logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

୨0 ତମ ବିଶ୍ୱଶାନ୍ତି ମହାଯଜ୍ଞ, କଳସ ଶୋଭାଯାତ୍ରା ରେ ସାମିଲ ହେଲେ ଶତାଧିକ ଶ୍ରଦ୍ଧାଳୁ.. ଘଣ୍ଟଘଣ୍ଟା, ହରିବୋଲ, ହୁଳହୁଳି ରେ ଫାଟି ପଡୁଛି ମହାକାଳେଶ୍ଵର ଙ୍କ ପୀଠ, ୨0ତମ ଗାୟତ୍ରୀ ବିଶ୍ୱଶାନ୍ତି ମହାଯଜ୍ଞକୁ ନେଇ ବିଶାଳ କଳସ ଶୋଭାଯାତ୍ରା, ସାମିଲ ହେଲେ ଶତାଧିକ ଶ୍ରଦ୍ଧାଳୁ,ନୂଆବଜାର ହରିବୋଲିଆ ମଠ ରେ ଚାଲିଛି ବିଶ୍ୱଶାନ୍ତି ମହାଯଜ୍ଞ..

22 hrs ago
user_Biraja prasad tripathy Tripathy
Biraja prasad tripathy Tripathy
ସାମ୍ବାଦିକ ପାରାଦୀପ, ଜଗତସିଂହପୁର, ଓଡ଼ିଶା•
22 hrs ago

୨0 ତମ ବିଶ୍ୱଶାନ୍ତି ମହାଯଜ୍ଞ, କଳସ ଶୋଭାଯାତ୍ରା ରେ ସାମିଲ ହେଲେ ଶତାଧିକ ଶ୍ରଦ୍ଧାଳୁ.. ଘଣ୍ଟଘଣ୍ଟା, ହରିବୋଲ, ହୁଳହୁଳି ରେ ଫାଟି ପଡୁଛି ମହାକାଳେଶ୍ଵର ଙ୍କ ପୀଠ, ୨0ତମ ଗାୟତ୍ରୀ ବିଶ୍ୱଶାନ୍ତି ମହାଯଜ୍ଞକୁ ନେଇ ବିଶାଳ କଳସ ଶୋଭାଯାତ୍ରା, ସାମିଲ ହେଲେ ଶତାଧିକ ଶ୍ରଦ୍ଧାଳୁ,ନୂଆବଜାର ହରିବୋଲିଆ ମଠ ରେ ଚାଲିଛି ବିଶ୍ୱଶାନ୍ତି ମହାଯଜ୍ଞ..

More news from ଓଡ଼ିଶା and nearby areas
  • ପେଟପାଟଣା କୁ ନେଇ ଶୀତ, କାକର କୁ ଖାତିର କଲେନି, କମ୍ପାନୀ ଫାଟକ ସମ୍ମୁଖରେ ଧାରଣା ରେ ବସିଲେ ଟ୍ରକମାଲିକ..ବାହାର ଟ୍ରକରେ ପଣ୍ୟ ପରିବହନ କୁ ନେଇ ଜେସିସି ର ଆନ୍ଦୋଳନ ଡାକରା,ସାମିଲ ହେଲେ ଟ୍ରକ ମାଲିକ, ପେଟପାଟଣା କୁ ନେଇ ଶୀତ କାକର କୁ ଖାତିର ନ କରି ଏଏମଏନଏସ ସମ୍ମୁଖରେ ଧାରଣାରେ ବସିଲେ ତିନିଗୋଟି ଟ୍ରକ ମାଲିକ ସଙ୍ଘର ଶତାଧିକ ମାଲିକ....
    1
    ପେଟପାଟଣା କୁ ନେଇ ଶୀତ, କାକର କୁ ଖାତିର କଲେନି, କମ୍ପାନୀ ଫାଟକ ସମ୍ମୁଖରେ ଧାରଣା ରେ ବସିଲେ ଟ୍ରକମାଲିକ..ବାହାର ଟ୍ରକରେ ପଣ୍ୟ ପରିବହନ କୁ ନେଇ ଜେସିସି ର ଆନ୍ଦୋଳନ ଡାକରା,ସାମିଲ ହେଲେ ଟ୍ରକ ମାଲିକ, ପେଟପାଟଣା କୁ ନେଇ ଶୀତ କାକର କୁ ଖାତିର ନ କରି ଏଏମଏନଏସ ସମ୍ମୁଖରେ ଧାରଣାରେ ବସିଲେ ତିନିଗୋଟି ଟ୍ରକ ମାଲିକ ସଙ୍ଘର ଶତାଧିକ ମାଲିକ....
    user_Biraja prasad tripathy Tripathy
    Biraja prasad tripathy Tripathy
    ସାମ୍ବାଦିକ ପାରାଦୀପ, ଜଗତସିଂହପୁର, ଓଡ଼ିଶା•
    22 hrs ago
  • ଧାନ ମଣ୍ଡୀ ଚାଷୀଙ୍କ ପାଇଁ ଯନ୍ତ୍ରଣା ଓ ନିର୍ଯାତନାର କେନ୍ଦ୍ର ,କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଠାରେ ଏଭଳି ପ୍ରତିକ୍ରିୟା ରଖିଲେ ସମାଜସେବୀ ଶରତ ସାହୁ..
    1
    ଧାନ ମଣ୍ଡୀ ଚାଷୀଙ୍କ ପାଇଁ ଯନ୍ତ୍ରଣା ଓ ନିର୍ଯାତନାର କେନ୍ଦ୍ର ,କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଠାରେ ଏଭଳି ପ୍ରତିକ୍ରିୟା ରଖିଲେ ସମାଜସେବୀ ଶରତ ସାହୁ..
    user_Prafulla Kumar Malla
    Prafulla Kumar Malla
    Local News Reporter କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    18 hrs ago
  • କେନ୍ଦ୍ରାପଡ଼ା ଜିଲା କଜଳା ଠାରେ ଜଳସମ୍ପଦ ବିଭାଗ ର ଜଳ ନିକାଶ ବିଭାଜନ ଦ୍ଵାରା ହେଉଥିବା କଜଳା ଡ୍ରେନେଜ କାର୍ଯ୍ୟ ରେ ଆଖିବୁଜା ଦୁର୍ନୀତି...।
    1
    କେନ୍ଦ୍ରାପଡ଼ା ଜିଲା କଜଳା ଠାରେ ଜଳସମ୍ପଦ ବିଭାଗ ର ଜଳ ନିକାଶ ବିଭାଜନ ଦ୍ଵାରା ହେଉଥିବା କଜଳା ଡ୍ରେନେଜ କାର୍ଯ୍ୟ ରେ ଆଖିବୁଜା ଦୁର୍ନୀତି...।
    user_Sarbeswar malik
    Sarbeswar malik
    Press କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    21 hrs ago
  • କଟକ ନିଶ୍ଚିନ୍ତକୋଇଲି ଅସୁରେଶ୍ୱର ପଞ୍ଚାୟତରେ ଥିବା ସୁଭଦ୍ରା ମହତାବ ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ରେ ପିଲାମାନଙ୍କ ସହ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ (ବୁଲୁ )ନାଚିଲେ ଭଷାଣି ନାଚ
    1
    କଟକ ନିଶ୍ଚିନ୍ତକୋଇଲି ଅସୁରେଶ୍ୱର ପଞ୍ଚାୟତରେ ଥିବା ସୁଭଦ୍ରା ମହତାବ ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ରେ ପିଲାମାନଙ୍କ ସହ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ (ବୁଲୁ )ନାଚିଲେ ଭଷାଣି ନାଚ
