logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବିରିଡି ହତ୍ୟାକାଣ୍ଡ ଘଟଣାରେ ଭଣ୍ଡାରିପୋଖରୀ ଥାନାରେ ଏସଡିପିଓଙ୍କ ସାମ୍ୱାଦିକ ସମ୍ମିଳନୀ ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ଼ ଫାଣ୍ଡି ଅନ୍ତର୍ଗତ ବିରିଡି ରେଳ ଲାଇନ ପାର୍ଶ୍ଵରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପୁଲିସ ଏହାର ତଦନ୍ତ କରିଥିବା ବେଳେ ଅଭିଯୁକ୍ତକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଆଜି ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପୁଲିସ ଉପଖଣ୍ଡ ଅଧିକାରୀ ଅନିରୁଦ୍ଧ ମୁଦୁଲି ସୂଚନା ଦେଇଛନ୍ତି।

2 hrs ago
user_ଭଣ୍ଡାରିପୋଖରୀ ଖବର
ଭଣ୍ଡାରିପୋଖରୀ ଖବର
ଭଣ୍ଡାରୀ ପୋଖରୀ, ଭଦ୍ରକ, ଓଡ଼ିଶା•
2 hrs ago

ବିରିଡି ହତ୍ୟାକାଣ୍ଡ ଘଟଣାରେ ଭଣ୍ଡାରିପୋଖରୀ ଥାନାରେ ଏସଡିପିଓଙ୍କ ସାମ୍ୱାଦିକ ସମ୍ମିଳନୀ ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ଼ ଫାଣ୍ଡି ଅନ୍ତର୍ଗତ ବିରିଡି ରେଳ ଲାଇନ ପାର୍ଶ୍ଵରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପୁଲିସ ଏହାର ତଦନ୍ତ କରିଥିବା ବେଳେ ଅଭିଯୁକ୍ତକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଆଜି ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପୁଲିସ ଉପଖଣ୍ଡ ଅଧିକାରୀ ଅନିରୁଦ୍ଧ ମୁଦୁଲି ସୂଚନା ଦେଇଛନ୍ତି।

More news from ଓଡ଼ିଶା and nearby areas
  • ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ଼ ଫାଣ୍ଡି ଅନ୍ତର୍ଗତ ବିରିଡି ରେଳ ଲାଇନ ପାର୍ଶ୍ଵରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପୁଲିସ ଏହାର ତଦନ୍ତ କରିଥିବା ବେଳେ ଅଭିଯୁକ୍ତକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଆଜି ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପୁଲିସ ଉପଖଣ୍ଡ ଅଧିକାରୀ ଅନିରୁଦ୍ଧ ମୁଦୁଲି ସୂଚନା ଦେଇଛନ୍ତି।
    1
    ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ଼ ଫାଣ୍ଡି ଅନ୍ତର୍ଗତ ବିରିଡି ରେଳ ଲାଇନ ପାର୍ଶ୍ଵରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପୁଲିସ ଏହାର ତଦନ୍ତ କରିଥିବା ବେଳେ ଅଭିଯୁକ୍ତକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଆଜି ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପୁଲିସ ଉପଖଣ୍ଡ ଅଧିକାରୀ ଅନିରୁଦ୍ଧ ମୁଦୁଲି ସୂଚନା ଦେଇଛନ୍ତି।
    user_ଭଣ୍ଡାରିପୋଖରୀ ଖବର
    ଭଣ୍ଡାରିପୋଖରୀ ଖବର
    ଭଣ୍ଡାରୀ ପୋଖରୀ, ଭଦ୍ରକ, ଓଡ଼ିଶା•
    2 hrs ago
  • ରାଜ୍ୟ ସରକାରଙ୍କ ବିରୋଧରେ ଯାଜପୁର ବିଜୁ ଜନତା ଦଳର ରଣହୁଙ୍କାର।ବିଜେପି ସରକାରରେ ଲଘୁ ଖଣିଜର ବ୍ୟାପକ ଚୋରି, ଚାଷୀ ମାରଣ ନୀତି ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବିରୁଦ୍ଧରେ ଯାଜପୁର ବିଜେଡିର ବିକ୍ଷୋଭ ଓ ପ୍ରତିବାଦ। ଏ ନେଇ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
    1
    ରାଜ୍ୟ ସରକାରଙ୍କ ବିରୋଧରେ ଯାଜପୁର ବିଜୁ ଜନତା ଦଳର ରଣହୁଙ୍କାର।ବିଜେପି ସରକାରରେ ଲଘୁ ଖଣିଜର ବ୍ୟାପକ ଚୋରି, ଚାଷୀ ମାରଣ ନୀତି ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବିରୁଦ୍ଧରେ ଯାଜପୁର ବିଜେଡିର ବିକ୍ଷୋଭ ଓ ପ୍ରତିବାଦ।  ଏ ନେଇ  ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
    user_Sovin kumar parida
    Sovin kumar parida
    Photographer କୋରାଇ, ଯାଜପୁର, ଓଡ଼ିଶା•
    3 hrs ago
  • ବକେୟା ଅର୍ଥ ପାଇବା ଦାବିରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ବନ୍ତ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି। ସୂଚନା ଅନୁଯାୟୀ, ବନ୍ତ ବ୍ଲକ୍ ସେଣ୍ଡତୀରା ପଞ୍ଚାୟତ ଫୁଲଗଡ଼ିଆ ଗ୍ରାମର କୈଳାଶ ଚନ୍ଦ୍ର ମହାପାତ୍ର ବନ୍ତ ବ୍ଲକ୍ ସିଡ଼ିପିଓ ଙ୍କ କାର୍ଯ୍ୟାଳୟରେ ନିୟୋଜିତ ଏକ ଗାଡ଼ିର ଚାଳକ ଭାବେ କାର୍ଯ୍ୟ କରୁଥିଲେ।
    1
