logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଯୁବକଙ୍କୁ ହତ୍ୟା ଘଟଣାରେ ଭଣ୍ଡାରିପୋଖରୀ ପୋଲିସର ସିନ ରିକ୍ରିଏସନ ହତ୍ୟା ଘଟଣାରେ ଭଣ୍ଡାରିପୋଖରୀ ପୁଲିସର ସିନ ରିକ୍ରିଏସନ ହସ ଖୁସି ର ପ୍ରେମ ରେ ଜାତି ବିବାଦ ଶେଷ ରେ ହତ୍ୟା ର ରୂପ ନେଇଛି । ଭଦ୍ରକ ଜିଲ୍ଲା ବନ୍ତ ଥାନା କଣ୍ଟାପଡ଼ା ଅଞ୍ଚଳ ର ଯୁବକ ରଞ୍ଜନ ଦାସ ଭଣ୍ଡାରିପୋଖରୀ ଥାନା ଅଧୀନ ବିରିଡ଼ି ର ଜଣେ ନାବାଳିକା ଙ୍କୁ ଭଲ ପାଉଥିଲେ । ଅନ ଲାଇନ୍ ପ୍ରେମ ଧୀରେ ଧୀରେ ଅଫ ଲାଇନ୍ କୁ ଆସିଥିଲା । ଦୁହେଁ ସାଙ୍ଗ ରେ ବୁଲାବୁଲି କଲେ , ଏମିତି କି ଦୁହିଁ ଙ୍କ ପରିବାର ଲୋକେ ମଧ୍ୟ ଜାଣିଲେ । ଶେଷ ରେ ନାବାଳିକା ଜଣକ ଜାଣିଲେ ଯେ ଯୁବକ ଜଣକ ନିଚ ଜାତି ର । ତା ପରେ ଯୁବକ ଙ୍କୁ ଫୋନ୍ ରେ ଗାଳିଗୁଲଜ କଲେ । ଏମିତି କି ବିବାଦ ଭିତରେ ଯୁବକ ଜଣକ ସିଧା ଅନ୍ୟ ରାଜ୍ୟ ରୁ ଆସି କୁ ଆସି ଯୁବତୀ ଙ୍କୁ ଗାଁ ରେ ପହଞ୍ଚିଲେ । ଶେଷ ରେ ନାବାଳିକା ଙ୍କ ନାବାଳିକା ସାଙ୍ଗ ଓ ଭିଣୋଇ ମାନେ ପିଟି ପିଟି ହତ୍ୟା କଲେ । ରଞ୍ଜନ ପ୍ରେମିକା ର ଫୋନ୍ କରି ବାଙ୍ଗାଲୋର ରୁ ବିରିଡ଼ି ଆସିଥିବା ବେଳେ ଫେରିବା ର କିଛି ଦିନ ପରେ ପରିବାର ସରୋଜ ଙ୍କ ମୃତ୍ୟୁ ବିଷୟ ରେ ଖବର ପାଇଥିଲେ । ପରେ ଭଣ୍ଡାରିପୋଖରୀ ଥାନା ରେ ରଞ୍ଜନ ଙ୍କୁ ହତ୍ୟା କରାଯାଇଥିବା ନେଇ ଥାନା ରେ ଏତଲା ଦେଇଥିଲେ । ଏତଲା ଆଧାର ରେ ତଦନ୍ତ ହେବା ବେଳେ ସତ୍ ସାମ୍ନା କୁ ଆସିଥିଲା । ଏହି ଘଟଣାକୁ ନେଇ ପୋଲିସ 3 ଜଣ ଙ୍କୁ ଅଟକ ରଖି ତଦନ୍ତ ସମୟ ରେ ଜାତି ପାଇଁ ନାବାଳିକା ପ୍ରେମିକା , ନାବାଳିକା ଙ୍କ ସାଙ୍ଗ ଓ ତାଙ୍କ ଭିଣୋଇ ହତ୍ୟା କରିଥିବା ସ୍ପଷ୍ଟ ହୋଇଥିଲା । ପ୍ରେମିକା ଓ ତାଙ୍କ ସମ୍ପର୍କୀୟ 3 ଜଣ ରଞ୍ଜନ ଙ୍କୁ ହତ୍ୟା କରିଥିବା ସ୍ପଷ୍ଟ ହୋଇଚି । ଅଭିଯୁକ୍ତଙ୍କୁ ନେଇ ସିନ ରିକ୍ରିଏସନ୍ କରିବା ପରେ ଗିରଫ କରିଛି ।

2 hrs ago
user_ଭଣ୍ଡାରିପୋଖରୀ ଖବର
ଭଣ୍ଡାରିପୋଖରୀ ଖବର
ଭଣ୍ଡାରୀ ପୋଖରୀ, ଭଦ୍ରକ, ଓଡ଼ିଶା•
2 hrs ago

ଯୁବକଙ୍କୁ ହତ୍ୟା ଘଟଣାରେ ଭଣ୍ଡାରିପୋଖରୀ ପୋଲିସର ସିନ ରିକ୍ରିଏସନ ହତ୍ୟା ଘଟଣାରେ ଭଣ୍ଡାରିପୋଖରୀ ପୁଲିସର ସିନ ରିକ୍ରିଏସନ ହସ ଖୁସି ର ପ୍ରେମ ରେ ଜାତି ବିବାଦ ଶେଷ ରେ ହତ୍ୟା ର ରୂପ ନେଇଛି । ଭଦ୍ରକ ଜିଲ୍ଲା ବନ୍ତ ଥାନା କଣ୍ଟାପଡ଼ା ଅଞ୍ଚଳ ର ଯୁବକ ରଞ୍ଜନ ଦାସ ଭଣ୍ଡାରିପୋଖରୀ ଥାନା ଅଧୀନ ବିରିଡ଼ି ର ଜଣେ ନାବାଳିକା ଙ୍କୁ ଭଲ ପାଉଥିଲେ । ଅନ ଲାଇନ୍ ପ୍ରେମ ଧୀରେ ଧୀରେ ଅଫ ଲାଇନ୍ କୁ ଆସିଥିଲା । ଦୁହେଁ ସାଙ୍ଗ ରେ ବୁଲାବୁଲି କଲେ , ଏମିତି କି ଦୁହିଁ ଙ୍କ ପରିବାର ଲୋକେ ମଧ୍ୟ ଜାଣିଲେ । ଶେଷ ରେ ନାବାଳିକା ଜଣକ ଜାଣିଲେ ଯେ ଯୁବକ ଜଣକ ନିଚ ଜାତି ର । ତା ପରେ ଯୁବକ ଙ୍କୁ ଫୋନ୍ ରେ ଗାଳିଗୁଲଜ କଲେ । ଏମିତି କି ବିବାଦ ଭିତରେ ଯୁବକ ଜଣକ ସିଧା ଅନ୍ୟ ରାଜ୍ୟ ରୁ ଆସି କୁ ଆସି ଯୁବତୀ ଙ୍କୁ ଗାଁ ରେ ପହଞ୍ଚିଲେ । ଶେଷ ରେ ନାବାଳିକା ଙ୍କ ନାବାଳିକା ସାଙ୍ଗ ଓ ଭିଣୋଇ ମାନେ ପିଟି ପିଟି ହତ୍ୟା କଲେ । ରଞ୍ଜନ ପ୍ରେମିକା ର ଫୋନ୍ କରି ବାଙ୍ଗାଲୋର ରୁ ବିରିଡ଼ି ଆସିଥିବା ବେଳେ ଫେରିବା ର କିଛି ଦିନ ପରେ ପରିବାର ସରୋଜ ଙ୍କ ମୃତ୍ୟୁ ବିଷୟ ରେ ଖବର ପାଇଥିଲେ । ପରେ ଭଣ୍ଡାରିପୋଖରୀ ଥାନା ରେ ରଞ୍ଜନ ଙ୍କୁ ହତ୍ୟା କରାଯାଇଥିବା ନେଇ ଥାନା ରେ ଏତଲା ଦେଇଥିଲେ । ଏତଲା ଆଧାର ରେ ତଦନ୍ତ ହେବା ବେଳେ ସତ୍ ସାମ୍ନା କୁ ଆସିଥିଲା । ଏହି ଘଟଣାକୁ ନେଇ ପୋଲିସ 3 ଜଣ ଙ୍କୁ ଅଟକ ରଖି ତଦନ୍ତ ସମୟ ରେ ଜାତି ପାଇଁ ନାବାଳିକା ପ୍ରେମିକା , ନାବାଳିକା ଙ୍କ ସାଙ୍ଗ ଓ ତାଙ୍କ ଭିଣୋଇ ହତ୍ୟା କରିଥିବା ସ୍ପଷ୍ଟ ହୋଇଥିଲା । ପ୍ରେମିକା ଓ ତାଙ୍କ ସମ୍ପର୍କୀୟ 3 ଜଣ ରଞ୍ଜନ ଙ୍କୁ ହତ୍ୟା କରିଥିବା ସ୍ପଷ୍ଟ ହୋଇଚି । ଅଭିଯୁକ୍ତଙ୍କୁ ନେଇ ସିନ ରିକ୍ରିଏସନ୍ କରିବା ପରେ ଗିରଫ କରିଛି ।

More news from ଓଡ଼ିଶା and nearby areas
