logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଜିଲ୍ଲା ଖୋର୍ଦ୍ଧା ବ୍ଳକ ବାଲିଅନ୍ତା ଗ୍ରା: ପ୍ର:ଓ ଗ୍ରାମ କାକ ରୁଦ୍ରପୁର ଓମ୍ ଫେଡ଼େ ଘରଠାରୁ ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତା ଗ୍ରା: ପ୍ର: ପ୍ରତାପରୁଦ୍ରପୁର ର ମିଛୁ ମରା ଚକ ପର୍ଯ୍ୟାନ୍ତ ରାସ୍ତା ମରଣ ଜନ୍ତା କାମକରିବା ପାଇଁ ମୁଁ ଖ୍ୟମନ୍ତ୍ରୀଙ୍କୁ ଚିଠି ତା ୨୯/୮/୨୦୨୬

11 hrs ago
user_KSHIROD CHANDRA PANDA
KSHIROD CHANDRA PANDA
ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
11 hrs ago
7095636d-bbd6-482b-ab91-76775252e613

ଜିଲ୍ଲା ଖୋର୍ଦ୍ଧା ବ୍ଳକ ବାଲିଅନ୍ତା ଗ୍ରା: ପ୍ର:ଓ ଗ୍ରାମ କାକ ରୁଦ୍ରପୁର ଓମ୍ ଫେଡ଼େ ଘରଠାରୁ ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତା ଗ୍ରା: ପ୍ର: ପ୍ରତାପରୁଦ୍ରପୁର ର ମିଛୁ ମରା ଚକ ପର୍ଯ୍ୟାନ୍ତ ରାସ୍ତା ମରଣ ଜନ୍ତା କାମକରିବା ପାଇଁ ମୁଁ ଖ୍ୟମନ୍ତ୍ରୀଙ୍କୁ ଚିଠି ତା ୨୯/୮/୨୦୨୬

More news from ଓଡ଼ିଶା and nearby areas
  • ଇଏ ହେଉଛନ୍ତି ତେଲେଙ୍ଗାନାର ସାଂସଦ ବିଶ୍ୱେଶ୍ୱର ରେଡ୍ଡୀ। ସେ ମାଦ୍ରାସ ବିଶ୍ୱବିଦ୍ୟାଳୟରୁ ବି.ଇ. (ଇଲେକ୍ଟ୍ରିକାଲ୍) ଏବଂ ନ୍ୟୁଜର୍ସି ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଏମ୍.ଏସ୍. ଡିଗ୍ରୀ ହାସଲ କରିଛନ୍ତି। ସାଂସଦ ଭାବେ କାର୍ଯ୍ୟରତ ଥିବା ସମୟରେ ଆମେରିକାର ପେଟେଣ୍ଟ ହାସଲ କରିଥିବା ସେ ଏକମାତ୍ର ସାଂସଦ। ସେ E-20 (ଇଥାନଲ୍ + ପେଟ୍ରୋଲ୍) ସମ୍ପର୍କରେ ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି
    1
    ଇଏ ହେଉଛନ୍ତି ତେଲେଙ୍ଗାନାର ସାଂସଦ ବିଶ୍ୱେଶ୍ୱର ରେଡ୍ଡୀ। ସେ ମାଦ୍ରାସ ବିଶ୍ୱବିଦ୍ୟାଳୟରୁ ବି.ଇ. (ଇଲେକ୍ଟ୍ରିକାଲ୍) ଏବଂ ନ୍ୟୁଜର୍ସି ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଏମ୍.ଏସ୍. ଡିଗ୍ରୀ ହାସଲ କରିଛନ୍ତି। ସାଂସଦ ଭାବେ କାର୍ଯ୍ୟରତ ଥିବା ସମୟରେ ଆମେରିକାର ପେଟେଣ୍ଟ ହାସଲ କରିଥିବା ସେ ଏକମାତ୍ର ସାଂସଦ। ସେ E-20 (ଇଥାନଲ୍ + ପେଟ୍ରୋଲ୍) ସମ୍ପର୍କରେ ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    1 hr ago
  • ଜିଲ୍ଲା ଖୋର୍ଦ୍ଧା ବ୍ଳକ ବାଲିଅନ୍ତା ଗ୍ରା: ପ୍ର:ଓ ଗ୍ରାମ କାକ ରୁଦ୍ରପୁର ଓମ୍ ଫେଡ଼େ ଘରଠାରୁ ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତା ଗ୍ରା: ପ୍ର: ପ୍ରତାପରୁଦ୍ରପୁର ର ମିଛୁ ମରା ଚକ ପର୍ଯ୍ୟାନ୍ତ ରାସ୍ତା ମରଣ ଜନ୍ତା କାମକରିବା ପାଇଁ ମୁଁ ଖ୍ୟମନ୍ତ୍ରୀଙ୍କୁ ଚିଠି ତା ୨୯/୮/୨୦୨୬
    2
    ଜିଲ୍ଲା ଖୋର୍ଦ୍ଧା ବ୍ଳକ ବାଲିଅନ୍ତା ଗ୍ରା: ପ୍ର:ଓ ଗ୍ରାମ କାକ ରୁଦ୍ରପୁର ଓମ୍ ଫେଡ଼େ ଘରଠାରୁ ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତା  ଗ୍ରା: ପ୍ର: ପ୍ରତାପରୁଦ୍ରପୁର  ର ମିଛୁ ମରା ଚକ ପର୍ଯ୍ୟାନ୍ତ ରାସ୍ତା ମରଣ ଜନ୍ତା କାମକରିବା ପାଇଁ ମୁଁ ଖ୍ୟମନ୍ତ୍ରୀଙ୍କୁ ଚିଠି ତା ୨୯/୮/୨୦୨୬
