logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

୰ ହରିଶ ଚନ୍ଦ୍ର ଡଗରାଙ୍କ ସ୍ମୃତି ଉଦ୍ଦେଶ୍ୟରେ କାଉଡିଆ ଭକ୍ତ ମାନଙ୍କର ସେବା : ପାଖାପାଖି ୭ହଜାର ଭକ୍ତଙ୍କୁ ପେଟପୁରା ଖାଦ୍ଯପେୟର ବ୍ଯବସ୍ଥା: ୰ ହରିଶ ଚନ୍ଦ୍ର ଡଗରାଙ୍କ ସ୍ମୃତି ଉଦ୍ଦେଶ୍ୟରେ କାଉଡିଆ ଭକ୍ତ ମାନଙ୍କର ସେବା : ପାଖାପାଖି ୭ହଜାର ଭକ୍ତଙ୍କୁ ପେଟପୁରା ଖାଦ୍ଯପେୟର ବ୍ଯବସ୍ଥା: ଭୋଗରାଇ , ୨୮/୮ ବାଲେଶ୍ୱର ଜିଲ୍ଲା ଭୋଗରାଇର ମାଁ ନାଇକାଣୀ ପୀଠରେ ଥିବା ବାବା ଫୁଲେଶ୍ବରଙ୍କ ମନ୍ଦିରକୁ ଶ୍ରାବଣ ପୂର୍ଣ୍ଣିମା ଅବସରରେ ଶୁକ୍ରବାର ୰ ହରିଶ ଚନ୍ଦ୍ର ଡଗରାଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ପରିବାର ତରଫରୁ ପାଣିଢାଳିବାକୁ ଆସିଥିବା କାଉଡିଆ ଭକ୍ତଙ୍କର ସେବାସୁସ୍ରୁଶା କରାଯାଇଥିଲା। ପୁରୀଘାଟ, କିର୍ତ୍ତନୀୟା ସୁବର୍ଣ୍ଣରେଖା ମୁହାଣ, ପନ୍ତେଇଘାଟ ଅଞ୍ଚଳରୁ ପାଣିନେଇ ଆସିଥିବା ପାଖାପାଖି ୭ହଜାର ଭକ୍ତଙ୍କୁ ପେଟପୁରା ଖାଦ୍ଯପେୟର ବ୍ଯବସ୍ଥା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ବିଜୟାନନ୍ଦ ଡଗରା, ଅଜୟ ଡଗରା, ବିକ୍ରମ କେଶରୀ ଚାନ୍ଦ, ଅନୁବ କୁମାର ଚାନ୍ଦ ସମେତ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ୨୦ ଜଣ ସ୍ବେଛାସେବୀ ସହଯୋଗ କରିଥିଲେ।

5 hrs ago
user_ଶିଶିର କୁମାର ପ୍ରଧାନ
ଶିଶିର କୁମାର ପ୍ରଧାନ
ଭୋଗରାଇ, ବାଲେଶ୍ୱର, ଓଡ଼ିଶା•
5 hrs ago
ed4c9365-7eb5-487a-b2dc-8585df3be162

୰ ହରିଶ ଚନ୍ଦ୍ର ଡଗରାଙ୍କ ସ୍ମୃତି ଉଦ୍ଦେଶ୍ୟରେ କାଉଡିଆ ଭକ୍ତ ମାନଙ୍କର ସେବା : ପାଖାପାଖି ୭ହଜାର ଭକ୍ତଙ୍କୁ ପେଟପୁରା ଖାଦ୍ଯପେୟର ବ୍ଯବସ୍ଥା: ୰ ହରିଶ ଚନ୍ଦ୍ର ଡଗରାଙ୍କ ସ୍ମୃତି ଉଦ୍ଦେଶ୍ୟରେ କାଉଡିଆ ଭକ୍ତ ମାନଙ୍କର ସେବା : ପାଖାପାଖି ୭ହଜାର ଭକ୍ତଙ୍କୁ ପେଟପୁରା ଖାଦ୍ଯପେୟର ବ୍ଯବସ୍ଥା: ଭୋଗରାଇ , ୨୮/୮ ବାଲେଶ୍ୱର ଜିଲ୍ଲା