ଅସହାୟ ଙ୍କୁ ସାହାଯ୍ୟ ର ହାତ ବଢ଼ାଇଲା କଟକ ଜିଲ୍ଲା ର ଅଗ୍ରଣୀ ସାମାଜିକ ସଂଗଠନ ତ୍ରିନେତ୍ର ଫାଉଣ୍ଡେସନ l ପ୍ରକାଶ ଯେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ଅନ୍ତର୍ଗତ ଚଢେଇ ଗୁଆଁ ଗ୍ରାମର ପ୍ରମୋଦ ଦାସ ଙ୍କ ଦେହାନ୍ତ ଖବର ମିଳିଲା ପରେ ତତ୍ପରତା ଦେଖାଇଲା ତ୍ରୀନେତ୍ର ଫାଉଣ୍ଡେସନ l ସ୍ବର୍ଗତ ପ୍ରମୋଦ ଦାସ ଙ୍କ ପରିବାର କହିଲେ ତାଙ୍କ ସ୍ତ୍ରୀ ଓ ଏକମାତ୍ର ଝିଅ ଙ୍କୁ ନେଇ l ମୁଣ୍ଡ ଗୁଞ୍ଜିବା ନିମନ୍ତେ ଘର ଟିଏ ମଧ୍ୟ ନାହିଁ l ଏପରିକି ଶୁଦ୍ଧିକ୍ରିୟା ନିମନ୍ତେ ସମ୍ବଳ ମଧ୍ୟ ନାହିଁ l ଏପରି ସ୍ଥଳେ ସରକାରଙ୍କ ତରଫରୁ କୌଣସି ପ୍ରକାର ସାହାଯ୍ୟ ନ ମିଳିଥିବା ବେଳେ ମାହାଙ୍ଗା ଅଂଚଳ ର ତ୍ରିନାଥ ଫୋଉଣ୍ଡସନ ଏହି ଅସହାୟ ପରିବାର କୁ ସାହାଯ୍ୟ ର ହାତ ବଢ଼ାଇ ସାଧାରଣ ରେ ବେଶ ପ୍ରସଂଶା ସାଉଁଟି ପାରିଛି l ଫାଉଣ୍ଡେସନ ପ୍ରତିଷ୍ଠାତା ମନୋରଞ୍ଜନ ତରାଇଙ୍କ ନେତୃତ୍ୱ ରେ ଏହି ପରିବାର କୁ ପାଲ, ଶାଢ଼ୀ, ପୋଷାକ, ଶୀତବସ୍ତ୍ର, କମ୍ବଳ, ରାସନ ସାମଗ୍ରୀ ଓ ପନିପରିବା ସହିତ କିଛି ଆର୍ଥିକ ସାହାଯ୍ୟ ଯୋଗାଇ ଦିଆଯାଇଛି l ଏହି ସେବା କାର୍ଯ୍ୟ ରେ ଫାଉଣ୍ଡେସନ ବିଭିନ୍ନ କର୍ମକର୍ତ୍ତା କୈଳାଶ ଚନ୍ଦ୍ର ସାହୁ, ପ୍ରିତମ ପ୍ରିୟା ସାହୁ, ସରୋଜ ସାହୁ, କଳ୍ପତରୁ ମଲ୍ଲିକ, ହୃଷିକେଶ ବିଶ୍ୱାଳ, ତପୁ ଘଡେଇ ପ୍ରମୁଖ ଉପସ୍ଥିତ ଥିଲେ l ଗଣେଶ ପାଣିଗ୍ରାହୀ ରିପୋର୍ଟ ମୋବାଇଲ 7894715457
ଅସହାୟ ଙ୍କୁ ସାହାଯ୍ୟ ର ହାତ ବଢ଼ାଇଲା କଟକ ଜିଲ୍ଲା ର ଅଗ୍ରଣୀ ସାମାଜିକ ସଂଗଠନ ତ୍ରିନେତ୍ର ଫାଉଣ୍ଡେସନ l ପ୍ରକାଶ ଯେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ଅନ୍ତର୍ଗତ ଚଢେଇ ଗୁଆଁ ଗ୍ରାମର ପ୍ରମୋଦ ଦାସ ଙ୍କ ଦେହାନ୍ତ ଖବର ମିଳିଲା ପରେ
ତତ୍ପରତା ଦେଖାଇଲା ତ୍ରୀନେତ୍ର ଫାଉଣ୍ଡେସନ l ସ୍ବର୍ଗତ ପ୍ରମୋଦ ଦାସ ଙ୍କ ପରିବାର କହିଲେ ତାଙ୍କ ସ୍ତ୍ରୀ ଓ ଏକମାତ୍ର ଝିଅ ଙ୍କୁ ନେଇ l ମୁଣ୍ଡ ଗୁଞ୍ଜିବା ନିମନ୍ତେ ଘର ଟିଏ ମଧ୍ୟ ନାହିଁ l ଏପରିକି ଶୁଦ୍ଧିକ୍ରିୟା ନିମନ୍ତେ ସମ୍ବଳ ମଧ୍ୟ