    user_KSHIROD CHANDRA PANDA
    KSHIROD CHANDRA PANDA
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    11 hrs ago
  • ସାରା ରାଜ୍ୟରେ ପ୍ରବଳ ବର୍ଷାରେ ଗାଁ ସହର ବନ୍ୟା ପାଣିରେ ହନ୍ତ ସନ୍ତ୍ ଲଗାଣ ବର୍ଷାରେ ଗାଁ ସହର ବନ୍ୟା ଓ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆହୁରି ବୃଦ୍ଧି ପାଉଛି ଉପର ମୁଣ୍ଡରେ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ଓ ଛତିଗଡ଼ରେ ଗେଟ୍ ଖୋଲା ଯାଇଛି, ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆହୁରି ବୃଦ୍ଧି ପାଉଛି
    1
    ସାରା ରାଜ୍ୟରେ ପ୍ରବଳ ବର୍ଷାରେ ଗାଁ ସହର ବନ୍ୟା ପାଣିରେ ହନ୍ତ ସନ୍ତ୍ 
ଲଗାଣ ବର୍ଷାରେ ଗାଁ ସହର ବନ୍ୟା ଓ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆହୁରି ବୃଦ୍ଧି ପାଉଛି ଉପର ମୁଣ୍ଡରେ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ଓ ଛତିଗଡ଼ରେ ଗେଟ୍ ଖୋଲା ଯାଇଛି, ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆହୁରି ବୃଦ୍ଧି ପାଉଛି
    user_News Reporter Raj
    News Reporter Raj
    Local News Reporter ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    11 hrs ago
  • ନିଆଳି ମହିଳା ମୋର୍ଚ୍ଚା ତରଫରୁ ରକ୍ଷା ବନ୍ଧନ କର୍ଯ୍ୟକମ । ଯୋଗ ଦେଲେ କଟକ ଜିଲ୍ଲା ସଭାପତି ସହିତ ବହୁ ଜିଲ୍ଲା ନେତୃତ୍ୱ ଓ ଶତାଧିକ ମହିଳା ନିଆଳି ମହିଳା ମୋର୍ଚ୍ଚା ତରଫରୁ ରକ୍ଷା ବନ୍ଧନ କର୍ଯ୍ୟକମ । ଯୋଗ ଦେଲେ କଟକ ଜିଲ୍ଲା ସଭାପତି ସହିତ ବହୁ ଜିଲ୍ଲା ନେତୃତ୍ୱ ଓ ଶତାଧିକ ମହିଳା #LatestNews #UpdateNews #apanankakhabara #Niali #news #rakhi #news #OdishaNews #odisha
    1
    ନିଆଳି ମହିଳା ମୋର୍ଚ୍ଚା ତରଫରୁ ରକ୍ଷା ବନ୍ଧନ କର୍ଯ୍ୟକମ । ଯୋଗ ଦେଲେ କଟକ ଜିଲ୍ଲା ସଭାପତି ସହିତ ବହୁ ଜିଲ୍ଲା ନେତୃତ୍ୱ ଓ ଶତାଧିକ ମହିଳା 
ନିଆଳି ମହିଳା ମୋର୍ଚ୍ଚା ତରଫରୁ ରକ୍ଷା ବନ୍ଧନ କର୍ଯ୍ୟକମ । ଯୋଗ ଦେଲେ କଟକ ଜିଲ୍ଲା ସଭାପତି ସହିତ ବହୁ ଜିଲ୍ଲା ନେତୃତ୍ୱ ଓ ଶତାଧିକ ମହିଳା #LatestNews #UpdateNews #apanankakhabara #Niali #news #rakhi #news #OdishaNews #odisha
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    1 hr ago