ଭୋଗରାଇର ମାଁ ନାଇକାଣୀ ପୀଠରେ ଥିବା ବାବା ଫୁଲେଶ୍ବରଙ୍କ ମନ୍ଦିରକୁ ଶ୍ରାବଣ ପୂର୍ଣ୍ଣିମା ଅବସରରେ ଶୁକ୍ରବାର ୰ ହରିଶ ଚନ୍ଦ୍ର ଡଗରାଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ପରିବାର ତରଫରୁ ପାଣିଢାଳିବାକୁ ଆସିଥିବା କାଉଡିଆ ଭକ୍ତଙ୍କର ସେବାସୁସ୍ରୁଶା କରାଯାଇଥିଲା। ପୁରୀଘାଟ, କିର୍ତ୍ତନୀୟା ସୁବର୍ଣ୍ଣରେଖା ମୁହାଣ, ପନ୍ତେଇଘାଟ ଅଞ୍ଚଳରୁ ପାଣିନେଇ ଆସିଥିବା ପାଖାପାଖି ୭ହଜାର ଭକ୍ତଙ୍କୁ ପେଟପୁରା ଖାଦ୍ଯପେୟର ବ୍ଯବସ୍ଥା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ବିଜୟାନନ୍ଦ ଡଗରା, ଅଜୟ ଡଗରା, ବିକ୍ରମ କେଶରୀ ଚାନ୍ଦ, ଅନୁବ କୁମାର ଚାନ୍ଦ ସମେତ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ୨୦ ଜଣ ସ୍ବେଛାସେବୀ ସହଯୋଗ କରିଥିଲେ।

More news from ଓଡ଼ିଶା and nearby areas
  • ସିମୁଳିଆ ଥାନା ଅନ୍ତର୍ଗତ ମଇତାପୁର ଛକ ନିକଟରେ ଜାତୀୟ ରାଜପଥରେ ବୋଲେରୋ ଓଲଟି ଛଅ ଆହତ l ସିମୁଳିଆ ଥାନା ଅନ୍ତର୍ଗତ ମଇତାପୁର ଛକ ନିକଟରେ ଜାତୀୟ ରାଜପଥରେ ବୋଲେରୋ ଓଲଟି ଛଅ ଆହତ l
    1
    ସିମୁଳିଆ ଥାନା ଅନ୍ତର୍ଗତ ମଇତାପୁର ଛକ ନିକଟରେ ଜାତୀୟ ରାଜପଥରେ ବୋଲେରୋ ଓଲଟି ଛଅ ଆହତ l
ସିମୁଳିଆ ଥାନା ଅନ୍ତର୍ଗତ ମଇତାପୁର ଛକ ନିକଟରେ ଜାତୀୟ ରାଜପଥରେ ବୋଲେରୋ ଓଲଟି ଛଅ ଆହତ l
    user_PP NEWS ODISHA
    PP NEWS ODISHA
    ସିମିଳିଆ, ବାଲେଶ୍ୱର, ଓଡ଼ିଶା•
    17 hrs ago
  • ଗଞ୍ଜେଇ ମାଫିଆକୁ ମାଡ଼ି ବସିଲା ଖଇରା ଅବକାରୀ ବିଭାଗ। ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ଗିରଫ।
    1
    ଗଞ୍ଜେଇ ମାଫିଆକୁ ମାଡ଼ି ବସିଲା ଖଇରା ଅବକାରୀ ବିଭାଗ।
ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ଗିରଫ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    1 hr ago
  • #୯ବର୍ଷ_ପରେ_ମିଳିଲା_ହଜିଥିବା_ଶୁଆ ସତ ପ୍ରେମ କେବେ ରାସ୍ତା ଭୁଲେନାହିଁ। ୨୦୧୭ରେ ଚୋରି ହୋଇଯାଇଥିବା ପ୍ରିୟ ପୋଷା ଶୁଆ 'ବାର୍ଣ୍ଣି' ଦୀର୍ଘ ୯ ବର୍ଷ ପରେ ପୁଣି ଫେରିଆସିଲା ନିଜ ମାଲିକଙ୍କ ପାଖକୁ। ଏକ ମାଇକ୍ରୋଚିପ୍ ଯୋଗୁଁ ସମ୍ଭବ ହେଲା ଏହି ଅସମ୍ଭବ ମିଳନ।
    1
    #୯ବର୍ଷ_ପରେ_ମିଳିଲା_ହଜିଥିବା_ଶୁଆ
ସତ ପ୍ରେମ କେବେ ରାସ୍ତା ଭୁଲେନାହିଁ। ୨୦୧୭ରେ ଚୋରି ହୋଇଯାଇଥିବା ପ୍ରିୟ ପୋଷା ଶୁଆ 'ବାର୍ଣ୍ଣି' ଦୀର୍ଘ ୯ ବର୍ଷ ପରେ ପୁଣି ଫେରିଆସିଲା ନିଜ ମାଲିକଙ୍କ ପାଖକୁ। ଏକ ମାଇକ୍ରୋଚିପ୍ ଯୋଗୁଁ ସମ୍ଭବ ହେଲା ଏହି ଅସମ୍ଭବ ମିଳନ।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    1 hr ago
  • ବନ୍ତ ବ୍ଲକ୍ ନିଳୋକ - ଛତାବର ରାସ୍ତାର ନିଳୋକ ଆଦର୍ଶ ସ୍କୁଲ ଛକ ନିକଟରେ ପାଟ୍ରୋଲିଂ ବେଳେ ଗୋଟିଏ ସନ୍ଦିଗ୍ଧ ମିନି ଭ୍ୟାନ୍‌କୁ ଅଟକାଇଥିଲା ପୁଲିସ। ଯାଞ୍ଚ ସମୟରେ ଗାଡ଼ିରୁ ପ୍ରାୟ ୬ କ୍ୱିଣ୍ଟାଲ ଓଜନର ୧୦ ବିଣ୍ଡା ଆଲୁମିନିୟମ ଇଲେକ୍ଟ୍ରିକ୍ ତାର ଏବଂ ୪୫ଟି ବିଭିନ୍ନ କମ୍ପାନୀର ବ୍ୟାଟେରୀ ଜବତ ହୋଇଛି। ଏହି ବେଆଇନ ଚାଲାଣ ମାମଲାରେ ଗାଡ଼ି ଚାଳକ ମଙ୍ଗରାଜ ପଣ୍ଡା ଏବଂ ଚୋରା ସାମଗ୍ରୀ କିଣିବାକୁ ଥିବା ଧାମନଗରର ସଲମାନ ଖାନ୍‌ଙ୍କୁ ଗିରଫ କରିଛି ବନ୍ତ ପୋଲିସ। ନିଳୋକ - ଛତାବର ରାସ୍ତାର ନିଳୋକ ଆଦର୍ଶ ସ୍କୁଲ ଛକ ନିକଟରେ ପାଟ୍ରୋଲିଂ ବେଳେ ଗୋଟିଏ ସନ୍ଦିଗ୍ଧ ମିନି ଭ୍ୟାନ୍‌କୁ ଅଟକାଇଥିଲା ପୁଲିସ। ଯାଞ୍ଚ ସମୟରେ ଗାଡ଼ିରୁ ପ୍ରାୟ ୬ କ୍ୱିଣ୍ଟାଲ ଓଜନର ୧୦ ବିଣ୍ଡା ଆଲୁମିନିୟମ ଇଲେକ୍ଟ୍ରିକ୍ ତାର ଏବଂ ୪୫ଟି ବିଭିନ୍ନ କମ୍ପାନୀର ବ୍ୟାଟେରୀ ଜବତ ହୋଇଛି। ଏହି ବେଆଇନ ଚାଲାଣ ମାମଲାରେ ଗାଡ଼ି ଚାଳକ ମଙ୍ଗରାଜ ପଣ୍ଡା ଏବଂ ଚୋରା ସାମଗ୍ରୀ କିଣିବାକୁ ଥିବା ଧାମନଗରର ସଲମାନ ଖାନ୍‌ଙ୍କୁ ଗିରଫ କରାଯାଇଛି।
    1