  • ଯାଜପୁର ଜିଲ୍ଲା ବିଜୁ ଜନତା ଦଳ ତରଫରୁ ବିଜେପି ସରକାରରେ ଲଘୁ ଖଣିଜର ବ୍ୟାପକ ଚୋରି, ଚାଷୀ ମାରଣ ନୀତି ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୁଦ୍ଧରେ କୁସୁମା ପଡ଼ିଆ ଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ଓ ପ୍ରତିବାଦ ସଭା ଆରମ୍ଭ ଏଥିରେ ବହୁ ବିଜେଡି ନେତା ସହ କର୍ମୀମାନେ ଯୋଗଦେଇଥିବା ଦେଖିବାକୁ ମିଳିଛି #bjd #odisha #jajpur
    6
    ଯାଜପୁର ଜିଲ୍ଲା ବିଜୁ ଜନତା ଦଳ ତରଫରୁ ବିଜେପି ସରକାରରେ ଲଘୁ ଖଣିଜର ବ୍ୟାପକ ଚୋରି, ଚାଷୀ ମାରଣ ନୀତି ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୁଦ୍ଧରେ କୁସୁମା ପଡ଼ିଆ ଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ଓ ପ୍ରତିବାଦ ସଭା ଆରମ୍ଭ ଏଥିରେ ବହୁ ବିଜେଡି ନେତା ସହ କର୍ମୀମାନେ ଯୋଗଦେଇଥିବା ଦେଖିବାକୁ ମିଳିଛି
#bjd #odisha #jajpur
    user_Sovin kumar parida
    Sovin kumar parida
    Photographer କୋରାଇ, ଯାଜପୁର, ଓଡ଼ିଶା•
    4 hrs ago
  • ଭଦ୍ରକ ଜିଲ୍ଲାରେ ଧାନର ମାନ ଓ କିଣା ପାଇଁ ବାବା ଶନୀଦେବ ଓ ମା ତାରିଣୀ SHG ଗ୍ରୃପ କୁ ୨ ତାରିଖ ଦିନ ଚୟନ କରାଗଲା ପୁଣି ୩ ତାରିଖ ଦିନ କାହା ଚାପରେ ବାହାର କରିଦେଲେ ଓ ଜଣେ ବ୍ଲକ ଲିଷ୍ଟ SHG ଗ୍ରୃପ କୁ ଧାନ କିଣା ପାଇଁ ଅନୁମତି ଦିଆଗଲା ସେଥିପାଇଁ ହାଇକୋର୍ଟ ର ଦ୍ଵାରସ୍ଥ ହେଲେ ଏହି ୨ ଟି ଗ୍ରୃପ ।
    1
    ଭଦ୍ରକ ଜିଲ୍ଲାରେ ଧାନର ମାନ ଓ କିଣା ପାଇଁ ବାବା ଶନୀଦେବ ଓ ମା ତାରିଣୀ SHG ଗ୍ରୃପ କୁ ୨ ତାରିଖ ଦିନ ଚୟନ କରାଗଲା ପୁଣି ୩ ତାରିଖ ଦିନ କାହା ଚାପରେ ବାହାର କରିଦେଲେ ଓ ଜଣେ ବ୍ଲକ ଲିଷ୍ଟ SHG ଗ୍ରୃପ କୁ ଧାନ କିଣା ପାଇଁ ଅନୁମତି ଦିଆଗଲା ସେଥିପାଇଁ ହାଇକୋର୍ଟ ର ଦ୍ଵାରସ୍ଥ ହେଲେ ଏହି ୨ ଟି ଗ୍ରୃପ ।