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    ନିଶ୍ଚିନ୍ତକୋଇଲି, କଟକ, ଓଡ଼ିଶା•
    22 hrs ago
  • ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ରେ ଦେଖିବାକୁ ମିଳିଛି ତୀର୍ଥଯାତ୍ରୀ ବସ ସେବା ଓ ଏହାକୁ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ସାଧାରଣ ଲୋକଙ୍କୁ ଶ୍ରୀକ୍ଷେତ୍ର ରେ ଜଗା ଦର୍ଶନ କରାଇବା ର ସେବା ଯୋଗାଇ ଦେଉଥିବା ବେଳେ, ସାଧାରଣ ଲୋକମାନେ ସୁବିଧାରେ ଶ୍ରୀକ୍ଷେତ୍ର ରେ ଜଗନ୍ନାଥ ଙ୍କ ଦର୍ଶନ କରି ପାରୁଛନ୍ତି ।
    1
    ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ରେ ଦେଖିବାକୁ ମିଳିଛି ତୀର୍ଥଯାତ୍ରୀ ବସ ସେବା ଓ ଏହାକୁ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ସାଧାରଣ ଲୋକଙ୍କୁ ଶ୍ରୀକ୍ଷେତ୍ର ରେ ଜଗା ଦର୍ଶନ କରାଇବା ର ସେବା ଯୋଗାଇ ଦେଉଥିବା ବେଳେ, ସାଧାରଣ ଲୋକମାନେ ସୁବିଧାରେ ଶ୍ରୀକ୍ଷେତ୍ର ରେ ଜଗନ୍ନାଥ ଙ୍କ ଦର୍ଶନ କରି ପାରୁଛନ୍ତି ।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    6 hrs ago
  • କଟକ ମହାନଗର ନିଗମ ୩୫ନଂ ଓ୍ଵାର୍ଡ ଏସସିବି ମେଡିକାଲ ଅଞ୍ଚଳରେ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ବିକ୍ରୀ କରୁଥିବା ବ୍ୟବସାୟୀଙ୍କୁ ସିଏମସି ସଠିକ ଭାବେ ନିୟମିତ ସଚେତନ, ତଦାରଖ ନକରାଇବା, ଟ୍ରେଡ ଫୁଡ୍ ଲାଇସେନ୍ସ ଯାଞ୍ଚ ନକରାଇ ଅଚାନକ ଚଢ଼ାଉ କରି ଗରିବ ନୀରିହ ବ୍ୟବସାୟୀଙ୍କ ଖାଦ୍ୟ ନଷ୍ଟ କରିବା ଦ୍ବାରା ବ୍ୟବସାୟୀଙ୍କ କ୍ଷତି ସହ ଦୂରଦୂରାନ୍ତରୁ ଏସସିବି ମେଡିକାଲକୁ ଆସୁଥିବା ରୋଗୀ, ଜନସାଧାରଣଙ୍କ ଉପରେ କୁପ୍ରଭାବ ପଡିବା ଓ କଟକର ସମ୍ମାନ, ସ୍ଵାଭିମାନ ପ୍ରତି ପ୍ରଶ୍ନ ଉଠିବାକୁ ବିରୋଧ କରି ଆଜି ଅପରାହ୍ନ ୪ଟା ସମୟରେ କଟକ ମହାନଗର ନିଗମର କମିଶନର ଓ ମେୟରଙ୍କୁ ଏକ ଲିଖିତ ଦାବୀପତ୍ର ପ୍ରଦାନ କଲେ ଓ୍ଵାର୍ଡ ନଂ-୩୫ର କର୍ପୋରେଟର ଜେ.କାମେଶ୍ଵର ରାଓ।
    1
