Shuru
Apke Nagar Ki App…
କଟକ ଚାନ୍ଦବାଲି ରୋଡ଼ ସାଧାରଣ ଲୋକଙ୍କ ପାଇଁ କେତେ ସୁରକ୍ଷିତ କଟକ ଚାନ୍ଦବାଲି ରୋଡ କାଟିକଟା ବଜାର ଠାରୁ ଅନାମଦାସ ଛକ ପଯ୍ୟନ୍ତ ରାସ୍ତା ଆରୋହୀଙ୍କ ପାଇଁ କତେ ସୁରକ୍ଷିତ ତୁଇ ପାର୍ଶ୍ୱ ରେ ବଡ଼ ଗାଡି ପର୍କିଙ୍ଗ ବିପଦଜନକ
ନିଷ୍ଠୁର ଦୁନିଆ Live
କଟକ ଚାନ୍ଦବାଲି ରୋଡ଼ ସାଧାରଣ ଲୋକଙ୍କ ପାଇଁ କେତେ ସୁରକ୍ଷିତ କଟକ ଚାନ୍ଦବାଲି ରୋଡ କାଟିକଟା ବଜାର ଠାରୁ ଅନାମଦାସ ଛକ ପଯ୍ୟନ୍ତ ରାସ୍ତା ଆରୋହୀଙ୍କ ପାଇଁ କତେ ସୁରକ୍ଷିତ ତୁଇ ପାର୍ଶ୍ୱ ରେ ବଡ଼ ଗାଡି ପର୍କିଙ୍ଗ ବିପଦଜନକ
More news from ଓଡ଼ିଶା and nearby areas
- ଧାନ ମଣ୍ଡୀ ଚାଷୀଙ୍କ ପାଇଁ ଯନ୍ତ୍ରଣା ଓ ନିର୍ଯାତନାର କେନ୍ଦ୍ର ,କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଠାରେ ଏଭଳି ପ୍ରତିକ୍ରିୟା ରଖିଲେ ସମାଜସେବୀ ଶରତ ସାହୁ..1
- ଭୁବନେଶ୍ୱର : ରଙ୍ଗ ବୋଳିବା , ହୋଡିଙ୍ଗ ମାରି ପଇସା ବର୍ବାଦ କରାଯାଉଛି। ମୁଖ୍ୟମନ୍ତ୍ରୀ ତୁମ ସିଟକୁ କଳଙ୍କିତ କର ନାହିଁ : ସୁର ରାଉତରାୟ1
- ଆଜି ଯାଜପୁର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ, ବିଜେପି ସରକାର ଶାସନକାଳରେ ଲଘୁ ଖଣିଜ ପଦାର୍ଥ ବ୍ୟାପକ ଚୋରି, ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ,ଚାଷୀ ମାରଣ ନୀତି ଓ ଧାନ କିଣାରେ ଚରମ ଅନିୟମିତତା ବିରୁଦ୍ଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜୋରଦାର ବିକ୍ଷୋଭ ଓ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା ।ଏହି ଆନ୍ଦୋଳନରେ,ବିଜେଡିର ବହୁ ନେତା କର୍ମୀ ସାମିଲ ହୋଇ ଚାଷୀ ଶ୍ରମିକ ଓ ସାଧାରଣ ଜନତାଙ୍କ ସ୍ୱରକୁ ପ୍ରଶାସନ ପର୍ଯ୍ୟନ୍ତ ପହଞ୍ଚାଇଥିଲେ। ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉପ- ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରାଯାଇଥିଲା।1
- ଏସସିବି ମେଡ଼ିକାଲ ପାଖରେ ଥିବା ହୋଟେଲ ଗୁଡ଼ିକ ଉପରେ ସିଏମସି ଫୁଡ଼୍ ସେଫ୍ଟି ଟିମ୍ ତରଫରୁ ଚଢ଼ାଉ କରାଯାଇଛି। ଅପରିଷ୍କାର ପରିବେଶରେ ଖାଦ୍ୟ ବିକ୍ରି କରୁଥିବା ହେତୁ ଚଢ଼ାଉ କରି ଦୁଇ ଟି ହୋଟେଲକୁ ସିଲ୍ କଲା ଫୁଡ଼୍ ସେପ୍ଟି ଟିମ୍ ।1
