logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବିଡ଼ିଓଙ୍କ ପରିଚୟ ଦେଇ ଘରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା।

2 hrs ago
user_Odisha News Express
Odisha News Express
ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
2 hrs ago

ବିଡ଼ିଓଙ୍କ ପରିଚୟ ଦେଇ ଘରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା।

More news from ଓଡ଼ିଶା and nearby areas
  • ବିଡ଼ିଓଙ୍କ ପରିଚୟ ଦେଇ ଘରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା।
    1
    ବିଡ଼ିଓଙ୍କ ପରିଚୟ ଦେଇ ଘରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    2 hrs ago
  • ବାଲେଶ୍ୱର ବିଜୁ ଯୁବ ଜନତା ଦଳର ସଭାପତି ହେଲେ ତାପସ ପାଣିଗ୍ରାହି ନୂତନ ଦାୟିତ୍ୱ ପାଇଁ ତାପସଙ୍କୁ ଶୁଭେଚ୍ଛା, ସର୍କିଟ୍ ହାଉସ୍‌ରେ ଦଳୀୟ କର୍ମୀଙ୍କ ସମ୍ବର୍ଦ୍ଧନା
    1
    ବାଲେଶ୍ୱର ବିଜୁ ଯୁବ ଜନତା ଦଳର ସଭାପତି ହେଲେ ତାପସ ପାଣିଗ୍ରାହି
ନୂତନ ଦାୟିତ୍ୱ ପାଇଁ ତାପସଙ୍କୁ ଶୁଭେଚ୍ଛା, ସର୍କିଟ୍ ହାଉସ୍‌ରେ ଦଳୀୟ କର୍ମୀଙ୍କ ସମ୍ବର୍ଦ୍ଧନା
    user_Journalist Harishankar Jena
    Journalist Harishankar Jena
    Media company ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
    18 hrs ago
  • ସିମୁଳିଆ ଥାନା ଅନ୍ତର୍ଗତ ମଇତାପୁର ଛକ ନିକଟରେ ଜାତୀୟ ରାଜପଥରେ ବୋଲେରୋ ଓଲଟି ଛଅ ଆହତ l ସିମୁଳିଆ ଥାନା ଅନ୍ତର୍ଗତ ମଇତାପୁର ଛକ ନିକଟରେ ଜାତୀୟ ରାଜପଥରେ ବୋଲେରୋ ଓଲଟି ଛଅ ଆହତ l
    1
    ସିମୁଳିଆ ଥାନା ଅନ୍ତର୍ଗତ ମଇତାପୁର ଛକ ନିକଟରେ ଜାତୀୟ ରାଜପଥରେ ବୋଲେରୋ ଓଲଟି ଛଅ ଆହତ l
ସିମୁଳିଆ ଥାନା ଅନ୍ତର୍ଗତ ମଇତାପୁର ଛକ ନିକଟରେ ଜାତୀୟ ରାଜପଥରେ ବୋଲେରୋ ଓଲଟି ଛଅ ଆହତ l
    user_PP NEWS ODISHA
    PP NEWS ODISHA
