁ ସେମାନଙ୍କୁ ଉତ୍ସାହିତ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଗତ ଅଗଷ୍ଟ ୮ରୁ ୯ ତାରିଖ ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ଭୋପାଳ ଠାରେ ଅନୁଷ୍ଠିତ ହୋଇଥିବା ହୋଇଥିବା ASMITA ଜାତୀୟ ଜଳକ୍ରୀଡ଼ା ଚାମ୍ପିୟନସିପ୍‌ ୨୦୨୬ ରେ ଓଡ଼ିଶା ପୋଲିସ କ୍ରୀଡ଼ାବିତମାନେ ବିଭିନ୍ନ ପ୍ରତିଯୋଗିତାରେ ୨ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ୧ଟି ବ୍ରୋଞ୍ଜ ସହ ମୋଟ ୮ଟି ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ପ୍ରତିଯୋଗିତାରେ WC/1366 ରଶ୍ମିତା ସାହୁ ୩ଟି ପଦକ ହାସଲ କରିଛନ୍ତି। ସେ କାନୋଇଂ ସିଙ୍ଗଲ୍ ୧୦୦୦ ମିଟରରେ ସ୍ୱର୍ଣ୍ଣ ଏବଂ ୫୦୦ ମିଟର ଓ ୨୦୦ ମିଟରରେ ରୌପ୍ୟ ପଦକ ଜିତିଥିଲେ । ସେହିପରି WC/349 ସଚିମା କେରକେଟା ମଧ୍ୟ ୩ଟି ପଦକ ହାସଲ କରିଛନ୍ତି। ସେ କାନୋଇଂ-୪ର ୨୦୦ ମିଟରରେ ସ୍ୱର୍ଣ୍ଣ ଏବଂ ୫୦୦ ମିଟର ଓ ୧୦୦୦ ମିଟରରେ ରୌପ୍ୟ ପଦକ ବିଜୟୀ ହୋଇଥିଲେ । ଅନ୍ୟପକ୍ଷରେ WC/322 ଫୁଲମଣି ଖାଖା କାୟାକିଂ-୨ ୨୦୦ ମିଟରରେ ରୌପ୍ୟ ଏବଂ ସିଙ୍ଗଲ୍ ୧୦୦୦ ମିଟରରେ ବ୍ରୋଞ୍ଜ ପଦକ ହାସଲ କରି ଓଡ଼ିଶା ପୋଲିସ ପାଇଁ ଗୌରବ ଆଣିଛନ୍ତି। ଆଜିର ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ( ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଓଡିଶା ପୋଲିସର କ୍ରୀଡା ଅଧିକାରୀ ନୀଳମାଧବ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
    1
    ଜାତୀୟ କ୍ରୀଡା ଦିବସ ଅବସରରେ 
କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି
ଭୁବନେଶ୍ୱର  :-କିମ୍ବଦନ୍ତୀ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ ତଥା ଜାତୀୟ କ୍ରିଡା ଦିବସ ଅବସରରେ ଭୁବନେଶ୍ୱରସ୍ଥିତ ଡିଜିପି କ୍ୟାମ୍ପ ଅଫିସ ଠାରେ ଆୟୋଜିତ ଏକ ସମ୍ବର୍ଦ୍ଧନା ଉତ୍ସବରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ର କୃତୀ ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଓଡ଼ିଶା ପୋଲିସର ଏହି କ୍ରୀଡ଼ାବିତମାନେ ଜାତୀୟ ସ୍ତରର କାୟାକିଂ ଓ କାନୋଇଂ ପ୍ରତିଯୋଗିତାରେ ଉଲ୍ଲେଖନୀୟ ସଫଳତା ହାସଲ କରି ରାଜ୍ୟ ତଥା ଓଡ଼ିଶା ପୋଲିସ ପାଇଁ ଗୌରବ ଆଣିଛନ୍ତି।
