logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଆଜି କଟକ ଜିଲ୍ଲା ସାଲେପୁର ରାସ୍ତାର ଭାତପଡା ଛକ ନିକଟରେ ଟ୍ରକ ଓ କାର ଧକ୍କା ହେବା ଫଳରେ ୪ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ସାଲେପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ

2 hrs ago
user_GANESH PANlGRAHl
GANESH PANlGRAHl
ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
2 hrs ago
09af6b59-3fe8-49b9-b647-1a5dc0f1b9d6

ଆଜି କଟକ ଜିଲ୍ଲା ସାଲେପୁର ରାସ୍ତାର ଭାତପଡା ଛକ ନିକଟରେ ଟ୍ରକ ଓ କାର ଧକ୍କା ହେବା ଫଳରେ ୪ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ସାଲେପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ

More news from ଓଡ଼ିଶା and nearby areas
  • ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଗଣେଶ ପାଣିଗ୍ରାହୀ ରିପୋର୍ଟ କରିଛନ୍ତି ଯେ ମେ ମାସରେ ବିଜେଡି ଓଡ଼ିଶାର ରାଜନୀତିକୁ ସମ୍ପୂର୍ଣ୍ଣ ପ୍ରଭାବିତ କରିବ। ଏହି ରଣନୀତି ମୁଖ୍ୟତଃ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି।
    1
    ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଗଣେଶ ପାଣିଗ୍ରାହୀ ରିପୋର୍ଟ କରିଛନ୍ତି ଯେ ମେ ମାସରେ ବିଜେଡି ଓଡ଼ିଶାର ରାଜନୀତିକୁ ସମ୍ପୂର୍ଣ୍ଣ ପ୍ରଭାବିତ କରିବ। ଏହି ରଣନୀତି ମୁଖ୍ୟତଃ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି।
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    19 hrs ago
  • ଗଞ୍ଜାମ ଜିଲ୍ଲାର ସୁନାଥର ଗାଁରେ ଗ୍ୟାସ ସିଲିଣ୍ଡର ଫାଟି ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ବେଳେ ଦୁଇରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି। ଗୁରୁତର ପ୍ରସନ୍ନ ନାହାକଙ୍କୁ ବ୍ରହ୍ମପୁର MKCG ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
    1
    ଗଞ୍ଜାମ ଜିଲ୍ଲାର ସୁନାଥର ଗାଁରେ ଗ୍ୟାସ ସିଲିଣ୍ଡର ଫାଟି ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ବେଳେ ଦୁଇରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି। ଗୁରୁତର ପ୍ରସନ୍ନ ନାହାକଙ୍କୁ ବ୍ରହ୍ମପୁର MKCG ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
    user_Pitabas dash
    Pitabas dash
    Asika, Ganjam•
    20 hrs ago
