ପୈତୃକ ସମ୍ପତ୍ତିକୁ ଦୁଇଭାଇ ଓ ଝିଅ ଭାଗ କରି ନେଇଗଲେ ଓ ପାଞ୍ଚ ଜଣ ଭଉଣୀଙ୍କୁ ମୃତ ଦର୍ଶାଇ ପଟା ରୁ ନାମ କାଟି ଦେଲେ। ପୈତୃକ ସମ୍ପତ୍ତିକୁ ଦୁଇଭାଇ ଓ ଝିଅ ଭାଗ କରି ନେଇଗଲେ ଓ ପାଞ୍ଚ ଜଣ ଭଉଣୀଙ୍କୁ ମୃତ ଦର୍ଶାଇ ପଟା ରୁ ନାମ କାଟି ଦେଲେ। ଢେଙ୍କାନାଳ, ତା ୨୦-୦୯: (ରିପୋର୍ଟର ବିଭୁ ପ୍ରସାଦ ଶତପଥୀ ) ଭାରତୀୟ ଆଇନ୍ ଅନୁଯାୟୀ ପୈତୃକ ସମ୍ପତ୍ତି ରେ ପୁଅ ଝିଅ ମାନଙ୍କର ସମାନ ଅଧିକାର ଥିବାବେଳେ ଅତି ଦୁଃଖ ଦାୟକ ତଥା ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଅନ୍ତର୍ଗତ କଳିଙ୍ଗା ଗ୍ରାମରେ । ଏହି ଗ୍ରାମର କେଶବ ଚନ୍ଦ୍ର ପାଳ ପି/ବାଞ୍ଛାନିଧି ପାଳ ମୌଜା କଳିଙ୍ଗା ଖତିୟାନ ନଂ ୪୦ ଜାଗା ବାଡି ୩ ଏକର ୩୩୫ ଡେସିମିଲି ଜାଗାକୁ ଉଦୟ ନାଥ ପାଳ,ଭୁବନାନନ୍ଦ ପାଳ ଓ ଉଦୟ ନାଥ ଙ୍କ ଝିଅ ମମତା ପାଳ ଯିଏ କି ବର୍ତ୍ତମାନ ଅଙ୍ଗନୱାଡି କର୍ମୀ ଭାବେ କଳିଙ୍ଗା ପଞ୍ଚାୟତର ପାଳ ଚକଡା ଗ୍ରାମର ଅଙ୍ଗନୱାଡି କେନ୍ଦ୍ର ୨ ରେ କାର୍ଯ୍ୟ କରୁଛନ୍ତି ତେବେ ଖବର ରୁ ଜଣା ଯାଇଛି କି ଖାତା ନଂ ୪୦ ରେ କେଶବ ଚନ୍ଦ୍ର ପାଳ ପି/ ବାଞ୍ଛାନିଧି ପାଳ ସା/ନିଜ ଗାଁ ଏହି ପଟା ରେ ଉଦୟ ନାଥ ପାଳ, ଭୁବନାନନ୍ଦ ପାଳ, ସୁଦୁରା ସର, ଫୁଲ ପଣ୍ଡା, ସୁଲୋଚନା ପତି, ନିରୁପମା ପତି ,ମନୋରମା ମିଶ୍ର ପି/ କେଶବ ଚନ୍ଦ୍ର ପାଳ ଥିଲେ ମଧ୍ୟ ଉଦୟ ନାଥ ପାଳ, ଭୁବନାନନ୍ଦ ପାଳ ଏହି ଦୁଇଭାଇ ତାଙ୍କ ୫ ଜଣ ଭଉଣୀଙ୍କୁ ଚଞ୍ଚକତା କରି ଜେଜେ ବାପାଙ୍କ ଙ୍କ ସମ୍ପତ୍ତିକୁ ୩ଏକର ୩୩୫ ଡେସିମିଲି ଜାଗାକୁ ନିଜ ନାମରେ କରିବା ସହିତ ଉଦୟ ନାଥ ତାଙ୍କ ଝିଅ ନାମରେ ମଧ୍ୟ ଜାଗା ର ପଟା କରିଦେଇଥିବା ସଙ୍ଗୀନ ଅଭିଯୋଗ ସାମ୍ନା କୁ ଆସିଛି l ଏହି ଜାଗା ଜେଜେ ବାପାଙ୍କ ନାମରେ ପଟା ଥିବା ବେଳେ କିପରି ଉଦୟ ନାଥ ଓ ତାଙ୍କ ଘର ଭୁବନାନନ୍ଦ ନିଜ ନାମରେ କଲେ ତାହା ବର୍ତ୍ତମାନ ସବୁଆଡେ ଆଲୋଚନା ହେଉଥିବାର ଜଣା ଯାଇଛି l ଏବଂ ଏହି ୫ ଜଣ ଭଉଣୀ ଙ୍କୁ ମୃତ ଦର୍ଶାଇ ଓ ତାଙ୍କ ନାମ ଜାଲିଆତି କରି ପଟା ରୁ କାଟି ଦେଇଥିବା ଯୋଗୁଁ ଏହି ପାଞ୍ଚ ଭଉଣୀ ତାଙ୍କ ପୈତୃକ ସଂପତ୍ତି ତଥା ଜେଜେ ବାପାଙ୍କ ସମ୍ପତି ରୁ ବାଡ୍ ପଡିବା ସହିତ ସର୍ବହରା ହୋଇ ପଡିଥିବା ବେଳେ ଏହି ପଟ୍ଟା ରୁ ନାମ ବାଦ ପଡିଥିବା ସୁଦୁରା ପାଳ ଓ ତାଙ୍କ ପୁଅ ଜଗନ୍ନାଥ ପାଳ ଆଜି ହିନ୍ଦୋଳ ତହସିଲ କାର୍ଯ୍ୟାଳୟ ଆଗରେ ଗଣ ମାଧ୍ୟମ ଆଗରେ କିପରି ଚଞ୍ଚକତାର ଶିକାର ହୋଇଛନ୍ତି ସେହି ବିଷୟରେ ଜଣାଇଵା ସହିତ ଦୁଃଖ ପ୍ରକାଶ କରିଛନ୍ତି।