ଡିଜିପି ଶ୍ରୀ ମିଶ୍ର କ୍ରୀଡ଼ାବିତମାନଙ୍କ ନିଷ୍ଠା, ପରିଶ୍ରମ ଓ ଉତ୍କର୍ଷର ପ୍ରଶଂସା କରିବା ସହ ଆଗାମୀ ଦିନରେ ମଧ୍ୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ପୋଲିସର ସୁନାମ ବଢ଼ାଇବା ପାଇଁ ସେମାନଙ୍କୁ ଉତ୍ସାହିତ କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ, ଗତ ଅଗଷ୍ଟ ୮ରୁ ୯ ତାରିଖ ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ଭୋପାଳ ଠାରେ ଅନୁଷ୍ଠିତ ହୋଇଥିବା ହୋଇଥିବା ASMITA ଜାତୀୟ ଜଳକ୍ରୀଡ଼ା ଚାମ୍ପିୟନସିପ୍‌ ୨୦୨୬ ରେ ଓଡ଼ିଶା ପୋଲିସ କ୍ରୀଡ଼ାବିତମାନେ ବିଭିନ୍ନ ପ୍ରତିଯୋଗିତାରେ ୨ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ୧ଟି ବ୍ରୋଞ୍ଜ ସହ ମୋଟ ୮ଟି ପଦକ  ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।
ପ୍ରତିଯୋଗିତାରେ WC/1366 ରଶ୍ମିତା ସାହୁ ୩ଟି ପଦକ ହାସଲ କରିଛନ୍ତି। ସେ କାନୋଇଂ ସିଙ୍ଗଲ୍ ୧୦୦୦ ମିଟରରେ ସ୍ୱର୍ଣ୍ଣ ଏବଂ ୫୦୦ ମିଟର ଓ ୨୦୦ ମିଟରରେ ରୌପ୍ୟ ପଦକ ଜିତିଥିଲେ ।
ସେହିପରି WC/349 ସଚିମା କେରକେଟା ମଧ୍ୟ ୩ଟି ପଦକ ହାସଲ କରିଛନ୍ତି। ସେ କାନୋଇଂ-୪ର ୨୦୦ ମିଟରରେ ସ୍ୱର୍ଣ୍ଣ ଏବଂ ୫୦୦ ମିଟର ଓ ୧୦୦୦ ମିଟରରେ ରୌପ୍ୟ ପଦକ ବିଜୟୀ ହୋଇଥିଲେ ।
ଅନ୍ୟପକ୍ଷରେ WC/322 ଫୁଲମଣି ଖାଖା କାୟାକିଂ-୨ ୨୦୦ ମିଟରରେ ରୌପ୍ୟ ଏବଂ ସିଙ୍ଗଲ୍ ୧୦୦୦ ମିଟରରେ ବ୍ରୋଞ୍ଜ ପଦକ ହାସଲ କରି ଓଡ଼ିଶା ପୋଲିସ ପାଇଁ ଗୌରବ ଆଣିଛନ୍ତି। 
ଆଜିର ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ  ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ( ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଓଡିଶା ପୋଲିସର କ୍ରୀଡା ଅଧିକାରୀ ନୀଳମାଧବ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    1 hr ago
  • ଓଡ଼ିଆ ସାହିତ୍ୟ ଜଗତର ଅମର ସ୍ରଷ୍ଟା ତଥା ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମଜୟନ୍ତୀ ଓଡ଼ିଆ ସାହିତ୍ୟ ଜଗତର ଅମର ସ୍ରଷ୍ଟା ତଥା ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମଜୟନ୍ତୀ #LatestNews #UpdateNews #apanankakhabara #Baragada #news #OdishaNews #odisha
    1
    ଓଡ଼ିଆ ସାହିତ୍ୟ ଜଗତର ଅମର ସ୍ରଷ୍ଟା ତଥା ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମଜୟନ୍ତୀ 
ଓଡ଼ିଆ ସାହିତ୍ୟ ଜଗତର ଅମର ସ୍ରଷ୍ଟା ତଥା ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମଜୟନ୍ତୀ #LatestNews #UpdateNews #apanankakhabara #Baragada #news #OdishaNews #odisha
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    2 hrs ago
