ଘଟଗାଁ / ବ୍ଲକ କାର୍ଯ୍ୟାଳୟ ରେ ସ୍ବାଧୀନତା ଦିବସ ପାଳନ ପ୍ରସ୍ତୁତି ବୈଠକ *ଘଟଗାଁରେ ସ୍ବାଧୀନତା ଦିବସ ପ୍ରସ୍ତୁତି ବୈଠକ* ୧/୮/୨୬(ଘଟଗାଁ) ଆଜି ଘଟଗାଁ ବ୍ଲକ ସମ୍ମିଳନୀ କକ୍ଷରେ ଜାତୀୟ ଦିବସ ପାଳନ କମିଟି, ଘଟଗାଁ ସୌଜନ୍ୟରୁ ଚଳିତ ବର୍ଷର ସ୍ବାଧୀନତା ଦିବସ ପାଳନ ସୂଚାରୁ ରୂପେ ସମ୍ପାଦନ ହେବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଦିବସ ପାଳନ କମିଟିର ସଭାପତି ତଥା ତହସିଲଦାର ଚାରୁଲତା ସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ବିଡ଼ିଓ ଖଗେଶ୍ୱର ବରାଳ, ସମ୍ପାଦକ ତଥା ଏବିଡ଼ିଓ ଚିତ୍ତରଞ୍ଜନ ନାୟକ, ଏବିଇଓ ସଞ୍ଜୟ ପଲେଇଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ସାମ୍ବାଦିକ ଓ କମିଟିର ସକ୍ରିୟ ସଦସ୍ୟମାନେ ଯୋଗଦାନ କରି କାର୍ଯ୍ୟକ୍ରମର ସଫଳତା ପାଇଁ ମତ ରଖିଥିଲେ। ନୂତନ କୋଷାଧ୍ୟକ୍ଷ ରୂପେ ବରିଷ୍ଠ ସଦସ୍ୟ ପଦ୍ମଲୋଚନ ବଳ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିବା ବେଳେ ପୂର୍ବବତ ପରେଡ଼ କମିଟି, ଜାତୀୟ ପତାକା ପ୍ରସ୍ତୁତି କମିଟି, ମିଷ୍ଟାନ୍ନ ପ୍ରସ୍ତୁତି କମିଟି, ପ୍ରତିଯୋଗିତା କମିଟି, ସାଂସ୍କୃତିକ କାର୍ଯ୍ୟକ୍ରମ କମିଟି, ସମ୍ବର୍ଦ୍ଧନା କମିଟି ଓ ରାମଧୁନ କମିଟି ଆଦି ଗଠନ କରାଯାଇଥିଲା। ଶିକ୍ଷକ ରୋହିତ କୁମାର ବେହେରା ସଭା ସଞ୍ଚାଳନ କରିଥିବା ବେଳେ ସଭାପତି ଶ୍ରୀମତୀ ସିଂ ସମସ୍ତ ସଦସ୍ୟଙ୍କୁ ବୈଠକର ସଫଳତା ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ। Report By @Ghatgaon mirror muna mahendra patra
ଘଟଗାଁ / ବ୍ଲକ କାର୍ଯ୍ୟାଳୟ ରେ ସ୍ବାଧୀନତା ଦିବସ ପାଳନ ପ୍ରସ୍ତୁତି ବୈଠକ *ଘଟଗାଁରେ ସ୍ବାଧୀନତା ଦିବସ ପ୍ରସ୍ତୁତି ବୈଠକ* ୧/୮/୨୬(ଘଟଗାଁ) ଆଜି ଘଟଗାଁ ବ୍ଲକ ସମ୍ମିଳନୀ କକ୍ଷରେ ଜାତୀୟ ଦିବସ ପାଳନ କମିଟି, ଘଟଗାଁ ସୌଜନ୍ୟରୁ ଚଳିତ ବର୍ଷର ସ୍ବାଧୀନତା ଦିବସ ପାଳନ ସୂଚାରୁ ରୂପେ ସମ୍ପାଦନ ହେବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଦିବସ ପାଳନ କମିଟିର ସଭାପତି ତଥା ତହସିଲଦାର ଚାରୁଲତା ସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ବିଡ଼ିଓ ଖଗେଶ୍ୱର ବରାଳ, ସମ୍ପାଦକ ତଥା ଏବିଡ଼ିଓ ଚିତ୍ତରଞ୍ଜନ ନାୟକ, ଏବିଇଓ ସଞ୍ଜୟ ପଲେଇଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ସାମ୍ବାଦିକ ଓ