    ସିମିଳିଆ, ବାଲେଶ୍ୱର, ଓଡ଼ିଶା•
    10 hrs ago
  • ବଙ୍ଗୋପସାଗର ମଝିରୁ ‘ମାତୁୟାନାମା’ ଉଦ୍ଧାର, ୨୮ ଦିନ ଧରି ଥିଲା ନିଖୋଜ : ଟ୍ରଲରରେ ୮ ଜଣ ମତ୍ସ୍ୟଜୀବୀ ରହିଥିବା ବେଳେ ୭ ଜଣ ସୁସ୍ଥ ଥିବା ବେଳେ ଜଣେ ଗୁରୁତର ହୋଇ ପଡ଼ିଥିଲେ : ବଙ୍ଗୋପସାଗର ମଝିରୁ ‘ମାତୁୟାନାମା’ ଉଦ୍ଧାର, ୨୮ ଦିନ ଧରି ଥିଲା ନିଖୋଜ : ଟ୍ରଲରରେ ୮ ଜଣ ମତ୍ସ୍ୟଜୀବୀ ରହିଥିବା ବେଳେ ୭ ଜଣ ସୁସ୍ଥ ଥିବା ବେଳେ ଜଣେ ଗୁରୁତର ହୋଇ ପଡ଼ିଥିଲେ : ଭୋଗରାଇ , ୨୭/୮: ଆନ୍ଧ୍ରପ୍ରଦେଶ ଉପକୂଳରୁ ୨୮ ଦିନ ଧରି ନିଖୋଜ ଥିବା ଟ୍ରଲର ଉଦ୍ଧାର । ମାତୁୟାନାମା ନାମକ ଏହି ଟ୍ରଲରକୁ ବଙ୍ଗୋପସାଗର ମଝିରୁ ଉଦ୍ଧାର କରିଛନ୍ତି ପଶ୍ଚିମବଙ୍ଗ ଦୀଘା ବେଳାଭୂମିର ମତ୍ସ୍ୟଜୀବୀ । ବୁଧବାର ପଶ୍ଚିମବଙ୍ଗର କାଳୀଗଙ୍ଗା ଟ୍ରଲର ୧୩ ଜଣ ମତ୍ସ୍ୟଜୀବୀଙ୍କୁ ନେଇ ଦୀଘା ମୁହାଣ ନିକଟରୁ ସମୁଦ୍ରକୁ ମାଛ ମାରିବାକୁ ବାହାରିଥିଲେ । ପ୍ରାୟ ୫୦ କିଲୋମିଟର ଯିବା ପରେ ମଝି ସମୁଦ୍ରରେ ବିପଦସଙ୍କୁଳ ଅବସ୍ଥାରେ ଆନ୍ଧ୍ରପ୍ରଦେଶର ଟ୍ରଲରଟି ଭାସୁଥିବା ଦେଖି ସେଥିରେ ଥିବା ମତ୍ସ୍ୟଜୀବୀଙ୍କ ସହିତ କଥା ହୋଇଥିଲେ । ଜାଣିବାକୁ ପାଇଥିଲେ ଯେ, ସେମାନେ ପ୍ରାୟ ୨୮ ଦିନ ଧରି ନିଖୋଜ ଅଛନ୍ତି । ସେହି ଟ୍ରଲରରେ ୮ ଜଣ ମତ୍ସ୍ୟଜୀବୀ ରହିଥିବା ବେଳେ ୭ ଜଣ ସୁସ୍ଥ ଥିବା ବେଳେ ଜଣେ ଗୁରୁତର ହୋଇ ପଡ଼ିଥିଲେ । ପଶ୍ଚିମବଙ୍ଗର କାଳୀଗଙ୍ଗା ଟ୍ରଲରରେ ଥିବା ମତ୍ସ୍ୟଜୀବୀମାନେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ଏହାସହ ମଝି ସମୁଦ୍ରରେ ଅଚଳ ଟ୍ରଲରଟିକୁ ଦୌଡ଼ିରେ ବାନ୍ଧି କୂଳକୁ ଆଣିଥିଲେ । କୂଳରେ ପହଞ୍ଚିବା ପରେ ଆନ୍ଧ୍ର ଟ୍ରଲର ମତ୍ସ୍ୟଜୀବୀ ମାନଙ୍କୁ ଦୀଘା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାର ଅଧିକ ତଦନ୍ତ କରୁଛି ଦୀଘା ପୋଲିସ ।
    2
    ବଙ୍ଗୋପସାଗର ମଝିରୁ ‘ମାତୁୟାନାମା’ ଉଦ୍ଧାର, ୨୮ ଦିନ ଧରି ଥିଲା ନିଖୋଜ :
