logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମୋହନା ମେଡିକାଲ ଡା ଜୟ ପଣ୍ଡା ଙ୍କ ବଦଳି ଓ ଗୀରଫ ଦାବି ମୋହନା ମେଡିକାଲ ରେ ପୂର୍ବ ରୁ ଥିବା ମେଡିକାଲ ଅଧିକାରୀ ଜୟ ପଣ୍ଡା ଙ୍କ ଦୃନତି କୁ ନେଇ ପ୍ରତିବାଦ କରିଛନ୍ତି ଆଶା କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀ ମୋହନା ହାଇସ୍କୁଲ ଛକ ରୁ ସଭାଯାତ୍ରା ରେ ବାହାରି ତହସିଲଦାର କାର୍ଯ୍ୟାଳୟ ରେ ପହଁଚି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ଜୟ ପଣ୍ଡା ଙ୍କୁ ବଦଳି କରିବା ସହ ଗୀରଫ ଦାବି କରିଛନ୍ତି

3 hrs ago
user_Ansubhai Pandey
Ansubhai Pandey
ସାମ୍ବାଦିକ ମୋହନା, ଗଜପତି, ଓଡ଼ିଶା•
3 hrs ago

ମୋହନା ମେଡିକାଲ ଡା ଜୟ ପଣ୍ଡା ଙ୍କ ବଦଳି ଓ ଗୀରଫ ଦାବି ମୋହନା ମେଡିକାଲ ରେ ପୂର୍ବ ରୁ ଥିବା ମେଡିକାଲ ଅଧିକାରୀ ଜୟ ପଣ୍ଡା ଙ୍କ ଦୃନତି କୁ ନେଇ ପ୍ରତିବାଦ କରିଛନ୍ତି ଆଶା କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀ ମୋହନା ହାଇସ୍କୁଲ ଛକ ରୁ ସଭାଯାତ୍ରା ରେ ବାହାରି ତହସିଲଦାର କାର୍ଯ୍ୟାଳୟ ରେ ପହଁଚି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ଜୟ ପଣ୍ଡା ଙ୍କୁ ବଦଳି କରିବା ସହ ଗୀରଫ ଦାବି କରିଛନ୍ତି

More news from ଓଡ଼ିଶା and nearby areas
  • ମୋହନା ବନ ବିଭାଗ ପକ୍ଷରୁ ଜଙ୍ଗଲ ନିଆଁ ପ୍ରତିକାର ନିମନ୍ତେ ସଚେତନତା ରଥ କୁ ଶୁଭ ଆରମ୍ବ କରିଛନ୍ତି ବନ ବିଭାଗ ଅଧିକାରୀ ଲକ୍ଷ୍ମୀ ବିଶୋଇ ଏହି ରଥ ବିଭିନ୍ନ ଗ୍ରାମ ରେ ପହଁଚି ଜଙ୍ଗଲ ସୁରକ୍ଷା ଓ ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା ପାଇଁ ସଚେତନତା କରିବ ବୋଲି ସୂଚନା ମେଳିଛି
    1
    ମୋହନା ବନ ବିଭାଗ ପକ୍ଷରୁ ଜଙ୍ଗଲ ନିଆଁ ପ୍ରତିକାର ନିମନ୍ତେ ସଚେତନତା ରଥ କୁ ଶୁଭ ଆରମ୍ବ କରିଛନ୍ତି ବନ ବିଭାଗ ଅଧିକାରୀ ଲକ୍ଷ୍ମୀ ବିଶୋଇ ଏହି ରଥ ବିଭିନ୍ନ ଗ୍ରାମ ରେ ପହଁଚି ଜଙ୍ଗଲ ସୁରକ୍ଷା ଓ ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା ପାଇଁ ସଚେତନତା କରିବ ବୋଲି ସୂଚନା ମେଳିଛି
    user_Ansubhai Pandey
    Ansubhai Pandey
    ସାମ୍ବାଦିକ ମୋହନା, ଗଜପତି, ଓଡ଼ିଶା•
    3 hrs ago
  • କଟକର ମଝି ରାସ୍ତାରେ ଜଳିଲା କଣ୍ଟେନର, ଦୌଡୁଛନ୍ତି ଶହଶହ ଲୋକ.. ଭିତରେ ଥିଲେ .... ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    କଟକର ମଝି ରାସ୍ତାରେ ଜଳିଲା କଣ୍ଟେନର, ଦୌଡୁଛନ୍ତି ଶହଶହ ଲୋକ.. ଭିତରେ ଥିଲେ ....
ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    2 hrs ago
  • ଝାରସୁଗୁଡ଼ା ପୁଲିସର ସାମ୍ବାଦିକ ସମ୍ମିଳନୀ ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ଝାରସୁଗୁଡ଼ା ପୁଲିସର ସାମ୍ବାଦିକ ସମ୍ମିଳନୀ  ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_Utkal Gourav
    Utkal Gourav
    Media company ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    4 hrs ago
  • ବାଂଲାଦେଶୀ ଜୟ ଭୀମ ରୋହିଙ୍ଗିଆ ତୁମ ବେଳ ସରିଲା ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ବାଂଲାଦେଶୀ ଜୟ ଭୀମ ରୋହିଙ୍ଗିଆ ତୁମ ବେଳ ସରିଲା 
ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    14 hrs ago
  • ବିଦ୍ୟା ପବ୍ଲିକ୍ ସ୍କୁଲରେ ୧୨ ତମ ବାର୍ଷିକ ଉତ୍ସବ ପାଳିତ 12TH ANNUAL FUNCTION VIDYA PUBLIC SCHOOL
    1
    ବିଦ୍ୟା ପବ୍ଲିକ୍ ସ୍କୁଲରେ ୧୨ ତମ ବାର୍ଷିକ ଉତ୍ସବ ପାଳିତ 
12TH ANNUAL FUNCTION VIDYA PUBLIC SCHOOL
    user_Live Odisha NewsUpdate District reporter
    Live Odisha NewsUpdate District reporter
    Court reporter ବ୍ରହ୍ମପୁର ସଦର, ଗଞ୍ଜାମ, ଓଡ଼ିଶା•
    19 hrs ago
  • ଗଞ୍ଜାମ ଜିଲ୍ଲାର ଆରାଧ୍ୟ ଦେବୀ ମା ତାରାତାରିଣୀ ଙ୍କ ଚୈତ୍ର ମାସ ଯାତ୍ରା ଲାଗି ଏକ ପ୍ରସ୍ତୁତି ବୈଠକ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାଷନ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ମା ତାରା ତାରିଣୀ ଙ୍କ ଯାତ୍ରା ସୁରୁଖୁରରେ ଶେଷ କରିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ l ଚଳିତ ବର୍ଷ ମାଙ୍କ ଯାତ୍ରା ୪ ଟି ପାଳି ଅନୁଷ୍ଠିତ ହେବ l ପ୍ରଥମ ପାଳି ମାର୍ଚ୍ଚ ମାସ ୧୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଦ୍ଵିତୀୟ ପାଳି ମାର୍ଚ୍ଚ ୧୭ ତାରିଖ, ତୃତୀୟ ପାଳି ମାର୍ଚ୍ଚ ମାସ ୨୪ ତାରିଖ ଓ ଚତୁର୍ଥ ତଥା ଶେଷ ପାଳି ମାର୍ଚ୍ଚ ୩୧ ରେ ଅନୁଷ୍ଠିତ ହେବ l ମାଙ୍କ ଯାତ୍ରା ଉପଲକ୍ଷେ ଗତ ବର୍ଷ ୧ ଲକ୍ଷ ଲୋକ ମା ଙ୍କ ମାଗଣା ଅନ୍ନ ପ୍ରସାଦ ପାଇଥିବା ବେଳେ ଚଳିତ ବର୍ଷ ମଧ୍ୟ ଏହାକୁ ସୁରୁଖୁରରେ ସମ୍ପାଦନା କରିବାକୁ ଜିଲ୍ଲାପାଳ ବୈଠକରେ ନିର୍ଦେଶ ଦେଇଥିଲେ l ଚଳିତ ବର୍ଷ ପ୍ରଥମ ପାଳି ମଙ୍ଗଳବାର ସହିତ ବରୁଣେଇ ସ୍ନାନ ପଡୁଥିବା ବେଳେ ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଙ୍କ ଭିଡ଼ ଜମିପାରେ l ସେମାନଙ୍କ ସୁରକ୍ଷା ପାଇ ହେଲିପ୍ୟାଡ଼ ଠାରୁ ମନ୍ଦିର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଶେଡ଼ ନିର୍ମାଣ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି l ମାଙ୍କ ଯାତ୍ରା ଉପଲକ୍ଷେ ୪ ପାଳି ମଙ୍ଗଳବାର ଦିନ ମନ୍ଦିର ପରିସରରେ ଚଣ୍ଡୀ ଯଜ୍ଞ ଅନୁଷ୍ଠିତ ହେବ l ଯାତ୍ରୀ ମାନେ ପାହାଡ଼ ତଳୁ ଉପରକୁ ଯିବା ପାଇଁ ଅଧିକ ବସ ନିୟୋଜିତ କରାଯିବ l ବସ ଟିକେଟ ୪୦ ଟଙ୍କା ଓ ରୋପ ୱେ ପାଇଁ ୬୦ ଟଙ୍କା ଧାର୍ଯ୍ୟ କରାଯାଇଛି l ମଙ୍ଗଳବାର ଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ସୋମବାର ସନ୍ଧ୍ୟାରୁ ଆଇନ ଶୃଙ୍ଖଳା ବ୍ୟବସ୍ଥା ର ସୁଧାର କରିବା ପାଇଁ ବ୍ୟାପକ ପୋଲିସ ମୃତୟନ ରହିବେ l ସେହିପରି ସେବାୟତ ମାନଙ୍କ ଯିବା ଆସିବା ପାଇଁ ୨ ଟି ବୋଲେରୋ କରାଯିବ l ଯାତ୍ରା ସମୟରେ ବିଦ୍ୟୁତ ସରୋବରହ ଯେପରି ବାଧା ସୃଷ୍ଟି ନ ହୁଏ ସେଥିପାଇଁ ୪ ଟି ଜେନେରେଟର ପ୍ରସ୍ତୁତ କରି ରଖିବାକୁ ଟିପିଏସଓଡ଼ିଏଲ କୁ କୁହାଯାଇଛି l ନଦିଘାଟ ପାଖରେ ସୁରକ୍ଷା ଦୃଷ୍ଟିରୁ ଓଡ୍ରାଫ ଓ ଦମକଳ ବାହିନୀ ନିୟୋଜିତ ହୋଇ ରହିବେ l ବିଶେଷ କରି ପଲିଥିନ ମୁକ୍ତ ଭାବେ ଯାତ୍ରା କରିବା ପାଇଁ ଚେଷ୍ଟା କରାଯିବ ବୋଲି ଜିଲ୍ଲାପାଳ ବୈଠକରେ ସମସ୍ତ ଅଧିକାରି ଙ୍କୁ ନିର୍ଦେଶ ଦେଇଛନ୍ତି l ସେହିପରି ପରିମଳ ସୁରକ୍ଷା, ପାନୀୟ ଜଳ, ଭ୍ରାମ୍ୟମାଣ ପାଇପ ଆଦି ଉପରେ ବୈଠକରେ ଆଲୋଚନା ହୋଇଛି l ସେହିପରି ୱାଇ ଫାଇ ର ବ୍ୟବସ୍ଥା, ସିସି ଟିଭି କ୍ୟାମେରା, ପାର୍କିଂ ଜାଗା ଚିନ୍ହଟ, ଆଲୋକି କରଣ, ଯାତ୍ରୀ ଙ୍କ ସୁରକ୍ଷା ପାଇଁ ବ୍ୟାରିକେଟ ଆଦିର ସୁ ବନ୍ଦୋବସ୍ତ କରିବା ପାଇଁ ଜିଲ୍ଲାପାଳ କହିଛନ୍ତି l ନକଲି ଘିଅ ରେ ପ୍ରସ୍ତୁତ ଦୀପକୁ ବାରଣ କରାଯାଇଛି l ନକଲି ଘିଅ ର ଯାଞ୍ଚ କରାଯିବ ବୋଲି ମଧ୍ୟ ଜିଲ୍ଲାପାଳ ବୈଠକରେ କହିଥିଲେ l ବୈଠକରେ ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର, ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ମୁଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ପୁରୁଷୋତ୍ତମପୁର ତହସିଲଦାର ଙ୍କ ସମେତ ବହୁ ଅଧିକାରୀ ମାନେ ଉପସ୍ଥିତ ଥିଲେ l
    1