କମିଟିର ସକ୍ରିୟ ସଦସ୍ୟମାନେ ଯୋଗଦାନ କରି କାର୍ଯ୍ୟକ୍ରମର ସଫଳତା ପାଇଁ ମତ ରଖିଥିଲେ। ନୂତନ କୋଷାଧ୍ୟକ୍ଷ ରୂପେ ବରିଷ୍ଠ ସଦସ୍ୟ ପଦ୍ମଲୋଚନ ବଳ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିବା ବେଳେ ପୂର୍ବବତ ପରେଡ଼ କମିଟି, ଜାତୀୟ ପତାକା ପ୍ରସ୍ତୁତି କମିଟି, ମିଷ୍ଟାନ୍ନ ପ୍ରସ୍ତୁତି କମିଟି, ପ୍ରତିଯୋଗିତା କମିଟି, ସାଂସ୍କୃତିକ କାର୍ଯ୍ୟକ୍ରମ କମିଟି, ସମ୍ବର୍ଦ୍ଧନା କମିଟି ଓ ରାମଧୁନ କମିଟି ଆଦି ଗଠନ କରାଯାଇଥିଲା। ଶିକ୍ଷକ ରୋହିତ କୁମାର ବେହେରା ସଭା ସଞ୍ଚାଳନ କରିଥିବା ବେଳେ ସଭାପତି ଶ୍ରୀମତୀ ସିଂ ସମସ୍ତ ସଦସ୍ୟଙ୍କୁ ବୈଠକର ସଫଳତା ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ। Report By @Ghatgaon mirror muna mahendra patra
- ପାଟଣା / ମସ୍ଚ୍ୟ ଓ ପ୍ରାଣୀ ବିଭାଗ ପକ୍ଷରୁ ଚାଷ ସଚେତନତା କର୍ମଶାଳା ଅନୁଷ୍ଠିତ ମାଛଚାଷ ସମ୍ବନ୍ଧୀୟ ତାଲିମ ଓ ସଚେତନତା କର୍ମଶାଳା ପାଟଣା-ପାଟଣା ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଆଜି ମସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଉନ୍ନତ ମସ୍ୟ ଚାଷ ସମ୍ବନ୍ଧୀୟ ଏକ ଦିବସୀୟ ତାଲିମ ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି।ବ୍ଲକ ସଭାଗୃହରେ ଅନୁଷ୍ଠିତ ଏହି କର୍ମଶାଳା ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନସ କୁମାର ଦଣ୍ଡପାଟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ ସଂମ୍ମାନୀତ ଭାବେ ବିଧାୟକ ଙ୍କ ପ୍ରତିନିଧି କମଳାକାନ୍ତ ଦାଶ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ୱାନାଥ ନାୟକ, ଜିଲ୍ଲା ମସ୍ୟ ସମ୍ପଦ ବିଭାଗ ସହକାରୀ ଅଧିକାରୀ ବିରେନ ନାଏକ,ପ୍ରମୁଖ ଯୋଗ ଦେଇଥିଲେ।ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ମସ୍ୟ ଚାଷୀଙ୍କୁ ଉପସ୍ଥିତ ଅଧିକାରୀ ମାନେ ଉନ୍ନତ ପ୍ରଣାଳୀରେ କିପରି ମସ୍ୟ ଚାଷ ହୋଇ ପାରିବ ଓ ଏହାର ପ୍ରୋତ୍ସାହନ ରାଶି ବିଭିନ୍ନ ସୁବିଧା ଆଦି ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ।ପାଟଣା ବ୍ଲକ ସହକାରୀ ମସ୍ୟ ଅଧିକାରୀ ସ୍ମୃତିରଞ୍ଜନ ଦଳେଇ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ। Report by Muna Mahendra Patra @Ghatgaonmirror1
- ସାନ୍ତରାପୁର ଗ୍ରାମରେ ଜଣେ ଆଦିବାସୀ ମୁଣ୍ଡା ଶ୍ରେଣୀ ର ସ୍ୱାମୀ ସ୍ତ୍ରୀ ଯୋଜନା ରୁ ବାହାରେ ଘଟଗାଁ ବ୍ଲକ ର ଆଦିବାସୀ ବହୁଳ ହେଇଥିଵା ଅଞ୍ଚଳ ରେ ସମରା ମୁଣ୍ଡା 70ବର୍ଷ ଚାଲିଛି କିନ୍ତୁ ମୁଧୁବାବୁ ପେନସନ ରୁ ବଞ୍ଚିତ ଅଛି4
- ପତ୍ନୀ ଓ ସନ୍ତାନ ପାଇଁ ରଖିଥିବା ମାନସିକ ପୂରଣ ହେବାରୁ ଝାଡେଶ୍ୱର ମନ୍ଦିରରୁ ବାରିଗାଁ ମନ୍ଦିର ଯାଏଁ ବାପାର ଦଣ୍ଡ ଯାତ୍ରା। ପତ୍ନୀ ଓ ସନ୍ତାନ ପାଇଁ ରଖିଥିବା ମାନସିକ ପୂରଣ ହେବାରୁ ଝାଡେଶ୍ୱର ମନ୍ଦିରରୁ ବାରିଗାଁ ମନ୍ଦିର ଯାଏଁ ବାପାର ଦଣ୍ଡ ଯାତ୍ରା।1
- ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୁରକ୍ଷାକର୍ମୀଙ୍କ ଛଟେଇକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୁରକ୍ଷା ସେବା ପରିଚାଳନା କରୁଥିବା କଳିଙ୍ଗ ୱାରିୟର ସଂସ୍ଥା ପକ୍ଷରୁ ପୁରୁଣା ସୁରକ୍ଷାକର୍ମୀଙ୍କୁ କାର୍ଯ୍ୟରୁ ବାଦ ଦିଆଯାଉଥିବା ଅଭିଯୋଗ କରି ପ୍ରଭାବିତ କର୍ମଚାରୀମାନେ ସିଡିଏମ୍ଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। #Jajpur #JajpurNews #CDMO #DistrictHeadquartersHospital #SecurityGuards #Protest #Dharna #KalingaWarriors #Odisha #OdishaNews #news7odia #BreakingNews #HospitalNews #JusticeForSecurityGuards #JobLoss #SecurityStaff #OdiaNews #LatestNews #ViralNews #Jajpurdistrict1
- ବନ୍ତ ବ୍ଲକ୍ ର ନିଶ୍ଚଳ ମହାନ୍ତି ନିଟ ପରୀକ୍ଷାରେ ସଫଳତା ଆଣିଲେ । ବନ୍ତ ବ୍ଲକ୍ ର ନିଶ୍ଚଳ ମହାନ୍ତି ନିଟ ପରୀକ୍ଷାରେ ସଫଳତା ଆଣିଲେ ।1
- 🙏🙏🙏ଜଳ ପ୍ରଳୟ 🙏🙏🙏 ପାଣି ପାଗ ରେ ହଟାତ ପରିବର୍ତନ ଘଟିଛି ବନ୍ୟା ପରିସ୍ଥିତି ଉପୁଜିଛି ତଥାପି ବର୍ଷା ପାଇଁ ଚାଷୀଙ୍କୁ ଖୁସି ଆଣିଦେଇଛି1