    କଟକ ମହାନଗର ନିଗମ ୩୫ନଂ ଓ୍ଵାର୍ଡ ଏସସିବି ମେଡିକାଲ ଅଞ୍ଚଳରେ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ବିକ୍ରୀ କରୁଥିବା ବ୍ୟବସାୟୀଙ୍କୁ ସିଏମସି ସଠିକ ଭାବେ ନିୟମିତ ସଚେତନ, ତଦାରଖ ନକରାଇବା, ଟ୍ରେଡ ଫୁଡ୍ ଲାଇସେନ୍ସ ଯାଞ୍ଚ ନକରାଇ ଅଚାନକ ଚଢ଼ାଉ କରି ଗରିବ ନୀରିହ ବ୍ୟବସାୟୀଙ୍କ ଖାଦ୍ୟ ନଷ୍ଟ କରିବା ଦ୍ବାରା ବ୍ୟବସାୟୀଙ୍କ କ୍ଷତି ସହ ଦୂରଦୂରାନ୍ତରୁ  ଏସସିବି ମେଡିକାଲକୁ ଆସୁଥିବା ରୋଗୀ, ଜନସାଧାରଣଙ୍କ ଉପରେ କୁପ୍ରଭାବ ପଡିବା ଓ କଟକର ସମ୍ମାନ, ସ୍ଵାଭିମାନ ପ୍ରତି ପ୍ରଶ୍ନ ଉଠିବାକୁ ବିରୋଧ କରି ଆଜି ଅପରାହ୍ନ ୪ଟା ସମୟରେ କଟକ ମହାନଗର ନିଗମର କମିଶନର ଓ ମେୟରଙ୍କୁ ଏକ ଲିଖିତ ଦାବୀପତ୍ର ପ୍ରଦାନ କଲେ ଓ୍ଵାର୍ଡ ନଂ-୩୫ର କର୍ପୋରେଟର ଜେ.କାମେଶ୍ଵର ରାଓ।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    12 min ago
  • SCB ପାଖରେ ଥିବା ହୋଟେଲ ଗୁଡ଼ିକ ଉପରେ CMC food ସେଫ୍ଟି ଟିମ୍ ତରଫ ରୁ ଚଢ଼ାଉ। ଅପରିଷ୍କାର ପରିବେଶ ରେ ଖାଦ୍ୟ ବିକ୍ରି କରୁଥିବା ହେତୁ ଚଢ଼ାଉ ବେଳେ ଜଣେ ହୋଟେଲ ମାଲିକ ଦୋକାନ ବନ୍ଦ କରି ଦୌଡି ପଳାଉଥିଲେ ହେଲେ ଦୋକନି କୁ ମାଡ଼ି ବସିଲା CMC food ସେଫ୍ଟି ଟିମ୍ ତାପରେ କଲା ଦୋକାନ କୁ ସିଲ।
    1
    SCB ପାଖରେ ଥିବା ହୋଟେଲ ଗୁଡ଼ିକ ଉପରେ CMC food ସେଫ୍ଟି ଟିମ୍ ତରଫ ରୁ ଚଢ଼ାଉ। ଅପରିଷ୍କାର ପରିବେଶ ରେ ଖାଦ୍ୟ ବିକ୍ରି କରୁଥିବା ହେତୁ ଚଢ଼ାଉ ବେଳେ ଜଣେ ହୋଟେଲ ମାଲିକ ଦୋକାନ ବନ୍ଦ କରି ଦୌଡି ପଳାଉଥିଲେ ହେଲେ ଦୋକନି କୁ ମାଡ଼ି ବସିଲା CMC food ସେଫ୍ଟି ଟିମ୍ ତାପରେ କଲା ଦୋକାନ କୁ ସିଲ।
    user_Aritkumar Mohapatra
    Aritkumar Mohapatra
    କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    1 hr ago
  • ଡ୍ରାଇଭର ଦେଖାଇଲେ ମାନବିକତା, ଦ୍ରୁତ ଗତିରେ ଆସୁଥିବା ବାଇକ ଚାଳକ ଙ୍କୁ ବଞ୍ଚାଇବାକୁ ଯାଇ ରାସ୍ତା ତଳକୁ ଖସିଲା ପିକଅପ,ଟଳିଗଲା ବଡ଼ ଦୁର୍ଘଟଣା, କଟକ ପାରାଦୀପ ରାସ୍ତାର ପଙ୍କପାଳ ନିକଟରେ ଘଟିଛି ଘଟଣା...
    1
    ଡ୍ରାଇଭର ଦେଖାଇଲେ ମାନବିକତା, ଦ୍ରୁତ ଗତିରେ ଆସୁଥିବା ବାଇକ ଚାଳକ ଙ୍କୁ ବଞ୍ଚାଇବାକୁ ଯାଇ ରାସ୍ତା ତଳକୁ ଖସିଲା ପିକଅପ,ଟଳିଗଲା ବଡ଼ ଦୁର୍ଘଟଣା, କଟକ ପାରାଦୀପ ରାସ୍ତାର ପଙ୍କପାଳ ନିକଟରେ ଘଟିଛି ଘଟଣା...
    user_Biraja prasad tripathy Tripathy
    Biraja prasad tripathy Tripathy
    ସାମ୍ବାଦିକ ପାରାଦୀପ, ଜଗତସିଂହପୁର, ଓଡ଼ିଶା•
    22 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.