- boudh maha nadhire kumbhira dete 22/09/2026 tue boudh odisha1
- କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜୋନ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍ଘାଟିତ କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜୋନ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍ଘାଟିତ ବୌଦ୍ଧ:ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ବ୍ଲକ ସଦର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜୋନ୍ ସ୍ତରୀୟ କ୍ରୀଡ଼ା ଓ ଆଥଲେଟିକ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋରଂଜନ ପ୍ରଧାନ ଉଦ୍ଘାଟନ କରିଥିଲେ । କଣ୍ଟାମାଳ ବ୍ଲକ ବିଦ୍ୟାଳୟ କ୍ରୀଡ଼ା ସମୂହ ସମ୍ପାଦକ ସୁଦାମ ଚରଣ ମିଶ୍ର ସଂଯୋଜନା କରିଥିବା ବେଳେ କ୍ରୀଡ଼ା ଶିକ୍ଷକ ସୌରଭ ସାହୁ, ପ୍ରଦୀପ ମାଝି,ପ୍ରଦୀପ ଭୋଇ ଶିକ୍ଷକ ସରୋଜ ସାହୁ, ଶ୍ରୀକାନ୍ତ ବୁଦ୍ଧିଆ ବିଭିନ୍ନ କ୍ରୀଡ଼ା ପରିଚାଳନା କରିଥିଲେ।ଏହି ପ୍ରତିଯୋଗିତାରେ କଣ୍ଟାମାଳ ସମେତ ସିମିଲି ଯୋରା,ବରଗାଁ, ସାନଛପାପାଳି,ଖଲିଆପାଲି ଓ ଅଇଲାଚୁଆଁ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ଆଥଲେଟିକ୍ସ ଇଭେଣ୍ଟ ସହିତ ଫୁଟବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ କଣ୍ଟାମାଳ ହାଇସ୍କୁଲର ଜୁନିଅର୍ ରେଡ଼କ୍ରସ୍ ସ୍ୱେଚ୍ଛାସେବୀ ମାନେ ଶିକ୍ଷକ ବନମାଳୀ ମେହେରଙ୍କ ମାର୍ଗଦର୍ଶନରେ ଖେଳାଳିମାନଙ୍କୁ ପ୍ରାଥମିକ ସେବା ଯୋଗାଇଥିଲେ।ଖେଳାଳିଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଓ କ୍ରୀଡ଼ା ମନୋଭାବ ଦେଖିବାକୁ ମିଳିଥିଲା। କଣ୍ଟାମାଳ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀବୃନ୍ଦ କ୍ରୀଡ଼ା ପ୍ରତିଯୋଗିତାରେ ସହଯୋଗ କରିଥିଲେ।1