- SCB ପାଖରେ ଥିବା ହୋଟେଲ ଗୁଡ଼ିକ ଉପରେ CMC food ସେଫ୍ଟି ଟିମ୍ ତରଫ ରୁ ଚଢ଼ାଉ। ଅପରିଷ୍କାର ପରିବେଶ ରେ ଖାଦ୍ୟ ବିକ୍ରି କରୁଥିବା ହେତୁ ଚଢ଼ାଉ ବେଳେ ଜଣେ ହୋଟେଲ ମାଲିକ ଦୋକାନ ବନ୍ଦ କରି ଦୌଡି ପଳାଉଥିଲେ ହେଲେ ଦୋକନି କୁ ମାଡ଼ି ବସିଲା CMC food ସେଫ୍ଟି ଟିମ୍ ତାପରେ କଲା ଦୋକାନ କୁ ସିଲ।1
- Post by Gagan Bhoi1
- କେନ୍ଦ୍ରାପଡ଼ା ଜିଲ୍ଲା ପୋଲିସ ଓ ହାବିଲଦାର ସଙ୍ଘ ପକ୍ଷରୁ ନିର୍ବାଚନ ପ୍ରକ୍ରିୟା ସକାଳ ୭ ଘଟିକା ସମୟରୁ ଆରମ୍ଭ ହୋଇ ଶାନ୍ତି ଶୁଙ୍ଖଳାର ସହିତ ଅପରାହ୍ନ ୨ ଘଟିକା ସମୟରେ ସମ୍ପର୍ଣ୍ଣ ହୋଇଥିଲା । ହାବିଲଦାର(୧୪୫) ମାନସ ରଞ୍ଜନ ମହାନ୍ତି ସର୍ବମୋଟ ୨୯୪ ଖଣ୍ଡ ଭୋଟ ପାଇ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ହାବିଲଦାର(୯୩) ନିଗମାନନ୍ଦ ସ୍ୱାଇଁଙ୍କୁ ୧୩୩ ଖଣ୍ଡ ଭୋଟର ପରାସ୍ତ କରି ସଭାପତି ପଦବୀ ହାତେଇ ନେଇଥିବା ବେଳେ କନେଷ୍ଟବଳ(୧୬୧) ତପନ କୁମାର ବେହୁରା ତାଙ୍କ ନିକଟ ତମ ପ୍ରତିଦ୍ବନ୍ଦୀ ହାବିଲଦାର (୨୨୪)ମନୋରଞ୍ଜନ ଦାସଙ୍କୁ ୨୪ ଖଣ୍ଡ ଭୋଟର ହରାଇ ସମ୍ପାଦକ ପଦବୀ ହାତେଇ ନେଇଥିବା ଜଣା ପଡିଛି । ସେହି ଭଳି ହାବିଲଦାର(୫୫୧) ବିଶ୍ଵ ରଞ୍ଜନ ମହାଳି ତାଙ୍କ ନିକଟ ତମ ପ୍ରତିଦ୍ବନ୍ଦୀ କନେଷ୍ଟବଳ(୫୫୭) ସତ୍ୟବ୍ରତ ସାମଲଙ୍କୁ ୧୨୪ ଖଣ୍ଡ ଭୋଟର ହରାଇ ଉପସଭାପତି ପଦବୀ ହାତେଇ ନେଇଛନ୍ତି । ସେହିଭଳି ହାବିଲଦାର(୨୭୮) କୋରିଆ ବେଶ୍ରା କୋଷାଧକ୍ଷ ଭାବେ ହାବିଲଦାର ରାକେଶ କୁମାର ନାଥଙ୍କୁ ମାତ୍ର ୨୨ ଖଣ୍ଡ ଭୋଟର ହରାଇ ନିର୍ବାଚିତ ହୋଇଥିବା ବେଳେ ଯୁଗ୍ମସମ୍ପାଦକ ଭାବେ କନେଷ୍ଟବଳ ସୋନାଲିଶା ବଳ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ହାବିଲଦାର ରାମ ମାଝୀଙ୍କୁ ୧୦୯ ଖଣ୍ଡ ଭୋଟରେ ହରାଇ ନିର୍ବାଚିତ ହୋଇଥିବା ବେଳେ ଅନ୍ୟାନ୍ୟ ସଦସ୍ୟ ଭାବେ ରଶ୍ମିତା ପ୍ରଧାନ, ଜୟନ୍ତ କୁମାର ଜେନା,,ପ୍ରଳୟ କୁମାର ନାୟକ, ରାଜେଶ କୁମାର ପଲାଇ ଏବଂ ଗୁନସା ସୋରେନ ପ୍ରମୁଖ ନିର୍ବାଚିତ ହୋଇଥିବା ସଙ୍ଘ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।1
- ଭୁବନେଶ୍ୱର : ସରକାର 91000 କୋଟି 18 ମାସରେ ଋଣ,38% ଋଣ ଖୋଲାବଜାରରୁ ଋଣ ଆଣିଛନ୍ତି,ଆଗକୁ ଦରମା ଦେଇ ପାରିବ କି ନାହିଁ:ବିଜେଡି1
- ପେଟରେ ଯନ୍ତ୍ରଣା ବଢ଼ିବା ପରେ ଜେଲ୍ ରୁ ମେଡିକାଲକୁ ଚିକିତ୍ସା ପାଇଁ ଆସିଲେ ବିକ୍ରମ ପଣ୍ଡା। ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ବିକ୍ରମ ପଣ୍ଡା ମେଡିକାଲ ବେଡରେ ସଂଘର୍ଷ କରୁଛନ୍ତି।1