logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସିମୁଳିଆ ଥାନା ଅନ୍ତର୍ଗତ ମଇତାପୁର ଛକ ନିକଟରେ ଜାତୀୟ ରାଜପଥରେ ବୋଲେରୋ ଓଲଟି ଛଅ ଆହତ l ସିମୁଳିଆ ଥାନା ଅନ୍ତର୍ଗତ ମଇତାପୁର ଛକ ନିକଟରେ ଜାତୀୟ ରାଜପଥରେ ବୋଲେରୋ ଓଲଟି ଛଅ ଆହତ l

11 hrs ago
user_PP NEWS ODISHA
PP NEWS ODISHA
ସିମିଳିଆ, ବାଲେଶ୍ୱର, ଓଡ଼ିଶା•
11 hrs ago

ସିମୁଳିଆ ଥାନା ଅନ୍ତର୍ଗତ ମଇତାପୁର ଛକ ନିକଟରେ ଜାତୀୟ ରାଜପଥରେ ବୋଲେରୋ ଓଲଟି ଛଅ ଆହତ l ସିମୁଳିଆ ଥାନା ଅନ୍ତର୍ଗତ ମଇତାପୁର ଛକ ନିକଟରେ ଜାତୀୟ ରାଜପଥରେ ବୋଲେରୋ ଓଲଟି ଛଅ ଆହତ l

More news from ଓଡ଼ିଶା and nearby areas
  • ସିମୁଳିଆ ଥାନା ଅନ୍ତର୍ଗତ ମଇତାପୁର ଛକ ନିକଟରେ ଜାତୀୟ ରାଜପଥରେ ବୋଲେରୋ ଓଲଟି ଛଅ ଆହତ l ସିମୁଳିଆ ଥାନା ଅନ୍ତର୍ଗତ ମଇତାପୁର ଛକ ନିକଟରେ ଜାତୀୟ ରାଜପଥରେ ବୋଲେରୋ ଓଲଟି ଛଅ ଆହତ l
    1
    ସିମୁଳିଆ ଥାନା ଅନ୍ତର୍ଗତ ମଇତାପୁର ଛକ ନିକଟରେ ଜାତୀୟ ରାଜପଥରେ ବୋଲେରୋ ଓଲଟି ଛଅ ଆହତ l
ସିମୁଳିଆ ଥାନା ଅନ୍ତର୍ଗତ ମଇତାପୁର ଛକ ନିକଟରେ ଜାତୀୟ ରାଜପଥରେ ବୋଲେରୋ ଓଲଟି ଛଅ ଆହତ l
    user_PP NEWS ODISHA
    PP NEWS ODISHA
    ସିମିଳିଆ, ବାଲେଶ୍ୱର, ଓଡ଼ିଶା•
    11 hrs ago
  • ବଙ୍ଗୋପସାଗର ମଝିରୁ ‘ମାତୁୟାନାମା’ ଉଦ୍ଧାର, ୨୮ ଦିନ ଧରି ଥିଲା ନିଖୋଜ : ଟ୍ରଲରରେ ୮ ଜଣ ମତ୍ସ୍ୟଜୀବୀ ରହିଥିବା ବେଳେ ୭ ଜଣ ସୁସ୍ଥ ଥିବା ବେଳେ ଜଣେ ଗୁରୁତର ହୋଇ ପଡ଼ିଥିଲେ : ବଙ୍ଗୋପସାଗର ମଝିରୁ ‘ମାତୁୟାନାମା’ ଉଦ୍ଧାର, ୨୮ ଦିନ ଧରି ଥିଲା ନିଖୋଜ : ଟ୍ରଲରରେ ୮ ଜଣ ମତ୍ସ୍ୟଜୀବୀ ରହିଥିବା ବେଳେ ୭ ଜଣ ସୁସ୍ଥ ଥିବା ବେଳେ ଜଣେ ଗୁରୁତର ହୋଇ ପଡ଼ିଥିଲେ : ଭୋଗରାଇ , ୨୭/୮: ଆନ୍ଧ୍ରପ୍ରଦେଶ ଉପକୂଳରୁ ୨୮ ଦିନ ଧରି ନିଖୋଜ ଥିବା ଟ୍ରଲର ଉଦ୍ଧାର । ମାତୁୟାନାମା ନାମକ ଏହି ଟ୍ରଲରକୁ ବଙ୍ଗୋପସାଗର ମଝିରୁ ଉଦ୍ଧାର କରିଛନ୍ତି ପଶ୍ଚିମବଙ୍ଗ ଦୀଘା ବେଳାଭୂମିର ମତ୍ସ୍ୟଜୀବୀ । ବୁଧବାର ପଶ୍ଚିମବଙ୍ଗର କାଳୀଗଙ୍ଗା ଟ୍ରଲର ୧୩ ଜଣ ମତ୍ସ୍ୟଜୀବୀଙ୍କୁ ନେଇ ଦୀଘା ମୁହାଣ ନିକଟରୁ ସମୁଦ୍ରକୁ ମାଛ ମାରିବାକୁ ବାହାରିଥିଲେ । ପ୍ରାୟ ୫୦ କିଲୋମିଟର ଯିବା ପରେ ମଝି ସମୁଦ୍ରରେ ବିପଦସଙ୍କୁଳ ଅବସ୍ଥାରେ ଆନ୍ଧ୍ରପ୍ରଦେଶର ଟ୍ରଲରଟି ଭାସୁଥିବା ଦେଖି ସେଥିରେ ଥିବା ମତ୍ସ୍ୟଜୀବୀଙ୍କ ସହିତ କଥା ହୋଇଥିଲେ । ଜାଣିବାକୁ ପାଇଥିଲେ ଯେ, ସେମାନେ ପ୍ରାୟ ୨୮ ଦିନ ଧରି ନିଖୋଜ ଅଛନ୍ତି । ସେହି ଟ୍ରଲରରେ ୮ ଜଣ ମତ୍ସ୍ୟଜୀବୀ ରହିଥିବା ବେଳେ ୭ ଜଣ ସୁସ୍ଥ ଥିବା ବେଳେ ଜଣେ ଗୁରୁତର ହୋଇ ପଡ଼ିଥିଲେ । ପଶ୍ଚିମବଙ୍ଗର କାଳୀଗଙ୍ଗା ଟ୍ରଲରରେ ଥିବା ମତ୍ସ୍ୟଜୀବୀମାନେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ଏହାସହ ମଝି ସମୁଦ୍ରରେ ଅଚଳ ଟ୍ରଲରଟିକୁ ଦୌଡ଼ିରେ ବାନ୍ଧି କୂଳକୁ ଆଣିଥିଲେ । କୂଳରେ ପହଞ୍ଚିବା ପରେ ଆନ୍ଧ୍ର ଟ୍ରଲର ମତ୍ସ୍ୟଜୀବୀ ମାନଙ୍କୁ ଦୀଘା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାର ଅଧିକ ତଦନ୍ତ କରୁଛି ଦୀଘା ପୋଲିସ ।
    2
    ବଙ୍ଗୋପସାଗର ମଝିରୁ ‘ମାତୁୟାନାମା’ ଉଦ୍ଧାର, ୨୮ ଦିନ ଧରି ଥିଲା ନିଖୋଜ :
ଟ୍ରଲରରେ ୮ ଜଣ ମତ୍ସ୍ୟଜୀବୀ ରହିଥିବା ବେଳେ ୭ ଜଣ ସୁସ୍ଥ ଥିବା ବେଳେ ଜଣେ ଗୁରୁତର ହୋଇ ପଡ଼ିଥିଲେ :
ବଙ୍ଗୋପସାଗର ମଝିରୁ ‘ମାତୁୟାନାମା’ ଉଦ୍ଧାର, ୨୮ ଦିନ ଧରି ଥିଲା ନିଖୋଜ :
ଟ୍ରଲରରେ ୮ ଜଣ ମତ୍ସ୍ୟଜୀବୀ ରହିଥିବା ବେଳେ ୭ ଜଣ ସୁସ୍ଥ ଥିବା ବେଳେ ଜଣେ ଗୁରୁତର ହୋଇ ପଡ଼ିଥିଲେ :
ଭୋଗରାଇ , ୨୭/୮: ଆନ୍ଧ୍ରପ୍ରଦେଶ ଉପକୂଳରୁ ୨୮ ଦିନ ଧରି ନିଖୋଜ ଥିବା ଟ୍ରଲର ଉଦ୍ଧାର । ମାତୁୟାନାମା ନାମକ ଏହି ଟ୍ରଲରକୁ ବଙ୍ଗୋପସାଗର ମଝିରୁ ଉଦ୍ଧାର କରିଛନ୍ତି ପଶ୍ଚିମବଙ୍ଗ ଦୀଘା ବେଳାଭୂମିର ମତ୍ସ୍ୟଜୀବୀ । ବୁଧବାର ପଶ୍ଚିମବଙ୍ଗର କାଳୀଗଙ୍ଗା ଟ୍ରଲର ୧୩ ଜଣ ମତ୍ସ୍ୟଜୀବୀଙ୍କୁ ନେଇ ଦୀଘା ମୁହାଣ ନିକଟରୁ ସମୁଦ୍ରକୁ ମାଛ ମାରିବାକୁ ବାହାରିଥିଲେ । ପ୍ରାୟ ୫୦ କିଲୋମିଟର ଯିବା ପରେ ମଝି ସମୁଦ୍ରରେ ବିପଦସଙ୍କୁଳ ଅବସ୍ଥାରେ ଆନ୍ଧ୍ରପ୍ରଦେଶର ଟ୍ରଲରଟି ଭାସୁଥିବା ଦେଖି ସେଥିରେ ଥିବା ମତ୍ସ୍ୟଜୀବୀଙ୍କ ସହିତ କଥା ହୋଇଥିଲେ । ଜାଣିବାକୁ ପାଇଥିଲେ ଯେ, ସେମାନେ ପ୍ରାୟ ୨୮ ଦିନ ଧରି ନିଖୋଜ ଅଛନ୍ତି । ସେହି ଟ୍ରଲରରେ ୮ ଜଣ ମତ୍ସ୍ୟଜୀବୀ ରହିଥିବା ବେଳେ ୭ ଜଣ ସୁସ୍ଥ ଥିବା ବେଳେ ଜଣେ ଗୁରୁତର ହୋଇ ପଡ଼ିଥିଲେ । ପଶ୍ଚିମବଙ୍ଗର କାଳୀଗଙ୍ଗା ଟ୍ରଲରରେ ଥିବା ମତ୍ସ୍ୟଜୀବୀମାନେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ଏହାସହ ମଝି ସମୁଦ୍ରରେ ଅଚଳ ଟ୍ରଲରଟିକୁ ଦୌଡ଼ିରେ ବାନ୍ଧି କୂଳକୁ ଆଣିଥିଲେ । କୂଳରେ ପହଞ୍ଚିବା ପରେ ଆନ୍ଧ୍ର ଟ୍ରଲର ମତ୍ସ୍ୟଜୀବୀ ମାନଙ୍କୁ ଦୀଘା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାର ଅଧିକ ତଦନ୍ତ କରୁଛି ଦୀଘା ପୋଲିସ ।
    user_ଶିଶିର କୁମାର ପ୍ରଧାନ
    ଶିଶିର କୁମାର ପ୍ରଧାନ
    ଭୋଗରାଇ, ବାଲେଶ୍ୱର, ଓଡ଼ିଶା•
    15 hrs ago
  • ବିଡ଼ିଓଙ୍କ ପରିଚୟ ଦେଇ ଘରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା।
    1
    ବିଡ଼ିଓଙ୍କ ପରିଚୟ ଦେଇ ଘରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    3 hrs ago
  • ବାଲେଶ୍ୱର ବିଜୁ ଯୁବ ଜନତା ଦଳର ସଭାପତି ହେଲେ ତାପସ ପାଣିଗ୍ରାହି ନୂତନ ଦାୟିତ୍ୱ ପାଇଁ ତାପସଙ୍କୁ ଶୁଭେଚ୍ଛା, ସର୍କିଟ୍ ହାଉସ୍‌ରେ ଦଳୀୟ କର୍ମୀଙ୍କ ସମ୍ବର୍ଦ୍ଧନା
    1
    ବାଲେଶ୍ୱର ବିଜୁ ଯୁବ ଜନତା ଦଳର ସଭାପତି ହେଲେ ତାପସ ପାଣିଗ୍ରାହି
ନୂତନ ଦାୟିତ୍ୱ ପାଇଁ ତାପସଙ୍କୁ ଶୁଭେଚ୍ଛା, ସର୍କିଟ୍ ହାଉସ୍‌ରେ ଦଳୀୟ କର୍ମୀଙ୍କ ସମ୍ବର୍ଦ୍ଧନା
    user_Journalist Harishankar Jena
    Journalist Harishankar Jena
    Media company ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
    19 hrs ago
  • #ମୁଣ୍ଡଳୀରେ_ବଢ଼ୁଛି_ବନ୍ୟାଜଳ ହୀରାକୁଦର ୧୬ ଗେଟ୍ ଖୋଲିଲା, ମୁଣ୍ଡଳୀରେ ୬ ଲକ୍ଷ ୫୦ ହଜାର କ୍ୟୁସେକ୍ ବନ୍ୟାଜଳ
    1
    #ମୁଣ୍ଡଳୀରେ_ବଢ଼ୁଛି_ବନ୍ୟାଜଳ
 ହୀରାକୁଦର ୧୬ ଗେଟ୍ ଖୋଲିଲା, ମୁଣ୍ଡଳୀରେ ୬ ଲକ୍ଷ ୫୦ ହଜାର କ୍ୟୁସେକ୍ ବନ୍ୟାଜଳ
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    7 hrs ago
  • sanalahunipal shahpur tihidi Bhadrak Sanalahunipal Mudusuli garam. rasta maramati pai B.D.O Ku Darkhwast Delu B.D.O 6 Month Halale rasta maramati pai kechibi karunahatie Sarapacha be Katha Suniahi 2yrs hela Gramaree pilamane School sammukh Na Ho Chanti
    1
    sanalahunipal shahpur tihidi Bhadrak Sanalahunipal Mudusuli 
garam.  rasta  maramati  pai B.D.O 
Ku  Darkhwast  Delu B.D.O 6 Month Halale rasta maramati pai kechibi karunahatie Sarapacha be 
Katha Suniahi 2yrs hela Gramaree pilamane School sammukh Na Ho Chanti
    user_Laxmidhar Das
    Laxmidhar Das
    ତିହିଡ଼ି, ଭଦ୍ରକ, ଓଡ଼ିଶା•
    42 min ago
  • ଜଗନ୍ନାଥପୁର ଠାରେ ବାବା ଚନ୍ଦନେଶ୍ଵର କାଉଡିଆ ସେବା ସଙ୍ଘ ତରଫରୁ ବୋଲବମ୍‌ ଭକ୍ତଙ୍କୁ ସେବା : ଗୁରୁବାର ଦିନ ୨ଟା ପାଖରୁ ଶୁକ୍ରବାର ଭୋର ୫ଟା ଯାଏଁ ୫୭ନମ୍ବର ରାଜ୍ୟ ରାଜପଥ ଗହଳି : ୨୦ହଜାର ଜଣଙ୍କୁ ଖେଚୁଡ଼ି, ଖାଦ୍ୟ, ପାନୀୟ, ଚା, ବିସ୍କୁଟ, ଫଳ, ଔଷଧ ଓ ଡାକ୍ତରୀ ସେବା ଅନବରତ ଭାବେ ୧୬ ଘଣ୍ଟା ଧରି ଯୋଗାଣ: ଜଗନ୍ନାଥପୁର ଠାରେ ବାବା ଚନ୍ଦନେଶ୍ଵର କାଉଡିଆ ସେବା ସଙ୍ଘ ତରଫରୁ ବୋଲବମ୍‌ ଭକ୍ତଙ୍କୁ ସେବା : ଗୁରୁବାର ଦିନ ୨ଟା ପାଖରୁ ଶୁକ୍ରବାର ଭୋର ୫ଟା ଯାଏଁ ୫୭ନମ୍ବର ରାଜ୍ୟ ରାଜପଥ ଗହଳି : ୨୦ହଜାର ଜଣଙ୍କୁ ଖେଚୁଡ଼ି, ଖାଦ୍ୟ, ପାନୀୟ, ଚା, ବିସ୍କୁଟ, ଫଳ, ଔଷଧ ଓ ଡାକ୍ତରୀ ସେବା ଅନବରତ ଭାବେ ୧୬ ଘଣ୍ଟା ଧରି ଯୋଗାଣ: ଭୋଗରାଇ , ୨୭/୮ : ପବିତ୍ର ଶ୍ରାବଣ ପୂର୍ଣ୍ଣିମାରେ ପ୍ରଭୁ ଶିବଙ୍କର ମୁଣ୍ଡରେ ଜଳଲାଗି କରିବା ପାଇଁ ବାଲେଶ୍ଵର ଜିଲ୍ଲା ଭୋଗରାଇର ବିଶେଷ କରି ଚନ୍ଦନେଶ୍ଵର ଓ ଭୂଷଣ୍ଡେଶ୍ଵର ଶୈବପୀଠକୁ କାଉଡିଆ ମାନେ ଚାଲିଚାଲି ଯାଉଥିବା ଦେଖିବାକୁ ମିଳିଥିଲା। ସେଥିପାଇଁ ଗୁରୁବାର ଦିନ ୨ଟା ପାଖରୁ ଶୁକ୍ରବାର ଭୋର ୫ଟା ଯାଏଁ ୫୭ନମ୍ବର ରାଜ୍ୟ ରାଜପଥରେ ଯାନବାହାନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ମାନବ ସେବା ହିଁ ମାଧବ ସେବାକୁ ପାଥେୟ କରି ଜଗନ୍ନାଥପୁରଛକ ଠାରେ ବାବା ଚନ୍ଦନେଶ୍ଵର କାଉଡିଆ ସେବା ସଙ୍ଘ, ଖଗେଶ୍ବରପୁର ତରଫରୁ ବୋଲବମ୍‌ ଭକ୍ତମାନଙ୍କୁ ବିଭିନ୍ନ ସେବା ଯୋଗାଇ ଦିଆଯାଇଛି । ଚନ୍ଦନେଶ୍ଵର କାଉଡିଆ ସେବା ମଣ୍ଡଳର ମୁଖ୍ୟ ପୁରୋଧା ଉମାକାନ୍ତ ବେହେରା, ହେମନ୍ତ ବେହେରା, ଖଗେଶ୍ବରପୁର ଓ୍ବାର୍ଡ ସଦସ୍ୟ ହେମନ୍ତ ଜେନା ପ୍ରମୁଖଙ୍କ ନେତୃତ୍ବରେ ଜଗନ୍ନାଥପୁର ରାଜ୍ୟ ରାଜପଥ କଡରେ ବୋଲବମ୍‌ ଭକ୍ତମାନଙ୍କୁ ବିଭିନ୍ନ ସେବା ଯୋଗାଇ ଦିଆଯାଇଥିଲା । ସୃବର୍ଣ୍ଣରେଖା‌ ନଦୀ ତଥା ବିଭିନ୍ନ ଜଳାଶୟରୁ ପାଣି ଆଣି ଚନ୍ଦନେଶ୍ଵର, ଭୂଷଣ୍ଡେଶ୍ଵର, ଫୁଲେଶ୍ବର ଆଦି ଶିବାଳୟରେ ଜଳାଭିଷେକ କରିବାକୁ ଏହି ରାଜ୍ୟ ରାଜପଥରେ ଯାଉଥିବା ହଜାର ହଜାର କାଉଡିଆ ଏବଂ ସାଧାରଣ ଲୋକଙ୍କୁ ସଂଗଠନ ପକ୍ଷରୁ ୨୦ହଜାର ଜଣଙ୍କୁ ଖେଚୁଡ଼ି, ଖାଦ୍ୟ, ପାନୀୟ, ଚା, ବିସ୍କୁଟ, ଫଳ, ଔଷଧ ଓ ଡାକ୍ତରୀ ସେବା ଅନବରତ ଭାବେ ୧୬ ଘଣ୍ଟା ଧରି ଯୋଗାଇ ଦିଆଯାଇଥିଲା । ସଂଗଠନର ସଦସ୍ୟ ରାମକୃଷ୍ଣ ବେହେରା, ରଞ୍ଜନ ବେହେରା, ହରେନ୍ଦ୍ର ବେହେରା, ଶିବ ସୁନ୍ଦର ବେହେରା , ଶଙ୍କର ବେହେରା , ଚନ୍ଦନ ମଲ୍ଲିକ , ସୁକୁମାର ବେହେରା, ବୀର ଜେନା, ଶୁଭେନ୍ଦୁ ବେହେରା, ରବି ବେହେରା, ଗୈରହରି ସାହୁ ପ୍ରମୁଖ ସହଯୋଗ କରିବା ସହ ସମସ୍ତ କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ସଂଗଠନ ସମସ୍ତ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମ ଆଗାମୀ ବର୍ଷ ଆହୁରି ଭବ୍ୟ କରାଯିବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଥିଲା ।
    1
    ଜଗନ୍ନାଥପୁର ଠାରେ ବାବା ଚନ୍ଦନେଶ୍ଵର କାଉଡିଆ ସେବା ସଙ୍ଘ ତରଫରୁ ବୋଲବମ୍‌ ଭକ୍ତଙ୍କୁ ସେବା :
ଗୁରୁବାର ଦିନ ୨ଟା ପାଖରୁ ଶୁକ୍ରବାର ଭୋର ୫ଟା ଯାଏଁ ୫୭ନମ୍ବର ରାଜ୍ୟ ରାଜପଥ ଗହଳି :
୨୦ହଜାର ଜଣଙ୍କୁ  ଖେଚୁଡ଼ି, ଖାଦ୍ୟ, ପାନୀୟ, ଚା, ବିସ୍କୁଟ, ଫଳ, ଔଷଧ ଓ ଡାକ୍ତରୀ ସେବା ଅନବରତ ଭାବେ ୧୬ ଘଣ୍ଟା ଧରି ଯୋଗାଣ:
ଜଗନ୍ନାଥପୁର ଠାରେ ବାବା ଚନ୍ଦନେଶ୍ଵର କାଉଡିଆ ସେବା ସଙ୍ଘ ତରଫରୁ ବୋଲବମ୍‌ ଭକ୍ତଙ୍କୁ ସେବା :
ଗୁରୁବାର ଦିନ ୨ଟା ପାଖରୁ ଶୁକ୍ରବାର ଭୋର ୫ଟା ଯାଏଁ ୫୭ନମ୍ବର ରାଜ୍ୟ ରାଜପଥ ଗହଳି :
୨୦ହଜାର ଜଣଙ୍କୁ  ଖେଚୁଡ଼ି, ଖାଦ୍ୟ, ପାନୀୟ, ଚା, ବିସ୍କୁଟ, ଫଳ, ଔଷଧ ଓ ଡାକ୍ତରୀ ସେବା ଅନବରତ ଭାବେ ୧୬ ଘଣ୍ଟା ଧରି ଯୋଗାଣ:
ଭୋଗରାଇ , ୨୭/୮  : ପବିତ୍ର ଶ୍ରାବଣ ପୂର୍ଣ୍ଣିମାରେ ପ୍ରଭୁ ଶିବଙ୍କର ମୁଣ୍ଡରେ ଜଳଲାଗି କରିବା ପାଇଁ ବାଲେଶ୍ଵର ଜିଲ୍ଲା ଭୋଗରାଇର ବିଶେଷ କରି ଚନ୍ଦନେଶ୍ଵର ଓ ଭୂଷଣ୍ଡେଶ୍ଵର ଶୈବପୀଠକୁ କାଉଡିଆ ମାନେ ଚାଲିଚାଲି ଯାଉଥିବା ଦେଖିବାକୁ ମିଳିଥିଲା। ସେଥିପାଇଁ ଗୁରୁବାର ଦିନ ୨ଟା ପାଖରୁ ଶୁକ୍ରବାର ଭୋର ୫ଟା ଯାଏଁ ୫୭ନମ୍ବର ରାଜ୍ୟ ରାଜପଥରେ ଯାନବାହାନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ମାନବ ସେବା ହିଁ ମାଧବ ସେବାକୁ ପାଥେୟ କରି ଜଗନ୍ନାଥପୁରଛକ ଠାରେ ବାବା ଚନ୍ଦନେଶ୍ଵର କାଉଡିଆ ସେବା ସଙ୍ଘ, ଖଗେଶ୍ବରପୁର ତରଫରୁ ବୋଲବମ୍‌ ଭକ୍ତମାନଙ୍କୁ ବିଭିନ୍ନ ସେବା ଯୋଗାଇ ଦିଆଯାଇଛି । ଚନ୍ଦନେଶ୍ଵର କାଉଡିଆ ସେବା ମଣ୍ଡଳର ମୁଖ୍ୟ ପୁରୋଧା ଉମାକାନ୍ତ ବେହେରା, ହେମନ୍ତ ବେହେରା, ଖଗେଶ୍ବରପୁର ଓ୍ବାର୍ଡ ସଦସ୍ୟ ହେମନ୍ତ ଜେନା ପ୍ରମୁଖଙ୍କ ନେତୃତ୍ବରେ ଜଗନ୍ନାଥପୁର ରାଜ୍ୟ ରାଜପଥ କଡରେ ବୋଲବମ୍‌ ଭକ୍ତମାନଙ୍କୁ ବିଭିନ୍ନ ସେବା ଯୋଗାଇ ଦିଆଯାଇଥିଲା । ସୃବର୍ଣ୍ଣରେଖା‌ ନଦୀ ତଥା ବିଭିନ୍ନ ଜଳାଶୟରୁ ପାଣି ଆଣି  ଚନ୍ଦନେଶ୍ଵର, ଭୂଷଣ୍ଡେଶ୍ଵର, ଫୁଲେଶ୍ବର ଆଦି ଶିବାଳୟରେ ଜଳାଭିଷେକ କରିବାକୁ ଏହି ରାଜ୍ୟ ରାଜପଥରେ ଯାଉଥିବା ହଜାର ହଜାର କାଉଡିଆ ଏବଂ ସାଧାରଣ ଲୋକଙ୍କୁ ସଂଗଠନ ପକ୍ଷରୁ ୨୦ହଜାର ଜଣଙ୍କୁ  ଖେଚୁଡ଼ି, ଖାଦ୍ୟ, ପାନୀୟ, ଚା, ବିସ୍କୁଟ, ଫଳ, ଔଷଧ ଓ ଡାକ୍ତରୀ ସେବା ଅନବରତ ଭାବେ ୧୬ ଘଣ୍ଟା ଧରି ଯୋଗାଇ ଦିଆଯାଇଥିଲା ।  
ସଂଗଠନର ସଦସ୍ୟ ରାମକୃଷ୍ଣ ବେହେରା, ରଞ୍ଜନ ବେହେରା, ହରେନ୍ଦ୍ର ବେହେରା, ଶିବ ସୁନ୍ଦର ବେହେରା , ଶଙ୍କର ବେହେରା , ଚନ୍ଦନ ମଲ୍ଲିକ , ସୁକୁମାର ବେହେରା, ବୀର ଜେନା, ଶୁଭେନ୍ଦୁ ବେହେରା, ରବି ବେହେରା, ଗୈରହରି ସାହୁ ପ୍ରମୁଖ ସହଯୋଗ କରିବା ସହ ସମସ୍ତ କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।  ସଂଗଠନ ସମସ୍ତ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମ ଆଗାମୀ ବର୍ଷ ଆହୁରି ଭବ୍ୟ କରାଯିବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଥିଲା ।
    user_ଶିଶିର କୁମାର ପ୍ରଧାନ
    ଶିଶିର କୁମାର ପ୍ରଧାନ
    ଭୋଗରାଇ, ବାଲେଶ୍ୱର, ଓଡ଼ିଶା•
    20 hrs ago
  • ଆଜି ଜଣଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇ ପାରିଛି ବାଇକ୍ ଏକ୍ସିଡେଣ୍ଟ
    1
    ଆଜି ଜଣଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇ ପାରିଛି ବାଇକ୍ ଏକ୍ସିଡେଣ୍ଟ
    user_Haybusha Hr
    Haybusha Hr
    କପ୍ତିପଦା, ମୟୂରଭଞ୍ଜ, ଓଡ଼ିଶା•
    19 min ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.