ଟ୍ରଲରରେ ୮ ଜଣ ମତ୍ସ୍ୟଜୀବୀ ରହିଥିବା ବେଳେ ୭ ଜଣ ସୁସ୍ଥ ଥିବା ବେଳେ ଜଣେ ଗୁରୁତର ହୋଇ ପଡ଼ିଥିଲେ :
ବଙ୍ଗୋପସାଗର ମଝିରୁ ‘ମାତୁୟାନାମା’ ଉଦ୍ଧାର, ୨୮ ଦିନ ଧରି ଥିଲା ନିଖୋଜ :
ଟ୍ରଲରରେ ୮ ଜଣ ମତ୍ସ୍ୟଜୀବୀ ରହିଥିବା ବେଳେ ୭ ଜଣ ସୁସ୍ଥ ଥିବା ବେଳେ ଜଣେ ଗୁରୁତର ହୋଇ ପଡ଼ିଥିଲେ :
ଭୋଗରାଇ , ୨୭/୮: ଆନ୍ଧ୍ରପ୍ରଦେଶ ଉପକୂଳରୁ ୨୮ ଦିନ ଧରି ନିଖୋଜ ଥିବା ଟ୍ରଲର ଉଦ୍ଧାର । ମାତୁୟାନାମା ନାମକ ଏହି ଟ୍ରଲରକୁ ବଙ୍ଗୋପସାଗର ମଝିରୁ ଉଦ୍ଧାର କରିଛନ୍ତି ପଶ୍ଚିମବଙ୍ଗ ଦୀଘା ବେଳାଭୂମିର ମତ୍ସ୍ୟଜୀବୀ । ବୁଧବାର ପଶ୍ଚିମବଙ୍ଗର କାଳୀଗଙ୍ଗା ଟ୍ରଲର ୧୩ ଜଣ ମତ୍ସ୍ୟଜୀବୀଙ୍କୁ ନେଇ ଦୀଘା ମୁହାଣ ନିକଟରୁ ସମୁଦ୍ରକୁ ମାଛ ମାରିବାକୁ ବାହାରିଥିଲେ । ପ୍ରାୟ ୫୦ କିଲୋମିଟର ଯିବା ପରେ ମଝି ସମୁଦ୍ରରେ ବିପଦସଙ୍କୁଳ ଅବସ୍ଥାରେ ଆନ୍ଧ୍ରପ୍ରଦେଶର ଟ୍ରଲରଟି ଭାସୁଥିବା ଦେଖି ସେଥିରେ ଥିବା ମତ୍ସ୍ୟଜୀବୀଙ୍କ ସହିତ କଥା ହୋଇଥିଲେ । ଜାଣିବାକୁ ପାଇଥିଲେ ଯେ, ସେମାନେ ପ୍ରାୟ ୨୮ ଦିନ ଧରି ନିଖୋଜ ଅଛନ୍ତି । ସେହି ଟ୍ରଲରରେ ୮ ଜଣ ମତ୍ସ୍ୟଜୀବୀ ରହିଥିବା ବେଳେ ୭ ଜଣ ସୁସ୍ଥ ଥିବା ବେଳେ ଜଣେ ଗୁରୁତର ହୋଇ ପଡ଼ିଥିଲେ । ପଶ୍ଚିମବଙ୍ଗର କାଳୀଗଙ୍ଗା ଟ୍ରଲରରେ ଥିବା ମତ୍ସ୍ୟଜୀବୀମାନେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ଏହାସହ ମଝି ସମୁଦ୍ରରେ ଅଚଳ ଟ୍ରଲରଟିକୁ ଦୌଡ଼ିରେ ବାନ୍ଧି କୂଳକୁ ଆଣିଥିଲେ । କୂଳରେ ପହଞ୍ଚିବା ପରେ ଆନ୍ଧ୍ର ଟ୍ରଲର ମତ୍ସ୍ୟଜୀବୀ ମାନଙ୍କୁ ଦୀଘା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାର ଅଧିକ ତଦନ୍ତ କରୁଛି ଦୀଘା ପୋଲିସ ।
    user_ଶିଶିର କୁମାର ପ୍ରଧାନ
    ଶିଶିର କୁମାର ପ୍ରଧାନ
    ଭୋଗରାଇ, ବାଲେଶ୍ୱର, ଓଡ଼ିଶା•
    15 hrs ago
  • sanalahunipal shahpur tihidi Bhadrak Sanalahunipal Mudusuli garam. rasta maramati pai B.D.O Ku Darkhwast Delu B.D.O 6 Month Halale rasta maramati pai kechibi karunahatie Sarapacha be Katha Suniahi 2yrs hela Gramaree pilamane School sammukh Na Ho Chanti
