Shuru
Apke Nagar Ki App…
ଭଦ୍ରକରେ ନିଶାଶକ୍ତ ଅବସ୍ଥାରେ ହୋମଗାର୍ଡ l ଭଦ୍ରକ ଆରଡ଼ି ଛକ ନିକଟରେ ଡ୍ୟୁଟିରେ ଥିବା ହୋମଗାର୍ଡ ବୁଲୁଛନ୍ତି ପାଉଡର ନିଶାରେ ଭଦ୍ରକରେ ନିଶାଶକ୍ତ ଅବସ୍ଥାରେ ହୋମଗାର୍ଡ l ଭଦ୍ରକ ଆରଡ଼ି ଛକ ନିକଟରେ ଡ୍ୟୁଟିରେ ଥିବା ହୋମଗାର୍ଡ ବୁଲୁଛନ୍ତି ପାଉଡର ନିଶାରେ l ନିଶାରେ ବାଉଳିଚାଉଳି ହୋଇ କାନ୍ଥକୁ ମାରୁଛନ୍ତି ହୁଇସିଲ l ଏମିତି ଅଭିଯୋଗ ଆଣିଛନ୍ତି ଅଟୋ ଚାଳକ l
AT News
ଭଦ୍ରକରେ ନିଶାଶକ୍ତ ଅବସ୍ଥାରେ ହୋମଗାର୍ଡ l ଭଦ୍ରକ ଆରଡ଼ି ଛକ ନିକଟରେ ଡ୍ୟୁଟିରେ ଥିବା ହୋମଗାର୍ଡ ବୁଲୁଛନ୍ତି ପାଉଡର ନିଶାରେ ଭଦ୍ରକରେ ନିଶାଶକ୍ତ ଅବସ୍ଥାରେ ହୋମଗାର୍ଡ l ଭଦ୍ରକ ଆରଡ଼ି ଛକ ନିକଟରେ ଡ୍ୟୁଟିରେ ଥିବା ହୋମଗାର୍ଡ ବୁଲୁଛନ୍ତି ପାଉଡର ନିଶାରେ l ନିଶାରେ ବାଉଳିଚାଉଳି ହୋଇ କାନ୍ଥକୁ ମାରୁଛନ୍ତି ହୁଇସିଲ l ଏମିତି ଅଭିଯୋଗ ଆଣିଛନ୍ତି ଅଟୋ ଚାଳକ l
More news from ଓଡ଼ିଶା and nearby areas
- ହତ୍ୟା ଘଟଣାରେ ଭଣ୍ଡାରିପୋଖରୀ ପୁଲିସର ସିନ ରିକ୍ରିଏସନ ହସ ଖୁସି ର ପ୍ରେମ ରେ ଜାତି ବିବାଦ ଶେଷ ରେ ହତ୍ୟା ର ରୂପ ନେଇଛି । ଭଦ୍ରକ ଜିଲ୍ଲା ବନ୍ତ ଥାନା କଣ୍ଟାପଡ଼ା ଅଞ୍ଚଳ ର ଯୁବକ ରଞ୍ଜନ ଦାସ ଭଣ୍ଡାରିପୋଖରୀ ଥାନା ଅଧୀନ ବିରିଡ଼ି ର ଜଣେ ନାବାଳିକା ଙ୍କୁ ଭଲ ପାଉଥିଲେ । ଅନ ଲାଇନ୍ ପ୍ରେମ ଧୀରେ ଧୀରେ ଅଫ ଲାଇନ୍ କୁ ଆସିଥିଲା । ଦୁହେଁ ସାଙ୍ଗ ରେ ବୁଲାବୁଲି କଲେ , ଏମିତି କି ଦୁହିଁ ଙ୍କ ପରିବାର ଲୋକେ ମଧ୍ୟ ଜାଣିଲେ । ଶେଷ ରେ ନାବାଳିକା ଜଣକ ଜାଣିଲେ ଯେ ଯୁବକ ଜଣକ ନିଚ ଜାତି ର । ତା ପରେ ଯୁବକ ଙ୍କୁ ଫୋନ୍ ରେ ଗାଳିଗୁଲଜ କଲେ । ଏମିତି କି ବିବାଦ ଭିତରେ ଯୁବକ ଜଣକ ସିଧା ଅନ୍ୟ ରାଜ୍ୟ ରୁ ଆସି କୁ ଆସି ଯୁବତୀ ଙ୍କୁ ଗାଁ ରେ ପହଞ୍ଚିଲେ । ଶେଷ ରେ ନାବାଳିକା ଙ୍କ ନାବାଳିକା ସାଙ୍ଗ ଓ ଭିଣୋଇ ମାନେ ପିଟି ପିଟି ହତ୍ୟା କଲେ । ରଞ୍ଜନ ପ୍ରେମିକା ର ଫୋନ୍ କରି ବାଙ୍ଗାଲୋର ରୁ ବିରିଡ଼ି ଆସିଥିବା ବେଳେ ଫେରିବା ର କିଛି ଦିନ ପରେ ପରିବାର ସରୋଜ ଙ୍କ ମୃତ୍ୟୁ ବିଷୟ ରେ ଖବର ପାଇଥିଲେ । ପରେ ଭଣ୍ଡାରିପୋଖରୀ ଥାନା ରେ ରଞ୍ଜନ ଙ୍କୁ ହତ୍ୟା କରାଯାଇଥିବା ନେଇ ଥାନା ରେ ଏତଲା ଦେଇଥିଲେ । ଏତଲା ଆଧାର ରେ ତଦନ୍ତ ହେବା ବେଳେ ସତ୍ ସାମ୍ନା କୁ ଆସିଥିଲା । ଏହି ଘଟଣାକୁ ନେଇ ପୋଲିସ 3 ଜଣ ଙ୍କୁ ଅଟକ ରଖି ତଦନ୍ତ ସମୟ ରେ ଜାତି ପାଇଁ ନାବାଳିକା ପ୍ରେମିକା , ନାବାଳିକା ଙ୍କ ସାଙ୍ଗ ଓ ତାଙ୍କ ଭିଣୋଇ ହତ୍ୟା କରିଥିବା ସ୍ପଷ୍ଟ ହୋଇଥିଲା । ପ୍ରେମିକା ଓ ତାଙ୍କ ସମ୍ପର୍କୀୟ 3 ଜଣ ରଞ୍ଜନ ଙ୍କୁ ହତ୍ୟା କରିଥିବା ସ୍ପଷ୍ଟ ହୋଇଚି । ଅଭିଯୁକ୍ତଙ୍କୁ ନେଇ ସିନ ରିକ୍ରିଏସନ୍ କରିବା ପରେ ଗିରଫ କରିଛି ।1