ନାହିଁ l ଏପରି ସ୍ଥଳେ ସରକାରଙ୍କ ତରଫରୁ କୌଣସି ପ୍ରକାର ସାହାଯ୍ୟ ନ ମିଳିଥିବା ବେଳେ ମାହାଙ୍ଗା ଅଂଚଳ ର ତ୍ରିନାଥ ଫୋଉଣ୍ଡସନ ଏହି ଅସହାୟ ପରିବାର କୁ ସାହାଯ୍ୟ ର ହାତ ବଢ଼ାଇ ସାଧାରଣ ରେ ବେଶ
ପ୍ରସଂଶା ସାଉଁଟି ପାରିଛି l ଫାଉଣ୍ଡେସନ ପ୍ରତିଷ୍ଠାତା ମନୋରଞ୍ଜନ ତରାଇଙ୍କ ନେତୃତ୍ୱ ରେ ଏହି ପରିବାର କୁ ପାଲ, ଶାଢ଼ୀ, ପୋଷାକ, ଶୀତବସ୍ତ୍ର, କମ୍ବଳ, ରାସନ ସାମଗ୍ରୀ ଓ ପନିପରିବା ସହିତ କିଛି ଆର୍ଥିକ ସାହାଯ୍ୟ ଯୋଗାଇ ଦିଆଯାଇଛି l ଏହି
ସେବା କାର୍ଯ୍ୟ ରେ ଫାଉଣ୍ଡେସନ ବିଭିନ୍ନ କର୍ମକର୍ତ୍ତା କୈଳାଶ ଚନ୍ଦ୍ର ସାହୁ, ପ୍ରିତମ ପ୍ରିୟା ସାହୁ, ସରୋଜ ସାହୁ, କଳ୍ପତରୁ ମଲ୍ଲିକ, ହୃଷିକେଶ ବିଶ୍ୱାଳ, ତପୁ ଘଡେଇ ପ୍ରମୁଖ ଉପସ୍ଥିତ ଥିଲେ l ଗଣେଶ ପାଣିଗ୍ରାହୀ ରିପୋର୍ଟ ମୋବାଇଲ 7894715457
- ଗଞ୍ଜାମ ଜିଲ୍ଲା ଧରାକୋଟ ବିଧାୟକ ରମେଶ ଜେନା ଙ୍କ ଦ୍ଵାରା ନଅ ପ୍ରକଳ୍ପ ଉଦ୍ଘାଟିତ ଆସିକା:( ୨/୪/୨୬) (ଗଣେଶ ପାଣିଗ୍ରାହୀ ରିପୋର୍ଟ)ଧରାକୋଟ ବ୍ଲକର ଉପାନ୍ତ ଅଞ୍ଚଳ ଭାବରେ ପରିଚିତ ବଳରାମପୁର ପଞ୍ଚାୟତ ରେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଙ୍କ ଦ୍ଵାରା ନଅ ଗୋଟି ପ୍ରକଳ୍ପ ଉଦ୍ଘାଟିତ ହୋଇଯାଇଛି । ବଳରାମପୁର ରେ ବିଧାୟକ ପହଞ୍ଚିବା ପରେ ତାଙ୍କୁ ପଞ୍ଚାୟତ ଲୋକଙ୍କ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହା ପରେ ସେ ନୂତନ ଭାବରେ ପ୍ରତିଷ୍ଠା ହେଉଥିବା ଗୋପୀନାଥ ସ୍ୱାମୀ ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଥିଲେ । ଏହା ପରେ ନୂତନ ଭାବରେ ନିର୍ମିତ ବଳରାମପୁର ଗ୍ରାମ ପଞ୍ଚାୟତ ଭବନ, ପଞ୍ଚାୟତ ସଭା ଗୃହ,କର୍ମଚାରୀ ଭବନ, ମିନି ବ୍ୟାଙ୍କ,ରାଧାକୃଷ୍ଣ ପାଠାଗାର ଗୃହ,ମିଶନ ଶକ୍ତି ଗୃହ, କଲ୍ୟାଣ ମଣ୍ଡପ,ଯାତ୍ରୀ ବିଶ୍ରାମାଗାର ଓ ଉସ୍ତା