    1
    sanalahunipal shahpur tihidi Bhadrak Sanalahunipal Mudusuli 
garam.  rasta  maramati  pai B.D.O 
Ku  Darkhwast  Delu B.D.O 6 Month Halale rasta maramati pai kechibi karunahatie Sarapacha be 
Katha Suniahi 2yrs hela Gramaree pilamane School sammukh Na Ho Chanti
    user_Laxmidhar Das
    Laxmidhar Das
    ତିହିଡ଼ି, ଭଦ୍ରକ, ଓଡ଼ିଶା•
    12 min ago
  • ବନ୍ତ ବ୍ଲକ୍ ନିଳୋକ - ଛତାବର ରାସ୍ତାର ନିଳୋକ ଆଦର୍ଶ ସ୍କୁଲ ଛକ ନିକଟରେ ପାଟ୍ରୋଲିଂ ବେଳେ ଗୋଟିଏ ସନ୍ଦିଗ୍ଧ ମିନି ଭ୍ୟାନ୍‌କୁ ଅଟକାଇଥିଲା ପୁଲିସ। ଯାଞ୍ଚ ସମୟରେ ଗାଡ଼ିରୁ ପ୍ରାୟ ୬ କ୍ୱିଣ୍ଟାଲ ଓଜନର ୧୦ ବିଣ୍ଡା ଆଲୁମିନିୟମ ଇଲେକ୍ଟ୍ରିକ୍ ତାର ଏବଂ ୪୫ଟି ବିଭିନ୍ନ କମ୍ପାନୀର ବ୍ୟାଟେରୀ ଜବତ ହୋଇଛି। ଏହି ବେଆଇନ ଚାଲାଣ ମାମଲାରେ ଗାଡ଼ି ଚାଳକ ମଙ୍ଗରାଜ ପଣ୍ଡା ଏବଂ ଚୋରା ସାମଗ୍ରୀ କିଣିବାକୁ ଥିବା ଧାମନଗରର ସଲମାନ ଖାନ୍‌ଙ୍କୁ ଗିରଫ କରିଛି ବନ୍ତ ପୋଲିସ। ନିଳୋକ - ଛତାବର ରାସ୍ତାର ନିଳୋକ ଆଦର୍ଶ ସ୍କୁଲ ଛକ ନିକଟରେ ପାଟ୍ରୋଲିଂ ବେଳେ ଗୋଟିଏ ସନ୍ଦିଗ୍ଧ ମିନି ଭ୍ୟାନ୍‌କୁ ଅଟକାଇଥିଲା ପୁଲିସ। ଯାଞ୍ଚ ସମୟରେ ଗାଡ଼ିରୁ ପ୍ରାୟ ୬ କ୍ୱିଣ୍ଟାଲ ଓଜନର ୧୦ ବିଣ୍ଡା ଆଲୁମିନିୟମ ଇଲେକ୍ଟ୍ରିକ୍ ତାର ଏବଂ ୪୫ଟି ବିଭିନ୍ନ କମ୍ପାନୀର ବ୍ୟାଟେରୀ ଜବତ ହୋଇଛି। ଏହି ବେଆଇନ ଚାଲାଣ ମାମଲାରେ ଗାଡ଼ି ଚାଳକ ମଙ୍ଗରାଜ ପଣ୍ଡା ଏବଂ ଚୋରା ସାମଗ୍ରୀ କିଣିବାକୁ ଥିବା ଧାମନଗରର ସଲମାନ ଖାନ୍‌ଙ୍କୁ ଗିରଫ କରାଯାଇଛି।
    1
