Shuru
Apke Nagar Ki App…
ଯାଜପୁର ରେ ବଳ ଗୋଟୋଉଛି ବିଜେଡି ଯାଜପୁର ଜିଲ୍ଲା ବିଜୁ ଜନତା ଦଳ ତରଫରୁ ବିଜେପି ସରକାରରେ ଲଘୁ ଖଣିଜର ବ୍ୟାପକ ଚୋରି, ଚାଷୀ ମାରଣ ନୀତି ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୁଦ୍ଧରେ କୁସୁମା ପଡ଼ିଆ ଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ଓ ପ୍ରତିବାଦ ସଭା ଆରମ୍ଭ ଏଥିରେ ବହୁ ବିଜେଡି ନେତା ସହ କର୍ମୀମାନେ ଯୋଗଦେଇଥିବା ଦେଖିବାକୁ ମିଳିଛି #bjd #odisha #jajpur
Sovin kumar parida
ଯାଜପୁର ରେ ବଳ ଗୋଟୋଉଛି ବିଜେଡି ଯାଜପୁର ଜିଲ୍ଲା ବିଜୁ ଜନତା ଦଳ ତରଫରୁ ବିଜେପି ସରକାରରେ ଲଘୁ ଖଣିଜର ବ୍ୟାପକ ଚୋରି, ଚାଷୀ ମାରଣ ନୀତି ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୁଦ୍ଧରେ କୁସୁମା ପଡ଼ିଆ ଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ଓ ପ୍ରତିବାଦ ସଭା ଆରମ୍ଭ ଏଥିରେ ବହୁ ବିଜେଡି ନେତା ସହ କର୍ମୀମାନେ ଯୋଗଦେଇଥିବା ଦେଖିବାକୁ ମିଳିଛି #bjd #odisha #jajpur
More news from ଓଡ଼ିଶା and nearby areas
- ଯାଜପୁର ଜିଲ୍ଲା ବିଜୁ ଜନତା ଦଳ ତରଫରୁ ବିଜେପି ସରକାରରେ ଲଘୁ ଖଣିଜର ବ୍ୟାପକ ଚୋରି, ଚାଷୀ ମାରଣ ନୀତି ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୁଦ୍ଧରେ କୁସୁମା ପଡ଼ିଆ ଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ଓ ପ୍ରତିବାଦ ସଭା ଆରମ୍ଭ ଏଥିରେ ବହୁ ବିଜେଡି ନେତା ସହ କର୍ମୀମାନେ ଯୋଗଦେଇଥିବା ଦେଖିବାକୁ ମିଳିଛି #bjd #odisha #jajpur6
- ହତ୍ୟା ଘଟଣାରେ ଭଣ୍ଡାରିପୋଖରୀ ପୁଲିସର ସିନ ରିକ୍ରିଏସନ ହସ ଖୁସି ର ପ୍ରେମ ରେ ଜାତି ବିବାଦ ଶେଷ ରେ ହତ୍ୟା ର ରୂପ ନେଇଛି । ଭଦ୍ରକ ଜିଲ୍ଲା ବନ୍ତ ଥାନା କଣ୍ଟାପଡ଼ା ଅଞ୍ଚଳ ର ଯୁବକ ରଞ୍ଜନ ଦାସ ଭଣ୍ଡାରିପୋଖରୀ ଥାନା ଅଧୀନ ବିରିଡ଼ି ର ଜଣେ ନାବାଳିକା ଙ୍କୁ ଭଲ ପାଉଥିଲେ । ଅନ ଲାଇନ୍ ପ୍ରେମ ଧୀରେ ଧୀରେ ଅଫ ଲାଇନ୍ କୁ ଆସିଥିଲା । ଦୁହେଁ ସାଙ୍ଗ ରେ ବୁଲାବୁଲି କଲେ , ଏମିତି କି ଦୁହିଁ ଙ୍କ ପରିବାର ଲୋକେ ମଧ୍ୟ ଜାଣିଲେ । ଶେଷ ରେ ନାବାଳିକା ଜଣକ ଜାଣିଲେ ଯେ ଯୁବକ ଜଣକ ନିଚ ଜାତି ର । ତା ପରେ ଯୁବକ ଙ୍କୁ ଫୋନ୍ ରେ ଗାଳିଗୁଲଜ କଲେ । ଏମିତି କି ବିବାଦ ଭିତରେ ଯୁବକ ଜଣକ ସିଧା ଅନ୍ୟ ରାଜ୍ୟ ରୁ ଆସି କୁ ଆସି ଯୁବତୀ ଙ୍କୁ ଗାଁ ରେ ପହଞ୍ଚିଲେ । ଶେଷ ରେ ନାବାଳିକା ଙ୍କ ନାବାଳିକା ସାଙ୍ଗ ଓ ଭିଣୋଇ ମାନେ ପିଟି ପିଟି ହତ୍ୟା କଲେ । ରଞ୍ଜନ ପ୍ରେମିକା ର ଫୋନ୍ କରି ବାଙ୍ଗାଲୋର ରୁ ବିରିଡ଼ି ଆସିଥିବା ବେଳେ ଫେରିବା ର କିଛି ଦିନ ପରେ ପରିବାର ସରୋଜ ଙ୍କ ମୃତ୍ୟୁ ବିଷୟ ରେ ଖବର ପାଇଥିଲେ । ପରେ ଭଣ୍ଡାରିପୋଖରୀ ଥାନା ରେ ରଞ୍ଜନ ଙ୍କୁ ହତ୍ୟା କରାଯାଇଥିବା ନେଇ ଥାନା ରେ ଏତଲା ଦେଇଥିଲେ । ଏତଲା ଆଧାର ରେ ତଦନ୍ତ ହେବା ବେଳେ ସତ୍ ସାମ୍ନା କୁ ଆସିଥିଲା । ଏହି ଘଟଣାକୁ ନେଇ ପୋଲିସ 3 ଜଣ ଙ୍କୁ ଅଟକ ରଖି ତଦନ୍ତ ସମୟ ରେ ଜାତି ପାଇଁ ନାବାଳିକା ପ୍ରେମିକା , ନାବାଳିକା ଙ୍କ ସାଙ୍ଗ ଓ ତାଙ୍କ ଭିଣୋଇ ହତ୍ୟା କରିଥିବା ସ୍ପଷ୍ଟ ହୋଇଥିଲା । ପ୍ରେମିକା ଓ ତାଙ୍କ ସମ୍ପର୍କୀୟ 3 ଜଣ ରଞ୍ଜନ ଙ୍କୁ ହତ୍ୟା କରିଥିବା ସ୍ପଷ୍ଟ ହୋଇଚି । ଅଭିଯୁକ୍ତଙ୍କୁ ନେଇ ସିନ ରିକ୍ରିଏସନ୍ କରିବା ପରେ ଗିରଫ କରିଛି ।1
- କଳିଙ୍ଗ ସ୍ଥିତ ମହା ପାଟ ପଡିଆ ଠାରେ ଜମୁଛି ସୁକିନ୍ଦା ଶିଳ୍ପ ମହୋତ୍ସବ ରେ ଦ୍ୱିତୀୟ ରାତିରେ ଜମୁଛି ଲୋକ ମାନଙ୍କ ଭିଡ଼ ଭାଇ ଚାରା କୁ ନେଇ ଆଗେଇ ଚାଲିଛି ମହୋତ୍ସବ ପୋଗ୍ରାମ..8
- ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ରେ ଦେଖିବାକୁ ମିଳିଛି ତୀର୍ଥଯାତ୍ରୀ ବସ ସେବା ଓ ଏହାକୁ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ସାଧାରଣ ଲୋକଙ୍କୁ ଶ୍ରୀକ୍ଷେତ୍ର ରେ ଜଗା ଦର୍ଶନ କରାଇବା ର ସେବା ଯୋଗାଇ ଦେଉଥିବା ବେଳେ, ସାଧାରଣ ଲୋକମାନେ ସୁବିଧାରେ ଶ୍ରୀକ୍ଷେତ୍ର ରେ ଜଗନ୍ନାଥ ଙ୍କ ଦର୍ଶନ କରି ପାରୁଛନ୍ତି ।1
- ବକେୟା ଅର୍ଥ ପାଇବା ଦାବିରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ବନ୍ତ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି। ସୂଚନା ଅନୁଯାୟୀ, ବନ୍ତ ବ୍ଲକ୍ ସେଣ୍ଡତୀରା ପଞ୍ଚାୟତ ଫୁଲଗଡ଼ିଆ ଗ୍ରାମର କୈଳାଶ ଚନ୍ଦ୍ର ମହାପାତ୍ର ବନ୍ତ ବ୍ଲକ୍ ସିଡ଼ିପିଓ ଙ୍କ କାର୍ଯ୍ୟାଳୟରେ ନିୟୋଜିତ ଏକ ଗାଡ଼ିର ଚାଳକ ଭାବେ କାର୍ଯ୍ୟ କରୁଥିଲେ।1
- ଭଦ୍ରକରେ ନିଶାଶକ୍ତ ଅବସ୍ଥାରେ ହୋମଗାର୍ଡ l ଭଦ୍ରକ ଆରଡ଼ି ଛକ ନିକଟରେ ଡ୍ୟୁଟିରେ ଥିବା ହୋମଗାର୍ଡ ବୁଲୁଛନ୍ତି ପାଉଡର ନିଶାରେ l ନିଶାରେ ବାଉଳିଚାଉଳି ହୋଇ କାନ୍ଥକୁ ମାରୁଛନ୍ତି ହୁଇସିଲ l ଏମିତି ଅଭିଯୋଗ ଆଣିଛନ୍ତି ଅଟୋ ଚାଳକ l1
- Post by ODISHA DARPAN1
- କୋରେଇ ବ୍ଲକ ପଥରପଦା ପଞ୍ଚାୟତ ର ଓଚିନ୍ଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଆଜି କୃମିଦିବସ କୁ ନେଇ ବିଦ୍ୟାଳୟ ରେ କୃମି ଔଷଧ ଖାଇବାକୁ ଦିଆ ଯାଉଥିବାବେଳେ କୃମି ଔଷଧ ଖାଇ ବିଦ୍ୟାଳୟ ର ୩୦ରୁ ଅଧିକ ଛାତ୍ର ଛାତ୍ରୀ ଅସୁସ୍ଥ କୋରେଇ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି1