logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କେନ୍ଦ୍ରାପଡ଼ା ଜିଲ୍ଲା ପୋଲିସ ଓ ହାବିଲଦାର ସଙ୍ଘ ପକ୍ଷରୁ ନିର୍ବାଚନ ପ୍ରକ୍ରିୟା ସକାଳ ୭ ଘଟିକା ସମୟରୁ ଆରମ୍ଭ ହୋଇ ଶାନ୍ତି ଶୁଙ୍ଖଳାର ସହିତ ଅପରାହ୍ନ ୨ ଘଟିକା ସମୟରେ ସମ୍ପର୍ଣ୍ଣ ହୋଇଥିଲା । ହାବିଲଦାର(୧୪୫) ମାନସ ରଞ୍ଜନ ମହାନ୍ତି ସର୍ବମୋଟ ୨୯୪ ଖଣ୍ଡ ଭୋଟ ପାଇ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ହାବିଲଦାର(୯୩) ନିଗମାନନ୍ଦ ସ୍ୱାଇଁଙ୍କୁ ୧୩୩ ଖଣ୍ଡ ଭୋଟର ପରାସ୍ତ କରି ସଭାପତି ପଦବୀ ହାତେଇ ନେଇଥିବା ବେଳେ କନେଷ୍ଟବଳ(୧୬୧) ତପନ କୁମାର ବେହୁରା ତାଙ୍କ ନିକଟ ତମ ପ୍ରତିଦ୍ବନ୍ଦୀ ହାବିଲଦାର (୨୨୪)ମନୋରଞ୍ଜନ ଦାସଙ୍କୁ ୨୪ ଖଣ୍ଡ ଭୋଟର ହରାଇ ସମ୍ପାଦକ ପଦବୀ ହାତେଇ ନେଇଥିବା ଜଣା ପଡିଛି । ସେହି ଭଳି ହାବିଲଦାର(୫୫୧) ବିଶ୍ଵ ରଞ୍ଜନ ମହାଳି ତାଙ୍କ ନିକଟ ତମ ପ୍ରତିଦ୍ବନ୍ଦୀ କନେଷ୍ଟବଳ(୫୫୭) ସତ୍ୟବ୍ରତ ସାମଲଙ୍କୁ ୧୨୪ ଖଣ୍ଡ ଭୋଟର ହରାଇ ଉପସଭାପତି ପଦବୀ ହାତେଇ ନେଇଛନ୍ତି । ସେହିଭଳି ହାବିଲଦାର(୨୭୮) କୋରିଆ ବେଶ୍ରା କୋଷାଧକ୍ଷ ଭାବେ ହାବିଲଦାର ରାକେଶ କୁମାର ନାଥଙ୍କୁ ମାତ୍ର ୨୨ ଖଣ୍ଡ ଭୋଟର ହରାଇ ନିର୍ବାଚିତ ହୋଇଥିବା ବେଳେ ଯୁଗ୍ମସମ୍ପାଦକ ଭାବେ କନେଷ୍ଟବଳ ସୋନାଲିଶା ବଳ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ହାବିଲଦାର ରାମ ମାଝୀଙ୍କୁ ୧୦୯ ଖଣ୍ଡ ଭୋଟରେ ହରାଇ ନିର୍ବାଚିତ ହୋଇଥିବା ବେଳେ ଅନ୍ୟାନ୍ୟ ସଦସ୍ୟ ଭାବେ ରଶ୍ମିତା ପ୍ରଧାନ, ଜୟନ୍ତ କୁମାର ଜେନା,,ପ୍ରଳୟ କୁମାର ନାୟକ, ରାଜେଶ କୁମାର ପଲାଇ ଏବଂ ଗୁନସା ସୋରେନ ପ୍ରମୁଖ ନିର୍ବାଚିତ ହୋଇଥିବା ସଙ୍ଘ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

16 hrs ago
user_Prafulla Kumar Malla
Prafulla Kumar Malla
Local News Reporter କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•

More news from ଓଡ଼ିଶା and nearby areas
  • ଧାନ ମଣ୍ଡୀ ଚାଷୀଙ୍କ ପାଇଁ ଯନ୍ତ୍ରଣା ଓ ନିର୍ଯାତନାର କେନ୍ଦ୍ର ,କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଠାରେ ଏଭଳି ପ୍ରତିକ୍ରିୟା ରଖିଲେ ସମାଜସେବୀ ଶରତ ସାହୁ..