    ବନ୍ତ ବ୍ଲକ୍ ନିଳୋକ - ଛତାବର ରାସ୍ତାର ନିଳୋକ ଆଦର୍ଶ ସ୍କୁଲ ଛକ ନିକଟରେ ପାଟ୍ରୋଲିଂ ବେଳେ ଗୋଟିଏ ସନ୍ଦିଗ୍ଧ ମିନି ଭ୍ୟାନ୍‌କୁ ଅଟକାଇଥିଲା ପୁଲିସ। ଯାଞ୍ଚ ସମୟରେ ଗାଡ଼ିରୁ ପ୍ରାୟ ୬ କ୍ୱିଣ୍ଟାଲ ଓଜନର ୧୦ ବିଣ୍ଡା ଆଲୁମିନିୟମ ଇଲେକ୍ଟ୍ରିକ୍ ତାର ଏବଂ ୪୫ଟି ବିଭିନ୍ନ କମ୍ପାନୀର ବ୍ୟାଟେରୀ ଜବତ ହୋଇଛି। ଏହି ବେଆଇନ ଚାଲାଣ ମାମଲାରେ ଗାଡ଼ି ଚାଳକ ମଙ୍ଗରାଜ ପଣ୍ଡା ଏବଂ ଚୋରା ସାମଗ୍ରୀ କିଣିବାକୁ ଥିବା ଧାମନଗରର ସଲମାନ ଖାନ୍‌ଙ୍କୁ ଗିରଫ କରିଛି ବନ୍ତ ପୋଲିସ।
ନିଳୋକ - ଛତାବର ରାସ୍ତାର ନିଳୋକ ଆଦର୍ଶ ସ୍କୁଲ ଛକ ନିକଟରେ ପାଟ୍ରୋଲିଂ ବେଳେ ଗୋଟିଏ ସନ୍ଦିଗ୍ଧ ମିନି ଭ୍ୟାନ୍‌କୁ ଅଟକାଇଥିଲା ପୁଲିସ। ଯାଞ୍ଚ ସମୟରେ ଗାଡ଼ିରୁ ପ୍ରାୟ ୬ କ୍ୱିଣ୍ଟାଲ ଓଜନର ୧୦ ବିଣ୍ଡା ଆଲୁମିନିୟମ ଇଲେକ୍ଟ୍ରିକ୍ ତାର ଏବଂ ୪୫ଟି ବିଭିନ୍ନ କମ୍ପାନୀର ବ୍ୟାଟେରୀ ଜବତ ହୋଇଛି। ଏହି ବେଆଇନ ଚାଲାଣ ମାମଲାରେ ଗାଡ଼ି ଚାଳକ ମଙ୍ଗରାଜ ପଣ୍ଡା ଏବଂ ଚୋରା ସାମଗ୍ରୀ କିଣିବାକୁ ଥିବା ଧାମନଗରର ସଲମାନ ଖାନ୍‌ଙ୍କୁ ଗିରଫ କରାଯାଇଛି।
    user_ବନ୍ତ ଖବର
    ବନ୍ତ ଖବର
    ବାଣ୍ଟ, ଭଦ୍ରକ, ଓଡ଼ିଶା•
    1 hr ago
  • ବାଦାମପାହାଡ଼ ଫରେଷ୍ଟ ରେଞ୍ଜ ଅଞ୍ଚଳରେ କାଠ ଗଣ୍ଡି ଜବତ କଲା ବନ ବିଭାଗ, ଦୁଇ ଜଣ ଗିରଫ।
    1
    ବାଦାମପାହାଡ଼ ଫରେଷ୍ଟ ରେଞ୍ଜ ଅଞ୍ଚଳରେ କାଠ ଗଣ୍ଡି ଜବତ କଲା ବନ ବିଭାଗ, ଦୁଇ ଜଣ ଗିରଫ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    6 hrs ago
  • Slug : ପାରିବାରିକ କଳହର କରୁଣ ପରିଣତି।ସ୍ତ୍ରୀ କୁ ହାଣିଲେ ନିଜେ ଝୁଲି ପଡିଲେ Format :Avb Report :kamal lochan panda /bhadrak Date :26.08.26 Anchor : ପାରିବାରିକ କଳହ ରୁ କରୁଣ ପରିସ୍ଥିତି, ସ୍ତ୍ରୀ କୁ ହାଣି ନିଜେ ଫାସୀ ଦେଇଦେଲେ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ପୁରୁଣା ଵଜାର ଥାନା ଅଧିନ ନଙ୍ଗମହଲା ଗାଁରେ।ଦୀର୍ଘଦିନ ଧରି ଉଭୟଙ୍କ ମଧ୍ୟରେ ପାରିବାରିକ ଵିଵାଦ ଲାଗି ରହିଥିଲା ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ପାଇଁ ପରିବାର ଲୋକେ ଅନେକ ଚେଷ୍ଟା କରିଥିଲେ|ଆଜି ଘରେ କହିନଥିଲା ବେଳେ ସ୍ବାମୀ ସେକ ମୁସ୍ତଫା ରଜା ତାଙ୍କ ସ୍ତ୍ରୀ ସୋନୁ ଵିଵିକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ପରେ ସେହି ଘରେ ନିଜେ ବେକରେ ଫାସି ଦେଇ ଝୁଲି ପଡିଥିଲେ।