Shuru
Apke Nagar Ki App…
ଭଦ୍ରକରେ ପଡିଲା ନାରା କୃଷି ମନ୍ତ୍ରୀ ହାଏ ହାଏ !ଏ ଭଣ୍ଡୁଆ ସରକାରକୁ ଆଗାମୀ ଦିନରେ ଉଚିତ ଜବାବ ମିଳିବ ! ଭଦ୍ରକରେ ପଡିଲା ନାରା କୃଷି ମନ୍ତ୍ରୀ ହାଏ ହାଏ !ଏ ଭଣ୍ଡୁଆ ସରକାରକୁ ଆଗାମୀ ଦିନରେ ଉଚିତ ଜବାବ ମିଳିବ ! ଆଜି ଭଦ୍ରକ କଂଗ୍ରେସ ତରଫରୁ ଜିଲ୍ଲା ପାଳଙ୍କ ଅଫିସ ସମ୍ମୁଖରେ ପ୍ରତିବାଦ
AT News
ଭଦ୍ରକରେ ପଡିଲା ନାରା କୃଷି ମନ୍ତ୍ରୀ ହାଏ ହାଏ !ଏ ଭଣ୍ଡୁଆ ସରକାରକୁ ଆଗାମୀ ଦିନରେ ଉଚିତ ଜବାବ ମିଳିବ ! ଭଦ୍ରକରେ ପଡିଲା ନାରା କୃଷି ମନ୍ତ୍ରୀ ହାଏ ହାଏ !ଏ ଭଣ୍ଡୁଆ ସରକାରକୁ ଆଗାମୀ ଦିନରେ ଉଚିତ ଜବାବ ମିଳିବ ! ଆଜି ଭଦ୍ରକ କଂଗ୍ରେସ ତରଫରୁ ଜିଲ୍ଲା ପାଳଙ୍କ ଅଫିସ ସମ୍ମୁଖରେ ପ୍ରତିବାଦ
More news from ଓଡ଼ିଶା and nearby areas
- ଭଦ୍ରକ ଜିଲ୍ଲାରେ ଧାନର ମାନ ଓ କିଣା ପାଇଁ ବାବା ଶନୀଦେବ ଓ ମା ତାରିଣୀ SHG ଗ୍ରୃପ କୁ ୨ ତାରିଖ ଦିନ ଚୟନ କରାଗଲା ପୁଣି ୩ ତାରିଖ ଦିନ କାହା ଚାପରେ ବାହାର କରିଦେଲେ ଓ ଜଣେ ବ୍ଲକ ଲିଷ୍ଟ SHG ଗ୍ରୃପ କୁ ଧାନ କିଣା ପାଇଁ ଅନୁମତି ଦିଆଗଲା ସେଥିପାଇଁ ହାଇକୋର୍ଟ ର ଦ୍ଵାରସ୍ଥ ହେଲେ ଏହି ୨ ଟି ଗ୍ରୃପ ।1
- Post by ODISHA DARPAN1
- ବକେୟା ଅର୍ଥ ପାଇବା ଦାବିରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ବନ୍ତ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି। ସୂଚନା ଅନୁଯାୟୀ, ବନ୍ତ ବ୍ଲକ୍ ସେଣ୍ଡତୀରା ପଞ୍ଚାୟତ ଫୁଲଗଡ଼ିଆ ଗ୍ରାମର କୈଳାଶ ଚନ୍ଦ୍ର ମହାପାତ୍ର ବନ୍ତ ବ୍ଲକ୍ ସିଡ଼ିପିଓ ଙ୍କ କାର୍ଯ୍ୟାଳୟରେ ନିୟୋଜିତ ଏକ ଗାଡ଼ିର ଚାଳକ ଭାବେ କାର୍ଯ୍ୟ କରୁଥିଲେ।1
- ତିହିଡି: ଓଡ଼ିଶାର ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟ ଶିଳ୍ପୀ, କୋରିଓଗ୍ରାଫର ଓ ଗୁରୁ ଶାଶ୍ୱତ ଯୋଶୀ ଏବର୍ଷ ତିହିଡି ମହୋତ୍ସବରେ ଯୋଗଦେଇ ତାଙ୍କର ମନମୋହକ ନୃତ୍ୟ ପ୍ରଦର୍ଶନରେ ଦର୍ଶକମାନଙ୍କୁ ମୁଗ୍ଧ କରିଦେଇଥିଲେ1
- ଯାଜପୁର ଜିଲ୍ଲା ବିଜୁ ଜନତା ଦଳ ତରଫରୁ ବିଜେପି ସରକାରରେ ଲଘୁ ଖଣିଜର ବ୍ୟାପକ ଚୋରି, ଚାଷୀ ମାରଣ ନୀତି ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୁଦ୍ଧରେ କୁସୁମା ପଡ଼ିଆ ଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ଓ ପ୍ରତିବାଦ ସଭା ଆରମ୍ଭ ଏଥିରେ ବହୁ ବିଜେଡି ନେତା ସହ କର୍ମୀମାନେ ଯୋଗଦେଇଥିବା ଦେଖିବାକୁ ମିଳିଛି #bjd #odisha #jajpur6
- ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ରେ ଦେଖିବାକୁ ମିଳିଛି ତୀର୍ଥଯାତ୍ରୀ ବସ ସେବା ଓ ଏହାକୁ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ସାଧାରଣ ଲୋକଙ୍କୁ ଶ୍ରୀକ୍ଷେତ୍ର ରେ ଜଗା ଦର୍ଶନ କରାଇବା ର ସେବା ଯୋଗାଇ ଦେଉଥିବା ବେଳେ, ସାଧାରଣ ଲୋକମାନେ ସୁବିଧାରେ ଶ୍ରୀକ୍ଷେତ୍ର ରେ ଜଗନ୍ନାଥ ଙ୍କ ଦର୍ଶନ କରି ପାରୁଛନ୍ତି ।1
- Post by Ramachandra Melsandi1
- ଭଦ୍ରକ ଜିଲ୍ଲାରେ ଧାନର ଅଭାବୀ ବିକ୍ରି ଏବଂ ଚାଷୀ ମାରଣ ନୀତି ପ୍ରତିବାଦରେ ଆଜି କିଷାନ କଂଗ୍ରେସ ସେଲ ପକ୍ଷରୁ କୃଷି ମନ୍ତ୍ରୀ ଏବଂ ଯୋଗାଣ ମନ୍ତ୍ରୀଙ୍କ କୁଶ ପୁତଳିକା ଦାହ କରାଗଲା ,,1