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    9 hrs ago
  • ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ରେ ଦେଖିବାକୁ ମିଳିଛି ତୀର୍ଥଯାତ୍ରୀ ବସ ସେବା ଓ ଏହାକୁ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ସାଧାରଣ ଲୋକଙ୍କୁ ଶ୍ରୀକ୍ଷେତ୍ର ରେ ଜଗା ଦର୍ଶନ କରାଇବା ର ସେବା ଯୋଗାଇ ଦେଉଥିବା ବେଳେ, ସାଧାରଣ ଲୋକମାନେ ସୁବିଧାରେ ଶ୍ରୀକ୍ଷେତ୍ର ରେ ଜଗନ୍ନାଥ ଙ୍କ ଦର୍ଶନ କରି ପାରୁଛନ୍ତି ।
    1
    ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ରେ ଦେଖିବାକୁ ମିଳିଛି ତୀର୍ଥଯାତ୍ରୀ ବସ ସେବା ଓ ଏହାକୁ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ସାଧାରଣ ଲୋକଙ୍କୁ ଶ୍ରୀକ୍ଷେତ୍ର ରେ ଜଗା ଦର୍ଶନ କରାଇବା ର ସେବା ଯୋଗାଇ ଦେଉଥିବା ବେଳେ, ସାଧାରଣ ଲୋକମାନେ ସୁବିଧାରେ ଶ୍ରୀକ୍ଷେତ୍ର ରେ ଜଗନ୍ନାଥ ଙ୍କ ଦର୍ଶନ କରି ପାରୁଛନ୍ତି ।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    6 hrs ago
  • କଳିଙ୍ଗ ସ୍ଥିତ ମହା ପାଟ ପଡିଆ ଠାରେ ଜମୁଛି ସୁକିନ୍ଦା ଶିଳ୍ପ ମହୋତ୍ସବ ରେ ଦ୍ୱିତୀୟ ରାତିରେ ଜମୁଛି ଲୋକ ମାନଙ୍କ ଭିଡ଼ ଭାଇ ଚାରା କୁ ନେଇ ଆଗେଇ ଚାଲିଛି ମହୋତ୍ସବ ପୋଗ୍ରାମ..
    8
    କଳିଙ୍ଗ ସ୍ଥିତ ମହା ପାଟ ପଡିଆ ଠାରେ ଜମୁଛି ସୁକିନ୍ଦା ଶିଳ୍ପ ମହୋତ୍ସବ ରେ ଦ୍ୱିତୀୟ ରାତିରେ ଜମୁଛି ଲୋକ ମାନଙ୍କ ଭିଡ଼
ଭାଇ ଚାରା କୁ ନେଇ ଆଗେଇ ଚାଲିଛି  ମହୋତ୍ସବ ପୋଗ୍ରାମ..
    user_Kaling lens
    Kaling lens
    Salesperson କଳିଙ୍ଗନଗର, ଯାଜପୁର, ଓଡ଼ିଶା•
    19 hrs ago
  • ଧାନ ମଣ୍ଡୀ ଚାଷୀଙ୍କ ପାଇଁ ଯନ୍ତ୍ରଣା ଓ ନିର୍ଯାତନାର କେନ୍ଦ୍ର ,କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଠାରେ ଏଭଳି ପ୍ରତିକ୍ରିୟା ରଖିଲେ ସମାଜସେବୀ ଶରତ ସାହୁ..
