logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବାଟୋଇ ଙ୍କ ପାଇଁ ଗଛ ନୁହଁ ଏହା ପ୍ରକୃତ ଦତ୍ତ ଛାତ। ଧାଡ଼ି ଧାଡ଼ି ହୋଇ ଗଛ ଲାଗିଚି । ଗଛ କୁ ଗଛ ଏଭଳି ରାସ୍ତା ର ଦୁଇ ପାର୍ଶ୍ଵ ରେ ଠିଆ ହୋଇଛନ୍ତି ଯେପରି ଏଗୁଡ଼ିକ ବାଟୋଇ ଙ୍କ ପାଇଁ ପ୍ରକୃତି ତରଫ ରୁ ସ୍ଵାଗତ ତୋରଣ। ଖରାଦିନେ ଏହି ରାସ୍ତା ବାଇକ୍ କିମ୍ବା ସାଇକେଲ ରେ ଗଲେ ଖୁବ୍ ଅସ୍ଵସ୍ଥି ଲାଗିବା ସହ ଖରା ପ୍ରତି ଏତେଟା ଡର ନ ଥାଏ। କେବେ ବାଙ୍କୀ ଯାଆନ୍ତୁ ବାଟରେ ଏଭଳି ଦୃଶ୍ୟ ଦେଖିବାକୁ ପାଇବେ ।

2 hrs ago
user_Aritkumar Mohapatra
Aritkumar Mohapatra
କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
2 hrs ago

ବାଟୋଇ ଙ୍କ ପାଇଁ ଗଛ ନୁହଁ ଏହା ପ୍ରକୃତ ଦତ୍ତ ଛାତ। ଧାଡ଼ି ଧାଡ଼ି ହୋଇ ଗଛ ଲାଗିଚି । ଗଛ କୁ ଗଛ ଏଭଳି ରାସ୍ତା ର ଦୁଇ ପାର୍ଶ୍ଵ ରେ ଠିଆ ହୋଇଛନ୍ତି ଯେପରି ଏଗୁଡ଼ିକ ବାଟୋଇ ଙ୍କ ପାଇଁ ପ୍ରକୃତି ତରଫ ରୁ ସ୍ଵାଗତ ତୋରଣ। ଖରାଦିନେ ଏହି ରାସ୍ତା ବାଇକ୍ କିମ୍ବା ସାଇକେଲ ରେ ଗଲେ ଖୁବ୍ ଅସ୍ଵସ୍ଥି ଲାଗିବା ସହ ଖରା ପ୍ରତି ଏତେଟା ଡର ନ ଥାଏ। କେବେ ବାଙ୍କୀ ଯାଆନ୍ତୁ ବାଟରେ ଏଭଳି ଦୃଶ୍ୟ ଦେଖିବାକୁ ପାଇବେ ।