  • Slug- କୁମାରପୁର ପଞ୍ଚାୟତ ରେ ରେସନ ଚାଉଳ ହଡ଼ପ ଅଭିଯୋଗ ରେ, ବିଜେପି ନେତା ଅଭୟଙ୍କ ନେତୃତ୍ୱରେ ଉଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ। Anchor- କଟକ ଜିଲ୍ଲା ଆଠଗଡ ବ୍ଲକ କୁମାରପୁର ପଞ୍ଚାୟତ ରେ, ସୂଚନା ମୁତାବକ କୁମାରପୁର ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରହୁଥିବା ଆଦିବାସୀ ହିତାଧୀକାରୀ ମାନଙ୍କୁ ରାସନ ଦେବାରେ ଅନିୟମିତତା କରୁଛନ୍ତି ଆଜିକୁ ୨୦ ବର୍ଷ ଧରି ଡିଲର୍ ଭାବରେ କାର୍ଯ୍ୟ କରୁଥିବା ବିଚିତ୍ରାନନ୍ଦ ପ୍ରଧାନ। ସରକାରୀ ନୀତି ନିୟମ କୁ ବେଖାତିର କରି ଡିଲର୍ ଆଜିକୁ 6 ମାସରୁ ଉର୍ଦ୍ଧ୍ୱ ସମୟ ହୋଇଯିବ କୁମାରପୁର ପଞ୍ଚାୟତ ର ଗରୀବ ଆଦିବାସୀ ହିତାଧୀକାରୀ ଙ୍କୁ ଚାଉଳ ନ ଦେବା ସହିତ, ଡାକି ଫେରାଇ ଦେଉଥିବା, ଗାଳି ଗୁଲଜ କରୁଥିବା ଓ ମୂଖ୍ୟମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା କାର୍ଡ ଦେଉନଥିବା ସହିତ ପୁର୍ବରୁ ମିଳିଥିବା NFSA କାର୍ଡ ଆଦୌ ଦେଉ ନଥିବା ଅଭିଯୋଗ ହୋଇଆସୁଥିଲା। ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଅଭୟ ବାରିକ୍ କୁମାରପୁର ପଞ୍ଚାୟତ ର ଗରୀବ ହିତାଧିକାରୀଙ୍କୁ ସାଙ୍ଗରେ ନେଇ ଆଠଗଡ ଉପଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ ପ୍ରଦାନ କରିଛନ୍ତି। ଡିଲର୍ ବିଚିତ୍ରାନନ୍ଦ ପ୍ରଧାନ ବିଜେଡ଼ି ସରକାରଙ୍କ ସମୟରୁ ରହି ଥିବାରୁ ଜାଣି ଶୁଣି ବିଜେପି ସରକାର ଙ୍କୁ ବଦନାମ୍ କରୁଥିବା କଥା ଆଠଗଡ ଉପଜିଲ୍ଲାପାଳ ଓ ACSO ଙ୍କ ସହିତ ଆଲୋଚନା କରିଛନ୍ତି ବିଜେପି ନେତା ଅଭୟ ବାରିକ୍। ଆଠଗଡ ଉପଜିଲ୍ଲାପାଳଙ୍କ ନିକଟରେ କୁମାରପୁର ହିତାଧିକାରୀ ,ଡିଲର୍ ବିଚିତ୍ରାନନ୍ଦ ପ୍ରଧାନ କରୁଥିବା ଅନିୟମିତତା ସଂମ୍ପର୍କରେ ଅଭିଯୋଗ କରିଥିବା ପ୍ରତିକ୍ରିୟାରେ ପ୍ରକାଶ କରିଥିବା ବେଳେ, ତୁରନ୍ତ ତଦନ୍ତ କରି କୁମାରପୁର ହିତାଧିକାରୀଙ୍କ ରାସନ୍ ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି ଆଠଗଡ ACSO । ଡିଲର୍ ମାନେ ସରକାରଙ୍କୁ ବଦନାମ ପାଇଁ କରିଥିବା ଷଡ଼ଯନ୍ତ୍ର କୁ ପ୍ରଶୟ ନ ଦିଆଯିବା ସହିତ ୪୮ ଘଣ୍ଟା ମଧ୍ୟରେ କୁମାରପୁର ଗରୀବ ହିତାଧିକାରୀ ଙ୍କୁ ରାସନ ଯୋଗାଇ ଦିଆଯିବ ବୋଲି ଆଠଗଡ ଉପଜିଲ୍ଲାପାଳ ଓ Acso ଙ୍କ ସହିତ ଆଲୋଚନା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପି ନେତା ଅଭୟ ବାରିକ୍। ଆଠଗଡ କୁମାରପୁର ଦୁର୍ନୀତିର ଗଡ଼ ଓ ସବୁ ଦୁର୍ନୀତି ରେ ଆଠଗଡ ବିଧାୟକ ଓ ବ୍ଲକ୍ ଅଧ୍ୟକ୍ଷା ଙ୍କ ସ୍ଵାମୀ ରଞ୍ଜନ ଆଚର୍ଯ୍ୟ ଙ୍କ ସମ୍ପୃକ୍ତି ଥିବା ପ୍ରତିକ୍ରିୟାରେ କହିଛନ୍ତି ବିଜେପି ନେତା ଅଭୟ ବାରିକ୍। Slug- କୁମାରପୁର ପଞ୍ଚାୟତ ରେ ରେସନ ଚାଉଳ ହଡ଼ପ ଅଭିଯୋଗ ରେ, ବିଜେପି ନେତା ଅଭୟଙ୍କ ନେତୃତ୍ୱରେ ଉଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ। Anchor- କଟକ ଜିଲ୍ଲା ଆଠଗଡ ବ୍ଲକ କୁମାରପୁର ପଞ୍ଚାୟତ ରେ, ସୂଚନା ମୁତାବକ କୁମାରପୁର ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରହୁଥିବା ଆଦିବାସୀ ହିତାଧୀକାରୀ ମାନଙ୍କୁ ରାସନ ଦେବାରେ ଅନିୟମିତତା କରୁଛନ୍ତି ଆଜିକୁ ୨୦ ବର୍ଷ ଧରି ଡିଲର୍ ଭାବରେ କାର୍ଯ୍ୟ କରୁଥିବା ବିଚିତ୍ରାନନ୍ଦ ପ୍ରଧାନ। ସରକାରୀ ନୀତି ନିୟମ କୁ ବେଖାତିର କରି ଡିଲର୍ ଆଜିକୁ 6 ମାସରୁ ଉର୍ଦ୍ଧ୍ୱ ସମୟ ହୋଇଯିବ କୁମାରପୁର ପଞ୍ଚାୟତ ର ଗରୀବ ଆଦିବାସୀ ହିତାଧୀକାରୀ ଙ୍କୁ ଚାଉଳ ନ ଦେବା ସହିତ, ଡାକି ଫେରାଇ ଦେଉଥିବା, ଗାଳି ଗୁଲଜ କରୁଥିବା ଓ ମୂଖ୍ୟମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା କାର୍ଡ ଦେଉନଥିବା ସହିତ ପୁର୍ବରୁ ମିଳିଥିବା NFSA କାର୍ଡ ଆଦୌ ଦେଉ ନଥିବା ଅଭିଯୋଗ ହୋଇଆସୁଥିଲା। ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଅଭୟ ବାରିକ୍ କୁମାରପୁର ପଞ୍ଚାୟତ ର ଗରୀବ ହିତାଧିକାରୀଙ୍କୁ ସାଙ୍ଗରେ ନେଇ ଆଠଗଡ ଉପଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ ପ୍ରଦାନ କରିଛନ୍ତି। ଡିଲର୍ ବିଚିତ୍ରାନନ୍ଦ ପ୍ରଧାନ ବିଜେଡ଼ି ସରକାରଙ୍କ ସମୟରୁ ରହି ଥିବାରୁ ଜାଣି ଶୁଣି ବିଜେପି ସରକାର ଙ୍କୁ ବଦନାମ୍ କରୁଥିବା କଥା ଆଠଗଡ ଉପଜିଲ୍ଲାପାଳ ଓ ACSO ଙ୍କ ସହିତ ଆଲୋଚନା କରିଛନ୍ତି ବିଜେପି ନେତା ଅଭୟ ବାରିକ୍। ଆଠଗଡ ଉପଜିଲ୍ଲାପାଳଙ୍କ ନିକଟରେ କୁମାରପୁର ହିତାଧିକାରୀ ,ଡିଲର୍ ବିଚିତ୍ରାନନ୍ଦ ପ୍ରଧାନ କରୁଥିବା ଅନିୟମିତତା ସଂମ୍ପର୍କରେ ଅଭିଯୋଗ କରିଥିବା ପ୍ରତିକ୍ରିୟାରେ ପ୍ରକାଶ କରିଥିବା ବେଳେ, ତୁରନ୍ତ ତଦନ୍ତ କରି କୁମାରପୁର ହିତାଧିକାରୀଙ୍କ ରାସନ୍ ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି ଆଠଗଡ ACSO । ଡିଲର୍ ମାନେ ସରକାରଙ୍କୁ ବଦନାମ ପାଇଁ କରିଥିବା ଷଡ଼ଯନ୍ତ୍ର କୁ ପ୍ରଶୟ ନ ଦିଆଯିବା ସହିତ ୪୮ ଘଣ୍ଟା ମଧ୍ୟରେ କୁମାରପୁର ଗରୀବ ହିତାଧିକାରୀ ଙ୍କୁ ରାସନ ଯୋଗାଇ ଦିଆଯିବ ବୋଲି ଆଠଗଡ ଉପଜିଲ୍ଲାପାଳ ଓ Acso ଙ୍କ ସହିତ ଆଲୋଚନା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପି ନେତା ଅଭୟ ବାରିକ୍। ଆଠଗଡ କୁମାରପୁର ଦୁର୍ନୀତିର ଗଡ଼ ଓ ସବୁ ଦୁର୍ନୀତି ରେ ଆଠଗଡ ବିଧାୟକ ଓ ବ୍ଲକ୍ ଅଧ୍ୟକ୍ଷା ଙ୍କ ସ୍ଵାମୀ ରଞ୍ଜନ ଆଚର୍ଯ୍ୟ ଙ୍କ ସମ୍ପୃକ୍ତି ଥିବା ପ୍ରତିକ୍ରିୟାରେ କହିଛନ୍ତି ବିଜେପି ନେତା ଅଭୟ ବାରିକ୍।
    1
    Slug-  କୁମାରପୁର ପଞ୍ଚାୟତ ରେ ରେସନ ଚାଉଳ ହଡ଼ପ ଅଭିଯୋଗ ରେ, ବିଜେପି ନେତା ଅଭୟଙ୍କ ନେତୃତ୍ୱରେ ଉଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ।

Anchor-  କଟକ ଜିଲ୍ଲା ଆଠଗଡ ବ୍ଲକ କୁମାରପୁର ପଞ୍ଚାୟତ ରେ, ସୂଚନା ମୁତାବକ କୁମାରପୁର ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରହୁଥିବା ଆଦିବାସୀ ହିତାଧୀକାରୀ ମାନଙ୍କୁ ରାସନ ଦେବାରେ ଅନିୟମିତତା କରୁଛନ୍ତି ଆଜିକୁ ୨୦ ବର୍ଷ ଧରି ଡିଲର୍ ଭାବରେ କାର୍ଯ୍ୟ କରୁଥିବା ବିଚିତ୍ରାନନ୍ଦ ପ୍ରଧାନ। ସରକାରୀ ନୀତି ନିୟମ କୁ ବେଖାତିର କରି ଡିଲର୍ ଆଜିକୁ 6 ମାସରୁ ଉର୍ଦ୍ଧ୍ୱ ସମୟ ହୋଇଯିବ କୁମାରପୁର ପଞ୍ଚାୟତ ର ଗରୀବ ଆଦିବାସୀ ହିତାଧୀକାରୀ ଙ୍କୁ ଚାଉଳ ନ ଦେବା ସହିତ, ଡାକି ଫେରାଇ ଦେଉଥିବା, ଗାଳି ଗୁଲଜ କରୁଥିବା ଓ ମୂଖ୍ୟମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା କାର୍ଡ ଦେଉନଥିବା ସହିତ ପୁର୍ବରୁ ମିଳିଥିବା NFSA କାର୍ଡ ଆଦୌ ଦେଉ ନଥିବା ଅଭିଯୋଗ ହୋଇଆସୁଥିଲା। ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଅଭୟ ବାରିକ୍ କୁମାରପୁର ପଞ୍ଚାୟତ ର ଗରୀବ ହିତାଧିକାରୀଙ୍କୁ ସାଙ୍ଗରେ ନେଇ ଆଠଗଡ ଉପଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ ପ୍ରଦାନ କରିଛନ୍ତି। ଡିଲର୍ ବିଚିତ୍ରାନନ୍ଦ ପ୍ରଧାନ ବିଜେଡ଼ି ସରକାରଙ୍କ ସମୟରୁ ରହି ଥିବାରୁ ଜାଣି ଶୁଣି ବିଜେପି ସରକାର ଙ୍କୁ ବଦନାମ୍ କରୁଥିବା କଥା ଆଠଗଡ ଉପଜିଲ୍ଲାପାଳ ଓ ACSO ଙ୍କ ସହିତ ଆଲୋଚନା କରିଛନ୍ତି ବିଜେପି ନେତା ଅଭୟ ବାରିକ୍। ଆଠଗଡ ଉପଜିଲ୍ଲାପାଳଙ୍କ ନିକଟରେ କୁମାରପୁର ହିତାଧିକାରୀ ,ଡିଲର୍ ବିଚିତ୍ରାନନ୍ଦ ପ୍ରଧାନ କରୁଥିବା ଅନିୟମିତତା ସଂମ୍ପର୍କରେ ଅଭିଯୋଗ କରିଥିବା ପ୍ରତିକ୍ରିୟାରେ ପ୍ରକାଶ କରିଥିବା ବେଳେ, ତୁରନ୍ତ ତଦନ୍ତ କରି କୁମାରପୁର ହିତାଧିକାରୀଙ୍କ ରାସନ୍ ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି ଆଠଗଡ ACSO । ଡିଲର୍ ମାନେ ସରକାରଙ୍କୁ ବଦନାମ ପାଇଁ କରିଥିବା ଷଡ଼ଯନ୍ତ୍ର କୁ ପ୍ରଶୟ ନ ଦିଆଯିବା ସହିତ ୪୮ ଘଣ୍ଟା ମଧ୍ୟରେ କୁମାରପୁର ଗରୀବ ହିତାଧିକାରୀ ଙ୍କୁ ରାସନ ଯୋଗାଇ ଦିଆଯିବ ବୋଲି ଆଠଗଡ ଉପଜିଲ୍ଲାପାଳ ଓ Acso ଙ୍କ ସହିତ ଆଲୋଚନା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପି ନେତା ଅଭୟ ବାରିକ୍। ଆଠଗଡ କୁମାରପୁର ଦୁର୍ନୀତିର ଗଡ଼ ଓ ସବୁ ଦୁର୍ନୀତି ରେ ଆଠଗଡ ବିଧାୟକ ଓ ବ୍ଲକ୍ ଅଧ୍ୟକ୍ଷା ଙ୍କ ସ୍ଵାମୀ ରଞ୍ଜନ ଆଚର୍ଯ୍ୟ ଙ୍କ ସମ୍ପୃକ୍ତି ଥିବା ପ୍ରତିକ୍ରିୟାରେ କହିଛନ୍ତି ବିଜେପି ନେତା ଅଭୟ ବାରିକ୍।
Slug-  କୁମାରପୁର ପଞ୍ଚାୟତ ରେ ରେସନ ଚାଉଳ ହଡ଼ପ ଅଭିଯୋଗ ରେ, ବିଜେପି ନେତା ଅଭୟଙ୍କ ନେତୃତ୍ୱରେ ଉଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ।
Anchor-  କଟକ ଜିଲ୍ଲା ଆଠଗଡ ବ୍ଲକ କୁମାରପୁର ପଞ୍ଚାୟତ ରେ, ସୂଚନା ମୁତାବକ କୁମାରପୁର ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରହୁଥିବା ଆଦିବାସୀ ହିତାଧୀକାରୀ ମାନଙ୍କୁ ରାସନ ଦେବାରେ ଅନିୟମିତତା କରୁଛନ୍ତି ଆଜିକୁ ୨୦ ବର୍ଷ ଧରି ଡିଲର୍ ଭାବରେ କାର୍ଯ୍ୟ କରୁଥିବା ବିଚିତ୍ରାନନ୍ଦ ପ୍ରଧାନ। ସରକାରୀ ନୀତି ନିୟମ କୁ ବେଖାତିର କରି ଡିଲର୍ ଆଜିକୁ 6 ମାସରୁ ଉର୍ଦ୍ଧ୍ୱ ସମୟ ହୋଇଯିବ କୁମାରପୁର ପଞ୍ଚାୟତ ର ଗରୀବ ଆଦିବାସୀ ହିତାଧୀକାରୀ ଙ୍କୁ ଚାଉଳ ନ ଦେବା ସହିତ, ଡାକି ଫେରାଇ ଦେଉଥିବା, ଗାଳି ଗୁଲଜ କରୁଥିବା ଓ ମୂଖ୍ୟମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା କାର୍ଡ ଦେଉନଥିବା ସହିତ ପୁର୍ବରୁ ମିଳିଥିବା NFSA କାର୍ଡ ଆଦୌ ଦେଉ ନଥିବା ଅଭିଯୋଗ ହୋଇଆସୁଥିଲା। ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଅଭୟ ବାରିକ୍ କୁମାରପୁର ପଞ୍ଚାୟତ ର ଗରୀବ ହିତାଧିକାରୀଙ୍କୁ ସାଙ୍ଗରେ ନେଇ ଆଠଗଡ ଉପଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ ପ୍ରଦାନ କରିଛନ୍ତି। ଡିଲର୍ ବିଚିତ୍ରାନନ୍ଦ ପ୍ରଧାନ ବିଜେଡ଼ି ସରକାରଙ୍କ ସମୟରୁ ରହି ଥିବାରୁ ଜାଣି ଶୁଣି ବିଜେପି ସରକାର ଙ୍କୁ ବଦନାମ୍ କରୁଥିବା କଥା ଆଠଗଡ ଉପଜିଲ୍ଲାପାଳ ଓ ACSO ଙ୍କ ସହିତ ଆଲୋଚନା କରିଛନ୍ତି ବିଜେପି ନେତା ଅଭୟ ବାରିକ୍। ଆଠଗଡ ଉପଜିଲ୍ଲାପାଳଙ୍କ ନିକଟରେ କୁମାରପୁର ହିତାଧିକାରୀ ,ଡିଲର୍ ବିଚିତ୍ରାନନ୍ଦ ପ୍ରଧାନ କରୁଥିବା ଅନିୟମିତତା ସଂମ୍ପର୍କରେ ଅଭିଯୋଗ କରିଥିବା ପ୍ରତିକ୍ରିୟାରେ ପ୍ରକାଶ କରିଥିବା ବେଳେ, ତୁରନ୍ତ ତଦନ୍ତ କରି କୁମାରପୁର ହିତାଧିକାରୀଙ୍କ ରାସନ୍ ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି ଆଠଗଡ ACSO । ଡିଲର୍ ମାନେ ସରକାରଙ୍କୁ ବଦନାମ ପାଇଁ କରିଥିବା ଷଡ଼ଯନ୍ତ୍ର କୁ ପ୍ରଶୟ ନ ଦିଆଯିବା ସହିତ ୪୮ ଘଣ୍ଟା ମଧ୍ୟରେ କୁମାରପୁର ଗରୀବ ହିତାଧିକାରୀ ଙ୍କୁ ରାସନ ଯୋଗାଇ ଦିଆଯିବ ବୋଲି ଆଠଗଡ ଉପଜିଲ୍ଲାପାଳ ଓ Acso ଙ୍କ ସହିତ ଆଲୋଚନା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପି ନେତା ଅଭୟ ବାରିକ୍। ଆଠଗଡ କୁମାରପୁର ଦୁର୍ନୀତିର ଗଡ଼ ଓ ସବୁ ଦୁର୍ନୀତି ରେ ଆଠଗଡ ବିଧାୟକ ଓ ବ୍ଲକ୍ ଅଧ୍ୟକ୍ଷା ଙ୍କ ସ୍ଵାମୀ ରଞ୍ଜନ ଆଚର୍ଯ୍ୟ ଙ୍କ ସମ୍ପୃକ୍ତି ଥିବା ପ୍ରତିକ୍ରିୟାରେ କହିଛନ୍ତି ବିଜେପି ନେତା ଅଭୟ ବାରିକ୍।
    user_MANAS SAHOO
    MANAS SAHOO
    Local News Reporter ଆଠଗଡ଼, କଟକ, ଓଡ଼ିଶା•
    3 hrs ago
  • Jay Jagannath Swami Nayan Patha Gami Bhaba Tume ⭕❗⭕🙏🙏🙏
    1
    Jay Jagannath Swami Nayan Patha Gami Bhaba Tume ⭕❗⭕🙏🙏🙏
    user_Rajesh Samantaray
    Rajesh Samantaray
    Bank ଚନ୍ଦନପୁର, ପୁରୀ, ଓଡ଼ିଶା•
    3 hrs ago
  • ମ୍ୟାକଲେକ୍‌ (MACLEC) କମ୍ପାନୀ ଦ୍ୱାରା ନୂଆ 'ସର୍ଫେସ୍ ହାଇଡ୍ରୋ କାଇନେଟିକ୍ ଟରବାଇନ୍' ପ୍ରଯୁକ୍ତିବିଦ୍ୟା ଉପରେ ଉପସ୍ଥାପନା
    1
    ମ୍ୟାକଲେକ୍‌ (MACLEC) କମ୍ପାନୀ ଦ୍ୱାରା ନୂଆ 'ସର୍ଫେସ୍ ହାଇଡ୍ରୋ କାଇନେଟିକ୍ ଟରବାଇନ୍' ପ୍ରଯୁକ୍ତିବିଦ୍ୟା ଉପରେ ଉପସ୍ଥାପନା
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    1 hr ago
  • Anchor- ସୁଭଦ୍ରା ଟଙ୍କା ନ ଦେବାରୁ ସ୍ତ୍ରୀକୁ ମାରି ପୋତିଦେଲା ସ୍ଵାମୀ,ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଇନ୍ଦିପୁର ଜୁଆଙ୍ଗ ସାହିରେ,ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ଆଜି ସକାଳେ ଲାଟ୍ରିନ ଟାଙ୍କି ଭିତରେ କୌଶଲ୍ୟା ପ୍ରଧାନ ଙ୍କ ମୃତ ଦେହ ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ବାସିନ୍ଦା,ଏହି ଘଟଣାରେ ଅଭିଯୁକ୍ତ ସ୍ଵାମୀ ଗିରିଶ ପ୍ରଧାନ ଙ୍କୁ ଗିରଫ କରି କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି ପୋଲିସ। ମଦ୍ୟପ ସ୍ଵାମୀର ଉନ୍ମତ୍ତ କାଣ୍ଡ।