  • ବଉଳଝୋଳି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ସୋମବାର ଦିନ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ବଉଳଝୋଳି ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର କୁକୁଡ଼ାଖଣ୍ତି,୧୧/୫(ଅନୁପମ ମିଡ଼ିଆ) କୁକୁଡ଼ାଖଣ୍ତି ବ୍ଳକ ଅନ୍ତର୍ଗତ ବଉଳଝୋଳି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ସୋମବାର ଦିନ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବଉଳଝୋଳି ଗ୍ରାମ ପଞ୍ଚାୟତ ସ୍ତରୀୟ ଏହି ଶିବିରରେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ବଉଳଝୋଳି ଗ୍ରାମ ପଞ୍ଚାୟତ ର ବିଭିନ୍ନ ସମସ୍ୟା ଓ ଅଭିଯୋଗ ଶୁଣିବା ସହ ତୁରନ୍ତ ଏହାର ସମାଧାନ କରିଥିଲେ। ଏଥିରେ ସ୍ଥାନିୟ ସରପଞ୍ଚ ଚିତ୍ତରଞ୍ଜନ ବିଷୋୟୀଙ୍କ ନେତୃତ୍ୱରେ ଗ୍ରାମ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମରେ କୁକୁଡ଼ାଖଣ୍ତି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଡ଼ଃ ପଲ୍ଲବୀ ସ୍ୱାଇଁ ଙ୍କ ସାକ୍ଷାତ କରି ବିଭିନ୍ନ ଗାଁ ଲୋକମାନେ ଅଭିଯୋଗ ଜଣାଇଥିଲେ
    1
    ବଉଳଝୋଳି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ସୋମବାର ଦିନ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର 
ବଉଳଝୋଳି ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର
କୁକୁଡ଼ାଖଣ୍ତି,୧୧/୫(ଅନୁପମ ମିଡ଼ିଆ) କୁକୁଡ଼ାଖଣ୍ତି ବ୍ଳକ ଅନ୍ତର୍ଗତ 
ବଉଳଝୋଳି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ସୋମବାର ଦିନ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବଉଳଝୋଳି ଗ୍ରାମ ପଞ୍ଚାୟତ ସ୍ତରୀୟ ଏହି ଶିବିରରେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ବଉଳଝୋଳି ଗ୍ରାମ ପଞ୍ଚାୟତ ର ବିଭିନ୍ନ ସମସ୍ୟା ଓ ଅଭିଯୋଗ ଶୁଣିବା ସହ ତୁରନ୍ତ ଏହାର ସମାଧାନ କରିଥିଲେ। ଏଥିରେ ସ୍ଥାନିୟ ସରପଞ୍ଚ ଚିତ୍ତରଞ୍ଜନ ବିଷୋୟୀଙ୍କ ନେତୃତ୍ୱରେ ଗ୍ରାମ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମରେ କୁକୁଡ଼ାଖଣ୍ତି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଡ଼ଃ ପଲ୍ଲବୀ ସ୍ୱାଇଁ ଙ୍କ ସାକ୍ଷାତ କରି ବିଭିନ୍ନ ଗାଁ ଲୋକମାନେ ଅଭିଯୋଗ ଜଣାଇଥିଲେ
    user_Live Odisha NewsUpdate District reporter
    Live Odisha NewsUpdate District reporter
    Court reporter ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା•
    23 min ago
  • ନାୟାଗଡ଼ ଜିଲ୍ଲାର ସାରନକୁଳ ସ୍ଥିତ କର୍ପୂରୀ ଜଗନ୍ନାଥ ମନ୍ଦିରରେ ଏକ ଭିଡିଓ ବ୍ଲଗ ପ୍ରସ୍ତୁତ କରାଯାଇଛି। ଏହି ଭିଡିଓ ମାଧ୍ୟମରେ ମନ୍ଦିରର ସୌନ୍ଦର୍ଯ୍ୟ ଓ ମହିମାକୁ ଦର୍ଶାଯାଇଛି। ଦର୍ଶକମାନଙ୍କୁ ଏହାକୁ ଦେଖିବା ଓ ପ୍ରୋତ୍ସାହିତ କରିବାକୁ ନିବେଦନ କରାଯାଇଛି।
    1
    ନାୟାଗଡ଼ ଜିଲ୍ଲାର ସାରନକୁଳ ସ୍ଥିତ କର୍ପୂରୀ ଜଗନ୍ନାଥ ମନ୍ଦିରରେ ଏକ ଭିଡିଓ ବ୍ଲଗ ପ୍ରସ୍ତୁତ କରାଯାଇଛି। ଏହି ଭିଡିଓ ମାଧ୍ୟମରେ ମନ୍ଦିରର ସୌନ୍ଦର୍ଯ୍ୟ ଓ ମହିମାକୁ ଦର୍ଶାଯାଇଛି। ଦର୍ଶକମାନଙ୍କୁ ଏହାକୁ ଦେଖିବା ଓ ପ୍ରୋତ୍ସାହିତ କରିବାକୁ ନିବେଦନ କରାଯାଇଛି।
