Shuru
Apke Nagar Ki App…
ବଉଳଝୋଳି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ସୋମବାର ଦିନ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ବଉଳଝୋଳି ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର କୁକୁଡ଼ାଖଣ୍ତି,୧୧/୫(ଅନୁପମ ମିଡ଼ିଆ) କୁକୁଡ଼ାଖଣ୍ତି ବ୍ଳକ ଅନ୍ତର୍ଗତ ବଉଳଝୋଳି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ସୋମବାର ଦିନ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବଉଳଝୋଳି ଗ୍ରାମ ପଞ୍ଚାୟତ ସ୍ତରୀୟ ଏହି ଶିବିରରେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ବଉଳଝୋଳି ଗ୍ରାମ ପଞ୍ଚାୟତ ର ବିଭିନ୍ନ ସମସ୍ୟା ଓ ଅଭିଯୋଗ ଶୁଣିବା ସହ ତୁରନ୍ତ ଏହାର ସମାଧାନ କରିଥିଲେ। ଏଥିରେ ସ୍ଥାନିୟ ସରପଞ୍ଚ ଚିତ୍ତରଞ୍ଜନ ବିଷୋୟୀଙ୍କ ନେତୃତ୍ୱରେ ଗ୍ରାମ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମରେ କୁକୁଡ଼ାଖଣ୍ତି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଡ଼ଃ ପଲ୍ଲବୀ ସ୍ୱାଇଁ ଙ୍କ ସାକ୍ଷାତ କରି ବିଭିନ୍ନ ଗାଁ ଲୋକମାନେ ଅଭିଯୋଗ ଜଣାଇଥିଲେ
Live Odisha NewsUpdate District reporter

More news from Ganjam and nearby areas
- ଗଞ୍ଜାମ ଜିଲ୍ଲାର ସୁନାଥର ଗାଁରେ ଗ୍ୟାସ ସିଲିଣ୍ଡର ଫାଟି ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ବେଳେ ଦୁଇରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି। ଗୁରୁତର ପ୍ରସନ୍ନ ନାହାକଙ୍କୁ ବ୍ରହ୍ମପୁର MKCG ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।1
- ବାଲିଅନ୍ତା ଘଟଣା ର ଗିରଫ ଭୟରେ ପୁରୁଷ ମାନେ ଗାଁ ଛାଡ଼ି ଫେରାର ହୋଇଛନ୍ତି ପୋଲିସ ଭିଡ଼ିଓ ଆଧାର ରେ ସମସ୍ତ ଙ୍କୁ ଗିରଫ କରିବାରେ ଲାଗିପଡିଛନ୍ତି। ଏଣୁ ଗାଁ ରେ ପୁରୁଷ ଶୂନ୍ୟ ହୋଇଛନ୍ତି। ଗିରଫ ଭୟ ରେ ପୁରୁଷ ମାନେ ଫେରାର ଥିବା ଦେଖିବା କୁ ମିଳିଛି।1
- ରାୟଗଡ଼ାର ଇନ୍ଦିରା ନଗରରେ ଜଣେ ଯୁବକଙ୍କୁ ଅପହରଣ ପରେ ଗୁଳି କରି ହତ୍ୟା କରାଯାଇଛି। ଏହି ଭୟଙ୍କର ଘଟଣା ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଚାଞ୍ଚଲ୍ୟ ସୃଷ୍ଟି କରିଛି ଏବଂ ପୋଲିସ ତଦନ୍ତ ଆରମ୍ଭ କରିଛି।1
- ସୌମ୍ୟଙ୍କ ମାମୁଁ କଣ କହୁଛନ୍ତି ଶୁଣନ୍ତୁ ... #BaliantaCase #baliantanews1
- ଶ୍ରୀକୃଷ୍ଣ ନଗର ଠାରେ ଓଡ଼ିଶା ଜନତା କଂଗ୍ରେସ ର ବିଶାଳ ଜନସମାବେଶ। ପ୍ରତିକ୍ରିୟା ରଖିଲେ ମଧୁ ମହାନ୍ତି।1
- ଆଜି ଢେଙ୍କାନାଳର ରଗଡି ସାହିରେ ଏକ ବୁଲା ଷଣ୍ଢ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।1
- ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରରେ ନିଖିଳ ଉତ୍କଳ ଖରୁଡ଼ା ସମାଜର ବାର୍ଷିକ ଉତ୍ସବ ଓ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ଏହି ଅବସରରେ କୌଳିକ ବୃତ୍ତି ଓ ସଂସ୍କୃତିକୁ ବଞ୍ଚାଇବା ସହ ସମସ୍ତଙ୍କୁ ଏକଜୁଟ ହେବାକୁ ଆହ୍ୱାନ ଦିଆଯାଇଥିଲା। ମାଟ୍ରିକ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।1
- ରାୟଗଡ଼ା ଜିଲ୍ଲାର କିନାରି ମୋଡ଼ା ଗ୍ରାମରେ ମା' ଠାକୁରାଣୀଙ୍କ ଘଣ୍ଟ ପର୍ବ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି। ଏହି ଅବସରରେ ଗ୍ରାମବାସୀଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଛି।1
- ଓଡ଼ିଶାରେ ଏକ ନିର୍ମମ ହତ୍ୟାକାଣ୍ଡ ଘଟିଛି। ଏହି ଭୟଙ୍କର ଘଟଣା ସମସ୍ତଙ୍କୁ ଚକିତ କରିବା ସହ ମାନବିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର୍ ଧରିଛି।1