Shuru
Apke Nagar Ki App…
ବିଶେଷ ସୂଚନା କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ପଲେଇ ପଂଚାୟତ ଅନ୍ତର୍ଗତ ନାଥସାହି ବାସିନ୍ଦା ଏକାଦଶୀ ନାଥ ଗତକାଲି ଠାରୁ ଘରୁ କୁଆଡେ ନିଖୋଜ ଅଛନ୍ତି ।
Prafulla Kumar Malla
ବିଶେଷ ସୂଚନା କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ପଲେଇ ପଂଚାୟତ ଅନ୍ତର୍ଗତ ନାଥସାହି ବାସିନ୍ଦା ଏକାଦଶୀ ନାଥ ଗତକାଲି ଠାରୁ ଘରୁ କୁଆଡେ ନିଖୋଜ ଅଛନ୍ତି ।
More news from ଓଡ଼ିଶା and nearby areas
- ହନୁମାନ ଜୟନ୍ତୀ ରେ ବିଶାଳ ହିନ୍ଦୁ ଶୋଭାଯାତ୍ରା,ହଜାର ହଜାର ଲୋକଙ୍କ ସମାଗମ କେନ୍ଦ୍ରାପଡ଼ା- ୧୪/୪-: ଆଜି ପବିତ୍ର ହନୁମାନ ଜୟନ୍ତୀ ଓ ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନୂତନ ନବବର୍ଷ ଉପଲକ୍ଷେ ହିନ୍ଦୁ ସଂଗଠନ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା କେନ୍ଦ୍ରାପଡ଼ା ସହରରେ ଅନୁଷ୍ଠିତ ହୋଇଥିଲା I ମୁଣ୍ଡଫଟା ଗ୍ରୀଷ୍ମ ତାତିକୁ ନଜରରେ ରଖି ଏହି ଶୋଭାଯାତ୍ରା କୁ ଅପରାହ୍ନ ରେ ଆୟୋଜନ କରାଯାଇଥିଲା I ଦଶହଜାର ରୁ ଉର୍ଦ୍ଧ ଲୋକଙ୍କ ପଟୁଆରରେ ଇଚ୍ଛାପୁର ରଥ ଦାଣ୍ଡରୁ ତିନିମୁହାଣୀ ରାମ ମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରା ଯାଇଥିଲା I ସବୁଠାରୁ ଆକର୍ଷଣ କେନ୍ଦ୍ରବିନ୍ଦୁ ଥିଲା ସଂଖ୍ୟାଧିକ ଡିଜେ, ଲାଇଟ ଏବଂ କୁନି କୁନି କଳାକାର ମାନଙ୍କୁ ରାମ ଲକ୍ଷଣ, ସୀତା, ହନୁମାନ ଭୂମିକାରେ ଦେଖିବାକୁ ମିଳିଥିଲା I ଏହି ଶୋଭାଯାତ୍ରା ରେ ମୁସ୍ଲିମ ଭାଇ ମାନେ ହିନ୍ଦୁ ଭାଇ ମାନଙ୍କୁ ଥଣ୍ଡା ପାଣି ପିଆଇ ଭାଇଚାରା ର ମିଶାଲ ଦେଇଥିଲେ I କେନ୍ଦ୍ରାପଡ଼ା ପୌରପାଳିକା ପକ୍ଷରୁ ପୌରାଅଦକ୍ଷା ଶ୍ରୀମତୀ ସରିତା ସାହୁ ଉପସ୍ଥିତ ରହି ଲୋକ ମାନଙ୍କୁ ପାଣି ବଣ୍ଟନ କରିଥିଲା ବେଳେ ବିଧାୟକ ଗଣେଶ୍ୱର ବେହେରା ମଧ୍ୟ ଉପସ୍ଥିତ ଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସାଂସଦ ଙ୍କ ପ୍ରତିନିଧି,ଯୁବ ନେତା ରଞ୍ଜିତ ସାହୁ,ସ୍ୱାଧୀନ ନାୟକ, ସେକ ଅସଲମ,ହିରଣ୍ୟ ପଣ୍ଡା, ନିରାକାର ବେହେରା, ସେକ ପପୁ ପ୍ରମୁଖ ଉପସ୍ଥିତ ରହି ଶୋଭାଯାତ୍ରା ରେ ଲୋକ ମାନଙ୍କୁ ପାନୀୟ ଜଳ ଯୋଗାଇଥିଲେ I ପୋଲିସ ପ୍ରଶାସନ ପକ୍ଷରୁ ଶୋଭାଯାତ୍ରା ରେ ଶାନ୍ତି ଶୃଙ୍ଖଳା ପରିଚାଳନା ନିମନ୍ତେ ଛକ ଛକ ରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା I1
- BINJHAPUR NEWS ODIA4
- Post by DD Odisha1
- Post by ନିଷ୍ଠୁର ଦୁନିଆ Live1
- Post by ଯାଜପୁର ଖବର ପ୍ରସାରିତ1
- Post by Bikram Mohapatra1
- Post by Debendra Barik4
- Post by Bikram Mohapatra1