    user_Kanhu charan jena
    Kanhu charan jena
    Content Creator (YouTuber) ସାରନକୁଲ, ନୟାଗଡ଼, ଓଡ଼ିଶା•
    13 hrs ago
  • ବାଲିଅନ୍ତା ଘଟଣା ର ଗିରଫ ଭୟରେ ପୁରୁଷ ମାନେ ଗାଁ ଛାଡ଼ି ଫେରାର ହୋଇଛନ୍ତି ପୋଲିସ ଭିଡ଼ିଓ ଆଧାର ରେ ସମସ୍ତ ଙ୍କୁ ଗିରଫ କରିବାରେ ଲାଗିପଡିଛନ୍ତି। ଏଣୁ ଗାଁ ରେ ପୁରୁଷ ଶୂନ୍ୟ ହୋଇଛନ୍ତି। ଗିରଫ ଭୟ ରେ ପୁରୁଷ ମାନେ ଫେରାର ଥିବା ଦେଖିବା କୁ ମିଳିଛି।
    1
    ବାଲିଅନ୍ତା ଘଟଣା ର ଗିରଫ ଭୟରେ ପୁରୁଷ ମାନେ ଗାଁ ଛାଡ଼ି ଫେରାର ହୋଇଛନ୍ତି 
ପୋଲିସ ଭିଡ଼ିଓ ଆଧାର ରେ ସମସ୍ତ ଙ୍କୁ ଗିରଫ କରିବାରେ ଲାଗିପଡିଛନ୍ତି। ଏଣୁ ଗାଁ ରେ ପୁରୁଷ ଶୂନ୍ୟ ହୋଇଛନ୍ତି। ଗିରଫ ଭୟ ରେ ପୁରୁଷ ମାନେ ଫେରାର ଥିବା ଦେଖିବା କୁ ମିଳିଛି।
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    1 hr ago
  • ଝିଅ ଆଉ ନିଜ ପରିବାରକୁ ସୁରକ୍ଷା ଦେବା ପାଇଁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ପୀଡ଼ିତା ମାଆ
    1
    ଝିଅ ଆଉ ନିଜ ପରିବାରକୁ ସୁରକ୍ଷା ଦେବା ପାଇଁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ପୀଡ଼ିତା ମାଆ
    user_AK14TV
    AK14TV
    ସାମ୍ବାଦିକ ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
    2 hrs ago
  • ଶ୍ରୀକୃଷ୍ଣ ନଗର ଠାରେ ଓଡ଼ିଶା ଜନତା କଂଗ୍ରେସ ର ବିଶାଳ ଜନସମାବେଶ। ପ୍ରତିକ୍ରିୟା ରଖିଲେ ମଧୁ ମହାନ୍ତି।
    1
    ଶ୍ରୀକୃଷ୍ଣ ନଗର ଠାରେ ଓଡ଼ିଶା ଜନତା କଂଗ୍ରେସ ର ବିଶାଳ ଜନସମାବେଶ। ପ୍ରତିକ୍ରିୟା ରଖିଲେ ମଧୁ ମହାନ୍ତି।
    user_Gopal Das Mahananda
    Gopal Das Mahananda
    Voice of people ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା•
    4 hrs ago
  • ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରରେ ନିଖିଳ ଉତ୍କଳ ଖରୁଡ଼ା ସମାଜର ବାର୍ଷିକ ଉତ୍ସବ ଓ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ଏହି ଅବସରରେ କୌଳିକ ବୃତ୍ତି ଓ ସଂସ୍କୃତିକୁ ବଞ୍ଚାଇବା ସହ ସମସ୍ତଙ୍କୁ ଏକଜୁଟ ହେବାକୁ ଆହ୍ୱାନ ଦିଆଯାଇଥିଲା। ମାଟ୍ରିକ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।
    1
    ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରରେ ନିଖିଳ ଉତ୍କଳ ଖରୁଡ଼ା ସମାଜର ବାର୍ଷିକ ଉତ୍ସବ ଓ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ଏହି ଅବସରରେ କୌଳିକ ବୃତ୍ତି ଓ ସଂସ୍କୃତିକୁ ବଞ୍ଚାଇବା ସହ ସମସ୍ତଙ୍କୁ ଏକଜୁଟ ହେବାକୁ ଆହ୍ୱାନ ଦିଆଯାଇଥିଲା। ମାଟ୍ରିକ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।
    user_Pitabas dash
    Pitabas dash
    Asika, Ganjam•
    20 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.