    1
    ଧାନ ମଣ୍ଡୀ ଚାଷୀଙ୍କ ପାଇଁ ଯନ୍ତ୍ରଣା ଓ ନିର୍ଯାତନାର କେନ୍ଦ୍ର ,କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଠାରେ ଏଭଳି ପ୍ରତିକ୍ରିୟା ରଖିଲେ ସମାଜସେବୀ ଶରତ ସାହୁ..
    user_Prafulla Kumar Malla
    Prafulla Kumar Malla
    Local News Reporter କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    19 hrs ago
  • କେନ୍ଦ୍ରାପଡ଼ା ଜିଲା କଜଳା ଠାରେ ଜଳସମ୍ପଦ ବିଭାଗ ର ଜଳ ନିକାଶ ବିଭାଜନ ଦ୍ଵାରା ହେଉଥିବା କଜଳା ଡ୍ରେନେଜ କାର୍ଯ୍ୟ ରେ ଆଖିବୁଜା ଦୁର୍ନୀତି...।
    1
    କେନ୍ଦ୍ରାପଡ଼ା ଜିଲା କଜଳା ଠାରେ ଜଳସମ୍ପଦ ବିଭାଗ ର ଜଳ ନିକାଶ ବିଭାଜନ ଦ୍ଵାରା ହେଉଥିବା କଜଳା ଡ୍ରେନେଜ କାର୍ଯ୍ୟ ରେ ଆଖିବୁଜା ଦୁର୍ନୀତି...।
    user_Sarbeswar malik
    Sarbeswar malik
    Press କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    22 hrs ago
  • ଭଦ୍ରକ ଜିଲ୍ଲାରେ ଧାନର ଅଭାବୀ ବିକ୍ରି ଏବଂ ଚାଷୀ ମାରଣ ନୀତି ପ୍ରତିବାଦରେ ଆଜି କିଷାନ କଂଗ୍ରେସ ସେଲ ପକ୍ଷରୁ କୃଷି ମନ୍ତ୍ରୀ ଏବଂ ଯୋଗାଣ ମନ୍ତ୍ରୀଙ୍କ କୁଶ ପୁତଳିକା ଦାହ କରାଗଲା ,,
    1
    ଭଦ୍ରକ ଜିଲ୍ଲାରେ ଧାନର ଅଭାବୀ ବିକ୍ରି ଏବଂ ଚାଷୀ ମାରଣ ନୀତି ପ୍ରତିବାଦରେ ଆଜି କିଷାନ କଂଗ୍ରେସ ସେଲ ପକ୍ଷରୁ କୃଷି ମନ୍ତ୍ରୀ ଏବଂ ଯୋଗାଣ ମନ୍ତ୍ରୀଙ୍କ କୁଶ ପୁତଳିକା ଦାହ କରାଗଲା ,,
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    10 hrs ago
  • କେନ୍ଦ୍ରାପଡ଼ା ଜିଲ୍ଲା ପୋଲିସ ଓ ହାବିଲଦାର ସଙ୍ଘ ପକ୍ଷରୁ ନିର୍ବାଚନ ପ୍ରକ୍ରିୟା ସକାଳ ୭ ଘଟିକା ସମୟରୁ ଆରମ୍ଭ ହୋଇ ଶାନ୍ତି ଶୁଙ୍ଖଳାର ସହିତ ଅପରାହ୍ନ ୨ ଘଟିକା ସମୟରେ ସମ୍ପର୍ଣ୍ଣ ହୋଇଥିଲା । ହାବିଲଦାର(୧୪୫) ମାନସ ରଞ୍ଜନ ମହାନ୍ତି ସର୍ବମୋଟ ୨୯୪ ଖଣ୍ଡ ଭୋଟ ପାଇ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ହାବିଲଦାର(୯୩) ନିଗମାନନ୍ଦ ସ୍ୱାଇଁଙ୍କୁ ୧୩୩ ଖଣ୍ଡ ଭୋଟର ପରାସ୍ତ କରି ସଭାପତି ପଦବୀ ହାତେଇ ନେଇଥିବା ବେଳେ କନେଷ୍ଟବଳ(୧୬୧) ତପନ କୁମାର ବେହୁରା ତାଙ୍କ ନିକଟ ତମ ପ୍ରତିଦ୍ବନ୍ଦୀ ହାବିଲଦାର (୨୨୪)ମନୋରଞ୍ଜନ ଦାସଙ୍କୁ ୨୪ ଖଣ୍ଡ ଭୋଟର ହରାଇ ସମ୍ପାଦକ ପଦବୀ ହାତେଇ ନେଇଥିବା ଜଣା ପଡିଛି । ସେହି ଭଳି ହାବିଲଦାର(୫୫୧) ବିଶ୍ଵ ରଞ୍ଜନ ମହାଳି ତାଙ୍କ ନିକଟ ତମ ପ୍ରତିଦ୍ବନ୍ଦୀ କନେଷ୍ଟବଳ(୫୫୭) ସତ୍ୟବ୍ରତ ସାମଲଙ୍କୁ ୧୨୪ ଖଣ୍ଡ ଭୋଟର ହରାଇ ଉପସଭାପତି ପଦବୀ ହାତେଇ ନେଇଛନ୍ତି । ସେହିଭଳି ହାବିଲଦାର(୨୭୮) କୋରିଆ ବେଶ୍ରା କୋଷାଧକ୍ଷ ଭାବେ ହାବିଲଦାର ରାକେଶ କୁମାର ନାଥଙ୍କୁ ମାତ୍ର ୨୨ ଖଣ୍ଡ ଭୋଟର ହରାଇ ନିର୍ବାଚିତ ହୋଇଥିବା ବେଳେ ଯୁଗ୍ମସମ୍ପାଦକ ଭାବେ କନେଷ୍ଟବଳ ସୋନାଲିଶା ବଳ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ହାବିଲଦାର ରାମ ମାଝୀଙ୍କୁ ୧୦୯ ଖଣ୍ଡ ଭୋଟରେ ହରାଇ ନିର୍ବାଚିତ ହୋଇଥିବା ବେଳେ ଅନ୍ୟାନ୍ୟ ସଦସ୍ୟ ଭାବେ ରଶ୍ମିତା ପ୍ରଧାନ, ଜୟନ୍ତ କୁମାର ଜେନା,,ପ୍ରଳୟ କୁମାର ନାୟକ, ରାଜେଶ କୁମାର ପଲାଇ ଏବଂ ଗୁନସା ସୋରେନ ପ୍ରମୁଖ ନିର୍ବାଚିତ ହୋଇଥିବା ସଙ୍ଘ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
    1
    କେନ୍ଦ୍ରାପଡ଼ା ଜିଲ୍ଲା ପୋଲିସ ଓ ହାବିଲଦାର ସଙ୍ଘ ପକ୍ଷରୁ ନିର୍ବାଚନ ପ୍ରକ୍ରିୟା ସକାଳ ୭ ଘଟିକା ସମୟରୁ ଆରମ୍ଭ ହୋଇ ଶାନ୍ତି ଶୁଙ୍ଖଳାର ସହିତ ଅପରାହ୍ନ ୨ ଘଟିକା ସମୟରେ ସମ୍ପର୍ଣ୍ଣ ହୋଇଥିଲା । ହାବିଲଦାର(୧୪୫) ମାନସ ରଞ୍ଜନ ମହାନ୍ତି ସର୍ବମୋଟ ୨୯୪ ଖଣ୍ଡ ଭୋଟ ପାଇ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ହାବିଲଦାର(୯୩) ନିଗମାନନ୍ଦ ସ୍ୱାଇଁଙ୍କୁ ୧୩୩ ଖଣ୍ଡ ଭୋଟର ପରାସ୍ତ କରି ସଭାପତି ପଦବୀ ହାତେଇ ନେଇଥିବା ବେଳେ କନେଷ୍ଟବଳ(୧୬୧) ତପନ କୁମାର ବେହୁରା ତାଙ୍କ ନିକଟ ତମ ପ୍ରତିଦ୍ବନ୍ଦୀ ହାବିଲଦାର (୨୨୪)ମନୋରଞ୍ଜନ ଦାସଙ୍କୁ ୨୪ ଖଣ୍ଡ ଭୋଟର ହରାଇ ସମ୍ପାଦକ ପଦବୀ ହାତେଇ ନେଇଥିବା