    ବନ୍ତ ବ୍ଲକ୍ ନିଳୋକ - ଛତାବର ରାସ୍ତାର ନିଳୋକ ଆଦର୍ଶ ସ୍କୁଲ ଛକ ନିକଟରେ ପାଟ୍ରୋଲିଂ ବେଳେ ଗୋଟିଏ ସନ୍ଦିଗ୍ଧ ମିନି ଭ୍ୟାନ୍‌କୁ ଅଟକାଇଥିଲା ପୁଲିସ। ଯାଞ୍ଚ ସମୟରେ ଗାଡ଼ିରୁ ପ୍ରାୟ ୬ କ୍ୱିଣ୍ଟାଲ ଓଜନର ୧୦ ବିଣ୍ଡା ଆଲୁମିନିୟମ ଇଲେକ୍ଟ୍ରିକ୍ ତାର ଏବଂ ୪୫ଟି ବିଭିନ୍ନ କମ୍ପାନୀର ବ୍ୟାଟେରୀ ଜବତ ହୋଇଛି। ଏହି ବେଆଇନ ଚାଲାଣ ମାମଲାରେ ଗାଡ଼ି ଚାଳକ ମଙ୍ଗରାଜ ପଣ୍ଡା ଏବଂ ଚୋରା ସାମଗ୍ରୀ କିଣିବାକୁ ଥିବା ଧାମନଗରର ସଲମାନ ଖାନ୍‌ଙ୍କୁ ଗିରଫ କରିଛି ବନ୍ତ ପୋଲିସ।
ନିଳୋକ - ଛତାବର ରାସ୍ତାର ନିଳୋକ ଆଦର୍ଶ ସ୍କୁଲ ଛକ ନିକଟରେ ପାଟ୍ରୋଲିଂ ବେଳେ ଗୋଟିଏ ସନ୍ଦିଗ୍ଧ ମିନି ଭ୍ୟାନ୍‌କୁ ଅଟକାଇଥିଲା ପୁଲିସ। ଯାଞ୍ଚ ସମୟରେ ଗାଡ଼ିରୁ ପ୍ରାୟ ୬ କ୍ୱିଣ୍ଟାଲ ଓଜନର ୧୦ ବିଣ୍ଡା ଆଲୁମିନିୟମ ଇଲେକ୍ଟ୍ରିକ୍ ତାର ଏବଂ ୪୫ଟି ବିଭିନ୍ନ କମ୍ପାନୀର ବ୍ୟାଟେରୀ ଜବତ ହୋଇଛି। ଏହି ବେଆଇନ ଚାଲାଣ ମାମଲାରେ ଗାଡ଼ି ଚାଳକ ମଙ୍ଗରାଜ ପଣ୍ଡା ଏବଂ ଚୋରା ସାମଗ୍ରୀ କିଣିବାକୁ ଥିବା ଧାମନଗରର ସଲମାନ ଖାନ୍‌ଙ୍କୁ ଗିରଫ କରାଯାଇଛି।
    user_ବନ୍ତ ଖବର
    ବନ୍ତ ଖବର
    ବାଣ୍ଟ, ଭଦ୍ରକ, ଓଡ଼ିଶା•
    8 hrs ago
  • ନେପାଳ ସହରରେ ଆସିଥିବା ଏକ ଭୟଙ୍କର ବନ୍ୟାରେ ବହୁ ଲୋକଙ୍କ ଦୁର୍ଦ୍ଦଶା ଖରାପ ହୋଇଛି।
    1
    ନେପାଳ ସହରରେ ଆସିଥିବା ଏକ ଭୟଙ୍କର ବନ୍ୟାରେ ବହୁ ଲୋକଙ୍କ ଦୁର୍ଦ୍ଦଶା ଖରାପ ହୋଇଛି।
    user_ଯାଜପୁର ଖବର ପ୍ରସାରିତ
    ଯାଜପୁର ଖବର ପ୍ରସାରିତ
    ଯାଜପୁର, ଯାଜପୁର, ଓଡ଼ିଶା•
    4 hrs ago
  • ବିଡ଼ିଓଙ୍କ ପରିଚୟ ଦେଇ ଘରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା।
    1
    ବିଡ଼ିଓଙ୍କ ପରିଚୟ ଦେଇ ଘରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    1 hr ago
