Shuru
Apke Nagar Ki App…
ପେଟପାଟଣା କୁ ନେଇ ଶୀତ, କାକର କୁ ଖାତିର କଲେନି, କମ୍ପାନୀ ଫାଟକ ସମ୍ମୁଖରେ ଧାରଣା ରେ ବସିଲେ ଟ୍ରକମାଲିକ.. ପେଟପାଟଣା କୁ ନେଇ ଶୀତ, କାକର କୁ ଖାତିର କଲେନି, କମ୍ପାନୀ ଫାଟକ ସମ୍ମୁଖରେ ଧାରଣା ରେ ବସିଲେ ଟ୍ରକମାଲିକ..ବାହାର ଟ୍ରକରେ ପଣ୍ୟ ପରିବହନ କୁ ନେଇ ଜେସିସି ର ଆନ୍ଦୋଳନ ଡାକରା,ସାମିଲ ହେଲେ ଟ୍ରକ ମାଲିକ, ପେଟପାଟଣା କୁ ନେଇ ଶୀତ କାକର କୁ ଖାତିର ନ କରି ଏଏମଏନଏସ ସମ୍ମୁଖରେ ଧାରଣାରେ ବସିଲେ ତିନିଗୋଟି ଟ୍ରକ ମାଲିକ ସଙ୍ଘର ଶତାଧିକ ମାଲିକ....
Biraja prasad tripathy Tripathy
ପେଟପାଟଣା କୁ ନେଇ ଶୀତ, କାକର କୁ ଖାତିର କଲେନି, କମ୍ପାନୀ ଫାଟକ ସମ୍ମୁଖରେ ଧାରଣା ରେ ବସିଲେ ଟ୍ରକମାଲିକ.. ପେଟପାଟଣା କୁ ନେଇ ଶୀତ, କାକର କୁ ଖାତିର କଲେନି, କମ୍ପାନୀ ଫାଟକ ସମ୍ମୁଖରେ ଧାରଣା ରେ ବସିଲେ ଟ୍ରକମାଲିକ..ବାହାର ଟ୍ରକରେ ପଣ୍ୟ ପରିବହନ କୁ ନେଇ ଜେସିସି ର ଆନ୍ଦୋଳନ ଡାକରା,ସାମିଲ ହେଲେ ଟ୍ରକ ମାଲିକ, ପେଟପାଟଣା କୁ ନେଇ ଶୀତ କାକର କୁ ଖାତିର ନ କରି ଏଏମଏନଏସ ସମ୍ମୁଖରେ ଧାରଣାରେ ବସିଲେ ତିନିଗୋଟି ଟ୍ରକ ମାଲିକ ସଙ୍ଘର ଶତାଧିକ ମାଲିକ....
More news from ଓଡ଼ିଶା and nearby areas
- କେନ୍ଦ୍ରାପଡ଼ା ଜିଲ୍ଲା ପୋଲିସ ଓ ହାବିଲଦାର ସଙ୍ଘ ପକ୍ଷରୁ ନିର୍ବାଚନ ପ୍ରକ୍ରିୟା ସକାଳ ୭ ଘଟିକା ସମୟରୁ ଆରମ୍ଭ ହୋଇ ଶାନ୍ତି ଶୁଙ୍ଖଳାର ସହିତ ଅପରାହ୍ନ ୨ ଘଟିକା ସମୟରେ ସମ୍ପର୍ଣ୍ଣ ହୋଇଥିଲା । ହାବିଲଦାର(୧୪୫) ମାନସ ରଞ୍ଜନ ମହାନ୍ତି ସର୍ବମୋଟ ୨୯୪ ଖଣ୍ଡ ଭୋଟ ପାଇ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ହାବିଲଦାର(୯୩) ନିଗମାନନ୍ଦ ସ୍ୱାଇଁଙ୍କୁ ୧୩୩ ଖଣ୍ଡ ଭୋଟର ପରାସ୍ତ କରି ସଭାପତି ପଦବୀ ହାତେଇ ନେଇଥିବା ବେଳେ କନେଷ୍ଟବଳ(୧୬୧) ତପନ କୁମାର ବେହୁରା ତାଙ୍କ ନିକଟ ତମ ପ୍ରତିଦ୍ବନ୍ଦୀ ହାବିଲଦାର (୨୨୪)ମନୋରଞ୍ଜନ ଦାସଙ୍କୁ ୨୪ ଖଣ୍ଡ ଭୋଟର ହରାଇ ସମ୍ପାଦକ ପଦବୀ ହାତେଇ ନେଇଥିବା ଜଣା ପଡିଛି । ସେହି ଭଳି ହାବିଲଦାର(୫୫୧) ବିଶ୍ଵ ରଞ୍ଜନ ମହାଳି ତାଙ୍କ ନିକଟ ତମ ପ୍ରତିଦ୍ବନ୍ଦୀ କନେଷ୍ଟବଳ(୫୫୭) ସତ୍ୟବ୍ରତ ସାମଲଙ୍କୁ ୧୨୪ ଖଣ୍ଡ ଭୋଟର ହରାଇ ଉପସଭାପତି ପଦବୀ ହାତେଇ ନେଇଛନ୍ତି । ସେହିଭଳି ହାବିଲଦାର(୨୭୮) କୋରିଆ ବେଶ୍ରା କୋଷାଧକ୍ଷ ଭାବେ ହାବିଲଦାର ରାକେଶ କୁମାର ନାଥଙ୍କୁ ମାତ୍ର ୨୨ ଖଣ୍ଡ ଭୋଟର ହରାଇ ନିର୍ବାଚିତ ହୋଇଥିବା ବେଳେ ଯୁଗ୍ମସମ୍ପାଦକ ଭାବେ କନେଷ୍ଟବଳ ସୋନାଲିଶା ବଳ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ହାବିଲଦାର ରାମ ମାଝୀଙ୍କୁ ୧୦୯ ଖଣ୍ଡ ଭୋଟରେ ହରାଇ ନିର୍ବାଚିତ ହୋଇଥିବା ବେଳେ ଅନ୍ୟାନ୍ୟ ସଦସ୍ୟ ଭାବେ ରଶ୍ମିତା ପ୍ରଧାନ, ଜୟନ୍ତ କୁମାର ଜେନା,,ପ୍ରଳୟ କୁମାର ନାୟକ, ରାଜେଶ କୁମାର ପଲାଇ ଏବଂ ଗୁନସା ସୋରେନ ପ୍ରମୁଖ ନିର୍ବାଚିତ ହୋଇଥିବା ସଙ୍ଘ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।1
- କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ କଷଣଅଣ୍ଟାଠାରେ ସବ୍ଡିଭିଜନ୍ ହସ୍ପିଟାଲ ର କ୍ଵାଟର୍ସ ନିର୍ମାଣ ର ଶୁଭ ଶିଳାନ୍ୟାସ କରି ପତିକ୍ରିୟା ରଖିଲେ ରାଜନଗର ବିଧାୟକ ଧ୍ରୁବ ସାହୁ1
- କଟକ ଗ୍ରାମାଞ୍ଚରେ ଓଡିଶୀ ଭାଙ୍ଗିରେ ନାଚିଲେ କୁନି ଝିଅ1
- ଭୁବନେଶ୍ବର : ଓଡିଶା ରାଜ୍ୟ ମହିଳା ଆୟୋଗର 33 ତମ ପ୍ରତିଷ୍ଠା ଦିବସରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା , ମନ୍ତ୍ରୀ ସମ୍ପଦ ସ୍ୱାଇଁ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଉପସ୍ଥିତ ଥିଲେ । ଉର୍ମିଳା ମହାପାତ୍ର , ପ୍ରତିଭା ଶତପଥୀ ଓ କଳ୍ପନା ମଲ୍ଲିକଙ୍କୁ ସମ୍ନାନିତ କରାଗଲା ।1
- Post by Gagan Bhoi1
- ଭୁବନେଶ୍ୱର ଶିଶୁ ଭବନ ଓଭରବ୍ରିଜ୍ ଉପରେ ପୁଣି ଦୁର୍ଘଟଣାଗ୍ରସ୍ତ ହେଲା କାର୍। ମରଣାଯନ୍ତା ପାଲଟିଛି ଓଭରବ୍ରିଜ୍। ପୂର୍ବ ଦିନ ବ୍ରିଜ୍ ଉପରୁ ତଳକୁ ଖସି ପଡ଼ିଥିଲା କାର୍। ଆଜି ସଂନ୍ଧ୍ୟାରେ ପୁଣି ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି।1
- ଘଣ୍ଟଘଣ୍ଟା, ହରିବୋଲ, ହୁଳହୁଳି ରେ ଫାଟି ପଡୁଛି ମହାକାଳେଶ୍ଵର ଙ୍କ ପୀଠ, ୨0ତମ ଗାୟତ୍ରୀ ବିଶ୍ୱଶାନ୍ତି ମହାଯଜ୍ଞକୁ ନେଇ ବିଶାଳ କଳସ ଶୋଭାଯାତ୍ରା, ସାମିଲ ହେଲେ ଶତାଧିକ ଶ୍ରଦ୍ଧାଳୁ,ନୂଆବଜାର ହରିବୋଲିଆ ମଠ ରେ ଚାଲିଛି ବିଶ୍ୱଶାନ୍ତି ମହାଯଜ୍ଞ..1
- କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଅଂଚଳରେ ମିଶନ ବାତ୍ସଲ୍ୟ: ଶିଶୁଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ପରାମର୍ଶ ।1
- କଟକ ନିଶ୍ଚିନ୍ତକୋଇଲି ଅଞ୍ଚଳରେ ଏହିଭଳି ଘଟଣାଟି ଘଟିଛି ଡ୍ରାଇଭର ବାବୁ ଏତେ ମଦ୍ୟପାନକରିଛନ୍ତି ଜେ ରାସ୍ତାବି ଦେଖାଯାଉନାହିଁ1