More news from ଓଡ଼ିଶା and nearby areas
  • ଧାଡ଼ି ଧାଡ଼ି ହୋଇ ଗଛ ଲାଗିଚି । ଗଛ କୁ ଗଛ ଏଭଳି ରାସ୍ତା ର ଦୁଇ ପାର୍ଶ୍ଵ ରେ ଠିଆ ହୋଇଛନ୍ତି ଯେପରି ଏଗୁଡ଼ିକ ବାଟୋଇ ଙ୍କ ପାଇଁ ପ୍ରକୃତି ତରଫ ରୁ ସ୍ଵାଗତ ତୋରଣ। ଖରାଦିନେ ଏହି ରାସ୍ତା ବାଇକ୍ କିମ୍ବା ସାଇକେଲ ରେ ଗଲେ ଖୁବ୍ ଅସ୍ଵସ୍ଥି ଲାଗିବା ସହ ଖରା ପ୍ରତି ଏତେଟା ଡର ନ ଥାଏ। କେବେ ବାଙ୍କୀ ଯାଆନ୍ତୁ ବାଟରେ ଏଭଳି ଦୃଶ୍ୟ ଦେଖିବାକୁ ପାଇବେ ।
    1
    ଧାଡ଼ି ଧାଡ଼ି ହୋଇ ଗଛ ଲାଗିଚି । ଗଛ କୁ ଗଛ ଏଭଳି ରାସ୍ତା ର ଦୁଇ ପାର୍ଶ୍ଵ ରେ ଠିଆ ହୋଇଛନ୍ତି ଯେପରି ଏଗୁଡ଼ିକ ବାଟୋଇ ଙ୍କ ପାଇଁ ପ୍ରକୃତି ତରଫ ରୁ ସ୍ଵାଗତ ତୋରଣ। ଖରାଦିନେ ଏହି ରାସ୍ତା ବାଇକ୍ କିମ୍ବା ସାଇକେଲ ରେ ଗଲେ ଖୁବ୍ ଅସ୍ଵସ୍ଥି ଲାଗିବା ସହ ଖରା ପ୍ରତି ଏତେଟା ଡର ନ ଥାଏ। କେବେ ବାଙ୍କୀ ଯାଆନ୍ତୁ ବାଟରେ ଏଭଳି ଦୃଶ୍ୟ ଦେଖିବାକୁ ପାଇବେ ।
    user_Aritkumar Mohapatra
    Aritkumar Mohapatra
    କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    2 hrs ago
  • ଏସସିବି ମେଡ଼ିକାଲ ପାଖରେ ଥିବା ହୋଟେଲ ଗୁଡ଼ିକ ଉପରେ ସିଏମସି ଫୁଡ଼୍ ସେଫ୍ଟି ଟିମ୍ ତରଫରୁ ଚଢ଼ାଉ କରାଯାଇଛି। ଅପରିଷ୍କାର ପରିବେଶରେ ଖାଦ୍ୟ ବିକ୍ରି କରୁଥିବା ହେତୁ ଚଢ଼ାଉ କରି ଦୁଇ ଟି ହୋଟେଲକୁ ସିଲ୍ କଲା ଫୁଡ଼୍ ସେପ୍ଟି ଟିମ୍ ।
    1
    ଏସସିବି ମେଡ଼ିକାଲ ପାଖରେ ଥିବା ହୋଟେଲ ଗୁଡ଼ିକ ଉପରେ ସିଏମସି ଫୁଡ଼୍ ସେଫ୍ଟି ଟିମ୍ ତରଫରୁ ଚଢ଼ାଉ କରାଯାଇଛି। ଅପରିଷ୍କାର ପରିବେଶରେ ଖାଦ୍ୟ ବିକ୍ରି କରୁଥିବା ହେତୁ ଚଢ଼ାଉ କରି ଦୁଇ ଟି ହୋଟେଲକୁ ସିଲ୍ କଲା ଫୁଡ଼୍ ସେପ୍ଟି ଟିମ୍ ।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    5 hrs ago
  • ଭୁବନେଶ୍ବର : ମହିଳାମାନଙ୍କ ସୁରକ୍ଷା ପାଇଁ ପେପର ଲେସ କରାଯାଇଛି:ମହିଳା କମିସନ
    1
    ଭୁବନେଶ୍ବର : ମହିଳାମାନଙ୍କ ସୁରକ୍ଷା ପାଇଁ ପେପର ଲେସ କରାଯାଇଛି:ମହିଳା କମିସନ
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    1 hr ago
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    11 hrs ago
  • କଟକ ଚାନ୍ଦବାଲି ରୋଡ କାଟିକଟା ବଜାର ଠାରୁ ଅନାମଦାସ ଛକ ପଯ୍ୟନ୍ତ ରାସ୍ତା ଆରୋହୀଙ୍କ ପାଇଁ କତେ ସୁରକ୍ଷିତ ତୁଇ ପାର୍ଶ୍ୱ ରେ ବଡ଼ ଗାଡି ପର୍କିଙ୍ଗ ବିପଦଜନକ
    1
    କଟକ ଚାନ୍ଦବାଲି ରୋଡ କାଟିକଟା ବଜାର ଠାରୁ ଅନାମଦାସ ଛକ ପଯ୍ୟନ୍ତ ରାସ୍ତା ଆରୋହୀଙ୍କ ପାଇଁ କତେ ସୁରକ୍ଷିତ ତୁଇ ପାର୍ଶ୍ୱ ରେ ବଡ଼ ଗାଡି ପର୍କିଙ୍ଗ ବିପଦଜନକ
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    ନିଶ୍ଚିନ୍ତକୋଇଲି, କଟକ, ଓଡ଼ିଶା•
    4 hrs ago
  • ଆସନ୍ତା କାଲି ଭାରତ ବନ୍ଦ ଡାକରା ଦିଆଯାଇଛି ବିଭିନ୍ନ ଟ୍ରେଡ union ତରଫରୁ ବନ୍ଦ ଡ଼ାକରା ଦିଆଯାଇଛି
    1
    ଆସନ୍ତା କାଲି ଭାରତ ବନ୍ଦ ଡାକରା ଦିଆଯାଇଛି ବିଭିନ୍ନ ଟ୍ରେଡ union ତରଫରୁ ବନ୍ଦ ଡ଼ାକରା ଦିଆଯାଇଛି
    user_Bharat ମାତା
    Bharat ମାତା
    Samaj Sevak Jagatsinghapur, Odisha•
    4 hrs ago
  • ତେଙ୍କାନାଳ କାଲି ଦ୍ଭାରତ ବନ୍ଦ ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଡାକବାଜି ଦ୍ଵାରା ବନ୍ଦ ସଫଳ ପାଇଁ ନିବେଦନ
    2
    ତେଙ୍କାନାଳ କାଲି ଦ୍ଭାରତ ବନ୍ଦ ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଡାକବାଜି ଦ୍ଵାରା ବନ୍ଦ ସଫଳ ପାଇଁ ନିବେଦନ
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    4 hrs ago
  • ପେଟରେ ଯନ୍ତ୍ରଣା ବଢ଼ିବା ପରେ ଜେଲ୍ ରୁ ମେଡିକାଲକୁ ଚିକିତ୍ସା ପାଇଁ ଆସିଲେ ବିକ୍ରମ ପଣ୍ଡା। ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ବିକ୍ରମ ପଣ୍ଡା ମେଡିକାଲ ବେଡରେ ସଂଘର୍ଷ କରୁଛନ୍ତି।
    1
    ପେଟରେ ଯନ୍ତ୍ରଣା ବଢ଼ିବା ପରେ ଜେଲ୍ ରୁ ମେଡିକାଲକୁ ଚିକିତ୍ସା ପାଇଁ ଆସିଲେ ବିକ୍ରମ ପଣ୍ଡା। ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ବିକ୍ରମ ପଣ୍ଡା ମେଡିକାଲ ବେଡରେ ସଂଘର୍ଷ କରୁଛନ୍ତି।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    5 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.