Shuru
Apke Nagar Ki App…
ଜଗତସିଂହପୁର ଜିଲ୍ଲାରେ ଗତ କିଛି ଦିନ ମଧ୍ୟରେ ଅପରାଧ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଇଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ଏବଂ ପୋଲିସର କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠିଛି।
Purnima Biswal
ଜଗତସିଂହପୁର ଜିଲ୍ଲାରେ ଗତ କିଛି ଦିନ ମଧ୍ୟରେ ଅପରାଧ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଇଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ଏବଂ ପୋଲିସର କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠିଛି।
More news from ଓଡ଼ିଶା and nearby areas
- NEET ପେପର ଲିକ୍ ପ୍ରଶ୍ନ ଶୁଣି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଛତ୍ରଭଙ୍ଗ ଦେଇଛନ୍ତି। ଅନୁମାନ କରାଯାଉଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଇସ୍ତଫା ଦେବାକୁ କହିଥିବାରୁ ସେ ତରତର ହୋଇ ପଳାଇଲେ।1
- ମୁକୁଳା ପଡ଼ିଛି ରାହାମା ଗୁଣ୍ଡିଚା ମନ୍ଦିର ନିକଟସ୍ଥ କୂଅ, ଦୁର୍ଘଟଣା ଆଶଙ୍କାରେ ସ୍ଥାନୀୟ ଲୋକେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ରାହାମା ସ୍ଥିତ ଗୁଣ୍ଡିଚା ମନ୍ଦିର ନିକଟରେ ରହିଛି ଏକ କୂଅ । ଯାହାକି ଏବେ ମୁକୁଳା ଅବସ୍ଥାରେ ଅଛି। କଟକ ପାରାଦୀପ ରାସ୍ତାରୁ ସାରଳା ମହାବିଦ୍ୟାଳୟକୁ ଯିବା ରାସ୍ତାର ବାମ ପାର୍ଶ୍ବରେ ଏହା ଅବସ୍ଥିତ। ରାତ୍ର ବେଳା ଏହି କୂଅ ପାର୍ଶ୍ୱ ଦେଇ ଶହଶହ ଯାତ୍ରୀ ରେଳ ଷ୍ଟେସନକୁ ଯାଆସ କରିଥାନ୍ତି। ତାଳପଡା, ସାଇଲୋ,ପଣ୍ଡୁଆ,ଗରେଇ,ନୂଆଢୀ ଓ ମଲିପୁର ପଞ୍ଚାୟତର ଜନସାଧାରଣ ରାହାମା ବଜାରକୁ ଆସି ଏହି ରାସ୍ତା ଦେଇ ଘରକୁ ଫେରିଥାନ୍ତି। କେତେବେଳେ କିଏ ଏହି ମୁକୁଳା କୂଅରେ ପଡ଼ି ଖଣ୍ଡିଆ ଖାବରା ହେବା ସହ ମୃତ୍ୟୁ ମୁଖରେ ପଡିବ ତାହା ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି। ଏହି କୂଅରତ ଜଳକୁ ଗୁଣ୍ଡିଚା ମନ୍ଦିରରେ ଠାକୁରଙ୍କ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ବେଳେ ସ୍ଥାନୀୟ ଲୋକମାନେ ମଧ୍ୟ ପାନୀୟ ଜଳ ଭାବେ ବ୍ୟବହାର କରିଥାନ୍ତି। ଶିଘ୍ର ଏହି ମୁକୁଳା କୂଅର ସ୍ଥାୟୀ ପ୍ରତିକାର ପାଇଁ ସାଧାରଣରେ ଦାବୀ ହେଉଛି।1
- Post by ନିଷ୍ଠୁର ଦୁନିଆ Live1
- ବାଲିକୁଦା ଥାନା ଅଞ୍ଚଳରେ ନୂଆ ଥାନା ଅଧିକାରୀ କାବୁଲି ବାରିକ ଯୋଗ ଦେବା ପରେ ନିଶା ବେପାରୀଙ୍କ ମଧ୍ୟରେ ଛାନିଆଁ ସୃଷ୍ଟି ହୋଇଛି। ସେ ଦାୟିତ୍ୱ ନେବା ପରେ ବ୍ରାଉନ ସୁଗାର ଚୋରା ବେପାରୀଙ୍କୁ ପୋଲିସ ମାଡ଼ି ବସିଛି। ଏହି କାର୍ଯ୍ୟାନୁଷ୍ଠାନ ଅପରାଧୀଙ୍କ ମନରେ ଭୟ ସୃଷ୍ଟି କରିଛି।1
- Available for Sale Locality : ବେଲତଳ କୈଳାଶ ରୋଡ ପାଖରେ ଗ୍ଲୋବାଲ ସ୍କୁଲ ଭଲ society acchi Call - 7789957053 Area (dimensions) : 4 Dismil 1742 sqft Expected Price : 500000 Property Type : Residential Plot 12 Ft road Single Owner1
- ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଳକ ପ୍ରତାପରୁଦ୍ରପୁର ଗ୍ରାମର ସମାଜସେବୀ କ୍ଷୀରୋଦ ଚନ୍ଦ୍ର ପଣ୍ଡାଙ୍କ ଘରକୁ ଆସିଛନ୍ତି ନୂଆ ଅତିଥି। ତାଙ୍କ ଝିଅ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି, ଯାହାକୁ ନେଇ ପରିବାରରେ ଖୁସିର ମାହୋଲ ଖେଳିଯାଇଛି।1
- ଖୋର୍ଦ୍ଧା ଜିଲ୍ଲାରେ ଦଳିତ ନେତା ଜୟଦେବ ସ୍ୱର୍ଗତ କାଳିଆ ଭୋଇଙ୍କର ଦ୍ୱାଦଶ ପାଳନ କରିଛନ୍ତି। ଏହି ଅବସରରେ ସେ କାଳିଆ ଭୋଇଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସମାଜକୁ ଏକତା ଓ ସଂଘର୍ଷର ବାର୍ତ୍ତା ଦେଇଛନ୍ତି।1
- ଓଡ଼ିଶାର ନୟାଗଡ଼ରେ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ତଦନ୍ତ ଆରମ୍ଭ କରିଥିବା ବେଳେ ପରିବାର ପକ୍ଷରୁ ନ୍ୟାୟ ଦାବି କରାଯାଇଛି।1