    ବକେୟା ଅର୍ଥ ପାଇବା ଦାବିରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ବନ୍ତ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି। ସୂଚନା ଅନୁଯାୟୀ, ବନ୍ତ ବ୍ଲକ୍ ସେଣ୍ଡତୀରା ପଞ୍ଚାୟତ ଫୁଲଗଡ଼ିଆ ଗ୍ରାମର କୈଳାଶ ଚନ୍ଦ୍ର ମହାପାତ୍ର ବନ୍ତ ବ୍ଲକ୍ ସିଡ଼ିପିଓ ଙ୍କ କାର୍ଯ୍ୟାଳୟରେ ନିୟୋଜିତ ଏକ ଗାଡ଼ିର ଚାଳକ ଭାବେ କାର୍ଯ୍ୟ କରୁଥିଲେ।
    user_ବନ୍ତ ଖବର
    ବନ୍ତ ଖବର
    ବାଣ୍ଟ, ଭଦ୍ରକ, ଓଡ଼ିଶା•
    21 hrs ago
  • ଭଦ୍ରକରେ ନିଶାଶକ୍ତ ଅବସ୍ଥାରେ ହୋମଗାର୍ଡ l ଭଦ୍ରକ ଆରଡ଼ି ଛକ ନିକଟରେ ଡ୍ୟୁଟିରେ ଥିବା ହୋମଗାର୍ଡ ବୁଲୁଛନ୍ତି ପାଉଡର ନିଶାରେ l ନିଶାରେ ବାଉଳିଚାଉଳି ହୋଇ କାନ୍ଥକୁ ମାରୁଛନ୍ତି ହୁଇସିଲ l ଏମିତି ଅଭିଯୋଗ ଆଣିଛନ୍ତି ଅଟୋ ଚାଳକ l
    1
    ଭଦ୍ରକରେ ନିଶାଶକ୍ତ ଅବସ୍ଥାରେ ହୋମଗାର୍ଡ l ଭଦ୍ରକ ଆରଡ଼ି ଛକ ନିକଟରେ ଡ୍ୟୁଟିରେ ଥିବା ହୋମଗାର୍ଡ ବୁଲୁଛନ୍ତି ପାଉଡର ନିଶାରେ l ନିଶାରେ ବାଉଳିଚାଉଳି ହୋଇ କାନ୍ଥକୁ ମାରୁଛନ୍ତି ହୁଇସିଲ  l ଏମିତି ଅଭିଯୋଗ ଆଣିଛନ୍ତି ଅଟୋ ଚାଳକ l
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    4 hrs ago
  • ତିହିଡି: ଓଡ଼ିଶାର ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟ ଶିଳ୍ପୀ, କୋରିଓଗ୍ରାଫର ଓ ଗୁରୁ ଶାଶ୍ୱତ ଯୋଶୀ ଏବର୍ଷ ତିହିଡି ମହୋତ୍ସବରେ ଯୋଗଦେଇ ତାଙ୍କର ମନମୋହକ ନୃତ୍ୟ ପ୍ରଦର୍ଶନରେ ଦର୍ଶକମାନଙ୍କୁ ମୁଗ୍ଧ କରିଦେଇଥିଲେ
    1
    ତିହିଡି: ଓଡ଼ିଶାର ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟ ଶିଳ୍ପୀ, କୋରିଓଗ୍ରାଫର ଓ ଗୁରୁ ଶାଶ୍ୱତ ଯୋଶୀ ଏବର୍ଷ ତିହିଡି ମହୋତ୍ସବରେ ଯୋଗଦେଇ ତାଙ୍କର ମନମୋହକ ନୃତ୍ୟ ପ୍ରଦର୍ଶନରେ ଦର୍ଶକମାନଙ୍କୁ ମୁଗ୍ଧ କରିଦେଇଥିଲେ
    user_Paritran times
    Paritran times
    ତିହିଡ଼ି, ଭଦ୍ରକ, ଓଡ଼ିଶା•
    21 hrs ago
  • Post by ODISHA DARPAN
    1
    Post by ODISHA DARPAN
    user_ODISHA DARPAN
    ODISHA DARPAN
    Voice of people ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    23 hrs ago
  • ଯାଜପୁର ଜିଲ୍ଲା ର ସମସ୍ତ ନିର୍ବାଚନ ମଣ୍ଡଳୀ ର ବିଜୁ ଜନତା ଦଳ ର କର୍ମୀ, ନେତା, ବିଧାୟକ ଓ ବିଧାୟିକା ଙ୍କ ଦ୍ୱାରା ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ଓ ପ୍ରତିବାଦ ସଭା ସହ ଉପ- ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା
    1
    ଯାଜପୁର ଜିଲ୍ଲା ର ସମସ୍ତ ନିର୍ବାଚନ ମଣ୍ଡଳୀ ର ବିଜୁ ଜନତା ଦଳ ର କର୍ମୀ, ନେତା, ବିଧାୟକ ଓ ବିଧାୟିକା ଙ୍କ ଦ୍ୱାରା ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ଓ ପ୍ରତିବାଦ ସଭା ସହ ଉପ- ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    1 hr ago
  • ହତ୍ୟା ଘଟଣାରେ ଭଣ୍ଡାରିପୋଖରୀ ପୁଲିସର ସିନ ରିକ୍ରିଏସନ ହସ ଖୁସି ର ପ୍ରେମ ରେ ଜାତି ବିବାଦ ଶେଷ ରେ ହତ୍ୟା ର ରୂପ ନେଇଛି । ଭଦ୍ରକ ଜିଲ୍ଲା ବନ୍ତ ଥାନା କଣ୍ଟାପଡ଼ା ଅଞ୍ଚଳ ର ଯୁବକ ରଞ୍ଜନ ଦାସ ଭଣ୍ଡାରିପୋଖରୀ ଥାନା ଅଧୀନ ବିରିଡ଼ି ର ଜଣେ ନାବାଳିକା ଙ୍କୁ ଭଲ ପାଉଥିଲେ । ଅନ ଲାଇନ୍ ପ୍ରେମ ଧୀରେ ଧୀରେ ଅଫ ଲାଇନ୍ କୁ ଆସିଥିଲା । ଦୁହେଁ ସାଙ୍ଗ ରେ ବୁଲାବୁଲି କଲେ , ଏମିତି କି ଦୁହିଁ ଙ୍କ ପରିବାର ଲୋକେ ମଧ୍ୟ ଜାଣିଲେ । ଶେଷ ରେ ନାବାଳିକା ଜଣକ ଜାଣିଲେ ଯେ ଯୁବକ ଜଣକ ନିଚ ଜାତି ର । ତା ପରେ ଯୁବକ ଙ୍କୁ ଫୋନ୍ ରେ ଗାଳିଗୁଲଜ କଲେ । ଏମିତି କି ବିବାଦ ଭିତରେ ଯୁବକ ଜଣକ ସିଧା ଅନ୍ୟ ରାଜ୍ୟ ରୁ ଆସି କୁ ଆସି ଯୁବତୀ ଙ୍କୁ ଗାଁ ରେ ପହଞ୍ଚିଲେ । ଶେଷ ରେ ନାବାଳିକା ଙ୍କ ନାବାଳିକା ସାଙ୍ଗ ଓ ଭିଣୋଇ ମାନେ ପିଟି ପିଟି ହତ୍ୟା କଲେ । ରଞ୍ଜନ ପ୍ରେମିକା ର ଫୋନ୍ କରି ବାଙ୍ଗାଲୋର ରୁ ବିରିଡ଼ି ଆସିଥିବା ବେଳେ ଫେରିବା ର କିଛି ଦିନ ପରେ ପରିବାର ସରୋଜ ଙ୍କ ମୃତ୍ୟୁ ବିଷୟ ରେ ଖବର ପାଇଥିଲେ । ପରେ ଭଣ୍ଡାରିପୋଖରୀ ଥାନା ରେ ରଞ୍ଜନ ଙ୍କୁ ହତ୍ୟା କରାଯାଇଥିବା ନେଇ ଥାନା ରେ ଏତଲା ଦେଇଥିଲେ । ଏତଲା ଆଧାର ରେ ତଦନ୍ତ ହେବା ବେଳେ ସତ୍ ସାମ୍ନା କୁ ଆସିଥିଲା । ଏହି ଘଟଣାକୁ ନେଇ ପୋଲିସ 3 ଜଣ ଙ୍କୁ ଅଟକ ରଖି ତଦନ୍ତ ସମୟ ରେ ଜାତି ପାଇଁ ନାବାଳିକା ପ୍ରେମିକା , ନାବାଳିକା ଙ୍କ ସାଙ୍ଗ ଓ ତାଙ୍କ ଭିଣୋଇ ହତ୍ୟା କରିଥିବା ସ୍ପଷ୍ଟ ହୋଇଥିଲା । ପ୍ରେମିକା ଓ ତାଙ୍କ ସମ୍ପର୍କୀୟ 3 ଜଣ ରଞ୍ଜନ ଙ୍କୁ ହତ୍ୟା କରିଥିବା ସ୍ପଷ୍ଟ ହୋଇଚି । ଅଭିଯୁକ୍ତଙ୍କୁ ନେଇ ସିନ ରିକ୍ରିଏସନ୍ କରିବା ପରେ ଗିରଫ କରିଛି ।
