Shuru
Apke Nagar Ki App…
ଭଞ୍ଜନଗର ରେ ସପ୍ତାହ ବ୍ୟାପୀ ବିଶ୍ଵଶାନ୍ତି ଯଜ୍ଞ || Odiya Latest News || Sakala Khabar ||
Sobrajrana
ଭଞ୍ଜନଗର ରେ ସପ୍ତାହ ବ୍ୟାପୀ ବିଶ୍ଵଶାନ୍ତି ଯଜ୍ଞ || Odiya Latest News || Sakala Khabar ||
More news from Bhanjanagar and nearby areas
- ଭଞ୍ଜନଗର ଏନ୍ଏସି କୁ ଶ୍ରେଷ୍ଠ ଏନ୍ଏସି କରାଯିବ #khandapadabarta# #LatestUpdates# ଭଞ୍ଜନଗର ଏନ୍ଏସି ଅଧକ୍ଷ ଗୋପବନ୍ଧୁ ମହାପାତ୍ରଙ୍କ ନିର୍ଦ୍ଧେଶ କ୍ରମେ ଭଞ୍ଜନଗର ଟାଉନହଲ ପରିସରରେ ଆଜି ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଉପାଧକ୍ଷା ଶୁଭଶ୍ରୀ ଦାସ ଉତ୍ସବରେ ସଭାପତିତ୍ବ କରିଥିଲେ। ନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଠ ପଣ୍ଡା ସଭାକୁ ସଂଯୋଜନା କରିଥିଲେ। ଆୟୋଜିତ ଉତ୍ସବରେ ଅତିଥି ମାନେ ଯୋଗଦେଇ ଭଞ୍ଜନଗର ଏନ୍ଏସି କୁ ଶ୍ରେଷ୍ଠ ଏନ୍ଏସି ଭାବେ ଗଢିତୋଳିବା ଉପରେ ବୋଲି କହିଥିଲେ। ଉତ୍ସବରେ ମାନ୍ୟବର ବିଧାୟକ ପ୍ରଦ୍ୟୁମ୍ନ ନାୟକ, ସାଂସଦ ପ୍ରତିନିଧି ସନ୍ତୋଷ କୁମାର ତିଆଡି, ଉପ ଜିଲ୍ଲାପାଳ ଅନୀଲ କୁମାର ସେଠୀ, ତହସିଲଦାର ଉମା ଶଙ୍କର ବେହେରା, ବିଡ଼ିଓ ମନ୍ମଥ ନାୟକଙ୍କ ସମେତ ସମସ୍ତ କାଉନସିଲର ଅତିଥି ଭାବେ ଯୋଗ ଦେଇଥିଲେ। ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଶେଷରେ ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ସକାଳେ ଏନ୍ଏସି କାର୍ଯ୍ୟାଳୟ ପରିସରରେ ପତାକା ଉତ୍ତୋଳନ ହୋଇଥିଲା। ମେଡ଼ିକାଲରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଏଥିସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା।1
- ଭଞ୍ଜନଗର ରେ ସପ୍ତାହ ବ୍ୟାପୀ ବିଶ୍ଵଶାନ୍ତି ଯଜ୍ଞ || Odiya Latest News || Sakala Khabar ||1