- ପଞ୍ଚତତ୍ତ୍ୱ ସୁରକ୍ଷା ସହ ପ୍ଲାଷ୍ଟିକ ବର୍ଜନ ଓ ଚାରା ଉପହାର ପାଇଁ ଆହ୍ୱାନ ଦେଲା ଦୟା ସରାବନି ଯୋଗ ଟ୍ରଷ୍ଟ ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମେଘନାଦଠାରେ "ଦୟା ସରାବନି ଯୋଗ ଟ୍ରଷ୍ଟ" ପକ୍ଷରୁ ପରିବେଶ ସୁରକ୍ଷା ଓ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟ ନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିବେଶ ସୁରକ୍ଷାରେ ଛାତ୍ରଛାତ୍ରୀଙ୍କ ଭୂମିକା ଉପରେ ମତବ୍ୟକ୍ତ କରିଥିଲେ। ଛାତ୍ରଛାତ୍ରୀଙ୍କ ମନରେ ପରିବେଶ ପ୍ରତି ଦାୟିତ୍ୱବୋଧ ସୃଷ୍ଟି କରିବା ସହ ନିଜ ଘର, ବିଦ୍ୟାଳୟ ଓ ସମାଜରେ ପରିବେଶ ସୁରକ୍ଷାର ବାର୍ତ୍ତା ପହଞ୍ଚାଇବା ଆବଶ୍ୟକ ବୋଲି ସେ କହିଥିଲେ।ସମ୍ମାନିତ ଅତିଥି ଶିକ୍ଷକ ଟିକେଶ୍ୱର ପାଣ୍ଡିଆ ପରିବେଶ ସୁରକ୍ଷାର ଆବଶ୍ୟକତା ଉପରେ ନିଜର ମତ ରଖିଥିଲେ। ପ୍ରକୃତି ଓ ମଣିଷର ସମ୍ପର୍କ ଅତ୍ୟନ୍ତ ନିବିଡ଼ ହୋଇଥିବାରୁ ପରିବେଶର ସନ୍ତୁଳନ ରକ୍ଷା ପାଇଁ ସମସ୍ତଙ୍କ ସହଯୋଗ ଓ ସଚେତନତା ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଥିଲେ।କାର୍ଯ୍ୟକ୍ରମରେ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ସମ୍ପାଦକ ଡ. ହୃଷୀକେଶ ଦେହେରୀ ଉପସ୍ଥିତ ରହି ପରିବେଶ ସୁରକ୍ଷାର ବିଭିନ୍ନ ଦିଗ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ।ସେ ପଞ୍ଚତତ୍ତ୍ୱ—ମାଟି, ଜଳ, ବାୟୁ, ଅଗ୍ନି ଓ ଆକାଶର ସୁରକ୍ଷାକୁ ପରିବେଶ ସୁରକ୍ଷାର ମୂଳ ଆଧାର ଭାବେ ଉଲ୍ଲେଖ କରିଥିଲେ। ଏଥିସହ ମାଟିର ଉର୍ବରତା ରକ୍ଷା, ଜଳ ସଂରକ୍ଷଣ, ପ୍ଲାଷ୍ଟିକ ଓ ପଲିଥିନ୍ ବ୍ୟବହାର ବର୍ଜନ କିମ୍ବା ହ୍ରାସ, ବୃକ୍ଷରୋପଣ ଓ ରୋପିତ ଚାରାର ନିୟମିତ ଯତ୍ନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।ଏଥିସହ ଖାଦ୍ୟ ଅପଚୟ ରୋକିବା, ଆବଶ୍ୟକତା ଅନୁଯାୟୀ ଖାଦ୍ୟର ସୁବ୍ୟବହାର କରିବା, ଜୀବଜନ୍ତୁ ଓ ପକ୍ଷୀଙ୍କ ସୁରକ୍ଷା ସହ ପରିବେଶକୁ ସ୍ୱଚ୍ଛ ରଖିବା ଉପରେ ମଧ୍ୟ ଡ. ଦେହେରୀ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ। ଘର, ବିଦ୍ୟାଳୟ ଓ ଆଖପାଖ ଅଞ୍ଚଳରେ ସ୍ୱଚ୍ଛତା ବଜାୟ ରଖିବା ସହ ଆବର୍ଜନାକୁ ଏଣେତେଣେ ନ ଫିଙ୍ଗି ଉପଯୁକ୍ତ ଭାବେ ପରିଚାଳନା କରିବାକୁ ସେ ଆହ୍ୱାନ ଦେଇଥିଲେ।