ସୁଭଦ୍ରା ଟଙ୍କା ନ ଦେବାରୁ ସ୍ତ୍ରୀକୁ ପିଟି ପିଟି ମାରିଦେଲା। ଏତିକିରେ ମନ ଶାନ୍ତି ହେଲାନି ଯେ ଶେଷରେ ପ୍ରମାଣ ନଷ୍ଟ କରିବାକୁ ଯାଇ ସ୍ତ୍ରୀର ଲାସ୍ କୁ ଘର ପଛ ପଟ ଲାଟ୍ରିନ ଟାଙ୍କି ଗାତରେ ନେଇ ପୋତି ଦେଲା। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏଭଳି ଅଭାବନୀୟ ଓ ଅମାନବୀୟ ଘଟଣା।ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଜୁଆଙ୍ଗ ସାହିରେ ଏହି ଘଟଣାକୁ ନେଇ ଏବେ ଚାଞ୍ଚଲ୍ୟ ଖେଳି ଯାଇଛି।ସୁଚନା ମୁତାବକ ଗତକାଲି ସ୍ତ୍ରୀ କୌଶଲ୍ୟାଙ୍କ ଆକାଉଣ୍ଟ କୁ ଆସିଥିଲା ସୁଭଦ୍ରା ଯୋଜନାର ପାଞ୍ଚ ହଜାର ଟଙ୍କା।ଏ କଥା କୌଶଲ୍ୟା ଙ୍କ ସ୍ଵାମୀ ଜାଣିବା ପରେ ଟଙ୍କା ଉଠାଇବାକୁ ଜିଦ୍ କରି ତାଙ୍କୁ ଗାଁ ନିକଟସ୍ଥ ଗ୍ରାହକ ସେବା କେନ୍ଦ୍ରକୁ ନେଇ ଯାଇଥିଲେ।ସେଠାରେ ସବୁ ଟଙ୍କା ଉଠାଇ ତାଙ୍କ ହାତକୁ ଦେବାକୁ କହିବାରୁ ଏହାକୁ ବାରଣ କରିଥିଲେ କୌଶଲ୍ୟା।ଯାହାକୁ ନେଇ ଉଭୟ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ବଚସା ହୋଇଥିଲା।ଏଥିରେ ଉତକ୍ଷିପ୍ତ ହୋଇ ଗିରିଶ ସ୍ତ୍ରୀ କୌଶଲ୍ୟାଙ୍କୁ ପିଟି ପିଟି ଘରକୁ ଆଣିଥିଲେ।ପରେ ରାତି ହେବାରୁ ନିଶାସକ୍ତ ଅବସ୍ଥାରେ ଶାବଳ ଓ ବାଡିରେ ପିଟିପିଟି ଜୀବନରେ ମାରି ଦେଇଥିଲେ।ଜୀବନ ଚାଲିଯିବା ପରେ ଘର ପଛ ପଟ ଲାଟ୍ରିନ ଟାଙ୍କି ଗାତରେ ନେଇ ପୋତି ଦେଇଥିଲା ସକାଳ ପାହିବା ପରେ ଗାତ ଭିତରୁ ପଦାକୁ କୌଶଲ୍ୟାଙ୍କ ହାତ ପାପୁଲି ଦିଶୁଥିବାର ସ୍ଥାନୀୟ ଲୋକେ ଦେଖିଥିଲେ।ପରେ ସ୍ପଷ୍ଟ ହୋଇଯାଇଥିଲା ଯେ ଗିରିଶ ନିଜ ସ୍ତ୍ରୀଙ୍କୁ ମାରି ଲାଟ୍ରିନ ଟାଙ୍କି ଗାତରେ ପୋତି ଦେଇ ମାଟି ଘୋଡାଇ ଦେଇଥିଲା।ପରେ ସଦର ଥାନା ପୋଲିସ କୁ ଖବର ଦେଇଥିଲେ ଜୁଆଙ୍ଗ ସାହି ବାସିନ୍ଦା।ସଦରଥାନା ଆଇଆଇସି , ଏସଡିପିଓ , ଅତିରିକ୍ତ ଏସପିଙ୍କ ସମେତ ପୋଲିସ୍ ପୁରା ଟିମ୍ ଓ ସାଇଣ୍ଟିଫିକ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲା।ସେତେବେଳକୁ ହତ୍ୟାକାରୀ ସ୍ଵାମୀ ଗିରିଶ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ତାକୁ ଗାଁ ନିକଟସ୍ଥ ପଡିଆ ପାଖରୁ ମାଡ଼ି ବସିଥିଲା ପୋଲିସ।ପଚରାଉଚରା ପରେ ପୋଲିସ ଆଗରେ ସବୁ ସତ ବି ଉଗାଳିଥିଲା‌।ହତ୍ୟାକାରୀ ସ୍ଵାମୀ ଗିରିଶ ଙ୍କୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିବା ସହ ତା ଠାରୁ ହତ୍ୟାକାଣ୍ଡ ରେ ବ୍ୟବହୃତ ଶାବଳ ଓ ବାଡ଼ି ଜବତ କରିଛି ପୋଲିସ।ଅଭିଯୁକ୍ତ ଗିରିଶକୁ ଗିରଫ ପରେ କୋର୍ଟ ଚାଲାଣ କରାଯିବ । ଢେଙ୍କାନାଳ ଓଡାପଡା ରୁ ସୁବାଷ ଚନ୍ଦ୍ର ସାହୁ ଙ୍କ ରିପୋର୍ଟ ଢେଙ୍କାନାଳ news odisha
    1
    Anchor- ସୁଭଦ୍ରା ଟଙ୍କା ନ ଦେବାରୁ ସ୍ତ୍ରୀକୁ ମାରି ପୋତିଦେଲା ସ୍ଵାମୀ,ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଇନ୍ଦିପୁର ଜୁଆଙ୍ଗ ସାହିରେ,ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ଆଜି ସକାଳେ ଲାଟ୍ରିନ ଟାଙ୍କି ଭିତରେ କୌଶଲ୍ୟା ପ୍ରଧାନ ଙ୍କ ମୃତ ଦେହ ଦେଖି ପୋଲିସକୁ ଖବର ଦେଇଥିଲେ  ସ୍ଥାନୀୟ ବାସିନ୍ଦା,ଏହି ଘଟଣାରେ ଅଭିଯୁକ୍ତ ସ୍ଵାମୀ ଗିରିଶ ପ୍ରଧାନ ଙ୍କୁ ଗିରଫ କରି କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି ପୋଲିସ।

