Shuru
Apke Nagar Ki App…
ପେଟରେ ଯନ୍ତ୍ରଣା ମେଡିକାଲରେ ବିକ୍ରମ ପଣ୍ଡା। ପେଟରେ ଯନ୍ତ୍ରଣା ବଢ଼ିବା ପରେ ଜେଲ୍ ରୁ ମେଡିକାଲକୁ ଚିକିତ୍ସା ପାଇଁ ଆସିଲେ ବିକ୍ରମ ପଣ୍ଡା। ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ବିକ୍ରମ ପଣ୍ଡା ମେଡିକାଲ ବେଡରେ ସଂଘର୍ଷ କରୁଛନ୍ତି।
Amrit Prasad Das
ପେଟରେ ଯନ୍ତ୍ରଣା ମେଡିକାଲରେ ବିକ୍ରମ ପଣ୍ଡା। ପେଟରେ ଯନ୍ତ୍ରଣା ବଢ଼ିବା ପରେ ଜେଲ୍ ରୁ ମେଡିକାଲକୁ ଚିକିତ୍ସା ପାଇଁ ଆସିଲେ ବିକ୍ରମ ପଣ୍ଡା। ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ବିକ୍ରମ ପଣ୍ଡା ମେଡିକାଲ ବେଡରେ ସଂଘର୍ଷ କରୁଛନ୍ତି।
More news from ଓଡ଼ିଶା and nearby areas
- ଏସସିବି ମେଡ଼ିକାଲ ପାଖରେ ଥିବା ହୋଟେଲ ଗୁଡ଼ିକ ଉପରେ ସିଏମସି ଫୁଡ଼୍ ସେଫ୍ଟି ଟିମ୍ ତରଫରୁ ଚଢ଼ାଉ କରାଯାଇଛି। ଅପରିଷ୍କାର ପରିବେଶରେ ଖାଦ୍ୟ ବିକ୍ରି କରୁଥିବା ହେତୁ ଚଢ଼ାଉ କରି ଦୁଇ ଟି ହୋଟେଲକୁ ସିଲ୍ କଲା ଫୁଡ଼୍ ସେପ୍ଟି ଟିମ୍ ।1
- SCB ପାଖରେ ଥିବା ହୋଟେଲ ଗୁଡ଼ିକ ଉପରେ CMC food ସେଫ୍ଟି ଟିମ୍ ତରଫ ରୁ ଚଢ଼ାଉ। ଅପରିଷ୍କାର ପରିବେଶ ରେ ଖାଦ୍ୟ ବିକ୍ରି କରୁଥିବା ହେତୁ ଚଢ଼ାଉ ବେଳେ ଜଣେ ହୋଟେଲ ମାଲିକ ଦୋକାନ ବନ୍ଦ କରି ଦୌଡି ପଳାଉଥିଲେ ହେଲେ ଦୋକନି କୁ ମାଡ଼ି ବସିଲା CMC food ସେଫ୍ଟି ଟିମ୍ ତାପରେ କଲା ଦୋକାନ କୁ ସିଲ।1
- ଭୁବନେଶ୍ୱର : ଓଡିଶାର ସବୁଠାରୁ ବଡ ମେଡିକାଲ SCB ରେ ICU ଭିତରେ ରୋଗୀ ବେଡ଼ରୁ ପଡି ମରିଯିବା ବଡ଼ ଦୁଃଖଦାୟକ:କଂଗ୍ରେସ1
- Post by Gagan Bhoi1
- ଭୁବନେଶ୍ୱର ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗ୍ରାମ୍ୟ ପାଇପ୍ ଜଳ ଯୋଗାଣ ବ୍ୟବସ୍ଥାର ସମୀକ୍ଷା କରୁଛନ୍ତି I1
- କଟକ ଚାନ୍ଦବାଲି ରୋଡ କାଟିକଟା ବଜାର ଠାରୁ ଅନାମଦାସ ଛକ ପଯ୍ୟନ୍ତ ରାସ୍ତା ଆରୋହୀଙ୍କ ପାଇଁ କତେ ସୁରକ୍ଷିତ ତୁଇ ପାର୍ଶ୍ୱ ରେ ବଡ଼ ଗାଡି ପର୍କିଙ୍ଗ ବିପଦଜନକ1
- ଆସନ୍ତା କାଲି ଭାରତ ବନ୍ଦ ଡାକରା ଦିଆଯାଇଛି ବିଭିନ୍ନ ଟ୍ରେଡ union ତରଫରୁ ବନ୍ଦ ଡ଼ାକରା ଦିଆଯାଇଛି1
- ପେଟରେ ଯନ୍ତ୍ରଣା ବଢ଼ିବା ପରେ ଜେଲ୍ ରୁ ମେଡିକାଲକୁ ଚିକିତ୍ସା ପାଇଁ ଆସିଲେ ବିକ୍ରମ ପଣ୍ଡା। ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ବିକ୍ରମ ପଣ୍ଡା ମେଡିକାଲ ବେଡରେ ସଂଘର୍ଷ କରୁଛନ୍ତି।1