- ଯାଜପୁର ଜିଲ୍ଲା ବିଜୁ ଜନତା ଦଳ ତରଫରୁ ବିଜେପି ସରକାରରେ ଲଘୁ ଖଣିଜର ବ୍ୟାପକ ଚୋରି, ଚାଷୀ ମାରଣ ନୀତି ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୁଦ୍ଧରେ କୁସୁମା ପଡ଼ିଆ ଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ଓ ପ୍ରତିବାଦ ସଭା ଆରମ୍ଭ ଏଥିରେ ବହୁ ବିଜେଡି ନେତା ସହ କର୍ମୀମାନେ ଯୋଗଦେଇଥିବା ଦେଖିବାକୁ ମିଳିଛି #bjd #odisha #jajpur6
- ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ରେ ଦେଖିବାକୁ ମିଳିଛି ତୀର୍ଥଯାତ୍ରୀ ବସ ସେବା ଓ ଏହାକୁ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ସାଧାରଣ ଲୋକଙ୍କୁ ଶ୍ରୀକ୍ଷେତ୍ର ରେ ଜଗା ଦର୍ଶନ କରାଇବା ର ସେବା ଯୋଗାଇ ଦେଉଥିବା ବେଳେ, ସାଧାରଣ ଲୋକମାନେ ସୁବିଧାରେ ଶ୍ରୀକ୍ଷେତ୍ର ରେ ଜଗନ୍ନାଥ ଙ୍କ ଦର୍ଶନ କରି ପାରୁଛନ୍ତି ।1
- Post by Ramachandra Melsandi1
- କଳିଙ୍ଗ ସ୍ଥିତ ମହା ପାଟ ପଡିଆ ଠାରେ ଜମୁଛି ସୁକିନ୍ଦା ଶିଳ୍ପ ମହୋତ୍ସବ ରେ ଦ୍ୱିତୀୟ ରାତିରେ ଜମୁଛି ଲୋକ ମାନଙ୍କ ଭିଡ଼ ଭାଇ ଚାରା କୁ ନେଇ ଆଗେଇ ଚାଲିଛି ମହୋତ୍ସବ ପୋଗ୍ରାମ..8
- ଉଦଳା news1
- ଭଦ୍ରକ ଜିଲ୍ଲାରେ ଧାନର ଅଭାବୀ ବିକ୍ରି ଏବଂ ଚାଷୀ ମାରଣ ନୀତି ପ୍ରତିବାଦରେ ଆଜି କିଷାନ କଂଗ୍ରେସ ସେଲ ପକ୍ଷରୁ କୃଷି ମନ୍ତ୍ରୀ ଏବଂ ଯୋଗାଣ ମନ୍ତ୍ରୀଙ୍କ କୁଶ ପୁତଳିକା ଦାହ କରାଗଲା ,,1
- ବାଲେଶ୍ୱର, ତା. ୧୧/୦୨/୨୦୨୬: ହିମାଂଶୁ ଦାସ୍ ସ୍ମୃତି ଅଲ୍ ଇଣ୍ଡିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ–୨୦୨୬ ଆଜିଠୁ ବାଲେଶ୍ୱର ସ୍ଥିତ ପରମିଟ ପଡ଼ିଆରେ ଆରମ୍ଭ ହୋଇଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରତିଷ୍ଠିତ ଫୁଟବଲ ଦଳମାନଙ୍କ ମଧ୍ୟରେ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଥିଲା। ଦୁପୁର ୨.୩୦ଟାରୁ ଆରମ୍ଭ ହୋଇଥିବା ମ୍ୟାଚ୍କୁ ଦେଖିବା ପାଇଁ ବହୁ ସଂଖ୍ୟକ କ୍ରୀଡ଼ାପ୍ରେମୀ ମାନେ ପରମିଟ ପଡ଼ିଆରେ ଭିଡ଼ ଜମାଇଥିଲେ। ଖେଳ ଆରମ୍ଭ ହେବା ସହିତ ଦର୍ଶକମାନଙ୍କ ଉତ୍ସାହ ଚୂଡ଼ାନ୍ତରେ ପହଞ୍ଚିଥିଲା ଏବଂ ଖେଳାଳିମାନେ ମଧ୍ୟ ଉତ୍କୃଷ୍ଟ ପ୍ରଦର୍ଶନ କରିଥିଲେ।1
- VB G RAM G ଯୋଜନାକୁ ନେଇ ବାଲେଶ୍ବର ଠାରେ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଲେ ଅଧିକାରୀ।1