logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ହାଇକୋର୍ଟ ନିର୍ଦ୍ଦେଶ ଭଦ୍ରକ ଜିଲ୍ଲାପାଳ ଦେବେ ୧ କୋଟି ଟଙ୍କା ! ସ୍ଵୟଂସହାୟକ ଗୋଷ୍ଠୀ ମାନେ କରିଛନ୍ତି କେସ ଭଦ୍ରକ ଜିଲ୍ଲାରେ ଧାନର ମାନ ଓ କିଣା ପାଇଁ ବାବା ଶନୀଦେବ ଓ ମା ତାରିଣୀ SHG ଗ୍ରୃପ କୁ ୨ ତାରିଖ ଦିନ ଚୟନ କରାଗଲା ପୁଣି ୩ ତାରିଖ ଦିନ କାହା ଚାପରେ ବାହାର କରିଦେଲେ ଓ ଜଣେ ବ୍ଲକ ଲିଷ୍ଟ SHG ଗ୍ରୃପ କୁ ଧାନ କିଣା ପାଇଁ ଅନୁମତି ଦିଆଗଲା ସେଥିପାଇଁ ହାଇକୋର୍ଟ ର ଦ୍ଵାରସ୍ଥ ହେଲେ ଏହି ୨ ଟି ଗ୍ରୃପ ।

5 hrs ago
user_AT News
AT News
Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
5 hrs ago

ହାଇକୋର୍ଟ ନିର୍ଦ୍ଦେଶ ଭଦ୍ରକ ଜିଲ୍ଲାପାଳ ଦେବେ ୧ କୋଟି ଟଙ୍କା ! ସ୍ଵୟଂସହାୟକ ଗୋଷ୍ଠୀ ମାନେ କରିଛନ୍ତି କେସ ଭଦ୍ରକ ଜିଲ୍ଲାରେ ଧାନର ମାନ ଓ କିଣା ପାଇଁ ବାବା ଶନୀଦେବ ଓ ମା ତାରିଣୀ SHG ଗ୍ରୃପ କୁ ୨ ତାରିଖ ଦିନ ଚୟନ କରାଗଲା ପୁଣି ୩ ତାରିଖ ଦିନ କାହା ଚାପରେ ବାହାର କରିଦେଲେ ଓ ଜଣେ ବ୍ଲକ ଲିଷ୍ଟ SHG ଗ୍ରୃପ କୁ ଧାନ କିଣା ପାଇଁ ଅନୁମତି ଦିଆଗଲା ସେଥିପାଇଁ ହାଇକୋର୍ଟ ର ଦ୍ଵାରସ୍ଥ ହେଲେ ଏହି ୨ ଟି ଗ୍ରୃପ ।

More news from ଓଡ଼ିଶା and nearby areas
  • ୧୨ରେ ପାଚିକା ଓ ସହାୟିକାଙ୍କ ଧର୍ମଘଟ, ମଧ୍ୟାହ୍ନ ଭୋଜନ ପାଇଁ ବିକଳ୍ପ ବ୍ୟବସ୍ଥାର ନିର୍ଦ୍ଦେଶ। ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଜନ ଅଭିଯୋଗ ଶୁଣାଣିରେ ୯୪% ଅଭିଯୋଗ ସମାଧାନ। ରାଜଧାନୀରେ ଅନଲାଇନ ଅଟୋ ଓ ଟାକ୍ସି ସଂଘର ଆନ୍ଦୋଳନ, ଯାତ୍ରୀ ହନ୍ତସନ୍ତ।
    1
    ୧୨ରେ ପାଚିକା ଓ ସହାୟିକାଙ୍କ ଧର୍ମଘଟ, ମଧ୍ୟାହ୍ନ ଭୋଜନ ପାଇଁ ବିକଳ୍ପ ବ୍ୟବସ୍ଥାର ନିର୍ଦ୍ଦେଶ।
ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଜନ ଅଭିଯୋଗ ଶୁଣାଣିରେ ୯୪% ଅଭିଯୋଗ ସମାଧାନ।
ରାଜଧାନୀରେ ଅନଲାଇନ ଅଟୋ ଓ ଟାକ୍ସି ସଂଘର ଆନ୍ଦୋଳନ, ଯାତ୍ରୀ ହନ୍ତସନ୍ତ।
    user_Paritran times
    Paritran times
    ତିହିଡ଼ି, ଭଦ୍ରକ, ଓଡ଼ିଶା•
    22 hrs ago
  • Post by Ramachandra Melsandi
    1
    Post by Ramachandra Melsandi
    user_Ramachandra Melsandi
    Ramachandra Melsandi
    Tailor ଠାକୁରମୁଣ୍ଡା, ମୟୂରଭଞ୍ଜ, ଓଡ଼ିଶା•
    2 hrs ago
  • କଳିଙ୍ଗ ସ୍ଥିତ ମହା ପାଟ ପଡିଆ ଠାରେ ଜମୁଛି ସୁକିନ୍ଦା ଶିଳ୍ପ ମହୋତ୍ସବ ରେ ଦ୍ୱିତୀୟ ରାତିରେ ଜମୁଛି ଲୋକ ମାନଙ୍କ ଭିଡ଼ ଭାଇ ଚାରା କୁ ନେଇ ଆଗେଇ ଚାଲିଛି ମହୋତ୍ସବ ପୋଗ୍ରାମ..
    8
    କଳିଙ୍ଗ ସ୍ଥିତ ମହା ପାଟ ପଡିଆ ଠାରେ ଜମୁଛି ସୁକିନ୍ଦା ଶିଳ୍ପ ମହୋତ୍ସବ ରେ ଦ୍ୱିତୀୟ ରାତିରେ ଜମୁଛି ଲୋକ ମାନଙ୍କ ଭିଡ଼
ଭାଇ ଚାରା କୁ ନେଇ ଆଗେଇ ଚାଲିଛି  ମହୋତ୍ସବ ପୋଗ୍ରାମ..
    user_Kaling lens
    Kaling lens
    Salesperson କଳିଙ୍ଗନଗର, ଯାଜପୁର, ଓଡ଼ିଶା•
    14 hrs ago
  • ଉଦଳା news
    1
    ଉଦଳା news
    user_DEEPAK KUMAR SETHI
    DEEPAK KUMAR SETHI
    Social worker ଉଦଳା, ମୟୂରଭଞ୍ଜ, ଓଡ଼ିଶା•
    15 hrs ago
  • ବାଲେଶ୍ୱର “ମିଶନ ସୁସ୍ଥ ବୃକକ, ସୁସ୍ଥ ସମାଜ” ଲକ୍ଷ୍ୟକୁ ନେଇ ରୋଟାରୀ କ୍ଲବ ବାଲେଶ୍ୱର ସେଣ୍ଟ୍ରାଲ ଓ ବାଲେଶ୍ୱର ମେଡିକେୟାର ଡାୟାଗ୍ନୋଷ୍ଟିକ ପକ୍ଷରୁ ଆଜି ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ସମ୍ମିଳନୀରେ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଆରମ୍ଭ ସମ୍ପର୍କରେ ଘୋଷଣା କରାଯାଇଥିଲା। ଏହି ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ସାଧାରଣ ଲୋକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଚିକିତ୍ସା ପରୀକ୍ଷା ନିଃଶୁଳ୍କ ଭାବେ ଯୋଗାଇ ଦିଆଯିବ। ଏଥିରେ “PFT” (Pulmonary Function Test) ପରୀକ୍ଷା ସହିତ ଡାକ୍ତର ଅମିୟ ଦତ୍ତ ଗିରିଙ୍କ ଦ୍ୱାରା ନିଃଶୁଳ୍କ ସ୍ୱାସ୍ଥ୍ୟ ପରାମର୍ଶ ଦିଆଯିବ। ଏହି ଶିବିର ପ୍ରତ୍ୟେକ ମାସର ଦ୍ୱିତୀୟ ଶନିବାର ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଆୟୋଜିତ ହେବ। ଅଧିକରୁ ଅଧିକ ଲୋକଙ୍କୁ ସ୍ୱାସ୍ଥ୍ୟ ସେବାର ଲାଭ ପହଞ୍ଚାଇବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଇଛି। ସେହିପରି ସମାଜର ଚତୁର୍ଥ ସ୍ତମ୍ଭ ଭାବେ ସାମ୍ବାଦିକତାକୁ ସମ୍ମାନ ଜଣାଇ ସାମ୍ବାଦିକ ଓ ତାଙ୍କ ପରିବାର ସଦସ୍ୟମାନଙ୍କ ପାଇଁ ପାଥୋଲୋଜିକାଲ ପରୀକ୍ଷାରେ ୨୦ ପ୍ରତିଶତ ରିହାତି ଦେବାକୁ ଘୋଷଣା କରାଯାଇଛି। ଏହି ଅବସରରେ ରୋଟାରୀ କ୍ଲବ ବାଲେଶ୍ୱର ସେଣ୍ଟ୍ରାଲର ସଭାପତି ନିର୍ମଳ କୁମାର ମୁଖାର୍ଜୀ ଓ ମେଡିକେୟାର ଡାୟାଗ୍ନୋଷ୍ଟିକର ପ୍ରତିଷ୍ଠାତା ଅଶ୍ୱିନୀ ଗିରିଙ୍କ ମଧ୍ୟରେ ଏକ MOU ସାକ୍ଷରିତ ହୋଇଥିଲା। ସାମ୍ବାଦିକ ସମ୍ମିଳନୀର ଅଧ୍ୟକ୍ଷତା ସଭାପତି ନିର୍ମଳ କୁମାର ମୁଖାର୍ଜୀ କରିଥିବାବେଳେ ପ୍ରୋଜେକ୍ଟ କୋଅର୍ଡିନେଟର ତଥା ପୂର୍ବତନ ସଭାପତି ନିରଞ୍ଜନ ମହାନ୍ତି କାର୍ଯ୍ୟକ୍ରମ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ। ଏହି ସମ୍ମିଳନୀରେ ମେଡିକେୟାର ଡାୟାଗ୍ନୋଷ୍ଟିକର