  • #ରିମାଣ୍ଡରେ_ଆସିବ_ପ୍ରକାଶ_ସବୁ_ସତ_କହିବ ? ରାଉରକେଲା ପାନପୋଷ ସର୍କିଟ ହାଉସରୁ ବନ୍ଧୁକ ଜବତ ମାମଲା । ଜେଲ୍‌ ଗଲେ ନିଲମ୍ବିତ ଯୁବ ନେତା ପ୍ରକାଶ ପାସୱାନ୍‌ । ରିମାଣ୍ଡରେ ଆଣିବାକୁ ପୁଲିସର ଆବେଦନ । ଘଟଣାରେ ସମ୍ପୃକ୍ତ ୧୨ ଜଣଙ୍କୁ ଗିରଫ କଲାଣି ପୁଲିସ୍‌
    1
    #ରିମାଣ୍ଡରେ_ଆସିବ_ପ୍ରକାଶ_ସବୁ_ସତ_କହିବ ?
ରାଉରକେଲା ପାନପୋଷ ସର୍କିଟ ହାଉସରୁ ବନ୍ଧୁକ ଜବତ ମାମଲା । ଜେଲ୍‌ ଗଲେ ନିଲମ୍ବିତ ଯୁବ ନେତା ପ୍ରକାଶ ପାସୱାନ୍‌ । ରିମାଣ୍ଡରେ ଆଣିବାକୁ ପୁଲିସର ଆବେଦନ । ଘଟଣାରେ ସମ୍ପୃକ୍ତ ୧୨ ଜଣଙ୍କୁ ଗିରଫ କଲାଣି ପୁଲିସ୍‌
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    1 hr ago
  • ଯାତ୍ରା କରୁ କରୁ ଅସୁସ୍ଥ ହୋଇ ମେଡିକାଲ ରେ ଚିକିତ୍ସା ହେବା ପରେ ଏବେ ସୁସ୍ଥ ଥିବା ନେଇ କହିଲେ ପିୟୁଷ
    1
    ଯାତ୍ରା କରୁ କରୁ ଅସୁସ୍ଥ ହୋଇ ମେଡିକାଲ ରେ ଚିକିତ୍ସା ହେବା ପରେ ଏବେ ସୁସ୍ଥ ଥିବା ନେଇ କହିଲେ ପିୟୁଷ
    user_Bhadrak bulletin
    Bhadrak bulletin
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    13 hrs ago
  • Slug : ପାରିବାରିକ କଳହର କରୁଣ ପରିଣତି।ସ୍ତ୍ରୀ କୁ ହାଣିଲେ ନିଜେ ଝୁଲି ପଡିଲେ Format :Avb Report :kamal lochan panda /bhadrak Date :26.08.26 Anchor : ପାରିବାରିକ କଳହ ରୁ କରୁଣ ପରିସ୍ଥିତି, ସ୍ତ୍ରୀ କୁ ହାଣି ନିଜେ ଫାସୀ ଦେଇଦେଲେ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ପୁରୁଣା ଵଜାର ଥାନା ଅଧିନ ନଙ୍ଗମହଲା ଗାଁରେ।ଦୀର୍ଘଦିନ ଧରି ଉଭୟଙ୍କ ମଧ୍ୟରେ ପାରିବାରିକ ଵିଵାଦ ଲାଗି ରହିଥିଲା ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ପାଇଁ ପରିବାର ଲୋକେ ଅନେକ ଚେଷ୍ଟା କରିଥିଲେ|ଆଜି ଘରେ କହିନଥିଲା ବେଳେ ସ୍ବାମୀ ସେକ ମୁସ୍ତଫା ରଜା ତାଙ୍କ ସ୍ତ୍ରୀ ସୋନୁ ଵିଵିକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ପରେ ସେହି ଘରେ ନିଜେ ବେକରେ ଫାସି ଦେଇ ଝୁଲି ପଡିଥିଲେ।