Shuru
Apke Nagar Ki App…
ବାଇକ କୁ ବଞ୍ଚାଇବାକୁ ଯାଇ ରାସ୍ତା ତଳକୁ ଖସିଲା ପିକଅପ... ଡ୍ରାଇଭର ଦେଖାଇଲେ ମାନବିକତା, ଦ୍ରୁତ ଗତିରେ ଆସୁଥିବା ବାଇକ ଚାଳକ ଙ୍କୁ ବଞ୍ଚାଇବାକୁ ଯାଇ ରାସ୍ତା ତଳକୁ ଖସିଲା ପିକଅପ,ଟଳିଗଲା ବଡ଼ ଦୁର୍ଘଟଣା, କଟକ ପାରାଦୀପ ରାସ୍ତାର ପଙ୍କପାଳ ନିକଟରେ ଘଟିଛି ଘଟଣା...
Biraja prasad tripathy Tripathy
ବାଇକ କୁ ବଞ୍ଚାଇବାକୁ ଯାଇ ରାସ୍ତା ତଳକୁ ଖସିଲା ପିକଅପ... ଡ୍ରାଇଭର ଦେଖାଇଲେ ମାନବିକତା, ଦ୍ରୁତ ଗତିରେ ଆସୁଥିବା ବାଇକ ଚାଳକ ଙ୍କୁ ବଞ୍ଚାଇବାକୁ ଯାଇ ରାସ୍ତା ତଳକୁ ଖସିଲା ପିକଅପ,ଟଳିଗଲା ବଡ଼ ଦୁର୍ଘଟଣା, କଟକ ପାରାଦୀପ ରାସ୍ତାର ପଙ୍କପାଳ ନିକଟରେ ଘଟିଛି ଘଟଣା...
More news from ଓଡ଼ିଶା and nearby areas
- ପେଟପାଟଣା କୁ ନେଇ ଶୀତ, କାକର କୁ ଖାତିର କଲେନି, କମ୍ପାନୀ ଫାଟକ ସମ୍ମୁଖରେ ଧାରଣା ରେ ବସିଲେ ଟ୍ରକମାଲିକ..ବାହାର ଟ୍ରକରେ ପଣ୍ୟ ପରିବହନ କୁ ନେଇ ଜେସିସି ର ଆନ୍ଦୋଳନ ଡାକରା,ସାମିଲ ହେଲେ ଟ୍ରକ ମାଲିକ, ପେଟପାଟଣା କୁ ନେଇ ଶୀତ କାକର କୁ ଖାତିର ନ କରି ଏଏମଏନଏସ ସମ୍ମୁଖରେ ଧାରଣାରେ ବସିଲେ ତିନିଗୋଟି ଟ୍ରକ ମାଲିକ ସଙ୍ଘର ଶତାଧିକ ମାଲିକ....1
- ଧାନ ମଣ୍ଡୀ ଚାଷୀଙ୍କ ପାଇଁ ଯନ୍ତ୍ରଣା ଓ ନିର୍ଯାତନାର କେନ୍ଦ୍ର ,କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଠାରେ ଏଭଳି ପ୍ରତିକ୍ରିୟା ରଖିଲେ ସମାଜସେବୀ ଶରତ ସାହୁ..1
- କେନ୍ଦ୍ରାପଡ଼ା ଜିଲା କଜଳା ଠାରେ ଜଳସମ୍ପଦ ବିଭାଗ ର ଜଳ ନିକାଶ ବିଭାଜନ ଦ୍ଵାରା ହେଉଥିବା କଜଳା ଡ୍ରେନେଜ କାର୍ଯ୍ୟ ରେ ଆଖିବୁଜା ଦୁର୍ନୀତି...।1
- କଟକ ନିଶ୍ଚିନ୍ତକୋଇଲି ଅସୁରେଶ୍ୱର ପଞ୍ଚାୟତରେ ଥିବା ସୁଭଦ୍ରା ମହତାବ ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ରେ ପିଲାମାନଙ୍କ ସହ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ (ବୁଲୁ )ନାଚିଲେ ଭଷାଣି ନାଚ1
- ଆଜି ଯାଜପୁର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ, ବିଜେପି ସରକାର ଶାସନକାଳରେ ଲଘୁ ଖଣିଜ ପଦାର୍ଥ ବ୍ୟାପକ ଚୋରି, ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ,ଚାଷୀ ମାରଣ ନୀତି ଓ ଧାନ କିଣାରେ ଚରମ ଅନିୟମିତତା ବିରୁଦ୍ଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜୋରଦାର ବିକ୍ଷୋଭ ଓ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା ।ଏହି ଆନ୍ଦୋଳନରେ,ବିଜେଡିର ବହୁ ନେତା କର୍ମୀ ସାମିଲ ହୋଇ ଚାଷୀ ଶ୍ରମିକ ଓ ସାଧାରଣ ଜନତାଙ୍କ ସ୍ୱରକୁ ପ୍ରଶାସନ ପର୍ଯ୍ୟନ୍ତ ପହଞ୍ଚାଇଥିଲେ। ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉପ- ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରାଯାଇଥିଲା।1
- ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ଼ ଫାଣ୍ଡି ଅନ୍ତର୍ଗତ ବିରିଡି ରେଳ ଲାଇନ ପାର୍ଶ୍ଵରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପୁଲିସ ଏହାର ତଦନ୍ତ କରିଥିବା ବେଳେ ଅଭିଯୁକ୍ତକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଆଜି ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପୁଲିସ ଉପଖଣ୍ଡ ଅଧିକାରୀ ଅନିରୁଦ୍ଧ ମୁଦୁଲି ସୂଚନା ଦେଇଛନ୍ତି।1
- ଏସସିବି ମେଡ଼ିକାଲ ପାଖରେ ଥିବା ହୋଟେଲ ଗୁଡ଼ିକ ଉପରେ ସିଏମସି ଫୁଡ଼୍ ସେଫ୍ଟି ଟିମ୍ ତରଫରୁ ଚଢ଼ାଉ କରାଯାଇଛି। ଅପରିଷ୍କାର ପରିବେଶରେ ଖାଦ୍ୟ ବିକ୍ରି କରୁଥିବା ହେତୁ ଚଢ଼ାଉ କରି ଦୁଇ ଟି ହୋଟେଲକୁ ସିଲ୍ କଲା ଫୁଡ଼୍ ସେପ୍ଟି ଟିମ୍ ।1
- ଡ୍ରାଇଭର ଦେଖାଇଲେ ମାନବିକତା, ଦ୍ରୁତ ଗତିରେ ଆସୁଥିବା ବାଇକ ଚାଳକ ଙ୍କୁ ବଞ୍ଚାଇବାକୁ ଯାଇ ରାସ୍ତା ତଳକୁ ଖସିଲା ପିକଅପ,ଟଳିଗଲା ବଡ଼ ଦୁର୍ଘଟଣା, କଟକ ପାରାଦୀପ ରାସ୍ତାର ପଙ୍କପାଳ ନିକଟରେ ଘଟିଛି ଘଟଣା...1