    1
    ଧାନ ମଣ୍ଡୀ ଚାଷୀଙ୍କ ପାଇଁ ଯନ୍ତ୍ରଣା ଓ ନିର୍ଯାତନାର କେନ୍ଦ୍ର ,କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଠାରେ ଏଭଳି ପ୍ରତିକ୍ରିୟା ରଖିଲେ ସମାଜସେବୀ ଶରତ ସାହୁ..
    user_Prafulla Kumar Malla
    Prafulla Kumar Malla
    Local News Reporter କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    16 hrs ago
  • କେନ୍ଦ୍ରାପଡ଼ା ଜିଲା କଜଳା ଠାରେ ଜଳସମ୍ପଦ ବିଭାଗ ର ଜଳ ନିକାଶ ବିଭାଜନ ଦ୍ଵାରା ହେଉଥିବା କଜଳା ଡ୍ରେନେଜ କାର୍ଯ୍ୟ ରେ ଆଖିବୁଜା ଦୁର୍ନୀତି...।
    1
    କେନ୍ଦ୍ରାପଡ଼ା ଜିଲା କଜଳା ଠାରେ ଜଳସମ୍ପଦ ବିଭାଗ ର ଜଳ ନିକାଶ ବିଭାଜନ ଦ୍ଵାରା ହେଉଥିବା କଜଳା ଡ୍ରେନେଜ କାର୍ଯ୍ୟ ରେ ଆଖିବୁଜା ଦୁର୍ନୀତି...।
    user_Sarbeswar malik
    Sarbeswar malik
    Press କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    19 hrs ago
  • ପେଟପାଟଣା କୁ ନେଇ ଶୀତ, କାକର କୁ ଖାତିର କଲେନି, କମ୍ପାନୀ ଫାଟକ ସମ୍ମୁଖରେ ଧାରଣା ରେ ବସିଲେ ଟ୍ରକମାଲିକ..ବାହାର ଟ୍ରକରେ ପଣ୍ୟ ପରିବହନ କୁ ନେଇ ଜେସିସି ର ଆନ୍ଦୋଳନ ଡାକରା,ସାମିଲ ହେଲେ ଟ୍ରକ ମାଲିକ, ପେଟପାଟଣା କୁ ନେଇ ଶୀତ କାକର କୁ ଖାତିର ନ କରି ଏଏମଏନଏସ ସମ୍ମୁଖରେ ଧାରଣାରେ ବସିଲେ ତିନିଗୋଟି ଟ୍ରକ ମାଲିକ ସଙ୍ଘର ଶତାଧିକ ମାଲିକ....
    1
    ପେଟପାଟଣା କୁ ନେଇ ଶୀତ, କାକର କୁ ଖାତିର କଲେନି, କମ୍ପାନୀ ଫାଟକ ସମ୍ମୁଖରେ ଧାରଣା ରେ ବସିଲେ ଟ୍ରକମାଲିକ..ବାହାର ଟ୍ରକରେ ପଣ୍ୟ ପରିବହନ କୁ ନେଇ ଜେସିସି ର ଆନ୍ଦୋଳନ ଡାକରା,ସାମିଲ ହେଲେ ଟ୍ରକ ମାଲିକ, ପେଟପାଟଣା କୁ ନେଇ ଶୀତ କାକର କୁ ଖାତିର ନ କରି ଏଏମଏନଏସ ସମ୍ମୁଖରେ ଧାରଣାରେ ବସିଲେ ତିନିଗୋଟି ଟ୍ରକ ମାଲିକ ସଙ୍ଘର ଶତାଧିକ ମାଲିକ....