ଗ୍ରାମବାସୀ ମାନେ ଖବର ପାଇଁ ପୋଲିସ କୁ ଖବର ଦେଇଥିବା ବେଳେ ପୁରୁଣା ବଜାର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି|ଉଭୟଙ୍କ ମଧ୍ୟରେ ପ୍ରେମ ବିଵାହ ହୋଇଥିଲା ବେଳେ। ଦୁଇଟି ଝିଅ ୧ ବର୍ଷ ଓ ୬ ବର୍ଷ ଅଛି ସ୍ଵାମୀ ଘର ଭଦ୍ରକରେ ସ୍ତ୍ରୀ ଘର ଲକ୍ଷ୍ନୌରେ ବୋଲି ଜଣା ପଡିଛି
    1
    Slug : ପାରିବାରିକ କଳହର କରୁଣ ପରିଣତି।ସ୍ତ୍ରୀ କୁ ହାଣିଲେ ନିଜେ ଝୁଲି ପଡିଲେ 
Format :Avb
Report :kamal lochan panda /bhadrak 
Date :26.08.26

Anchor : ପାରିବାରିକ କଳହ ରୁ କରୁଣ ପରିସ୍ଥିତି, ସ୍ତ୍ରୀ କୁ ହାଣି ନିଜେ ଫାସୀ ଦେଇଦେଲେ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ପୁରୁଣା ଵଜାର ଥାନା ଅଧିନ ନଙ୍ଗମହଲା ଗାଁରେ।ଦୀର୍ଘଦିନ ଧରି ଉଭୟଙ୍କ ମଧ୍ୟରେ ପାରିବାରିକ ଵିଵାଦ ଲାଗି ରହିଥିଲା ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ପାଇଁ ପରିବାର ଲୋକେ ଅନେକ ଚେଷ୍ଟା କରିଥିଲେ|ଆଜି ଘରେ କହିନଥିଲା ବେଳେ ସ୍ବାମୀ ସେକ ମୁସ୍ତଫା ରଜା ତାଙ୍କ ସ୍ତ୍ରୀ ସୋନୁ ଵିଵିକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ପରେ ସେହି ଘରେ ନିଜେ ବେକରେ ଫାସି ଦେଇ ଝୁଲି ପଡିଥିଲେ।ଗ୍ରାମବାସୀ ମାନେ ଖବର ପାଇଁ ପୋଲିସ କୁ ଖବର ଦେଇଥିବା ବେଳେ  ପୁରୁଣା ବଜାର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି|ଉଭୟଙ୍କ ମଧ୍ୟରେ ପ୍ରେମ ବିଵାହ ହୋଇଥିଲା ବେଳେ।  ଦୁଇଟି ଝିଅ ୧ ବର୍ଷ ଓ  ୬ ବର୍ଷ  ଅଛି
ସ୍ଵାମୀ ଘର ଭଦ୍ରକରେ ସ୍ତ୍ରୀ ଘର ଲକ୍ଷ୍ନୌରେ ବୋଲି ଜଣା ପଡିଛି
    user_Bhadrak bulletin
    Bhadrak bulletin
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    13 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.