ପରିଚାଳନା ନିର୍ଦ୍ଦେଶକ ଅଶ୍ୱିନୀ ଗିରି, ରୋଟାରୀଆନ ଓ ଶିକ୍ଷାବିତ ଡଃ ଶ୍ରୀମାନ ଶ୍ରୀଚନ୍ଦନ, ସମ୍ପାଦକ ସୁବ୍ରତ ରଥଙ୍କ ସହ ଗୌରହରି ମଲ୍ଲିକ, ନୀଲେଶ ଗାନ, ସୁଦର୍ଶନ ଦାସ, ଦେବାଶିଷ ମିଶ୍ର, ମନୋରଞ୍ଜନ ରାଉତ, ସତ୍ୟମ ମିଶ୍ର, ଅବିନାଶ ପାଣିଗ୍ରାହୀ, ସିମିତ ମହାନ୍ତି, ସପନ ବେହେରା, ଅର୍ପିତା ମହାପାତ୍ର, ତାପସ ପ୍ରଧାନ, ଜୟନ୍ତ ରଣା ଓ ଜୟନ୍ତ ତ୍ରିପାଠୀ ଉପସ୍ଥିତ ଥିଲେ।
    1
    ବାଲେଶ୍ୱର
“ମିଶନ ସୁସ୍ଥ ବୃକକ, ସୁସ୍ଥ ସମାଜ” ଲକ୍ଷ୍ୟକୁ ନେଇ ରୋଟାରୀ କ୍ଲବ ବାଲେଶ୍ୱର ସେଣ୍ଟ୍ରାଲ ଓ ବାଲେଶ୍ୱର ମେଡିକେୟାର ଡାୟାଗ୍ନୋଷ୍ଟିକ ପକ୍ଷରୁ ଆଜି ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ସମ୍ମିଳନୀରେ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଆରମ୍ଭ ସମ୍ପର୍କରେ ଘୋଷଣା କରାଯାଇଥିଲା।
ଏହି ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ସାଧାରଣ ଲୋକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଚିକିତ୍ସା ପରୀକ୍ଷା ନିଃଶୁଳ୍କ ଭାବେ ଯୋଗାଇ ଦିଆଯିବ। ଏଥିରେ “PFT” (Pulmonary Function Test) ପରୀକ୍ଷା ସହିତ ଡାକ୍ତର ଅମିୟ ଦତ୍ତ ଗିରିଙ୍କ ଦ୍ୱାରା ନିଃଶୁଳ୍କ ସ୍ୱାସ୍ଥ୍ୟ ପରାମର୍ଶ ଦିଆଯିବ। ଏହି ଶିବିର ପ୍ରତ୍ୟେକ ମାସର ଦ୍ୱିତୀୟ ଶନିବାର ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଆୟୋଜିତ ହେବ।
ଅଧିକରୁ ଅଧିକ ଲୋକଙ୍କୁ ସ୍ୱାସ୍ଥ୍ୟ ସେବାର ଲାଭ ପହଞ୍ଚାଇବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଇଛି। ସେହିପରି ସମାଜର ଚତୁର୍ଥ ସ୍ତମ୍ଭ ଭାବେ ସାମ୍ବାଦିକତାକୁ ସମ୍ମାନ ଜଣାଇ ସାମ୍ବାଦିକ ଓ ତାଙ୍କ ପରିବାର ସଦସ୍ୟମାନଙ୍କ ପାଇଁ ପାଥୋଲୋଜିକାଲ ପରୀକ୍ଷାରେ ୨୦ ପ୍ରତିଶତ ରିହାତି ଦେବାକୁ ଘୋଷଣା କରାଯାଇଛି।
ଏହି ଅବସରରେ ରୋଟାରୀ କ୍ଲବ ବାଲେଶ୍ୱର ସେଣ୍ଟ୍ରାଲର ସଭାପତି ନିର୍ମଳ କୁମାର ମୁଖାର୍ଜୀ ଓ ମେଡିକେୟାର ଡାୟାଗ୍ନୋଷ୍ଟିକର ପ୍ରତିଷ୍ଠାତା ଅଶ୍ୱିନୀ ଗିରିଙ୍କ ମଧ୍ୟରେ ଏକ MOU ସାକ୍ଷରିତ ହୋଇଥିଲା।
ସାମ୍ବାଦିକ ସମ୍ମିଳନୀର ଅଧ୍ୟକ୍ଷତା ସଭାପତି ନିର୍ମଳ କୁମାର ମୁଖାର୍ଜୀ କରିଥିବାବେଳେ ପ୍ରୋଜେକ୍ଟ କୋଅର୍ଡିନେଟର ତଥା ପୂର୍ବତନ ସଭାପତି ନିରଞ୍ଜନ ମହାନ୍ତି କାର୍ଯ୍ୟକ୍ରମ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ।
ଏହି ସମ୍ମିଳନୀରେ ମେଡିକେୟାର ଡାୟାଗ୍ନୋଷ୍ଟିକର ପରିଚାଳନା ନିର୍ଦ୍ଦେଶକ ଅଶ୍ୱିନୀ ଗିରି, ରୋଟାରୀଆନ ଓ ଶିକ୍ଷାବିତ ଡଃ ଶ୍ରୀମାନ ଶ୍ରୀଚନ୍ଦନ, ସମ୍ପାଦକ ସୁବ୍ରତ ରଥଙ୍କ ସହ ଗୌରହରି ମଲ୍ଲିକ, ନୀଲେଶ ଗାନ, ସୁଦର୍ଶନ ଦାସ, ଦେବାଶିଷ ମିଶ୍ର, ମନୋରଞ୍ଜନ ରାଉତ, ସତ୍ୟମ ମିଶ୍ର, ଅବିନାଶ ପାଣିଗ୍ରାହୀ, ସିମିତ ମହାନ୍ତି, ସପନ ବେହେରା, ଅର୍ପିତା ମହାପାତ୍ର, ତାପସ ପ୍ରଧାନ, ଜୟନ୍ତ ରଣା ଓ ଜୟନ୍ତ ତ୍ରିପାଠୀ ଉପସ୍ଥିତ ଥିଲେ।
    user_Journalist Harishankar Jena
    Journalist Harishankar Jena
    Media company ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
    2 hrs ago
  • VB G RAM G ଯୋଜନାକୁ ନେଇ ବାଲେଶ୍ବର ଠାରେ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଲେ ଅଧିକାରୀ।
    1
    VB G RAM G ଯୋଜନାକୁ ନେଇ ବାଲେଶ୍ବର ଠାରେ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଲେ ଅଧିକାରୀ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    4 hrs ago
  • ଭଦ୍ରକରେ ପଡିଲା ନାରା କୃଷି ମନ୍ତ୍ରୀ ହାଏ ହାଏ !ଏ ଭଣ୍ଡୁଆ ସରକାରକୁ ଆଗାମୀ ଦିନରେ ଉଚିତ ଜବାବ ମିଳିବ ! ଆଜି ଭଦ୍ରକ କଂଗ୍ରେସ ତରଫରୁ ଜିଲ୍ଲା ପାଳଙ୍କ ଅଫିସ ସମ୍ମୁଖରେ ପ୍ରତିବାଦ
    1
    ଭଦ୍ରକରେ ପଡିଲା ନାରା କୃଷି ମନ୍ତ୍ରୀ ହାଏ ହାଏ !ଏ ଭଣ୍ଡୁଆ ସରକାରକୁ ଆଗାମୀ ଦିନରେ ଉଚିତ ଜବାବ ମିଳିବ ! ଆଜି ଭଦ୍ରକ କଂଗ୍ରେସ ତରଫରୁ ଜିଲ୍ଲା ପାଳଙ୍କ ଅଫିସ ସମ୍ମୁଖରେ ପ୍ରତିବାଦ
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    22 hrs ago
  • ନୂତତ ୧୦୮ ଆମ୍ବୁଲାନ୍ସ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
    1
    ନୂତତ ୧୦୮ ଆମ୍ବୁଲାନ୍ସ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    4 hrs ago
  • ଧାନ ମଣ୍ଡୀ ଚାଷୀଙ୍କ ପାଇଁ ଯନ୍ତ୍ରଣା ଓ ନିର୍ଯାତନାର କେନ୍ଦ୍ର ,କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଠାରେ ଏଭଳି ପ୍ରତିକ୍ରିୟା ରଖିଲେ ସମାଜସେବୀ ଶରତ ସାହୁ..
    1
    ଧାନ ମଣ୍ଡୀ ଚାଷୀଙ୍କ ପାଇଁ ଯନ୍ତ୍ରଣା ଓ ନିର୍ଯାତନାର କେନ୍ଦ୍ର ,କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଠାରେ ଏଭଳି ପ୍ରତିକ୍ରିୟା ରଖିଲେ ସମାଜସେବୀ ଶରତ ସାହୁ..
    user_Prafulla Kumar Malla
    Prafulla Kumar Malla
    Local News Reporter କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    14 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.