    user_Biraja prasad tripathy Tripathy
    Biraja prasad tripathy Tripathy
    ସାମ୍ବାଦିକ ପାରାଦୀପ, ଜଗତସିଂହପୁର, ଓଡ଼ିଶା•
    20 hrs ago
  • କଟକ ନିଶ୍ଚିନ୍ତକୋଇଲି ଅସୁରେଶ୍ୱର ପଞ୍ଚାୟତରେ ଥିବା ସୁଭଦ୍ରା ମହତାବ ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ରେ ପିଲାମାନଙ୍କ ସହ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ (ବୁଲୁ )ନାଚିଲେ ଭଷାଣି ନାଚ
    1
    କଟକ ନିଶ୍ଚିନ୍ତକୋଇଲି ଅସୁରେଶ୍ୱର ପଞ୍ଚାୟତରେ ଥିବା ସୁଭଦ୍ରା ମହତାବ ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ରେ ପିଲାମାନଙ୍କ ସହ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ (ବୁଲୁ )ନାଚିଲେ ଭଷାଣି ନାଚ
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    ନିଶ୍ଚିନ୍ତକୋଇଲି, କଟକ, ଓଡ଼ିଶା•
    20 hrs ago
  • ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ରେ ଦେଖିବାକୁ ମିଳିଛି ତୀର୍ଥଯାତ୍ରୀ ବସ ସେବା ଓ ଏହାକୁ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ସାଧାରଣ ଲୋକଙ୍କୁ ଶ୍ରୀକ୍ଷେତ୍ର ରେ ଜଗା ଦର୍ଶନ କରାଇବା ର ସେବା ଯୋଗାଇ ଦେଉଥିବା ବେଳେ, ସାଧାରଣ ଲୋକମାନେ ସୁବିଧାରେ ଶ୍ରୀକ୍ଷେତ୍ର ରେ ଜଗନ୍ନାଥ ଙ୍କ ଦର୍ଶନ କରି ପାରୁଛନ୍ତି ।
    1
    ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ରେ ଦେଖିବାକୁ ମିଳିଛି ତୀର୍ଥଯାତ୍ରୀ ବସ ସେବା ଓ ଏହାକୁ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ସାଧାରଣ ଲୋକଙ୍କୁ ଶ୍ରୀକ୍ଷେତ୍ର ରେ ଜଗା ଦର୍ଶନ କରାଇବା ର ସେବା ଯୋଗାଇ ଦେଉଥିବା ବେଳେ, ସାଧାରଣ ଲୋକମାନେ ସୁବିଧାରେ ଶ୍ରୀକ୍ଷେତ୍ର ରେ ଜଗନ୍ନାଥ ଙ୍କ ଦର୍ଶନ କରି ପାରୁଛନ୍ତି ।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    3 hrs ago
  • ଯାଜପୁର ଜିଲ୍ଲା ବିଜୁ ଜନତା ଦଳ ତରଫରୁ ବିଜେପି ସରକାରରେ ଲଘୁ ଖଣିଜର ବ୍ୟାପକ ଚୋରି, ଚାଷୀ ମାରଣ ନୀତି ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୁଦ୍ଧରେ କୁସୁମା ପଡ଼ିଆ ଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ଓ ପ୍ରତିବାଦ ସଭା ଆରମ୍ଭ ଏଥିରେ ବହୁ ବିଜେଡି ନେତା ସହ କର୍ମୀମାନେ ଯୋଗଦେଇଥିବା ଦେଖିବାକୁ ମିଳିଛି #bjd #odisha #jajpur
