Shuru
Apke Nagar Ki App…
ଏ ଭଣ୍ଡୁଆ ସରକାରକୁ ଆଗାମୀ ଦିନରେ ଉଚିତ ଜବାବ ମିଳିବ ! ଏଭଳି କହିଲେ ଭଦ୍ରକ ର ଦଳିତ ନେତା ରାଜେନ୍ଦ୍ର ପ୍ରସାଦ ଜେନା ଭଦ୍ରକ ଜିଲ୍ଲାରେ ଧାନର ଅଭାବୀ ବିକ୍ରି ଏବଂ ଚାଷୀ ମାରଣ ନୀତି ପ୍ରତିବାଦରେ ଆଜି କିଷାନ କଂଗ୍ରେସ ସେଲ ପକ୍ଷରୁ କୃଷି ମନ୍ତ୍ରୀ ଏବଂ ଯୋଗାଣ ମନ୍ତ୍ରୀଙ୍କ କୁଶ ପୁତଳିକା ଦାହ କରାଗଲା ,,
AT News
ଏ ଭଣ୍ଡୁଆ ସରକାରକୁ ଆଗାମୀ ଦିନରେ ଉଚିତ ଜବାବ ମିଳିବ ! ଏଭଳି କହିଲେ ଭଦ୍ରକ ର ଦଳିତ ନେତା ରାଜେନ୍ଦ୍ର ପ୍ରସାଦ ଜେନା ଭଦ୍ରକ ଜିଲ୍ଲାରେ ଧାନର ଅଭାବୀ ବିକ୍ରି ଏବଂ ଚାଷୀ ମାରଣ ନୀତି ପ୍ରତିବାଦରେ ଆଜି କିଷାନ କଂଗ୍ରେସ ସେଲ ପକ୍ଷରୁ କୃଷି ମନ୍ତ୍ରୀ ଏବଂ ଯୋଗାଣ ମନ୍ତ୍ରୀଙ୍କ କୁଶ ପୁତଳିକା ଦାହ କରାଗଲା ,,
More news from ଓଡ଼ିଶା and nearby areas
- ୧୨ରେ ପାଚିକା ଓ ସହାୟିକାଙ୍କ ଧର୍ମଘଟ, ମଧ୍ୟାହ୍ନ ଭୋଜନ ପାଇଁ ବିକଳ୍ପ ବ୍ୟବସ୍ଥାର ନିର୍ଦ୍ଦେଶ। ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଜନ ଅଭିଯୋଗ ଶୁଣାଣିରେ ୯୪% ଅଭିଯୋଗ ସମାଧାନ। ରାଜଧାନୀରେ ଅନଲାଇନ ଅଟୋ ଓ ଟାକ୍ସି ସଂଘର ଆନ୍ଦୋଳନ, ଯାତ୍ରୀ ହନ୍ତସନ୍ତ।1
- Post by Ramachandra Melsandi1
- କଳିଙ୍ଗ ସ୍ଥିତ ମହା ପାଟ ପଡିଆ ଠାରେ ଜମୁଛି ସୁକିନ୍ଦା ଶିଳ୍ପ ମହୋତ୍ସବ ରେ ଦ୍ୱିତୀୟ ରାତିରେ ଜମୁଛି ଲୋକ ମାନଙ୍କ ଭିଡ଼ ଭାଇ ଚାରା କୁ ନେଇ ଆଗେଇ ଚାଲିଛି ମହୋତ୍ସବ ପୋଗ୍ରାମ..8
- ଉଦଳା news1
- ବାଲେଶ୍ୱର “ମିଶନ ସୁସ୍ଥ ବୃକକ, ସୁସ୍ଥ ସମାଜ” ଲକ୍ଷ୍ୟକୁ ନେଇ ରୋଟାରୀ କ୍ଲବ ବାଲେଶ୍ୱର ସେଣ୍ଟ୍ରାଲ ଓ ବାଲେଶ୍ୱର ମେଡିକେୟାର ଡାୟାଗ୍ନୋଷ୍ଟିକ ପକ୍ଷରୁ ଆଜି ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ସମ୍ମିଳନୀରେ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଆରମ୍ଭ ସମ୍ପର୍କରେ ଘୋଷଣା କରାଯାଇଥିଲା। ଏହି ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ସାଧାରଣ ଲୋକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଚିକିତ୍ସା ପରୀକ୍ଷା ନିଃଶୁଳ୍କ ଭାବେ ଯୋଗାଇ ଦିଆଯିବ। ଏଥିରେ “PFT” (Pulmonary Function Test) ପରୀକ୍ଷା ସହିତ ଡାକ୍ତର ଅମିୟ ଦତ୍ତ ଗିରିଙ୍କ ଦ୍ୱାରା ନିଃଶୁଳ୍କ ସ୍ୱାସ୍ଥ୍ୟ ପରାମର୍ଶ ଦିଆଯିବ। ଏହି ଶିବିର ପ୍ରତ୍ୟେକ ମାସର ଦ୍ୱିତୀୟ ଶନିବାର ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଆୟୋଜିତ ହେବ। ଅଧିକରୁ ଅଧିକ ଲୋକଙ୍କୁ ସ୍ୱାସ୍ଥ୍ୟ ସେବାର ଲାଭ ପହଞ୍ଚାଇବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଇଛି। ସେହିପରି ସମାଜର ଚତୁର୍ଥ ସ୍ତମ୍ଭ ଭାବେ ସାମ୍ବାଦିକତାକୁ ସମ୍ମାନ ଜଣାଇ ସାମ୍ବାଦିକ ଓ ତାଙ୍କ ପରିବାର ସଦସ୍ୟମାନଙ୍କ ପାଇଁ ପାଥୋଲୋଜିକାଲ ପରୀକ୍ଷାରେ ୨୦ ପ୍ରତିଶତ ରିହାତି ଦେବାକୁ ଘୋଷଣା କରାଯାଇଛି। ଏହି ଅବସରରେ ରୋଟାରୀ କ୍ଲବ ବାଲେଶ୍ୱର ସେଣ୍ଟ୍ରାଲର ସଭାପତି ନିର୍ମଳ କୁମାର ମୁଖାର୍ଜୀ ଓ ମେଡିକେୟାର ଡାୟାଗ୍ନୋଷ୍ଟିକର ପ୍ରତିଷ୍ଠାତା ଅଶ୍ୱିନୀ ଗିରିଙ୍କ ମଧ୍ୟରେ ଏକ MOU ସାକ୍ଷରିତ ହୋଇଥିଲା। ସାମ୍ବାଦିକ ସମ୍ମିଳନୀର ଅଧ୍ୟକ୍ଷତା ସଭାପତି ନିର୍ମଳ କୁମାର ମୁଖାର୍ଜୀ କରିଥିବାବେଳେ ପ୍ରୋଜେକ୍ଟ କୋଅର୍ଡିନେଟର ତଥା ପୂର୍ବତନ ସଭାପତି ନିରଞ୍ଜନ ମହାନ୍ତି କାର୍ଯ୍ୟକ୍ରମ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ। ଏହି ସମ୍ମିଳନୀରେ ମେଡିକେୟାର ଡାୟାଗ୍ନୋଷ୍ଟିକର ପରିଚାଳନା ନିର୍ଦ୍ଦେଶକ ଅଶ୍ୱିନୀ ଗିରି, ରୋଟାରୀଆନ ଓ ଶିକ୍ଷାବିତ ଡଃ ଶ୍ରୀମାନ ଶ୍ରୀଚନ୍ଦନ, ସମ୍ପାଦକ ସୁବ୍ରତ ରଥଙ୍କ ସହ ଗୌରହରି ମଲ୍ଲିକ, ନୀଲେଶ ଗାନ, ସୁଦର୍ଶନ ଦାସ, ଦେବାଶିଷ ମିଶ୍ର, ମନୋରଞ୍ଜନ ରାଉତ, ସତ୍ୟମ ମିଶ୍ର, ଅବିନାଶ ପାଣିଗ୍ରାହୀ, ସିମିତ ମହାନ୍ତି, ସପନ ବେହେରା, ଅର୍ପିତା ମହାପାତ୍ର, ତାପସ ପ୍ରଧାନ, ଜୟନ୍ତ ରଣା ଓ ଜୟନ୍ତ ତ୍ରିପାଠୀ ଉପସ୍ଥିତ ଥିଲେ।1
- VB G RAM G ଯୋଜନାକୁ ନେଇ ବାଲେଶ୍ବର ଠାରେ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଲେ ଅଧିକାରୀ।1
- ଭଦ୍ରକରେ ପଡିଲା ନାରା କୃଷି ମନ୍ତ୍ରୀ ହାଏ ହାଏ !ଏ ଭଣ୍ଡୁଆ ସରକାରକୁ ଆଗାମୀ ଦିନରେ ଉଚିତ ଜବାବ ମିଳିବ ! ଆଜି ଭଦ୍ରକ କଂଗ୍ରେସ ତରଫରୁ ଜିଲ୍ଲା ପାଳଙ୍କ ଅଫିସ ସମ୍ମୁଖରେ ପ୍ରତିବାଦ1
- ନୂତତ ୧୦୮ ଆମ୍ବୁଲାନ୍ସ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।1
- ଧାନ ମଣ୍ଡୀ ଚାଷୀଙ୍କ ପାଇଁ ଯନ୍ତ୍ରଣା ଓ ନିର୍ଯାତନାର କେନ୍ଦ୍ର ,କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଠାରେ ଏଭଳି ପ୍ରତିକ୍ରିୟା ରଖିଲେ ସମାଜସେବୀ ଶରତ ସାହୁ..1