Shuru
Apke Nagar Ki App…
ଲଞ୍ଚ ହେଲା ପ୍ରପର୍ଟି ଓଡ଼ିଶା ଆପ୍ । ପ୍ରପର୍ଟି ଓଡ଼ିଶା ମେଗା ପ୍ରପର୍ଟି ଏକ୍ସପୋ ୨୦୨୬ ଇଭେଣ୍ଟ । ଲଞ୍ଚ ହେଲା ପ୍ରପର୍ଟି ଓଡ଼ିଶା ଆପ୍ । ପ୍ରପର୍ଟି ଓଡ଼ିଶା ମେଗା ପ୍ରପର୍ଟି ଏକ୍ସପୋ ୨୦୨୬ ଇଭେଣ୍ଟ । ଭୁବନେଶ୍ୱର, ଓଡ଼ିଶା #Bhubaneswar #Odisha
Nanda Kishor Naik
ଲଞ୍ଚ ହେଲା ପ୍ରପର୍ଟି ଓଡ଼ିଶା ଆପ୍ । ପ୍ରପର୍ଟି ଓଡ଼ିଶା ମେଗା ପ୍ରପର୍ଟି ଏକ୍ସପୋ ୨୦୨୬ ଇଭେଣ୍ଟ । ଲଞ୍ଚ ହେଲା ପ୍ରପର୍ଟି ଓଡ଼ିଶା ଆପ୍ । ପ୍ରପର୍ଟି ଓଡ଼ିଶା ମେଗା ପ୍ରପର୍ଟି ଏକ୍ସପୋ ୨୦୨୬ ଇଭେଣ୍ଟ । ଭୁବନେଶ୍ୱର, ଓଡ଼ିଶା #Bhubaneswar #Odisha
More news from ଓଡ଼ିଶା and nearby areas
- ପ୍ରପର୍ଟି ଓଡ଼ିଶା ଇଭେଣ୍ଟରେ ଓଡ଼ିଆ ଅଭିନେତ୍ରୀ "ପୁନମ୍ ମିଶ୍ର" । ଘରେ ରହି ଘର କିଣିବା ସହ ଅନେକ ସୁବିଧା ପାଇପାରିବେ ଗ୍ରାହକ । ପ୍ରପର୍ଟି ଓଡ଼ିଶା ଇଭେଣ୍ଟରେ ଓଡ଼ିଆ ଅଭିନେତ୍ରୀ "ପୁନମ୍ ମିଶ୍ର" । ଘରେ ରହି ଘର କିଣିବା ସହ ଅନେକ ସୁବିଧା ପାଇପାରିବେ ଗ୍ରାହକ । ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha1
- GRIDCO PPA(power purchase Agreement ) ସ୍ୱା କ୍ଷରିତ ହୋଇଛି ଓଡ଼ିଶାର କୋରାପୁଟରେ ଉପରେ ସୌର ପ୍ୟାନେଲ୍, ତଳେ ଚାଷ!! ଭାରତର ଅନ୍ୟତମ ପ୍ରଥମ ଧରଣର ୧ ମେଗାୱାଟ୍ ଚାଷୀ-ନେତୃତ୍ୱାଧୀନ Agri-PV ପାଇଲଟ୍ ପ୍ରକଳ୍ପ ଓଡ଼ିଶାର କୋରାପୁଟରେ ଆରମ୍ଭ ହେବାକୁ ଯାଉଛି। ଏହି ପ୍ରକଳ୍ପରେ ଫସଲ ଚାଷ ସହିତ ସ୍ୱଚ୍ଛ ସୌର ଶକ୍ତି ଉତ୍ପାଦନକୁ ଏକାଠି କରାଯାଉଛି। ଏହି ମଡେଲ୍ର ସବୁଠାରୁ ବିଶେଷ ଦିଗ ହେଉଛି ମାଲିକାନା ବ୍ୟବସ୍ଥା। ସାଧାରଣତଃ ଯେଉଁ ମଡେଲ୍ରେ ବେସରକାରୀ କମ୍ପାନୀମାନେ କୃଷି ଜମି ଲିଜ୍ରେ ନେଇ ଚାଷୀଙ୍କୁ କେବଳ ଭଡ଼ା ପ୍ରଦାନ କରନ୍ତି, ତାହାଠାରୁ ଭିନ୍ନ ଭାବେ କୋରାପୁଟର ଏହି ୧ ମେଗାୱାଟ୍ Agri-PV ପ୍ରକଳ୍ପର ମାଲିକ ନିଜେ ଚାଷୀମାନେ ହେବେ। ୫୧୩ ଜଣ ମହିଳା ସଦସ୍ୟ ଓ ୫ ଜଣ ଜମି ମାଲିକଙ୍କୁ ନେଇ ଗଠିତ ଏକ FPO ଫସଲ ଉତ୍ପାଦନ ଓ ସୌର ବିଦ୍ୟୁତ୍—ଉଭୟରୁ ମିଳୁଥିବା ଲାଭରେ ଅଂଶୀଦାର ହେବ। GRIDCO ସହିତ ୨୫ ବର୍ଷର PPA (Power Purchase Agreement) ସ୍ୱାକ୍ଷରିତ ହୋଇଛି। ଚାଷୀମାନେ କେବଳ ଜମିର ମାଲିକ ନୁହଁନ୍ତି—ସେମାନେ ସୌର ବିଦ୍ୟୁତ୍ ପ୍ରକଳ୍ପର ମାଲିକ ମଧ୍ୟ।1
- ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ମାଲୁଦ ଅଞ୍ଚଳରେ ଧୁମ୍ଧାମରେ ପାଳିତ ହେଉଛି ଗଣେଶ ପୂଜା। ଚଳିତବର୍ଷ ମାଲୁଦ ଅଞ୍ଚଳରେ ୨୩ଟି ପୂଜା ମଣ୍ଡପରେ ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ପୂଜାର୍ଚ୍ଚନା କରାଯାଉଛି। #News7odia #NewsPai #GaneshPuja #GaneshChaturthi #Malud #Krushnaprasad #Puri #GanapatiBappa #GaneshaPuja #OdishaNews #OdiaNews #FestivalNews #GaneshMahotsav #MaludNews #KrushnaprasadNews #PujaMandap #OdiaCulture1
- ବନମାଳୀ ପ୍ରସାଦ ଗ୍ରାମରୁ ଏକ ଘରୁ ନାଗ ସାପ ସ୍ନେକେ ହେଲ୍ପଲାଇନ ଦ୍ୱାରା ଉଦ୍ଧାର1
- ଦିଲ୍ଲୀ ହାଇକୋର୍ଟର ଗୁରୁତ୍ୱପୂର୍ଣ୍ଣ ରାୟ.........................1
- Hyderabad Dholpet Ganesh in Dhenkanal Bajrang Club’s Grand Ganesh Puja ganesh puja dhenkanal dhenkanalnewsodisha1
- ପବିତ୍ର ନୂଆଁଖାଇ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଲେ ପ୍ରେମରାଜ ଟାଣ୍ଡି, ସରପଞ୍ଚଙ୍କ ପବିତ୍ର ନୂଆଁଖାଇ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଲେ ପ୍ରେମରାଜ ଟାଣ୍ଡି, ସରପଞ୍ଚଙ୍କ #LatestNews #UpdateNews #apanankakhabara #Baragada #news #OdishaNews #odisha1
- ଲଞ୍ଚ ହେଲା ପ୍ରପର୍ଟି ଓଡ଼ିଶା ଆପ୍ । ପ୍ରପର୍ଟି ଓଡ଼ିଶା ମେଗା ପ୍ରପର୍ଟି ଏକ୍ସପୋ ୨୦୨୬ ଇଭେଣ୍ଟ । ଲଞ୍ଚ ହେଲା ପ୍ରପର୍ଟି ଓଡ଼ିଶା ଆପ୍ । ପ୍ରପର୍ଟି ଓଡ଼ିଶା ମେଗା ପ୍ରପର୍ଟି ଏକ୍ସପୋ ୨୦୨୬ ଇଭେଣ୍ଟ । ଭୁବନେଶ୍ୱର, ଓଡ଼ିଶା #Bhubaneswar #Odisha1