ବିଶେଷକରି ବିବାହ, ବ୍ରତ ଓ ଜନ୍ମଦିନ ଭଳି ଶୁଭ ଅବସରରେ ଅନାବଶ୍ୟକ ଉପହାର ପରିବର୍ତ୍ତେ ଚାରା ଉପହାର ଦେବା ପାଇଁ ଡ. ଦେହେରୀ ଆହ୍ୱାନ ଦେଇଥିଲେ। ଏହା ମାଧ୍ୟମରେ ପରିବାର ଓ ସମାଜରେ ପରିବେଶ ପ୍ରତି ଦାୟିତ୍ୱବୋଧ ବୃଦ୍ଧି ପାଇବା ସହ ଏକ ସବୁଜ ପରମ୍ପରା ଗଢ଼ି ଉଠିପାରିବ ବୋଲି ସେ କହିଥିଲେ।ନିଜ ପରିବେଶକୁ ସ୍ୱଚ୍ଛ ରଖିବା ଭଳି ଛୋଟ ଛୋଟ ପଦକ୍ଷେପ ନେଲେ ଏକ ସୁସ୍ଥ, ସ୍ୱଚ୍ଛ ଓ ସବୁଜ ଭବିଷ୍ୟତ ଗଠନ କରାଯାଇପାରିବ ବୋଲି କାର୍ଯ୍ୟକ୍ରମରେ ବାର୍ତ୍ତା ଦିଆଯାଇଥିଲା।ଶୁଭ ଅବସରରେ ଚାରା ଉପହାର ଦେବା, ପ୍ରକୃତିର ସୁରକ୍ଷା କରିବା ଓ ଏକ ସବୁଜ, ସ୍ୱଚ୍ଛ ଓ ସୁସ୍ଥ ସମାଜ ଗଢ଼ିବା—ଦୟା ସରାବନି ଯୋଗ ଟ୍ରଷ୍ଟର ସନ୍ଦେଶ ଥିଲା।1
- #ନଶା_ମୁକ୍ତ_ଓଡିଶା_ପ୍ରଥମ_ଦିନ_ରେ_ସୁବର୍ଣ୍ଣପୁର #ପୋଲିସ_କୁ_ବଡ଼_ସଫଳତା l #rishitv #drugfreeodisha #subarnapur #highlight ଏହି ଚଢ଼ାଉ ସମୟରେ ସର୍ବମୋଟ ୫୪୦. ୪୭କେଜି ଗଂଜେଇ, ୦୨ଟି ଚାରୀ ଚକିଆ ଓ ୧ଟି ମୋଟର ସାଇକେଲ ଜବତ1
- ସୁବର୍ଣ୍ଣପୁର ଓଡ଼ିଶାରେ ପ୍ରଥମ - ଚଳିତ ୨୦୨୬ ମସିହା ଆଜି ଯାଏଁ ମୋଟ ୧୨୬ ଏନଡିପିଏସ କେସ1
- ସୁବର୍ଣ୍ଣପୁରରୁ ଆସନ୍ତା କାଲି ପୁରୀ ରୁ ଭୁବନେଶ୍ୱର ପଦଯାତ୍ରାରେ ଯିବେ ବେସରକାରୀ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଆସନ୍ତା କାଲି ପୁରୀ ରୁ ଭୁବନେଶ୍ୱର ପଦଯାତ୍ରାରେ ଯିବେ ବେସରକାରୀ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ । ଏହି ପଦଯାତ୍ରାରେ ସୁବର୍ଣ୍ଣପୁର ଜିଲାର ସମସ୍ତ 2008 ରୁ 2018 ପର୍ଯ୍ୟନ୍ତ କାର୍ଯ୍ୟରତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନେ ମଧ୍ୟ ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି l 2008 ରୁ 2018 ପର୍ଯ୍ୟନ୍ତ କାର୍ଯ୍ୟରତ ସମସ୍ତ ଅଧ୍ୟାପକ ଙ୍କୁ ସରକାରୀ ଅନୁଦାନ ଯୋଗାଇ ଦେବାକୁ ଦାବି କରିଛି ସଂଘ। ବିଭିନ୍ନ ସମୟରେ ଦାବି କରି ଆସୁଥିବା ଏହି ସଂଘ ଆସନ୍ତାକାଲି ବିଧାନ ସଭା ଚାଲିବାକୁ ଥିବାବେଳେ ସେମାନେ ପଦଯାତ୍ରା କରି ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିବାକୁ ଯିବେ । ତଥାପି ସରକାର୍ ଯଦି ନଶୁଣନ୍ତି ତାହେଲେ ଆନ୍ଦୋଳନ ଜାରି ରଖିବାକୁ ଚେତାବନି ଦେଇଛନ୍ତି ।2