    1
    ହତ୍ୟା ଘଟଣାରେ ଭଣ୍ଡାରିପୋଖରୀ ପୁଲିସର ସିନ ରିକ୍ରିଏସନ
ହସ ଖୁସି ର ପ୍ରେମ ରେ ଜାତି ବିବାଦ ଶେଷ ରେ ହତ୍ୟା ର ରୂପ ନେଇଛି । ଭଦ୍ରକ ଜିଲ୍ଲା ବନ୍ତ ଥାନା କଣ୍ଟାପଡ଼ା ଅଞ୍ଚଳ ର ଯୁବକ ରଞ୍ଜନ ଦାସ ଭଣ୍ଡାରିପୋଖରୀ ଥାନା ଅଧୀନ ବିରିଡ଼ି ର ଜଣେ ନାବାଳିକା ଙ୍କୁ ଭଲ ପାଉଥିଲେ । ଅନ ଲାଇନ୍ ପ୍ରେମ ଧୀରେ ଧୀରେ ଅଫ ଲାଇନ୍ କୁ ଆସିଥିଲା । ଦୁହେଁ ସାଙ୍ଗ ରେ ବୁଲାବୁଲି କଲେ , ଏମିତି କି ଦୁହିଁ ଙ୍କ ପରିବାର ଲୋକେ ମଧ୍ୟ ଜାଣିଲେ । ଶେଷ ରେ ନାବାଳିକା ଜଣକ ଜାଣିଲେ ଯେ ଯୁବକ ଜଣକ ନିଚ ଜାତି ର । ତା ପରେ ଯୁବକ ଙ୍କୁ ଫୋନ୍ ରେ ଗାଳିଗୁଲଜ କଲେ । ଏମିତି କି ବିବାଦ ଭିତରେ ଯୁବକ ଜଣକ ସିଧା ଅନ୍ୟ ରାଜ୍ୟ ରୁ ଆସି କୁ ଆସି ଯୁବତୀ ଙ୍କୁ ଗାଁ ରେ ପହଞ୍ଚିଲେ । ଶେଷ ରେ ନାବାଳିକା ଙ୍କ ନାବାଳିକା ସାଙ୍ଗ ଓ ଭିଣୋଇ ମାନେ ପିଟି ପିଟି ହତ୍ୟା କଲେ । ରଞ୍ଜନ ପ୍ରେମିକା ର ଫୋନ୍ କରି ବାଙ୍ଗାଲୋର ରୁ ବିରିଡ଼ି ଆସିଥିବା ବେଳେ ଫେରିବା ର କିଛି ଦିନ ପରେ ପରିବାର ସରୋଜ ଙ୍କ ମୃତ୍ୟୁ ବିଷୟ ରେ ଖବର ପାଇଥିଲେ । ପରେ ଭଣ୍ଡାରିପୋଖରୀ ଥାନା ରେ ରଞ୍ଜନ ଙ୍କୁ ହତ୍ୟା କରାଯାଇଥିବା ନେଇ ଥାନା ରେ ଏତଲା ଦେଇଥିଲେ । ଏତଲା ଆଧାର ରେ ତଦନ୍ତ ହେବା ବେଳେ ସତ୍ ସାମ୍ନା କୁ ଆସିଥିଲା । ଏହି ଘଟଣାକୁ ନେଇ ପୋଲିସ 3 ଜଣ ଙ୍କୁ  ଅଟକ ରଖି ତଦନ୍ତ ସମୟ ରେ ଜାତି ପାଇଁ  ନାବାଳିକା ପ୍ରେମିକା , ନାବାଳିକା ଙ୍କ ସାଙ୍ଗ ଓ ତାଙ୍କ ଭିଣୋଇ ହତ୍ୟା କରିଥିବା ସ୍ପଷ୍ଟ ହୋଇଥିଲା । ପ୍ରେମିକା ଓ ତାଙ୍କ ସମ୍ପର୍କୀୟ 3 ଜଣ ରଞ୍ଜନ ଙ୍କୁ ହତ୍ୟା କରିଥିବା ସ୍ପଷ୍ଟ ହୋଇଚି । ଅଭିଯୁକ୍ତଙ୍କୁ ନେଇ ସିନ ରିକ୍ରିଏସନ୍ କରିବା ପରେ ଗିରଫ କରିଛି ।
    user_ଭଣ୍ଡାରିପୋଖରୀ ଖବର
    ଭଣ୍ଡାରିପୋଖରୀ ଖବର
    ଭଣ୍ଡାରୀ ପୋଖରୀ, ଭଦ୍ରକ, ଓଡ଼ିଶା•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.