Shuru
Apke Nagar Ki App…
ଗଞ୍ଜେଇ ମାଫିଆକୁ ମାଡ଼ି ବସିଲା ଖଇରା ଅବକାରୀ ବିଭାଗ। ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ଗିରଫ।
Odisha News Express
ଗଞ୍ଜେଇ ମାଫିଆକୁ ମାଡ଼ି ବସିଲା ଖଇରା ଅବକାରୀ ବିଭାଗ। ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ଗିରଫ।
More news from ଓଡ଼ିଶା and nearby areas
- ପୋଖରୀ ପାଣିରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ। ଔପଦା ଥାନା ତଳକିଆ ପଞ୍ଚାୟତ ଅଧୀନ ତଳକିଆ ଗାଁରେ ଜଣେ ମାନସିକ ବିକୃତ ବୃଦ୍ଧଙ୍କ ପୋଖରୀ ପାଣିରେ ବୁଡ଼ି ମୃତ୍ୟୁ ଘଟିଛି।1
- ମଇତାପୁର ଅଞ୍ଚଳର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ସେବା ଫାଉଣ୍ଡେସନ ପକ୍ଷରୁ ଗାନ୍ଧୀ ଓଡିଶା ସେବାଶ୍ରମରେ ରକ୍ଷାବନ୍ଧନ ଉତ୍ସବ ପାଳନ l ମଇତାପୁର ଅଞ୍ଚଳର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ସେବା ଫାଉଣ୍ଡେସନ ପକ୍ଷରୁ ଗାନ୍ଧୀ ଓଡିଶା ସେବାଶ୍ରମରେ ରକ୍ଷାବନ୍ଧନ ଉତ୍ସବ ପାଳନ l1
- ୰ ହରିଶ ଚନ୍ଦ୍ର ଡଗରାଙ୍କ ସ୍ମୃତି ଉଦ୍ଦେଶ୍ୟରେ କାଉଡିଆ ଭକ୍ତ ମାନଙ୍କର ସେବା : ପାଖାପାଖି ୭ହଜାର ଭକ୍ତଙ୍କୁ ପେଟପୁରା ଖାଦ୍ଯପେୟର ବ୍ଯବସ୍ଥା: ୰ ହରିଶ ଚନ୍ଦ୍ର ଡଗରାଙ୍କ ସ୍ମୃତି ଉଦ୍ଦେଶ୍ୟରେ କାଉଡିଆ ଭକ୍ତ ମାନଙ୍କର ସେବା : ପାଖାପାଖି ୭ହଜାର ଭକ୍ତଙ୍କୁ ପେଟପୁରା ଖାଦ୍ଯପେୟର ବ୍ଯବସ୍ଥା: ଭୋଗରାଇ , ୨୮/୮ ବାଲେଶ୍ୱର ଜିଲ୍ଲା ଭୋଗରାଇର ମାଁ ନାଇକାଣୀ ପୀଠରେ ଥିବା ବାବା ଫୁଲେଶ୍ବରଙ୍କ ମନ୍ଦିରକୁ ଶ୍ରାବଣ ପୂର୍ଣ୍ଣିମା ଅବସରରେ ଶୁକ୍ରବାର ୰ ହରିଶ ଚନ୍ଦ୍ର ଡଗରାଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ପରିବାର ତରଫରୁ ପାଣିଢାଳିବାକୁ ଆସିଥିବା କାଉଡିଆ ଭକ୍ତଙ୍କର ସେବାସୁସ୍ରୁଶା କରାଯାଇଥିଲା। ପୁରୀଘାଟ, କିର୍ତ୍ତନୀୟା ସୁବର୍ଣ୍ଣରେଖା ମୁହାଣ, ପନ୍ତେଇଘାଟ ଅଞ୍ଚଳରୁ ପାଣିନେଇ ଆସିଥିବା ପାଖାପାଖି ୭ହଜାର ଭକ୍ତଙ୍କୁ ପେଟପୁରା ଖାଦ୍ଯପେୟର ବ୍ଯବସ୍ଥା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ବିଜୟାନନ୍ଦ ଡଗରା, ଅଜୟ ଡଗରା, ବିକ୍ରମ କେଶରୀ ଚାନ୍ଦ, ଅନୁବ କୁମାର ଚାନ୍ଦ ସମେତ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ୨୦ ଜଣ ସ୍ବେଛାସେବୀ ସହଯୋଗ କରିଥିଲେ।2