  • ଧାଇପୁର ପଞ୍ଚାୟତ ଓ ରାଧାକିଶୋର ପୁର ପଞ୍ଚାୟତ ର ବହୁ ବିଜେଡି କର୍ମୀ ଆଠଗଡ ତିଗିରିଆ ବିଜେପି ନେତା Abhaya Kumar Barik ଙ୍କ ନେତୃତ୍ଵ ରେ ବିଜେପି ଦଳରେ ସାମିଲ ହେଲେ। ଅଭୟ ଙ୍କ ନେତୃତ୍ୱରେ ଖାଲି ହେଉଛି ଆଠଗଡ ତିଗିରିଆ ବିଜେଡ଼ି ଓ କଂଗ୍ରେସ୍ ଦଳ।ଭାରତ ବର୍ଷର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ, ଓଡ଼ିଶାର ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ପୁର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଓ ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଅଭୟ ବାରିକ୍ ଙ୍କ ନେତୃତ୍ୱରେ ଆଠଗଡ ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଆଠଗଡ ନିର୍ବାଚନ ମଣ୍ଡଳୀର 37 ବର୍ଷର ବିଧାୟକ ରାଜା ସ୍ବାଇଁ ଙ୍କ କୁ ନୀତି ଓ ଶାସନ ରେ ଅଣନିଶ୍ୱାସୀ ହେବାପରେ ଧାଇପୁର ପଞ୍ଚାୟତ ଓ ରାଧାକିଶୋରପୁର ପଞ୍ଚାୟତ ର ରାଧା ଦାମୋଦରପୁର ଗ୍ରାମାର ଶତାଧିକ ବିଜେଡ଼ି ଓ କଂଗ୍ରେସ କର୍ମୀ ବିଜେପି ନେତା ଅଭୟ ବାରିକ୍ ଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ବିଦ୍ଧି ବଦ୍ଧ ଭାବରେ ବିଜେପି ଦଳରେ ସାମିଲ୍ ହୋଇଛନ୍ତି। ଆଗାମୀ ଦିନରେ ଅଭୟ ବାରିକ୍ ଙ୍କ ପାଇଁ ଆଠଗଡ ଉନ୍ନତୀ ପଥରେ ଆଗେଇବ ବୋଲି କହିଛନ୍ତି ନୂତନ କରି ମିଶିଥିବା ବିଜେପି କର୍ମୀ।
    1
    ଧାଇପୁର ପଞ୍ଚାୟତ ଓ ରାଧାକିଶୋର ପୁର ପଞ୍ଚାୟତ ର ବହୁ ବିଜେଡି କର୍ମୀ ଆଠଗଡ ତିଗିରିଆ ବିଜେପି ନେତା Abhaya Kumar Barik ଙ୍କ ନେତୃତ୍ଵ ରେ ବିଜେପି ଦଳରେ ସାମିଲ ହେଲେ।
ଅଭୟ ଙ୍କ ନେତୃତ୍ୱରେ ଖାଲି ହେଉଛି ଆଠଗଡ ତିଗିରିଆ ବିଜେଡ଼ି ଓ କଂଗ୍ରେସ୍ ଦଳ।ଭାରତ ବର୍ଷର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ, ଓଡ଼ିଶାର ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ପୁର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଓ ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଅଭୟ ବାରିକ୍ ଙ୍କ ନେତୃତ୍ୱରେ ଆଠଗଡ ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଆଠଗଡ ନିର୍ବାଚନ ମଣ୍ଡଳୀର 37 ବର୍ଷର ବିଧାୟକ ରାଜା ସ୍ବାଇଁ ଙ୍କ କୁ ନୀତି ଓ ଶାସନ ରେ ଅଣନିଶ୍ୱାସୀ ହେବାପରେ ଧାଇପୁର ପଞ୍ଚାୟତ ଓ ରାଧାକିଶୋରପୁର ପଞ୍ଚାୟତ ର ରାଧା ଦାମୋଦରପୁର ଗ୍ରାମାର ଶତାଧିକ ବିଜେଡ଼ି ଓ କଂଗ୍ରେସ କର୍ମୀ ବିଜେପି ନେତା ଅଭୟ ବାରିକ୍ ଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ବିଦ୍ଧି ବଦ୍ଧ ଭାବରେ ବିଜେପି ଦଳରେ ସାମିଲ୍ ହୋଇଛନ୍ତି। ଆଗାମୀ ଦିନରେ ଅଭୟ ବାରିକ୍ ଙ୍କ ପାଇଁ ଆଠଗଡ ଉନ୍ନତୀ ପଥରେ ଆଗେଇବ ବୋଲି କହିଛନ୍ତି ନୂତନ କରି ମିଶିଥିବା ବିଜେପି କର୍ମୀ।
    user_MANAS SAHOO
    MANAS SAHOO
    Local News Reporter ଆଠଗଡ଼, କଟକ, ଓଡ଼ିଶା•
    1 day ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.