ଗ୍ରାମବାସୀ ମାନେ ଖବର ପାଇଁ ପୋଲିସ କୁ ଖବର ଦେଇଥିବା ବେଳେ ପୁରୁଣା ବଜାର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି|ଉଭୟଙ୍କ ମଧ୍ୟରେ ପ୍ରେମ ବିଵାହ ହୋଇଥିଲା ବେଳେ। ଦୁଇଟି ଝିଅ ୧ ବର୍ଷ ଓ ୬ ବର୍ଷ ଅଛି ସ୍ଵାମୀ ଘର ଭଦ୍ରକରେ ସ୍ତ୍ରୀ ଘର ଲକ୍ଷ୍ନୌରେ ବୋଲି ଜଣା ପଡିଛି
    1
    Slug : ପାରିବାରିକ କଳହର କରୁଣ ପରିଣତି।ସ୍ତ୍ରୀ କୁ ହାଣିଲେ ନିଜେ ଝୁଲି ପଡିଲେ 
Format :Avb
Report :kamal lochan panda /bhadrak 
Date :26.08.26

Anchor : ପାରିବାରିକ କଳହ ରୁ କରୁଣ ପରିସ୍ଥିତି, ସ୍ତ୍ରୀ କୁ ହାଣି ନିଜେ ଫାସୀ ଦେଇଦେଲେ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ପୁରୁଣା ଵଜାର ଥାନା ଅଧିନ ନଙ୍ଗମହଲା ଗାଁରେ।ଦୀର୍ଘଦିନ ଧରି ଉଭୟଙ୍କ ମଧ୍ୟରେ ପାରିବାରିକ ଵିଵାଦ ଲାଗି ରହିଥିଲା ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ପାଇଁ ପରିବାର ଲୋକେ ଅନେକ ଚେଷ୍ଟା କରିଥିଲେ|ଆଜି ଘରେ କହିନଥିଲା ବେଳେ ସ୍ବାମୀ ସେକ ମୁସ୍ତଫା ରଜା ତାଙ୍କ ସ୍ତ୍ରୀ ସୋନୁ ଵିଵିକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ପରେ ସେହି ଘରେ ନିଜେ ବେକରେ ଫାସି ଦେଇ ଝୁଲି ପଡିଥିଲେ।ଗ୍ରାମବାସୀ ମାନେ ଖବର ପାଇଁ ପୋଲିସ କୁ ଖବର ଦେଇଥିବା ବେଳେ  ପୁରୁଣା ବଜାର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି|ଉଭୟଙ୍କ ମଧ୍ୟରେ ପ୍ରେମ ବିଵାହ ହୋଇଥିଲା ବେଳେ।  ଦୁଇଟି ଝିଅ ୧ ବର୍ଷ ଓ  ୬ ବର୍ଷ  ଅଛି
ସ୍ଵାମୀ ଘର ଭଦ୍ରକରେ ସ୍ତ୍ରୀ ଘର ଲକ୍ଷ୍ନୌରେ ବୋଲି ଜଣା ପଡିଛି
    user_Bhadrak bulletin
    Bhadrak bulletin
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.