- ପୈତୃକ ସମ୍ପତ୍ତିକୁ ଦୁଇଭାଇ ଓ ଝିଅ ଭାଗ କରି ନେଇଗଲେ ଓ ପାଞ୍ଚ ଜଣ ଭଉଣୀଙ୍କୁ ମୃତ ଦର୍ଶାଇ ପଟା ରୁ ନାମ କାଟି ଦେଲେ। ପୈତୃକ ସମ୍ପତ୍ତିକୁ ଦୁଇଭାଇ ଓ ଝିଅ ଭାଗ କରି ନେଇଗଲେ ଓ ପାଞ୍ଚ ଜଣ ଭଉଣୀଙ୍କୁ ମୃତ ଦର୍ଶାଇ ପଟା ରୁ ନାମ କାଟି ଦେଲେ। ଢେଙ୍କାନାଳ, ତା ୨୦-୦୯: (ରିପୋର୍ଟର ବିଭୁ ପ୍ରସାଦ ଶତପଥୀ ) ଭାରତୀୟ ଆଇନ୍ ଅନୁଯାୟୀ ପୈତୃକ ସମ୍ପତ୍ତି ରେ ପୁଅ ଝିଅ ମାନଙ୍କର ସମାନ ଅଧିକାର ଥିବାବେଳେ ଅତି ଦୁଃଖ ଦାୟକ ତଥା ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଅନ୍ତର୍ଗତ କଳିଙ୍ଗା ଗ୍ରାମରେ । ଏହି ଗ୍ରାମର କେଶବ ଚନ୍ଦ୍ର ପାଳ ପି/ବାଞ୍ଛାନିଧି ପାଳ ମୌଜା କଳିଙ୍ଗା ଖତିୟାନ ନଂ ୪୦ ଜାଗା ବାଡି ୩ ଏକର ୩୩୫ ଡେସିମିଲି ଜାଗାକୁ ଉଦୟ ନାଥ ପାଳ,ଭୁବନାନନ୍ଦ ପାଳ ଓ ଉଦୟ ନାଥ ଙ୍କ ଝିଅ ମମତା ପାଳ ଯିଏ କି ବର୍ତ୍ତମାନ ଅଙ୍ଗନୱାଡି କର୍ମୀ ଭାବେ କଳିଙ୍ଗା ପଞ୍ଚାୟତର ପାଳ ଚକଡା ଗ୍ରାମର ଅଙ୍ଗନୱାଡି କେନ୍ଦ୍ର ୨ ରେ କାର୍ଯ୍ୟ କରୁଛନ୍ତି ତେବେ ଖବର ରୁ ଜଣା ଯାଇଛି କି ଖାତା ନଂ ୪୦ ରେ କେଶବ ଚନ୍ଦ୍ର ପାଳ ପି/ ବାଞ୍ଛାନିଧି ପାଳ ସା/ନିଜ ଗାଁ ଏହି ପଟା ରେ ଉଦୟ ନାଥ ପାଳ, ଭୁବନାନନ୍ଦ ପାଳ, ସୁଦୁରା ସର, ଫୁଲ ପଣ୍ଡା, ସୁଲୋଚନା ପତି, ନିରୁପମା ପତି ,ମନୋରମା ମିଶ୍ର ପି/ କେଶବ ଚନ୍ଦ୍ର ପାଳ ଥିଲେ ମଧ୍ୟ ଉଦୟ ନାଥ ପାଳ, ଭୁବନାନନ୍ଦ ପାଳ ଏହି ଦୁଇଭାଇ ତାଙ୍କ ୫ ଜଣ ଭଉଣୀଙ୍କୁ ଚଞ୍ଚକତା କରି ଜେଜେ ବାପାଙ୍କ ଙ୍କ ସମ୍ପତ୍ତିକୁ ୩ଏକର ୩୩୫ ଡେସିମିଲି ଜାଗାକୁ ନିଜ ନାମରେ କରିବା ସହିତ ଉଦୟ ନାଥ ତାଙ୍କ ଝିଅ ନାମରେ ମଧ୍ୟ ଜାଗା ର ପଟା କରିଦେଇଥିବା ସଙ୍ଗୀନ ଅଭିଯୋଗ ସାମ୍ନା କୁ ଆସିଛି l ଏହି ଜାଗା ଜେଜେ ବାପାଙ୍କ ନାମରେ ପଟା ଥିବା ବେଳେ କିପରି ଉଦୟ ନାଥ ଓ ତାଙ୍କ ଘର ଭୁବନାନନ୍ଦ ନିଜ ନାମରେ କଲେ ତାହା