- 80 ବର୍ଷିଆ ବୃଦ୍ଧା ମା ଆଜି ଅସହାୟ, ସାହା ହେଲେ ବିପଦର ବନ୍ଧୁ ସଙ୍ଗଠନ। ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ସହର ବାଟାଲିଆନ ସାହିର 80 ବର୍ଷିଅ ମା ମଳୟ କୁମାରୀ ପାତ୍ର।ବୃଦ୍ଧା ଭାଇଙ୍କ ସାହାଯ୍ୟ କ୍ରମେ ଗୋଟିଏ ଭଡା ଘରେ ରହୁଥିଲେ। ତାଙ୍କର ପୁଅ, ଝିଅ, ସ୍ୱାମୀ ଓ ପରିବାର ବର୍ଗ କେହି ନାହାନ୍ତି।ଭାଇ ଯାହା ଦେଉଥିଲେ ସେଥିରେ ବଂଚୁଥିଲେ। ହଟାତ 5 ଦିନ ପୂର୍ବେ ଗୋଡ ଖସି ଘରେ ପଡ଼ି ଯିବାରୁ ତାଙ୍କ ଅଣ୍ଟାରେ ଆଘାତ ଲାଗିଥିଲା।ଯାହା ଫଳରେ ସେ ଆଉ ଚାଲି ପାରିଲେ ନାହିଁ।ଯେଉଁ ଭାଇ ସାହାଯ୍ୟ କରୁଥିଲେ ସେ ନିଜେ ଏବେ ରୋଗାଗ୍ରସ୍ତ ଅବସ୍ଥାରେ ଭୁବନେଶ୍ୱରରେ ପୁଅର ଆଶ୍ରୟ ରେ ରହିଛନ୍ତି। ତେଣୁ ଏବେ ତାଙ୍କର କଥା ବୁଝିବା ପାଇଁ କେହି ନାହାନ୍ତି।ଗୋଟିଏ ଜାଗାରେ ମା ଜଣଙ୍କ ପଡି ରହିଥିବା ଖବର ପାଇଁ ଆମ ବିପଦର ବନ୍ଧୁ ସଙ୍ଗଠନ ର ସଦସ୍ୟ ମାନେ ସେଠି ପହଂଚିଥିଲେ ଓ ତାଙ୍କୁ ଯଥାଶୀଘ୍ର ମେଡିକାଲ କୁ ନେଇ ଚିକିତ୍ସା ଯୋଗାଇଥିଲେ। କିଛି ଦିନ ମେଡିକାଲ ରେ ସଦସ୍ୟ ମାନେ ତାଙ୍କ ସେବାଯତ୍ନ କରି ସେ ଟିକେ ସୁସ୍ଥ ହେବା ପରେ ଆଶ୍ରମ କୁ ନେଇ ଥଇଥାନ ବ୍ୟବସ୍ତା କରିବେ ବୋଲି କହିଛନ୍ତି।ଏହି ପରି କାର୍ଯ୍ୟକୁ ସମସ୍ତ ମହଲରୁ ପ୍ରଶଂସା କରାଯାଉଛି। Bipadara Bandhu,Odisha #helping #socialservices Bhanjanagar Shantanu Kumar Bhuyan Arakhita Parichha Nilanchala Muni Nilanchal AJIT KUMAR DAS Ama Hinjilicut - ଆମ ହିଞ୍ଜିଳିକାଟୁ Sumanta Kumar Charchi Mohan Charan Majhi Badal Kumar Tripathy District Administration, Ganjam1
- କବିସୂର୍ଯ୍ୟନଗର ଝାଡାବାନ୍ତିରେ ଛାତ୍ର ଛାତ୍ରୀ ଆକ୍ରାନ୍ତ1
- ମାନ୍ୟବର କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଭାଇଙ୍କ ସ୍ବାସ୍ଥ୍ୟ ବିଭାଗ ବିଷୟରେ ଉପସ୍ଥାପନା1
- ମଧ୍ୟାହ୍ନ ଭୋଜନ ଖାଇ 15 ରୁ ଉର୍ଦ୍ଧ ପିଲା ଅସୁସ୍ଥ ଥିବା ସୂଚନା: କବିସୂର୍ଯ୍ୟନଗର ବ୍ଲକ ଆଠଗଡ ପାଟଣା ଗୌଡ଼ସାହି ବିଦ୍ୟାଳୟ ରେ ଏଭଳି ଘଟଣା ଘଟିଥିବା ସୂଚନା1
- ଫୁଲୁ ଭିଡ଼ିଓ 👉 https://youtu.be/mdyQxRWomJM1
- ଭଞ୍ଜନଗର ରେ ସପ୍ତାହ ବ୍ୟାପୀ ବିଶ୍ଵଶାନ୍ତି ଯଜ୍ଞ || Odiya Latest News || Sakala Khabar ||1