ଗ୍ରାମରେ ଏକ ବଜାର ଗୃହର ଉଦ୍ଘାଟନ କରିଥିଲେ। ଏଥିରେ ଅତିଥି ଭାବରେ ବି ଡି ଓ ସଂଗ୍ରାମ କେଶରୀ ଜେନା,ପୂର୍ବତନ ବ୍ଲକ ଅଧ୍ୟକ୍ଷା ମିନତି ରାଣୀ ସ୍ୱାଇଁ, ଏ ବି ଡି ଓ ସୁଶିଲ ପଟନାୟକ,ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ପାଣିଗ୍ରାହୀ, କନିଷ୍ଠ ଯନ୍ତ୍ରୀ ପ୍ରଦୀପ ଚନ୍ଦ୍ର ନାୟକ, ସରପଞ୍ଚ ଗୀତାଞ୍ଜଳି ମଲିକ,ସମିତି ସଭ୍ୟ ଜୋସେଫ ମଣ୍ଡଳ,ନାଏବ ସରପଞ୍ଚ ପ୍ରଫୁଲ୍ଲ ବେହେରା,ଜି ପି ଇ ଓ ଦେବରାଜ ନାୟକ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ପୃଷ୍ଟି ପ୍ରମୁଖ ଉପସ୍ଥିତ ରହିଥିଲେ। ରାସ୍ତାରେ ଢ଼ଉଗାଁ ଛକ ରେ ସ୍ଥାନୀୟ ଲୋକେ ବିଧାୟକ ଙ୍କ ସମ୍ବର୍ଦ୍ଧନା ପ୍ରଦାନ କରିବା ପରେ ଧରାକୋଟ ଅଞ୍ଚଳର ପ୍ରସିଦ୍ଧ କୁଲାଗଡ ର ମା ଦଣ୍ଡକାଳି ଙ୍କୁ ଦର୍ଶନକରି ଫେରିଥିଲେ । ଗଣେଶ ପାଣିଗ୍ରାହୀ ରିପୋର୍ଟ1
- Post by Ansubhai Pandey1
- ନାଟକ କମା ଗାଁରେ ଲକ୍ଷ୍ମୀ ନୃସିଂହ ବିଗ୍ରହ ପ୍ରତିଷ୍ଠା ଉତ୍ସବ କୁକୁଡ଼ାଖଣ୍ତି ବ୍ଲକ୍ ଅନ୍ତର୍ଗତ ବୋରିଗାଁ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ନାଟକ କମା ଗାଁ (ବି.ଜଗନ୍ନାଥପୁର) ଗ୍ରାମରେ ଗତ ୩୧ ମାର୍ଚ୍ଚ ଠାରେ ଆରମ୍ଭ ଏପ୍ରିଲ ୩ ତାରିଖ ଦିନ ପୂର୍ଣ୍ଣାହୁତି ହେବେ। ବହୁ ପୁରାତନ କାଳରୁ ପୂଜା ପାଉଥିବା ଶ୍ରୀ ଲକ୍ଷ୍ମୀ ନୃସିଂହଙ୍କ ନୂତନ ବିଗ୍ରହ ସହିତ ପ୍ରତିଷ୍ଠା ଉତ୍ସବରେ ନିମନ୍ତ୍ରଣକୁ ରକ୍ଷାକରି ପଣ୍ତିତ ଅଭିମନ୍ୟୁ ପାଢ଼ୀଙ୍କ ପୈରାୟହିତ୍ଯରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୁକୁଡ଼ାଖଣ୍ତି ବ୍ଲକରେ ସମସ୍ତ ଜନସାଧରଣଙ୍କ ମଙ୍ଗଳ କାମନା ପାଇଁ ପୂଜାର୍ଚ୍ଚନା କରିଥିଲେ। ଏଥିରେ ପ୍ରତିଷ୍ଠା ଆରମ୍ଭ, ଜଳ ଯାତ୍ରା, ନାମ ଯଜ୍ଞ, ବ୍ରାହ୍ମଣ ବରଣ, ଶାଲା ସଂସ୍କାର, ମଣ୍ତଳେ ପୂଜା ଓ ଶୈବାଗ୍ନି ସ୍ଥାପନ, ଘୃତ ଯଜ୍ଞ, ମହାସ୍ନାନ, ଲକ୍ଷ୍ମୀ ନୃସିଂହ ବିଗ୍ରହ, ଶୟନ ଓ ଜୀବନ୍ୟାସ କାର୍ଯ୍ୟକ୍ରମରେ ମୁଖ୍ୟ ପୁରୋହିତଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯକ୍ରମରେ ଗ୍ରାମବାସୀ ଉପସ୍ଥିତିରେ ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ ସହଯୋଗ କରିଥିଲେ।1