ବର୍ତ୍ତମାନ ସବୁଆଡେ ଆଲୋଚନା ହେଉଥିବାର ଜଣା ଯାଇଛି l ଏବଂ ଏହି ୫ ଜଣ ଭଉଣୀ ଙ୍କୁ ମୃତ ଦର୍ଶାଇ ଓ ତାଙ୍କ ନାମ ଜାଲିଆତି କରି ପଟା ରୁ କାଟି ଦେଇଥିବା ଯୋଗୁଁ ଏହି ପାଞ୍ଚ ଭଉଣୀ ତାଙ୍କ ପୈତୃକ ସଂପତ୍ତି ତଥା ଜେଜେ ବାପାଙ୍କ ସମ୍ପତି ରୁ ବାଡ୍ ପଡିବା ସହିତ ସର୍ବହରା ହୋଇ ପଡିଥିବା ବେଳେ ଏହି ପଟ୍ଟା ରୁ ନାମ ବାଦ ପଡିଥିବା ସୁଦୁରା ପାଳ ଓ ତାଙ୍କ ପୁଅ ଜଗନ୍ନାଥ ପାଳ ଆଜି ହିନ୍ଦୋଳ ତହସିଲ କାର୍ଯ୍ୟାଳୟ ଆଗରେ ଗଣ ମାଧ୍ୟମ ଆଗରେ କିପରି ଚଞ୍ଚକତାର ଶିକାର ହୋଇଛନ୍ତି ସେହି ବିଷୟରେ ଜଣାଇଵା ସହିତ ଦୁଃଖ ପ୍ରକାଶ କରିଛନ୍ତି।1
- କଣ୍ଟାମାଳ ପୋଲିସ ଦ୍ୱାରା ବଲମନ୍ତୁମ୍ବା ଜଙ୍ଗଲରୁ ୧୧୫ କେଜି ଗଞ୍ଜେଇ ଜବତ କଣ୍ଟାମାଳ ପୋଲିସ ଦ୍ୱାରା ବଲମନ୍ତୁମ୍ବା ଜଙ୍ଗଲରୁ ୧୧୫ କେଜି ଗଞ୍ଜେଇ ଜବତ ବୌଦ୍ଧ:ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ଥାନା ଅଞ୍ଚଳରେ ପୁଣି ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। ଆଜି କଣ୍ଟାମାଳ ଥାନା ଅଧିକାରୀଙ୍କୁ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା ଯେ, କଣ୍ଟାମାଳ ଥାନା ଅଧୀନ ବଲମନ୍ତୁମ୍ବା ସଂରକ୍ଷିତ ଜଙ୍ଗଲ ଭିତରେ ବିପୁଳ ପରିମାଣର ଗଞ୍ଜେଇ ଲୁଚାଇ ରଖାଯାଇଛି। ଏହି ଖବର ପାଇବା ପରେ କଣ୍ଟାମାଳ ଥାନା ଅଧିକାରୀ ତୁରନ୍ତ ନିଜ ଟିମ୍ ସହ ଉକ୍ତ ଜଙ୍ଗଲକୁ ଯାଇ ସେଠାରେ ଘନ ଘନ ତଲାସୀ କରିଥିଲେ। ତଲାସୀ ବେଳେ ଜଙ୍ଗଲ ଭିତରୁ ୨ଟି ଧଳା ରଙ୍ଗର ଜରି ବସ୍ତା ଜବତ କରାଯାଇଥିଲା, ଯେଉଁଥିରେ ପ୍ରାୟ ୧୧୫ କେଜି ଓଜନର ଗଞ୍ଜେଇ ଭର୍ତି ହୋଇ ରହିଥିଲା। ଏହି ଘଟଣା ନେଇ ଥାନାରେ ଏକ ଏନଡିପିଏସ୍ ମାମଲା ରୁଜୁ ହୋଇଛି। ଏହି ଗଞ୍ଜେଇ କାହାର ଏବଂ କିଏ ଜଙ୍ଗଲରେ ଫିଙ୍ଗି ଯାଇଛି ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି ଏବଂ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଚାଲିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି l1
- ନଶା ମୁକ୍ତ ଓଡିଶା ଅଭିଯାନ - ସାମ୍ବାଦିକ ସମ୍ମିଳନୀରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ1