ବଙ୍ଗୋପସାଗର ମଝିରୁ ‘ମାତୁୟାନାମା’ ଉଦ୍ଧାର, ୨୮ ଦିନ ଧରି ଥିଲା ନିଖୋଜ : ଟ୍ରଲରରେ ୮ ଜଣ ମତ୍ସ୍ୟଜୀବୀ ରହିଥିବା ବେଳେ ୭ ଜଣ ସୁସ୍ଥ ଥିବା ବେଳେ ଜଣେ ଗୁରୁତର ହୋଇ ପଡ଼ିଥିଲେ : ବଙ୍ଗୋପସାଗର ମଝିରୁ ‘ମାତୁୟାନାମା’ ଉଦ୍ଧାର, ୨୮ ଦିନ ଧରି ଥିଲା ନିଖୋଜ : ଟ୍ରଲରରେ ୮ ଜଣ ମତ୍ସ୍ୟଜୀବୀ ରହିଥିବା ବେଳେ ୭ ଜଣ ସୁସ୍ଥ ଥିବା ବେଳେ ଜଣେ ଗୁରୁତର ହୋଇ ପଡ଼ିଥିଲେ : ଭୋଗରାଇ , ୨୭/୮: ଆନ୍ଧ୍ରପ୍ରଦେଶ ଉପକୂଳରୁ ୨୮ ଦିନ ଧରି ନିଖୋଜ ଥିବା ଟ୍ରଲର ଉଦ୍ଧାର । ମାତୁୟାନାମା ନାମକ ଏହି ଟ୍ରଲରକୁ ବଙ୍ଗୋପସାଗର ମଝିରୁ ଉଦ୍ଧାର କରିଛନ୍ତି ପଶ୍ଚିମବଙ୍ଗ ଦୀଘା ବେଳାଭୂମିର ମତ୍ସ୍ୟଜୀବୀ । ବୁଧବାର ପଶ୍ଚିମବଙ୍ଗର କାଳୀଗଙ୍ଗା ଟ୍ରଲର ୧୩ ଜଣ ମତ୍ସ୍ୟଜୀବୀଙ୍କୁ ନେଇ ଦୀଘା ମୁହାଣ ନିକଟରୁ ସମୁଦ୍ରକୁ ମାଛ ମାରିବାକୁ ବାହାରିଥିଲେ । ପ୍ରାୟ ୫୦ କିଲୋମିଟର ଯିବା ପରେ ମଝି ସମୁଦ୍ରରେ ବିପଦସଙ୍କୁଳ ଅବସ୍ଥାରେ ଆନ୍ଧ୍ରପ୍ରଦେଶର ଟ୍ରଲରଟି ଭାସୁଥିବା ଦେଖି ସେଥିରେ ଥିବା ମତ୍ସ୍ୟଜୀବୀଙ୍କ ସହିତ କଥା ହୋଇଥିଲେ । ଜାଣିବାକୁ ପାଇଥିଲେ ଯେ, ସେମାନେ ପ୍ରାୟ ୨୮ ଦିନ ଧରି ନିଖୋଜ ଅଛନ୍ତି । ସେହି ଟ୍ରଲରରେ ୮ ଜଣ ମତ୍ସ୍ୟଜୀବୀ ରହିଥିବା ବେଳେ ୭ ଜଣ ସୁସ୍ଥ ଥିବା ବେଳେ ଜଣେ ଗୁରୁତର ହୋଇ ପଡ଼ିଥିଲେ । ପଶ୍ଚିମବଙ୍ଗର କାଳୀଗଙ୍ଗା ଟ୍ରଲରରେ ଥିବା ମତ୍ସ୍ୟଜୀବୀମାନେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ଏହାସହ ମଝି ସମୁଦ୍ରରେ ଅଚଳ ଟ୍ରଲରଟିକୁ ଦୌଡ଼ିରେ ବାନ୍ଧି କୂଳକୁ ଆଣିଥିଲେ । କୂଳରେ ପହଞ୍ଚିବା ପରେ ଆନ୍ଧ୍ର ଟ୍ରଲର ମତ୍ସ୍ୟଜୀବୀ ମାନଙ୍କୁ ଦୀଘା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାର ଅଧିକ ତଦନ୍ତ କରୁଛି ଦୀଘା ପୋଲିସ ।
ବଙ୍ଗୋପସାଗର ମଝିରୁ ‘ମାତୁୟାନାମା’ ଉଦ୍ଧାର, ୨୮ ଦିନ ଧରି ଥିଲା ନିଖୋଜ : ଟ୍ରଲରରେ ୮ ଜଣ ମତ୍ସ୍ୟଜୀବୀ ରହିଥିବା ବେଳେ ୭ ଜଣ ସୁସ୍ଥ ଥିବା ବେଳେ ଜଣେ ଗୁରୁତର ହୋଇ ପଡ଼ିଥିଲେ : ବଙ୍ଗୋପସାଗର ମଝିରୁ ‘ମାତୁୟାନାମା’ ଉଦ୍ଧାର, ୨୮ ଦିନ ଧରି ଥିଲା ନିଖୋଜ : ଟ୍ରଲରରେ ୮ ଜଣ ମତ୍ସ୍ୟଜୀବୀ ରହିଥିବା ବେଳେ ୭ ଜଣ ସୁସ୍ଥ ଥିବା ବେଳେ ଜଣେ ଗୁରୁତର ହୋଇ ପଡ଼ିଥିଲେ : ଭୋଗରାଇ , ୨୭/୮: ଆନ୍ଧ୍ରପ୍ରଦେଶ ଉପକୂଳରୁ ୨୮ ଦିନ ଧରି ନିଖୋଜ ଥିବା ଟ୍ରଲର ଉଦ୍ଧାର । ମାତୁୟାନାମା ନାମକ ଏହି ଟ୍ରଲରକୁ ବଙ୍ଗୋପସାଗର ମଝିରୁ ଉଦ୍ଧାର କରିଛନ୍ତି ପଶ୍ଚିମବଙ୍ଗ ଦୀଘା ବେଳାଭୂମିର ମତ୍ସ୍ୟଜୀବୀ । ବୁଧବାର ପଶ୍ଚିମବଙ୍ଗର କାଳୀଗଙ୍ଗା ଟ୍ରଲର ୧୩ ଜଣ ମତ୍ସ୍ୟଜୀବୀଙ୍କୁ ନେଇ ଦୀଘା ମୁହାଣ ନିକଟରୁ ସମୁଦ୍ରକୁ ମାଛ ମାରିବାକୁ ବାହାରିଥିଲେ
। ପ୍ରାୟ ୫୦ କିଲୋମିଟର ଯିବା ପରେ ମଝି ସମୁଦ୍ରରେ ବିପଦସଙ୍କୁଳ ଅବସ୍ଥାରେ ଆନ୍ଧ୍ରପ୍ରଦେଶର ଟ୍ରଲରଟି ଭାସୁଥିବା ଦେଖି ସେଥିରେ ଥିବା ମତ୍ସ୍ୟଜୀବୀଙ୍କ ସହିତ କଥା ହୋଇଥିଲେ । ଜାଣିବାକୁ ପାଇଥିଲେ ଯେ, ସେମାନେ ପ୍ରାୟ ୨୮ ଦିନ ଧରି ନିଖୋଜ ଅଛନ୍ତି । ସେହି ଟ୍ରଲରରେ ୮ ଜଣ ମତ୍ସ୍ୟଜୀବୀ ରହିଥିବା ବେଳେ ୭ ଜଣ ସୁସ୍ଥ ଥିବା ବେଳେ ଜଣେ ଗୁରୁତର ହୋଇ ପଡ଼ିଥିଲେ । ପଶ୍ଚିମବଙ୍ଗର କାଳୀଗଙ୍ଗା ଟ୍ରଲରରେ ଥିବା ମତ୍ସ୍ୟଜୀବୀମାନେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ଏହାସହ ମଝି ସମୁଦ୍ରରେ ଅଚଳ ଟ୍ରଲରଟିକୁ ଦୌଡ଼ିରେ ବାନ୍ଧି କୂଳକୁ ଆଣିଥିଲେ । କୂଳରେ ପହଞ୍ଚିବା ପରେ ଆନ୍ଧ୍ର ଟ୍ରଲର ମତ୍ସ୍ୟଜୀବୀ ମାନଙ୍କୁ ଦୀଘା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାର ଅଧିକ ତଦନ୍ତ କରୁଛି ଦୀଘା ପୋଲିସ ।
- ବଙ୍ଗୋପସାଗର ମଝିରୁ ‘ମାତୁୟାନାମା’ ଉଦ୍ଧାର, ୨୮ ଦିନ ଧରି ଥିଲା ନିଖୋଜ : ଟ୍ରଲରରେ ୮ ଜଣ ମତ୍ସ୍ୟଜୀବୀ ରହିଥିବା ବେଳେ ୭ ଜଣ ସୁସ୍ଥ ଥିବା ବେଳେ ଜଣେ ଗୁରୁତର ହୋଇ ପଡ଼ିଥିଲେ : ବଙ୍ଗୋପସାଗର ମଝିରୁ ‘ମାତୁୟାନାମା’ ଉଦ୍ଧାର, ୨୮ ଦିନ ଧରି ଥିଲା ନିଖୋଜ : ଟ୍ରଲରରେ ୮ ଜଣ ମତ୍ସ୍ୟଜୀବୀ ରହିଥିବା ବେଳେ ୭ ଜଣ ସୁସ୍ଥ ଥିବା ବେଳେ ଜଣେ ଗୁରୁତର ହୋଇ ପଡ଼ିଥିଲେ : ଭୋଗରାଇ , ୨୭/୮: ଆନ୍ଧ୍ରପ୍ରଦେଶ ଉପକୂଳରୁ ୨୮ ଦିନ ଧରି ନିଖୋଜ ଥିବା ଟ୍ରଲର ଉଦ୍ଧାର । ମାତୁୟାନାମା ନାମକ ଏହି ଟ୍ରଲରକୁ ବଙ୍ଗୋପସାଗର ମଝିରୁ ଉଦ୍ଧାର କରିଛନ୍ତି ପଶ୍ଚିମବଙ୍ଗ ଦୀଘା ବେଳାଭୂମିର ମତ୍ସ୍ୟଜୀବୀ । ବୁଧବାର ପଶ୍ଚିମବଙ୍ଗର କାଳୀଗଙ୍ଗା ଟ୍ରଲର ୧୩ ଜଣ ମତ୍ସ୍ୟଜୀବୀଙ୍କୁ ନେଇ ଦୀଘା ମୁହାଣ ନିକଟରୁ ସମୁଦ୍ରକୁ ମାଛ ମାରିବାକୁ ବାହାରିଥିଲେ । ପ୍ରାୟ ୫୦ କିଲୋମିଟର ଯିବା ପରେ ମଝି ସମୁଦ୍ରରେ ବିପଦସଙ୍କୁଳ ଅବସ୍ଥାରେ ଆନ୍ଧ୍ରପ୍ରଦେଶର ଟ୍ରଲରଟି ଭାସୁଥିବା ଦେଖି ସେଥିରେ ଥିବା ମତ୍ସ୍ୟଜୀବୀଙ୍କ ସହିତ କଥା ହୋଇଥିଲେ । ଜାଣିବାକୁ ପାଇଥିଲେ ଯେ, ସେମାନେ ପ୍ରାୟ ୨୮ ଦିନ ଧରି ନିଖୋଜ ଅଛନ୍ତି । ସେହି ଟ୍ରଲରରେ ୮ ଜଣ ମତ୍ସ୍ୟଜୀବୀ ରହିଥିବା ବେଳେ ୭ ଜଣ ସୁସ୍ଥ ଥିବା ବେଳେ ଜଣେ ଗୁରୁତର ହୋଇ ପଡ଼ିଥିଲେ । ପଶ୍ଚିମବଙ୍ଗର କାଳୀଗଙ୍ଗା ଟ୍ରଲରରେ ଥିବା ମତ୍ସ୍ୟଜୀବୀମାନେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ଏହାସହ ମଝି ସମୁଦ୍ରରେ ଅଚଳ ଟ୍ରଲରଟିକୁ ଦୌଡ଼ିରେ ବାନ୍ଧି କୂଳକୁ ଆଣିଥିଲେ । କୂଳରେ ପହଞ୍ଚିବା ପରେ ଆନ୍ଧ୍ର ଟ୍ରଲର ମତ୍ସ୍ୟଜୀବୀ ମାନଙ୍କୁ ଦୀଘା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାର ଅଧିକ ତଦନ୍ତ କରୁଛି ଦୀଘା ପୋଲିସ ।2