    ଗଞ୍ଜାମ ଜିଲ୍ଲାର ଆରାଧ୍ୟ ଦେବୀ ମା ତାରାତାରିଣୀ ଙ୍କ ଚୈତ୍ର ମାସ ଯାତ୍ରା ଲାଗି ଏକ ପ୍ରସ୍ତୁତି ବୈଠକ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାଷନ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ମା ତାରା ତାରିଣୀ ଙ୍କ ଯାତ୍ରା ସୁରୁଖୁରରେ ଶେଷ କରିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ l ଚଳିତ ବର୍ଷ ମାଙ୍କ ଯାତ୍ରା ୪ ଟି ପାଳି ଅନୁଷ୍ଠିତ ହେବ l ପ୍ରଥମ ପାଳି ମାର୍ଚ୍ଚ ମାସ ୧୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଦ୍ଵିତୀୟ ପାଳି ମାର୍ଚ୍ଚ ୧୭ ତାରିଖ, ତୃତୀୟ ପାଳି ମାର୍ଚ୍ଚ ମାସ ୨୪ ତାରିଖ ଓ ଚତୁର୍ଥ ତଥା ଶେଷ ପାଳି ମାର୍ଚ୍ଚ ୩୧ ରେ ଅନୁଷ୍ଠିତ ହେବ l ମାଙ୍କ ଯାତ୍ରା ଉପଲକ୍ଷେ ଗତ ବର୍ଷ ୧ ଲକ୍ଷ ଲୋକ ମା ଙ୍କ ମାଗଣା ଅନ୍ନ ପ୍ରସାଦ ପାଇଥିବା ବେଳେ ଚଳିତ ବର୍ଷ ମଧ୍ୟ ଏହାକୁ ସୁରୁଖୁରରେ ସମ୍ପାଦନା କରିବାକୁ ଜିଲ୍ଲାପାଳ ବୈଠକରେ ନିର୍ଦେଶ ଦେଇଥିଲେ l ଚଳିତ ବର୍ଷ ପ୍ରଥମ ପାଳି ମଙ୍ଗଳବାର ସହିତ ବରୁଣେଇ ସ୍ନାନ ପଡୁଥିବା ବେଳେ ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଙ୍କ ଭିଡ଼ ଜମିପାରେ l ସେମାନଙ୍କ ସୁରକ୍ଷା ପାଇ ହେଲିପ୍ୟାଡ଼ ଠାରୁ ମନ୍ଦିର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଶେଡ଼ ନିର୍ମାଣ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି l ମାଙ୍କ ଯାତ୍ରା ଉପଲକ୍ଷେ ୪ ପାଳି ମଙ୍ଗଳବାର ଦିନ ମନ୍ଦିର ପରିସରରେ ଚଣ୍ଡୀ ଯଜ୍ଞ ଅନୁଷ୍ଠିତ ହେବ l ଯାତ୍ରୀ ମାନେ ପାହାଡ଼ ତଳୁ ଉପରକୁ ଯିବା ପାଇଁ ଅଧିକ ବସ ନିୟୋଜିତ କରାଯିବ l ବସ ଟିକେଟ ୪୦ ଟଙ୍କା ଓ ରୋପ ୱେ ପାଇଁ ୬୦ ଟଙ୍କା ଧାର୍ଯ୍ୟ କରାଯାଇଛି l ମଙ୍ଗଳବାର ଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ସୋମବାର ସନ୍ଧ୍ୟାରୁ ଆଇନ ଶୃଙ୍ଖଳା ବ୍ୟବସ୍ଥା ର ସୁଧାର କରିବା ପାଇଁ ବ୍ୟାପକ ପୋଲିସ ମୃତୟନ ରହିବେ l ସେହିପରି ସେବାୟତ ମାନଙ୍କ ଯିବା ଆସିବା ପାଇଁ ୨ ଟି ବୋଲେରୋ କରାଯିବ l ଯାତ୍ରା ସମୟରେ ବିଦ୍ୟୁତ ସରୋବରହ ଯେପରି ବାଧା ସୃଷ୍ଟି ନ ହୁଏ ସେଥିପାଇଁ ୪ ଟି ଜେନେରେଟର ପ୍ରସ୍ତୁତ କରି ରଖିବାକୁ ଟିପିଏସଓଡ଼ିଏଲ କୁ କୁହାଯାଇଛି l ନଦିଘାଟ ପାଖରେ ସୁରକ୍ଷା ଦୃଷ୍ଟିରୁ ଓଡ୍ରାଫ ଓ ଦମକଳ ବାହିନୀ ନିୟୋଜିତ ହୋଇ ରହିବେ l ବିଶେଷ କରି ପଲିଥିନ ମୁକ୍ତ ଭାବେ ଯାତ୍ରା କରିବା ପାଇଁ ଚେଷ୍ଟା କରାଯିବ ବୋଲି ଜିଲ୍ଲାପାଳ ବୈଠକରେ ସମସ୍ତ ଅଧିକାରି ଙ୍କୁ ନିର୍ଦେଶ ଦେଇଛନ୍ତି l ସେହିପରି ପରିମଳ ସୁରକ୍ଷା, ପାନୀୟ ଜଳ, ଭ୍ରାମ୍ୟମାଣ ପାଇପ ଆଦି ଉପରେ ବୈଠକରେ ଆଲୋଚନା ହୋଇଛି l ସେହିପରି ୱାଇ ଫାଇ ର ବ୍ୟବସ୍ଥା, ସିସି ଟିଭି କ୍ୟାମେରା, ପାର୍କିଂ ଜାଗା ଚିନ୍ହଟ, ଆଲୋକି କରଣ, ଯାତ୍ରୀ ଙ୍କ ସୁରକ୍ଷା ପାଇଁ ବ୍ୟାରିକେଟ ଆଦିର ସୁ ବନ୍ଦୋବସ୍ତ କରିବା ପାଇଁ ଜିଲ୍ଲାପାଳ କହିଛନ୍ତି l ନକଲି ଘିଅ ରେ ପ୍ରସ୍ତୁତ ଦୀପକୁ ବାରଣ କରାଯାଇଛି l ନକଲି ଘିଅ ର ଯାଞ୍ଚ କରାଯିବ ବୋଲି ମଧ୍ୟ ଜିଲ୍ଲାପାଳ ବୈଠକରେ କହିଥିଲେ l ବୈଠକରେ ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର, ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ମୁଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ପୁରୁଷୋତ୍ତମପୁର ତହସିଲଦାର ଙ୍କ ସମେତ ବହୁ ଅଧିକାରୀ ମାନେ ଉପସ୍ଥିତ ଥିଲେ l
    user_Santosh Kumar Sahu
    Santosh Kumar Sahu
    ଛତ୍ରପୁର, ଗଞ୍ଜାମ, ଓଡ଼ିଶା•
    3 hrs ago
  • ତିନି ଥର ଅଭିଯୋଗ ଦେଲା ପରେ ବି ସମାଧାନ ହୋଇ ପାରିନି ଧାନ କିଣା ସମସ୍ୟା
    1
    ତିନି ଥର ଅଭିଯୋଗ ଦେଲା ପରେ ବି ସମାଧାନ ହୋଇ ପାରିନି ଧାନ କିଣା ସମସ୍ୟା
    user_AK14TV
    AK14TV
    ସାମ୍ବାଦିକ ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
    7 hrs ago
  • ମୋହନା ମେଡିକାଲ ରେ ପୂର୍ବ ରୁ ଥିବା ମେଡିକାଲ ଅଧିକାରୀ ଜୟ ପଣ୍ଡା ଙ୍କ ଦୃନତି କୁ ନେଇ ପ୍ରତିବାଦ କରିଛନ୍ତି ଆଶା କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀ ମୋହନା ହାଇସ୍କୁଲ ଛକ ରୁ ସଭାଯାତ୍ରା ରେ ବାହାରି ତହସିଲଦାର କାର୍ଯ୍ୟାଳୟ ରେ ପହଁଚି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ଜୟ ପଣ୍ଡା ଙ୍କୁ ବଦଳି କରିବା ସହ ଗୀରଫ ଦାବି କରିଛନ୍ତି
    1
    ମୋହନା ମେଡିକାଲ ରେ ପୂର୍ବ ରୁ ଥିବା ମେଡିକାଲ ଅଧିକାରୀ ଜୟ ପଣ୍ଡା ଙ୍କ ଦୃନତି କୁ ନେଇ ପ୍ରତିବାଦ କରିଛନ୍ତି ଆଶା କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀ ମୋହନା ହାଇସ୍କୁଲ ଛକ ରୁ ସଭାଯାତ୍ରା ରେ ବାହାରି ତହସିଲଦାର କାର୍ଯ୍ୟାଳୟ ରେ ପହଁଚି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ଜୟ ପଣ୍ଡା ଙ୍କୁ ବଦଳି କରିବା ସହ ଗୀରଫ ଦାବି କରିଛନ୍ତି
    user_Ansubhai Pandey
    Ansubhai Pandey
    ସାମ୍ବାଦିକ ମୋହନା, ଗଜପତି, ଓଡ଼ିଶା•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.