- ବଧୂ ହତ୍ୟା ମାମଲାରେ ପୋଲିସର ଟାଳ ଟୁଳ ନୀତି ଅଭିଯୋଗ l ନ୍ୟାୟ ପାଇଁ ଏସପିଙ୍କୁ ଭେଟିଲେ ମୃତକ ପରିବାର l ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧୀନ କୁରିଗାଁରେ l1
- sanalahunipal shahpur tihidi Bhadrak Sanalahunipal Mudusuli garam. rasta maramati pai B.D.O Ku Darkhwast Delu B.D.O 6 Month Halale rasta maramati pai kechibi karunahatie Sarapacha be Katha Suniahi 2yrs hela Gramaree pilamane School sammukh Na Ho Chanti1
- ଗଞ୍ଜେଇ ମାଫିଆକୁ ମାଡ଼ି ବସିଲା ଖଇରା ଅବକାରୀ ବିଭାଗ। ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ଗିରଫ।1
- ଆଜି ଜଣଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇ ପାରିଛି ବାଇକ୍ ଏକ୍ସିଡେଣ୍ଟ1
- Slug : ପାରିବାରିକ କଳହର କରୁଣ ପରିଣତି।ସ୍ତ୍ରୀ କୁ ହାଣିଲେ ନିଜେ ଝୁଲି ପଡିଲେ Format :Avb Report :kamal lochan panda /bhadrak Date :26.08.26 Anchor : ପାରିବାରିକ କଳହ ରୁ କରୁଣ ପରିସ୍ଥିତି, ସ୍ତ୍ରୀ କୁ ହାଣି ନିଜେ ଫାସୀ ଦେଇଦେଲେ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ପୁରୁଣା ଵଜାର ଥାନା ଅଧିନ ନଙ୍ଗମହଲା ଗାଁରେ।ଦୀର୍ଘଦିନ ଧରି ଉଭୟଙ୍କ ମଧ୍ୟରେ ପାରିବାରିକ ଵିଵାଦ ଲାଗି ରହିଥିଲା ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ପାଇଁ ପରିବାର ଲୋକେ ଅନେକ ଚେଷ୍ଟା କରିଥିଲେ|ଆଜି ଘରେ କହିନଥିଲା ବେଳେ ସ୍ବାମୀ ସେକ ମୁସ୍ତଫା ରଜା ତାଙ୍କ ସ୍ତ୍ରୀ ସୋନୁ ଵିଵିକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ପରେ ସେହି ଘରେ ନିଜେ ବେକରେ ଫାସି ଦେଇ ଝୁଲି ପଡିଥିଲେ।ଗ୍ରାମବାସୀ ମାନେ ଖବର ପାଇଁ ପୋଲିସ କୁ ଖବର ଦେଇଥିବା ବେଳେ ପୁରୁଣା ବଜାର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି|ଉଭୟଙ୍କ ମଧ୍ୟରେ ପ୍ରେମ ବିଵାହ ହୋଇଥିଲା ବେଳେ। ଦୁଇଟି ଝିଅ ୧ ବର୍ଷ ଓ ୬ ବର୍ଷ ଅଛି ସ୍ଵାମୀ ଘର ଭଦ୍ରକରେ ସ୍ତ୍ରୀ ଘର ଲକ୍ଷ୍ନୌରେ ବୋଲି ଜଣା ପଡିଛି1