Shuru
Apke Nagar Ki App…
ମୁଖ୍ୟମନ୍ତ୍ରୀ ତୁମ ସିଟକୁ କଳଙ୍କିତ କର ନାହିଁ : ସୁର ରାଉତରାୟ ଭୁବନେଶ୍ୱର : ରଙ୍ଗ ବୋଳିବା , ହୋଡିଙ୍ଗ ମାରି ପଇସା ବର୍ବାଦ କରାଯାଉଛି। ମୁଖ୍ୟମନ୍ତ୍ରୀ ତୁମ ସିଟକୁ କଳଙ୍କିତ କର ନାହିଁ : ସୁର ରାଉତରାୟ
NEWS MANORANJAN
ମୁଖ୍ୟମନ୍ତ୍ରୀ ତୁମ ସିଟକୁ କଳଙ୍କିତ କର ନାହିଁ : ସୁର ରାଉତରାୟ ଭୁବନେଶ୍ୱର : ରଙ୍ଗ ବୋଳିବା , ହୋଡିଙ୍ଗ ମାରି ପଇସା ବର୍ବାଦ କରାଯାଉଛି। ମୁଖ୍ୟମନ୍ତ୍ରୀ ତୁମ ସିଟକୁ କଳଙ୍କିତ କର ନାହିଁ : ସୁର ରାଉତରାୟ
More news from ଓଡ଼ିଶା and nearby areas
- ଭୁବନେଶ୍ବର : ମହିଳାମାନଙ୍କ ସୁରକ୍ଷା ପାଇଁ ପେପର ଲେସ କରାଯାଇଛି:ମହିଳା କମିସନ1
- Post by Gagan Bhoi1
- ଧାଡ଼ି ଧାଡ଼ି ହୋଇ ଗଛ ଲାଗିଚି । ଗଛ କୁ ଗଛ ଏଭଳି ରାସ୍ତା ର ଦୁଇ ପାର୍ଶ୍ଵ ରେ ଠିଆ ହୋଇଛନ୍ତି ଯେପରି ଏଗୁଡ଼ିକ ବାଟୋଇ ଙ୍କ ପାଇଁ ପ୍ରକୃତି ତରଫ ରୁ ସ୍ଵାଗତ ତୋରଣ। ଖରାଦିନେ ଏହି ରାସ୍ତା ବାଇକ୍ କିମ୍ବା ସାଇକେଲ ରେ ଗଲେ ଖୁବ୍ ଅସ୍ଵସ୍ଥି ଲାଗିବା ସହ ଖରା ପ୍ରତି ଏତେଟା ଡର ନ ଥାଏ। କେବେ ବାଙ୍କୀ ଯାଆନ୍ତୁ ବାଟରେ ଏଭଳି ଦୃଶ୍ୟ ଦେଖିବାକୁ ପାଇବେ ।1
- ଏସସିବି ମେଡ଼ିକାଲ ପାଖରେ ଥିବା ହୋଟେଲ ଗୁଡ଼ିକ ଉପରେ ସିଏମସି ଫୁଡ଼୍ ସେଫ୍ଟି ଟିମ୍ ତରଫରୁ ଚଢ଼ାଉ କରାଯାଇଛି। ଅପରିଷ୍କାର ପରିବେଶରେ ଖାଦ୍ୟ ବିକ୍ରି କରୁଥିବା ହେତୁ ଚଢ଼ାଉ କରି ଦୁଇ ଟି ହୋଟେଲକୁ ସିଲ୍ କଲା ଫୁଡ଼୍ ସେପ୍ଟି ଟିମ୍ ।1
- କଟକ ଚାନ୍ଦବାଲି ରୋଡ କାଟିକଟା ବଜାର ଠାରୁ ଅନାମଦାସ ଛକ ପଯ୍ୟନ୍ତ ରାସ୍ତା ଆରୋହୀଙ୍କ ପାଇଁ କତେ ସୁରକ୍ଷିତ ତୁଇ ପାର୍ଶ୍ୱ ରେ ବଡ଼ ଗାଡି ପର୍କିଙ୍ଗ ବିପଦଜନକ1
- ଆସନ୍ତା କାଲି ଭାରତ ବନ୍ଦ ଡାକରା ଦିଆଯାଇଛି ବିଭିନ୍ନ ଟ୍ରେଡ union ତରଫରୁ ବନ୍ଦ ଡ଼ାକରା ଦିଆଯାଇଛି1
- ତେଙ୍କାନାଳ କାଲି ଦ୍ଭାରତ ବନ୍ଦ ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଡାକବାଜି ଦ୍ଵାରା ବନ୍ଦ ସଫଳ ପାଇଁ ନିବେଦନ2
- ଭୁବନେଶ୍ୱର : ମୋତେ ବଲାଙ୍ଗୀର ଜିଲା କୋର୍ଟ ବିନା ସର୍ତରେ ଜାମିନି ଦେଇଛନ୍ତି। ଅଶୀଳ ନୃତ୍ୟ ହେବାକୁ ଦେବିନି , ମୁଁ ଆଗ ପରି ଯାତ୍ରା ପାର୍ଟିରେ ଡାନ୍ସ କରିବି : ନିଶା ମହାରଣା1