- ଗଞ୍ଜାମ ଜିଲ୍ଲାକୁ ୩ ଜାତୀୟ ପୁରସ୍କାର : ପ୍ରତିକ୍ରିୟା ରଖିଲେ ଗଞ୍ଜାମ ଜିଲ୍ଲାପାଳ1
- ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ରେ ନୂତନ ପ୍ରାଣିସମ୍ପଦ ଚିକିତ୍ସାଳୟ ଗୃହ ଉଦଘାଟ #spnewstvliveodia #jagatsinghapurnews1
- ଖଣ୍ଡପଡ଼ା ଖବର1
- ୯୧ ତମ ପୋଲିସ ପ୍ରତିଷ୍ଠା ଦିବସ ପୋଲିସ ବ୍ୟାରେକ୍ ପାଳନ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିକଟ ବେତାଗୁଡା ସ୍ଥିତ ପୋଲିସ ବ୍ୟାରେକ୍ ଠାରେ ଆଜି ୯୧ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁନୀଲ କାନ୍ତି ମହାନ୍ତି , ଓଏସଏପି କମାଣ୍ଡେଣ୍ଟ ଅଶୋକ ମହାନ୍ତି, ପୋଲିସ ଆର ଆଇ ନିରଞ୍ଜନ ନାୟକ ପ୍ରମୁଖ ମଞ୍ଚସ୍ଥ ହୋଇ ଆଜିର ପୋଲିସ ପ୍ରତିଷ୍ଠା ଦିବସ ସମ୍ପର୍କରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ଏହି ପରୀପ୍ରେକ୍ଷୀରେ ମୁଖ୍ୟ ମନ୍ତ୍ରୀଙ୍କ ବାର୍ତ୍ତା ପଠନ କରିଥିବା ବେଳେ ପ୍ରାୟ ଆଠ ଜଣ ପୋଲିସ୍ ଅଧିକାରୀ ଏବଂ କନଷ୍ଟେବଲ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ପୋଲିସ ଯବାନ ମାନେ ପ୍ୟାରେଡ୍ କରି ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। ଏହି ପ୍ରତିଷ୍ଠା ଦିବସ ଅବସରରେ ଜିଲ୍ଳାର ସମସ୍ତ ପୋଲିସ ବିଭାଗୀୟ ଅଧିକାରୀ ଏବଂ ଯବାନ ମାନେ ଉପସ୍ଥିତ ରହି ଏହି ଉତ୍ସବ ପାଳନ କରିଥିଲେ। ଗଜପତି ଜିଲ୍ଲା ରୁ ଟିକି ଲିମା ଙ୍କ ରିପୋର୍ଟ ଖବର ତରଙ୍ଗ1
- ଧୀରେ ଧୀରେ ଖୋଲୁଛି ନୟାଗଡ ଜିଲ୍ଲାପରିଷଦ ର ଗୁମର #spnewstvliveodia #jilaparishadnayagarh #breakingnews #nayagarhnews1