Shuru
Apke Nagar Ki App…
କାଲି ବନ୍ଦ ପାଇଁ ଆଜିଠାରୁ ସଜବାଜ ତେଙ୍କାନାଳ କାଲି ଦ୍ଭାରତ ବନ୍ଦ ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଡାକବାଜି ଦ୍ଵାରା ବନ୍ଦ ସଫଳ ପାଇଁ ନିବେଦନ
Dipak Kumar Nayak
କାଲି ବନ୍ଦ ପାଇଁ ଆଜିଠାରୁ ସଜବାଜ ତେଙ୍କାନାଳ କାଲି ଦ୍ଭାରତ ବନ୍ଦ ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଡାକବାଜି ଦ୍ଵାରା ବନ୍ଦ ସଫଳ ପାଇଁ ନିବେଦନ
More news from ଓଡ଼ିଶା and nearby areas
- ପେଟରେ ଯନ୍ତ୍ରଣା ବଢ଼ିବା ପରେ ଜେଲ୍ ରୁ ମେଡିକାଲକୁ ଚିକିତ୍ସା ପାଇଁ ଆସିଲେ ବିକ୍ରମ ପଣ୍ଡା। ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ବିକ୍ରମ ପଣ୍ଡା ମେଡିକାଲ ବେଡରେ ସଂଘର୍ଷ କରୁଛନ୍ତି।1
- ପୁଣି ଦୁର୍ଘଟଣା ଘଟାଇଲା ଆମ ବସ । କଟକ ଗୋପାଳପୁର ଠାରେ କାର କୁ ପଛ ରୁ ପିଟିଲା ଆମ ବସ ଘଟଣା ସ୍ଥଳ ରେ ଗାଡ଼ି କଣ୍ଡକ୍ଟର କୁ ଅଟକାଇଲେ ସ୍ଥାନୀୟ ଲୋକେ ।1
- ଭୁବନେଶ୍ୱର : ଖାରବେଳ ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି ।1
- Post by Gagan Bhoi1
- ୨୦୧୯ ମସିହା ରୁ କାଜୁ ଗଛ ଏବଂ ଘର ନିଆଁ ଲାଗିଯାଇଥିଲେ ମଧ୍ୟ ପ୍ରଶାସନ କିଛି ସାହାଯ୍ୟ କରିନଥିବା ଅଭିଯୋଗ କରିଛନ୍ତି ଚାଷୀ, ଆଜି ବି ଚାଷୀ ଦୁଃଖ ରେ ଜୀବନ ବିତାଉଛନ୍ତି କିନ୍ତୁ ସାହାଯ୍ୟ ଆଶାରେ ୬ ବର୍ଷ ବିତିଯାଇଛି, ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ #mahulkhal #kajufarm #ransol #KaliapaniUpdate #highlight1
- ଭୁବନେଶ୍ୱର ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗ୍ରାମ୍ୟ ପାଇପ୍ ଜଳ ଯୋଗାଣ ବ୍ୟବସ୍ଥାର ସମୀକ୍ଷା କରୁଛନ୍ତି I1
- କଟକ ମହାନଗର ନିଗମ ୩୫ନଂ ଓ୍ଵାର୍ଡ ଏସସିବି ମେଡିକାଲ ଅଞ୍ଚଳରେ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ବିକ୍ରୀ କରୁଥିବା ବ୍ୟବସାୟୀଙ୍କୁ ସିଏମସି ସଠିକ ଭାବେ ନିୟମିତ ସଚେତନ, ତଦାରଖ ନକରାଇବା, ଟ୍ରେଡ ଫୁଡ୍ ଲାଇସେନ୍ସ ଯାଞ୍ଚ ନକରାଇ ଅଚାନକ ଚଢ଼ାଉ କରି ଗରିବ ନୀରିହ ବ୍ୟବସାୟୀଙ୍କ ଖାଦ୍ୟ ନଷ୍ଟ କରିବା ଦ୍ବାରା ବ୍ୟବସାୟୀଙ୍କ କ୍ଷତି ସହ ଦୂରଦୂରାନ୍ତରୁ ଏସସିବି ମେଡିକାଲକୁ ଆସୁଥିବା ରୋଗୀ, ଜନସାଧାରଣଙ୍କ ଉପରେ କୁପ୍ରଭାବ ପଡିବା ଓ କଟକର ସମ୍ମାନ, ସ୍ଵାଭିମାନ ପ୍ରତି ପ୍ରଶ୍ନ ଉଠିବାକୁ ବିରୋଧ କରି ଆଜି ଅପରାହ୍ନ ୪ଟା ସମୟରେ କଟକ ମହାନଗର ନିଗମର କମିଶନର ଓ ମେୟରଙ୍କୁ ଏକ ଲିଖିତ ଦାବୀପତ୍ର ପ୍ରଦାନ କଲେ ଓ୍ଵାର୍ଡ ନଂ-୩୫ର କର୍ପୋରେଟର ଜେ.କାମେଶ୍ଵର ରାଓ।1
- ଭୁବନେଶ୍ବର : ଓଡିଶା ରାଜ୍ୟ ମହିଳା ଆୟୋଗର 33 ତମ ପ୍ରତିଷ୍ଠା ଦିବସରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା , ମନ୍ତ୍ରୀ ସମ୍ପଦ ସ୍ୱାଇଁ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଉପସ୍ଥିତ ଥିଲେ । ଉର୍ମିଳା ମହାପାତ୍ର , ପ୍ରତିଭା ଶତପଥୀ ଓ କଳ୍ପନା ମଲ୍ଲିକଙ୍କୁ ସମ୍ନାନିତ କରାଗଲା ।1
- Post by Gagan Bhoi1