 ମଦ୍ୟପ ସ୍ଵାମୀର ଉନ୍ମତ୍ତ କାଣ୍ଡ।ସୁଭଦ୍ରା ଟଙ୍କା ନ ଦେବାରୁ ସ୍ତ୍ରୀକୁ ପିଟି ପିଟି ମାରିଦେଲା। ଏତିକିରେ ମନ ଶାନ୍ତି ହେଲାନି ଯେ ଶେଷରେ ପ୍ରମାଣ ନଷ୍ଟ କରିବାକୁ ଯାଇ ସ୍ତ୍ରୀର ଲାସ୍ କୁ ଘର ପଛ ପଟ ଲାଟ୍ରିନ ଟାଙ୍କି ଗାତରେ ନେଇ ପୋତି ଦେଲା। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏଭଳି ଅଭାବନୀୟ ଓ ଅମାନବୀୟ ଘଟଣା।ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଜୁଆଙ୍ଗ ସାହିରେ ଏହି ଘଟଣାକୁ ନେଇ ଏବେ ଚାଞ୍ଚଲ୍ୟ ଖେଳି ଯାଇଛି।ସୁଚନା ମୁତାବକ ଗତକାଲି ସ୍ତ୍ରୀ କୌଶଲ୍ୟାଙ୍କ ଆକାଉଣ୍ଟ କୁ ଆସିଥିଲା ସୁଭଦ୍ରା ଯୋଜନାର ପାଞ୍ଚ ହଜାର ଟଙ୍କା।ଏ କଥା କୌଶଲ୍ୟା ଙ୍କ ସ୍ଵାମୀ ଜାଣିବା ପରେ ଟଙ୍କା ଉଠାଇବାକୁ ଜିଦ୍ କରି ତାଙ୍କୁ ଗାଁ ନିକଟସ୍ଥ ଗ୍ରାହକ ସେବା କେନ୍ଦ୍ରକୁ ନେଇ ଯାଇଥିଲେ।ସେଠାରେ ସବୁ ଟଙ୍କା ଉଠାଇ ତାଙ୍କ ହାତକୁ ଦେବାକୁ କହିବାରୁ ଏହାକୁ ବାରଣ କରିଥିଲେ କୌଶଲ୍ୟା।ଯାହାକୁ ନେଇ ଉଭୟ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ବଚସା ହୋଇଥିଲା।ଏଥିରେ ଉତକ୍ଷିପ୍ତ ହୋଇ ଗିରିଶ ସ୍ତ୍ରୀ କୌଶଲ୍ୟାଙ୍କୁ ପିଟି ପିଟି ଘରକୁ ଆଣିଥିଲେ।ପରେ ରାତି ହେବାରୁ ନିଶାସକ୍ତ ଅବସ୍ଥାରେ ଶାବଳ ଓ ବାଡିରେ ପିଟିପିଟି ଜୀବନରେ ମାରି ଦେଇଥିଲେ।ଜୀବନ ଚାଲିଯିବା ପରେ ଘର ପଛ ପଟ ଲାଟ୍ରିନ ଟାଙ୍କି ଗାତରେ ନେଇ ପୋତି ଦେଇଥିଲା


ସକାଳ ପାହିବା ପରେ ଗାତ ଭିତରୁ ପଦାକୁ କୌଶଲ୍ୟାଙ୍କ ହାତ ପାପୁଲି ଦିଶୁଥିବାର ସ୍ଥାନୀୟ ଲୋକେ ଦେଖିଥିଲେ।ପରେ ସ୍ପଷ୍ଟ ହୋଇଯାଇଥିଲା ଯେ ଗିରିଶ ନିଜ ସ୍ତ୍ରୀଙ୍କୁ ମାରି ଲାଟ୍ରିନ ଟାଙ୍କି ଗାତରେ ପୋତି ଦେଇ ମାଟି ଘୋଡାଇ ଦେଇଥିଲା।ପରେ ସଦର ଥାନା ପୋଲିସ କୁ ଖବର ଦେଇଥିଲେ ଜୁଆଙ୍ଗ ସାହି ବାସିନ୍ଦା।ସଦରଥାନା ଆଇଆଇସି , ଏସଡିପିଓ , ଅତିରିକ୍ତ ଏସପିଙ୍କ ସମେତ ପୋଲିସ୍ ପୁରା ଟିମ୍ ଓ ସାଇଣ୍ଟିଫିକ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲା।ସେତେବେଳକୁ ହତ୍ୟାକାରୀ ସ୍ଵାମୀ ଗିରିଶ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ତାକୁ ଗାଁ ନିକଟସ୍ଥ ପଡିଆ ପାଖରୁ ମାଡ଼ି ବସିଥିଲା ପୋଲିସ।ପଚରାଉଚରା ପରେ ପୋଲିସ ଆଗରେ ସବୁ ସତ ବି ଉଗାଳିଥିଲା‌।ହତ୍ୟାକାରୀ ସ୍ଵାମୀ ଗିରିଶ ଙ୍କୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିବା ସହ ତା ଠାରୁ ହତ୍ୟାକାଣ୍ଡ ରେ ବ୍ୟବହୃତ ଶାବଳ ଓ ବାଡ଼ି ଜବତ କରିଛି ପୋଲିସ।ଅଭିଯୁକ୍ତ ଗିରିଶକୁ ଗିରଫ ପରେ କୋର୍ଟ ଚାଲାଣ କରାଯିବ । 

ଢେଙ୍କାନାଳ ଓଡାପଡା ରୁ ସୁବାଷ ଚନ୍ଦ୍ର ସାହୁ ଙ୍କ ରିପୋର୍ଟ ଢେଙ୍କାନାଳ news odisha
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    14 min ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.