- ସିମୁଳିଆ ଥାନା ଅନ୍ତର୍ଗତ ମଇତାପୁର ଛକ ନିକଟରେ ଜାତୀୟ ରାଜପଥରେ ବୋଲେରୋ ଓଲଟି ଛଅ ଆହତ l ସିମୁଳିଆ ଥାନା ଅନ୍ତର୍ଗତ ମଇତାପୁର ଛକ ନିକଟରେ ଜାତୀୟ ରାଜପଥରେ ବୋଲେରୋ ଓଲଟି ଛଅ ଆହତ l1
- ବିଡ଼ିଓଙ୍କ ପରିଚୟ ଦେଇ ଘରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା।1
- ବାଲେଶ୍ୱର ବିଜୁ ଯୁବ ଜନତା ଦଳର ସଭାପତି ହେଲେ ତାପସ ପାଣିଗ୍ରାହି ନୂତନ ଦାୟିତ୍ୱ ପାଇଁ ତାପସଙ୍କୁ ଶୁଭେଚ୍ଛା, ସର୍କିଟ୍ ହାଉସ୍ରେ ଦଳୀୟ କର୍ମୀଙ୍କ ସମ୍ବର୍ଦ୍ଧନା1
- sanalahunipal shahpur tihidi Bhadrak Sanalahunipal Mudusuli garam. rasta maramati pai B.D.O Ku Darkhwast Delu B.D.O 6 Month Halale rasta maramati pai kechibi karunahatie Sarapacha be Katha Suniahi 2yrs hela Gramaree pilamane School sammukh Na Ho Chanti1
- ଜଗନ୍ନାଥପୁର ଠାରେ ବାବା ଚନ୍ଦନେଶ୍ଵର କାଉଡିଆ ସେବା ସଙ୍ଘ ତରଫରୁ ବୋଲବମ୍ ଭକ୍ତଙ୍କୁ ସେବା : ଗୁରୁବାର ଦିନ ୨ଟା ପାଖରୁ ଶୁକ୍ରବାର ଭୋର ୫ଟା ଯାଏଁ ୫୭ନମ୍ବର ରାଜ୍ୟ ରାଜପଥ ଗହଳି : ୨୦ହଜାର ଜଣଙ୍କୁ ଖେଚୁଡ଼ି, ଖାଦ୍ୟ, ପାନୀୟ, ଚା, ବିସ୍କୁଟ, ଫଳ, ଔଷଧ ଓ ଡାକ୍ତରୀ ସେବା ଅନବରତ ଭାବେ ୧୬ ଘଣ୍ଟା ଧରି ଯୋଗାଣ: ଜଗନ୍ନାଥପୁର ଠାରେ ବାବା ଚନ୍ଦନେଶ୍ଵର କାଉଡିଆ ସେବା ସଙ୍ଘ ତରଫରୁ ବୋଲବମ୍ ଭକ୍ତଙ୍କୁ ସେବା : ଗୁରୁବାର ଦିନ ୨ଟା ପାଖରୁ ଶୁକ୍ରବାର ଭୋର ୫ଟା ଯାଏଁ ୫୭ନମ୍ବର ରାଜ୍ୟ ରାଜପଥ ଗହଳି : ୨୦ହଜାର ଜଣଙ୍କୁ ଖେଚୁଡ଼ି, ଖାଦ୍ୟ, ପାନୀୟ, ଚା, ବିସ୍କୁଟ, ଫଳ, ଔଷଧ ଓ ଡାକ୍ତରୀ ସେବା ଅନବରତ ଭାବେ ୧୬ ଘଣ୍ଟା ଧରି ଯୋଗାଣ: ଭୋଗରାଇ , ୨୭/୮ : ପବିତ୍ର ଶ୍ରାବଣ ପୂର୍ଣ୍ଣିମାରେ ପ୍ରଭୁ ଶିବଙ୍କର ମୁଣ୍ଡରେ ଜଳଲାଗି କରିବା ପାଇଁ ବାଲେଶ୍ଵର ଜିଲ୍ଲା ଭୋଗରାଇର ବିଶେଷ କରି ଚନ୍ଦନେଶ୍ଵର ଓ ଭୂଷଣ୍ଡେଶ୍ଵର ଶୈବପୀଠକୁ କାଉଡିଆ ମାନେ ଚାଲିଚାଲି ଯାଉଥିବା ଦେଖିବାକୁ ମିଳିଥିଲା। ସେଥିପାଇଁ ଗୁରୁବାର ଦିନ ୨ଟା ପାଖରୁ ଶୁକ୍ରବାର ଭୋର ୫ଟା ଯାଏଁ ୫୭ନମ୍ବର ରାଜ୍ୟ ରାଜପଥରେ ଯାନବାହାନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ମାନବ ସେବା ହିଁ ମାଧବ ସେବାକୁ ପାଥେୟ କରି ଜଗନ୍ନାଥପୁରଛକ ଠାରେ ବାବା ଚନ୍ଦନେଶ୍ଵର କାଉଡିଆ ସେବା ସଙ୍ଘ, ଖଗେଶ୍ବରପୁର ତରଫରୁ ବୋଲବମ୍ ଭକ୍ତମାନଙ୍କୁ ବିଭିନ୍ନ ସେବା ଯୋଗାଇ ଦିଆଯାଇଛି । ଚନ୍ଦନେଶ୍ଵର କାଉଡିଆ ସେବା ମଣ୍ଡଳର ମୁଖ୍ୟ ପୁରୋଧା ଉମାକାନ୍ତ ବେହେରା, ହେମନ୍ତ ବେହେରା, ଖଗେଶ୍ବରପୁର ଓ୍ବାର୍ଡ ସଦସ୍ୟ ହେମନ୍ତ ଜେନା ପ୍ରମୁଖଙ୍କ ନେତୃତ୍ବରେ ଜଗନ୍ନାଥପୁର ରାଜ୍ୟ ରାଜପଥ କଡରେ ବୋଲବମ୍ ଭକ୍ତମାନଙ୍କୁ ବିଭିନ୍ନ ସେବା ଯୋଗାଇ ଦିଆଯାଇଥିଲା । ସୃବର୍ଣ୍ଣରେଖା ନଦୀ ତଥା ବିଭିନ୍ନ ଜଳାଶୟରୁ ପାଣି ଆଣି ଚନ୍ଦନେଶ୍ଵର, ଭୂଷଣ୍ଡେଶ୍ଵର, ଫୁଲେଶ୍ବର ଆଦି ଶିବାଳୟରେ ଜଳାଭିଷେକ କରିବାକୁ ଏହି ରାଜ୍ୟ ରାଜପଥରେ ଯାଉଥିବା ହଜାର ହଜାର କାଉଡିଆ ଏବଂ ସାଧାରଣ ଲୋକଙ୍କୁ ସଂଗଠନ ପକ୍ଷରୁ ୨୦ହଜାର ଜଣଙ୍କୁ ଖେଚୁଡ଼ି, ଖାଦ୍ୟ, ପାନୀୟ, ଚା, ବିସ୍କୁଟ, ଫଳ, ଔଷଧ ଓ ଡାକ୍ତରୀ ସେବା ଅନବରତ ଭାବେ ୧୬ ଘଣ୍ଟା ଧରି ଯୋଗାଇ ଦିଆଯାଇଥିଲା । ସଂଗଠନର ସଦସ୍ୟ ରାମକୃଷ୍ଣ ବେହେରା, ରଞ୍ଜନ ବେହେରା, ହରେନ୍ଦ୍ର ବେହେରା, ଶିବ ସୁନ୍ଦର ବେହେରା , ଶଙ୍କର ବେହେରା , ଚନ୍ଦନ ମଲ୍ଲିକ , ସୁକୁମାର ବେହେରା, ବୀର ଜେନା, ଶୁଭେନ୍ଦୁ ବେହେରା, ରବି ବେହେରା, ଗୈରହରି ସାହୁ ପ୍ରମୁଖ ସହଯୋଗ କରିବା ସହ ସମସ୍ତ କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ସଂଗଠନ ସମସ୍ତ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମ ଆଗାମୀ ବର୍ଷ ଆହୁରି ଭବ୍ୟ କରାଯିବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଥିଲା ।1
- ଆଜି ଜଣଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇ ପାରିଛି ବାଇକ୍ ଏକ୍ସିଡେଣ୍ଟ1
- Slug : ପାରିବାରିକ କଳହର କରୁଣ ପରିଣତି।ସ୍ତ୍ରୀ କୁ ହାଣିଲେ ନିଜେ ଝୁଲି ପଡିଲେ Format :Avb Report :kamal lochan panda /bhadrak Date :26.08.26 Anchor : ପାରିବାରିକ କଳହ ରୁ କରୁଣ ପରିସ୍ଥିତି, ସ୍ତ୍ରୀ କୁ ହାଣି ନିଜେ ଫାସୀ ଦେଇଦେଲେ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ପୁରୁଣା ଵଜାର ଥାନା ଅଧିନ ନଙ୍ଗମହଲା ଗାଁରେ।ଦୀର୍ଘଦିନ ଧରି ଉଭୟଙ୍କ ମଧ୍ୟରେ ପାରିବାରିକ ଵିଵାଦ ଲାଗି ରହିଥିଲା ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ପାଇଁ ପରିବାର ଲୋକେ ଅନେକ ଚେଷ୍ଟା କରିଥିଲେ|ଆଜି ଘରେ କହିନଥିଲା ବେଳେ ସ୍ବାମୀ ସେକ ମୁସ୍ତଫା ରଜା ତାଙ୍କ ସ୍ତ୍ରୀ ସୋନୁ ଵିଵିକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ପରେ ସେହି ଘରେ ନିଜେ ବେକରେ ଫାସି ଦେଇ ଝୁଲି ପଡିଥିଲେ।ଗ୍ରାମବାସୀ ମାନେ ଖବର ପାଇଁ ପୋଲିସ କୁ ଖବର ଦେଇଥିବା ବେଳେ ପୁରୁଣା ବଜାର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି|ଉଭୟଙ୍କ ମଧ୍ୟରେ ପ୍ରେମ ବିଵାହ ହୋଇଥିଲା ବେଳେ। ଦୁଇଟି ଝିଅ ୧ ବର୍ଷ ଓ ୬ ବର୍ଷ ଅଛି ସ୍ଵାମୀ ଘର ଭଦ୍ରକରେ ସ୍ତ୍ରୀ ଘର ଲକ୍ଷ୍ନୌରେ ବୋଲି ଜଣା ପଡିଛି1