    6
    ଯାଜପୁର ଜିଲ୍ଲା ବିଜୁ ଜନତା ଦଳ ତରଫରୁ ବିଜେପି ସରକାରରେ ଲଘୁ ଖଣିଜର ବ୍ୟାପକ ଚୋରି, ଚାଷୀ ମାରଣ ନୀତି ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୁଦ୍ଧରେ କୁସୁମା ପଡ଼ିଆ ଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ଓ ପ୍ରତିବାଦ ସଭା ଆରମ୍ଭ ଏଥିରେ ବହୁ ବିଜେଡି ନେତା ସହ କର୍ମୀମାନେ ଯୋଗଦେଇଥିବା ଦେଖିବାକୁ ମିଳିଛି
#bjd #odisha #jajpur
    user_Sovin kumar parida
    Sovin kumar parida
    Photographer କୋରାଇ, ଯାଜପୁର, ଓଡ଼ିଶା•
    1 hr ago
  • ଅସ୍ଵାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ କରୁଥିବା କାରଣରୁ କଟକ ଏସ୍.ସି.ବି ମେଡ଼ିକାଲ ନିକଟରେ କିଛି ହୋଟେଲ ଉପରେ ଚଢ଼ାଉ କରିଛି ସି.ଏମ୍.ସି ଫୁଡ୍ ସେଫ୍ଟି ଟିମ୍ ।
    1
    ଅସ୍ଵାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ କରୁଥିବା କାରଣରୁ କଟକ ଏସ୍.ସି.ବି ମେଡ଼ିକାଲ ନିକଟରେ କିଛି ହୋଟେଲ ଉପରେ ଚଢ଼ାଉ କରିଛି ସି.ଏମ୍.ସି ଫୁଡ୍ ସେଫ୍ଟି ଟିମ୍ ।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    1 hr ago
  • କେନ୍ଦ୍ରାପଡ଼ା ଜିଲ୍ଲା ପୋଲିସ ଓ ହାବିଲଦାର ସଙ୍ଘ ପକ୍ଷରୁ ନିର୍ବାଚନ ପ୍ରକ୍ରିୟା ସକାଳ ୭ ଘଟିକା ସମୟରୁ ଆରମ୍ଭ ହୋଇ ଶାନ୍ତି ଶୁଙ୍ଖଳାର ସହିତ ଅପରାହ୍ନ ୨ ଘଟିକା ସମୟରେ ସମ୍ପର୍ଣ୍ଣ ହୋଇଥିଲା । ହାବିଲଦାର(୧୪୫) ମାନସ ରଞ୍ଜନ ମହାନ୍ତି ସର୍ବମୋଟ ୨୯୪ ଖଣ୍ଡ ଭୋଟ ପାଇ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ହାବିଲଦାର(୯୩) ନିଗମାନନ୍ଦ ସ୍ୱାଇଁଙ୍କୁ ୧୩୩ ଖଣ୍ଡ ଭୋଟର ପରାସ୍ତ କରି ସଭାପତି ପଦବୀ ହାତେଇ ନେଇଥିବା ବେଳେ କନେଷ୍ଟବଳ(୧୬୧) ତପନ କୁମାର ବେହୁରା ତାଙ୍କ ନିକଟ ତମ ପ୍ରତିଦ୍ବନ୍ଦୀ ହାବିଲଦାର (୨୨୪)ମନୋରଞ୍ଜନ ଦାସଙ୍କୁ ୨୪ ଖଣ୍ଡ ଭୋଟର ହରାଇ ସମ୍ପାଦକ ପଦବୀ ହାତେଇ ନେଇଥିବା ଜଣା ପଡିଛି । ସେହି ଭଳି ହାବିଲଦାର(୫୫୧) ବିଶ୍ଵ ରଞ୍ଜନ ମହାଳି ତାଙ୍କ ନିକଟ ତମ ପ୍ରତିଦ୍ବନ୍ଦୀ କନେଷ୍ଟବଳ(୫୫୭) ସତ୍ୟବ୍ରତ ସାମଲଙ୍କୁ ୧୨୪ ଖଣ୍ଡ ଭୋଟର ହରାଇ ଉପସଭାପତି ପଦବୀ ହାତେଇ ନେଇଛନ୍ତି । ସେହିଭଳି ହାବିଲଦାର(୨୭୮) କୋରିଆ ବେଶ୍ରା କୋଷାଧକ୍ଷ ଭାବେ ହାବିଲଦାର ରାକେଶ କୁମାର ନାଥଙ୍କୁ ମାତ୍ର ୨୨ ଖଣ୍ଡ ଭୋଟର ହରାଇ ନିର୍ବାଚିତ ହୋଇଥିବା ବେଳେ ଯୁଗ୍ମସମ୍ପାଦକ ଭାବେ କନେଷ୍ଟବଳ ସୋନାଲିଶା ବଳ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ହାବିଲଦାର ରାମ ମାଝୀଙ୍କୁ ୧୦୯ ଖଣ୍ଡ ଭୋଟରେ ହରାଇ ନିର୍ବାଚିତ ହୋଇଥିବା ବେଳେ ଅନ୍ୟାନ୍ୟ ସଦସ୍ୟ ଭାବେ ରଶ୍ମିତା ପ୍ରଧାନ, ଜୟନ୍ତ କୁମାର ଜେନା,,ପ୍ରଳୟ କୁମାର ନାୟକ, ରାଜେଶ କୁମାର ପଲାଇ ଏବଂ ଗୁନସା ସୋରେନ ପ୍ରମୁଖ ନିର୍ବାଚିତ ହୋଇଥିବା ସଙ୍ଘ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
    1
    କେନ୍ଦ୍ରାପଡ଼ା ଜିଲ୍ଲା ପୋଲିସ ଓ ହାବିଲଦାର ସଙ୍ଘ ପକ୍ଷରୁ ନିର୍ବାଚନ ପ୍ରକ୍ରିୟା ସକାଳ ୭ ଘଟିକା ସମୟରୁ ଆରମ୍ଭ ହୋଇ ଶାନ୍ତି ଶୁଙ୍ଖଳାର ସହିତ ଅପରାହ୍ନ ୨ ଘଟିକା ସମୟରେ ସମ୍ପର୍ଣ୍ଣ ହୋଇଥିଲା । ହାବିଲଦାର(୧୪୫) ମାନସ ରଞ୍ଜନ ମହାନ୍ତି ସର୍ବମୋଟ ୨୯୪ ଖଣ୍ଡ ଭୋଟ ପାଇ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ହାବିଲଦାର(୯୩) ନିଗମାନନ୍ଦ ସ୍ୱାଇଁଙ୍କୁ ୧୩୩ ଖଣ୍ଡ ଭୋଟର ପରାସ୍ତ କରି ସଭାପତି ପଦବୀ ହାତେଇ ନେଇଥିବା ବେଳେ କନେଷ୍ଟବଳ(୧୬୧) ତପନ କୁମାର ବେହୁରା ତାଙ୍କ ନିକଟ ତମ ପ୍ରତିଦ୍ବନ୍ଦୀ ହାବିଲଦାର (୨୨୪)ମନୋରଞ୍ଜନ ଦାସଙ୍କୁ ୨୪ ଖଣ୍ଡ ଭୋଟର ହରାଇ ସମ୍ପାଦକ ପଦବୀ ହାତେଇ ନେଇଥିବା ଜଣା ପଡିଛି । ସେହି ଭଳି ହାବିଲଦାର(୫୫୧) ବିଶ୍ଵ ରଞ୍ଜନ ମହାଳି ତାଙ୍କ ନିକଟ ତମ ପ୍ରତିଦ୍ବନ୍ଦୀ କନେଷ୍ଟବଳ(୫୫୭) ସତ୍ୟବ୍ରତ ସାମଲଙ୍କୁ ୧୨୪ ଖଣ୍ଡ ଭୋଟର ହରାଇ ଉପସଭାପତି ପଦବୀ ହାତେଇ ନେଇଛନ୍ତି । ସେହିଭଳି ହାବିଲଦାର(୨୭୮) କୋରିଆ ବେଶ୍ରା କୋଷାଧକ୍ଷ ଭାବେ ହାବିଲଦାର ରାକେଶ କୁମାର ନାଥଙ୍କୁ ମାତ୍ର ୨୨ ଖଣ୍ଡ ଭୋଟର ହରାଇ ନିର୍ବାଚିତ ହୋଇଥିବା ବେଳେ ଯୁଗ୍ମସମ୍ପାଦକ ଭାବେ କନେଷ୍ଟବଳ ସୋନାଲିଶା ବଳ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ହାବିଲଦାର ରାମ ମାଝୀଙ୍କୁ ୧୦୯ ଖଣ୍ଡ ଭୋଟରେ ହରାଇ ନିର୍ବାଚିତ ହୋଇଥିବା ବେଳେ ଅନ୍ୟାନ୍ୟ ସଦସ୍ୟ ଭାବେ ରଶ୍ମିତା ପ୍ରଧାନ, ଜୟନ୍ତ କୁମାର ଜେନା,,ପ୍ରଳୟ କୁମାର ନାୟକ, ରାଜେଶ କୁମାର ପଲାଇ ଏବଂ ଗୁନସା ସୋରେନ  ପ୍ରମୁଖ ନିର୍ବାଚିତ ହୋଇଥିବା ସଙ୍ଘ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
    user_Prafulla Kumar Malla
    Prafulla Kumar Malla
    Local News Reporter କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    16 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.