ଜଣା ପଡିଛି । ସେହି ଭଳି ହାବିଲଦାର(୫୫୧) ବିଶ୍ଵ ରଞ୍ଜନ ମହାଳି ତାଙ୍କ ନିକଟ ତମ ପ୍ରତିଦ୍ବନ୍ଦୀ କନେଷ୍ଟବଳ(୫୫୭) ସତ୍ୟବ୍ରତ ସାମଲଙ୍କୁ ୧୨୪ ଖଣ୍ଡ ଭୋଟର ହରାଇ ଉପସଭାପତି ପଦବୀ ହାତେଇ ନେଇଛନ୍ତି । ସେହିଭଳି ହାବିଲଦାର(୨୭୮) କୋରିଆ ବେଶ୍ରା କୋଷାଧକ୍ଷ ଭାବେ ହାବିଲଦାର ରାକେଶ କୁମାର ନାଥଙ୍କୁ ମାତ୍ର ୨୨ ଖଣ୍ଡ ଭୋଟର ହରାଇ ନିର୍ବାଚିତ ହୋଇଥିବା ବେଳେ ଯୁଗ୍ମସମ୍ପାଦକ ଭାବେ କନେଷ୍ଟବଳ ସୋନାଲିଶା ବଳ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ହାବିଲଦାର ରାମ ମାଝୀଙ୍କୁ ୧୦୯ ଖଣ୍ଡ ଭୋଟରେ ହରାଇ ନିର୍ବାଚିତ ହୋଇଥିବା ବେଳେ ଅନ୍ୟାନ୍ୟ ସଦସ୍ୟ ଭାବେ ରଶ୍ମିତା ପ୍ରଧାନ, ଜୟନ୍ତ କୁମାର ଜେନା,,ପ୍ରଳୟ କୁମାର ନାୟକ, ରାଜେଶ କୁମାର ପଲାଇ ଏବଂ ଗୁନସା ସୋରେନ  ପ୍ରମୁଖ ନିର୍ବାଚିତ ହୋଇଥିବା ସଙ୍ଘ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
    user_Prafulla Kumar Malla
    Prafulla Kumar Malla
    Local News Reporter କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    19 hrs ago
  • କଟକ ନିଶ୍ଚିନ୍ତକୋଇଲି ଅସୁରେଶ୍ୱର ପଞ୍ଚାୟତରେ ଥିବା ସୁଭଦ୍ରା ମହତାବ ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ରେ ପିଲାମାନଙ୍କ ସହ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ (ବୁଲୁ )ନାଚିଲେ ଭଷାଣି ନାଚ
    1
    କଟକ ନିଶ୍ଚିନ୍ତକୋଇଲି ଅସୁରେଶ୍ୱର ପଞ୍ଚାୟତରେ ଥିବା ସୁଭଦ୍ରା ମହତାବ ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ରେ ପିଲାମାନଙ୍କ ସହ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ (ବୁଲୁ )ନାଚିଲେ ଭଷାଣି ନାଚ
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    ନିଶ୍ଚିନ୍ତକୋଇଲି, କଟକ, ଓଡ଼ିଶା•
    23 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.