logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ନିର୍ମାଣ ହେଉନି ୧୦ ପକ୍କା ରାସ୍ତା, ବଢୁଛି ଅସନ୍ତୋଷ ଅନୁଗୋଳ ଜିଲା କିଶୋରନଗର ବ୍ଲକର ୧୦ଟି ରାସ୍ତାକୁ ପକ୍କା କରିବାକୁ ବହୁବାର ଦାବି ହେଉଥିଲେ ହେଁ ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି। ଧଡ଼ରପାଳ ପଞ୍ଚାୟତର କତଡ଼ାଠାରୁ ତେନ୍ତୁଳିଖୋଳ ୫ କି.ମି. ରାସ୍ତା ଶୋଚନୀୟ ଅବସ୍ଥାରେ ରହିଛି। ଏହି ରାସ୍ତା ଉପରେ ୨ ଶହ ଲୋକ ନିର୍ଭରଶୀଳ। ରାସ୍ତାରେ ଏକ ପାହାଡ଼ ପଡୁଥିବାରୁ ତାହାକୁ କାଟି ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ବହୁ ବର୍ଷ ହେବ ଦାବି କରି ଆସୁଛନ୍ତି। ସେହିପରି ହଣ୍ଡପା ପଞ୍ଚାୟତର ବଣିନାଳୀଠାରୁ ଅର୍ଜୁନଧରା ୩ କି.ମି. ରାସ୍ତା କଦର୍ଯ୍ୟ ହୋଟ ହୋଇପଡ଼ିଛି । ଉକ୍ତ ରାସ୍ତା ରାସ୍ତା ଉପରେ ସୋଲଣ୍ଡା, ଡଙ୍ଗାଧର, ଅର୍ଜୁନଧରା ରା ଆଦି ଗ୍ରାମର ୧୫୦ ୫୦୦ ଲୋକ ନିର୍ଭରଶୀଳ। ଳ ଏହି ରାସ୍ତାକୁ ପକ୍କା କରିବାକୁ ଗ୍ରାମବାସୀ ୧୫ ମେ ୨୦୧୭, ୨୧ ଏପ୍ରିଲ ୨୦୧୯ରେ ଦାବିପତ୍ର ଜିଲାପାଳଙ୍କୁ ଦେଇଥିଲେ ପଦକ୍ଷେପ ନିଆଯାଇ ନାହିଁ। ସେହିପରି ପ୍ରତାପପୁରଠାରୁ ଭାୟା ନୂଆ ବାଲିଖମଣ ଦେଇ ବାଲିଖମଣ ୩ କି.ମି ରାସ୍ତା,ପ୍ରତାପପୁର ଠାରୁ ନୂଆଁ ଖୋଲାରେଗେଡ଼ା ୨ କି.ମି., ହିଞ୍ଜିରିଡ଼ାଠାରୁ ଖୋଲାରେଗେଡ଼ା ४ କିମି ରାସ୍ତା ନିର୍ମାଣ କରାଯାଉନାହିଁ। ଏଥିସହ ଉରୁକୁଳା ପଞ୍ଚାୟତର ଉରୁକୁଳାରୁ ଘନପୁର ୨ କି.ମି. ମାଟିରାସ୍ତା ଥିବାବେଳେ ଏହାର ଉନ୍ନତୀକରଣ କରାଯାଉନାହିଁ ଆମ୍ବାପାଳ ପଞ୍ଚାୟତ ୫୫ ନମ୍ବର ଜାତୀୟ ରାଜପଥରୁ ଭାୟା ଖଇରମୁଣ୍ଡା ଦେଇ ବଦ୍ରୀନାଳି ଗ୍ରାମକୁ ସଂଯୋଗ କରୁଥିବା ୩ କି.ମି. ରାସ୍ତାକୁ ପ୍ରଧାନମନ୍ତ୍ରୀ ପକ୍କା ସଡ଼କରେ କରିବାକୁ ଖଇରାମୁଣ୍ଡା ଗ୍ରାମବାସୀ ଏପ୍ରିଲ ୨୦୧୭ ଠାରୁ ଜିଲା ପ୍ରଶାସନଠାରେ ଅଭିଯୋଗ କରିଥିଲେ। ଲେ ହେଁ ସୁଫଳ ମିଳିନାହିଁ। ଏହି ରାସ୍ତାର ରେଳଧାରଣା ତଳେ ପୁସିଂ ବ୍ରିକ୍ ଥିବାବେଳେ ପାଣି ନିଷ୍କାସନ ହେଉ ନ ଥିବା ଯୋଗୁ ବର୍ଷା ହେଲେ ପାଣି ଜମି ରହୁଛି। କ କଣ୍ଟେଇକୋଳିଆ ପଞ୍ଚାୟତ କଣ୍ଟେଇକୋଳିଆଠାରୁ ଭାୟା ଦେହୁରିସାହି, ଦଳିତସାହି ଦେଇ ଚାରିଖମଣ ପର୍ଯ୍ୟନ୍ତ ୫ କି.ମି. ରାଷ୍ଟ୍ର ରାସ୍ତା, ଚାରିଖମଣରୁ ଭାଲିଆତଇଳା ୩ କି.ମି. ରାସ୍ତା ଶୋ ଶୋଚନୀୟ ହୋଇରହିଛି। ରାସ୍ତା ୨ଟିକୁ ପକ୍କା କରିବା ପାଇଁ ବହୁବାର ଦାବି ହେଉଥିଲେ ହେଁ ପକ୍କା ତ ଦୂରର କଥା ମାଟି 2 ପକା ଯାଉନାହିଁ ନାକିଚି ପଞ୍ଚାୟତ କମରେଇଠାରୁ ଭାୟା ଟକବା ଦେଇ ଉଡଲ ୧୩ କି.ମି. ରାସ୍ତା ବନ ବିଭାଗ ଅଧୀନରେ ଥିବାବେଳେ ଗ୍ରାମ୍ୟ ଉନ୍ନୟନ କିମ୍ବା ପୂର୍ବ ବିଭାଗକୁ ହସ୍ତାନ୍ତର ହେଉନ ଉନାହିଁ I ପରିବେଶ ମଞ୍ଜୁରୀ ମିଳୁ ନ ଥିବା ଯୋଗୁ ରାସ୍ତାଟି ପକ୍କା ହୋଇପାରୁନାହିଁ। ନେଇ ଉଡଲ ଗ୍ରାମବାସୀ ୨୩ ମେ ୨୫ରେ ଏକ ଦାବିପତ୍ର ବନ ବିଭାଗର ୨୧ ଉଚ୍ଚ ଅଧିକାରୀଙ୍କୁ ଦେଇଥିବାବେଳେ କୌଣସି ଣସି ସୁଫଳ ମିଳିନାହିଁ। ଏଥିପ୍ରତି ସରକାର ଦୃଷ୍ଟିଦେଇ ତୁରନ୍ତ ଉପରୋକ୍ତ ୧୦ଟି ରାସ୍ତାକୁ ପକ୍କା କରିବା ପାଇଁ ସାଧାରଣ ରଣରେ ଦାବି ହେଉଛି। ଏନେଇ କିଶୋରନଗର ବିଡିଓ ସୁବ୍ରତ କୁମାର ବେହେରା କହିଛନ୍ତି, ଅନେକ ପଞ୍ଚାୟତରେ ବର୍ତ୍ତମାନ ସରକାରକ କାରଙ୍କ ପକ୍ଷରୁ କଂକ୍ରିଟ ରାସ୍ତା କରାଯା କରାଯାଉଛି। ଉକ୍ତ ରାସ୍ତାଗୁଡ଼ିକ ନିର୍ମାଣ ସର୍ଭେ କରି ସର ସରକାରଙ୍କୁ ପ୍ରସ୍ତାବ ଦିଆଯିବ।

12 hrs ago
user_Kishore nagar Shuru
Kishore nagar Shuru
Local News Reporter କିଶୋରନଗର, ଅନୁଗୁଳ, ଓଡ଼ିଶା•
12 hrs ago
c338063b-4c2b-4627-acfb-1777bf3ec47e

More news from ଓଡ଼ିଶା and nearby areas
  • ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କଲେ ବୌଦ୍ଧ ଜିଲ୍ଲା ଗସ୍ତରେ ଆସିଥିବା 38 ଜଣ ସହକାରୀ ଉପ ବିଭାଗୀୟ ଅଧିକାରୀ
    1
    ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କଲେ ବୌଦ୍ଧ ଜିଲ୍ଲା ଗସ୍ତରେ ଆସିଥିବା 38 ଜଣ ସହକାରୀ ଉପ ବିଭାଗୀୟ ଅଧିକାରୀ
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    1 hr ago
  • ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ କେଳାକଟାର ଭୀମପାହାଡ଼ କ୍ରିକେଟ ଆସୋସିଏସନ ଦ୍ୱାରା ଆୟୋଜିତ 34ତମ ଭୀମପାହାଡ଼ କ୍ରିକେଟ ଟୁର୍ଣ୍ଣାମେଣ୍ଟ 14-02-2026ଶନିବାର ଦିନ ଉଦଯାପିତ ହୋଇଯାଇଛି l ଫାଇନାଲ ଖେଳରେ ମହାବୀର ଇଲେଭେନ ଫୁଲବାଣୀ ଓ ଥ୍ରୀ ସି ଇଲେଭେନ କିଆକଟା ମଧ୍ୟରେ କଡା ମୁକାବିଲା ହୋଇଥିଲା l ଶେଷରେ ଥ୍ରୀ ସି ଇଲେଭେନ କିଆକଟା ମହାବୀର ଇଲେଭେନ ଫୁଲବାଣୀକୁ ପରାଜିତ କରି ଉଇନର୍ସ ଘୋଷିତ ହୋଇଥିଲା l ଏହି ଖେଳକୁ ଅଞ୍ଚଳର ଶହ ଶହ କ୍ରୀଡ଼ାପ୍ରେମୀ ଉପଭୋଗ କରିଥିଲେ l ଟୁର୍ଣ୍ଣାମେଣ୍ଟରେ ସୁଦୂର ଭୁବନେଶ୍ୱରର ସମାଜସେବୀ ସାଗର ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଜେତା ଥ୍ରୀ ସି ଇଲେଭେନ କିଆକଟା ଦଳକୁ ଚମ୍ପିୟାନ ଟ୍ରଫି ସହିତ ନଗଦ 20,000/-ଅର୍ଥରାଶି ଓ ମହାବୀର ଇଲେଭେନ ଫୁଲବାଣୀ ଦଳକୁ ରନର୍ସ ଅପ ଟ୍ରଫି ସହିତ ନଗଦ 15,000/-ଅର୍ଥରାଶି ପ୍ରଦାନ କରିଥିଲେ l ଖେଳରେ ଜିତିବା ହାରିବା କିଛି ବଡ଼କଥା ନୁହେଁ, ଆଜିର ଯୁବଗୋଷ୍ଠି ମଧ୍ୟରେ ଏହି ଖେଳ ବନ୍ଧୁତ୍ୱ ଓ ଭାଇଚାରା ସମ୍ପର୍କର ଏକ ବାର୍ତ୍ତା ବହନ କରିବ ବୋଲି ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ l ଉକ୍ତ ଭବ୍ୟ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ମଥୁରା ଗ୍ରାମପଞ୍ଚାୟତ ର ସରପଞ୍ଚ ପ୍ରଦୀପ କୁମାର କହଁର, ରାଧାନଗର ଗ୍ରାମପଞ୍ଚାୟତ ର ସରପଞ୍ଚ ଗଣେଶ୍ୱର ବେହେରା, ପୁରୁଣାକଟକ ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଉମାଶଙ୍କର ପଟ୍ଟନାୟକ, ନୟାଗଡ଼ ଜିଲ୍ଲା ଵାଣିଗୋଚ୍ଛା ର ରବି ମହାରଣା, ଆଡେଣୀଗଡ ର ଶ୍ରୀପତି ଭୋଇ, ଦେବେନ୍ଦ୍ର ଭୋଇ, ସୁବ୍ରତ ପ୍ରଧାନ, ଶୁଭ୍ରାଂଶୁ ଶେଖର ରଥ, ଅଜିତ କହଁର ପ୍ରମୁଖ ଯୋଗଦେଇଥିଲେ l ଖେଳକୁ ରଜତ କୁମାର ପ୍ରଧାନ ଓ ପ୍ରକାଶ ପ୍ରଧାନ ସମ୍ପୂର୍ଣ୍ଣ ଭାବରେ ପରିଚାଳନା କରିଥିଲେ l
    1
    ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ କେଳାକଟାର ଭୀମପାହାଡ଼ କ୍ରିକେଟ ଆସୋସିଏସନ ଦ୍ୱାରା ଆୟୋଜିତ 34ତମ ଭୀମପାହାଡ଼ କ୍ରିକେଟ ଟୁର୍ଣ୍ଣାମେଣ୍ଟ 14-02-2026ଶନିବାର ଦିନ ଉଦଯାପିତ ହୋଇଯାଇଛି l ଫାଇନାଲ ଖେଳରେ ମହାବୀର ଇଲେଭେନ ଫୁଲବାଣୀ ଓ ଥ୍ରୀ ସି ଇଲେଭେନ କିଆକଟା ମଧ୍ୟରେ କଡା ମୁକାବିଲା ହୋଇଥିଲା l ଶେଷରେ ଥ୍ରୀ ସି ଇଲେଭେନ କିଆକଟା ମହାବୀର ଇଲେଭେନ ଫୁଲବାଣୀକୁ ପରାଜିତ କରି ଉଇନର୍ସ ଘୋଷିତ ହୋଇଥିଲା l ଏହି ଖେଳକୁ ଅଞ୍ଚଳର ଶହ ଶହ କ୍ରୀଡ଼ାପ୍ରେମୀ ଉପଭୋଗ କରିଥିଲେ l ଟୁର୍ଣ୍ଣାମେଣ୍ଟରେ ସୁଦୂର ଭୁବନେଶ୍ୱରର ସମାଜସେବୀ ସାଗର ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଜେତା ଥ୍ରୀ ସି ଇଲେଭେନ କିଆକଟା ଦଳକୁ ଚମ୍ପିୟାନ ଟ୍ରଫି ସହିତ ନଗଦ 20,000/-ଅର୍ଥରାଶି ଓ ମହାବୀର ଇଲେଭେନ ଫୁଲବାଣୀ ଦଳକୁ ରନର୍ସ ଅପ ଟ୍ରଫି ସହିତ ନଗଦ 15,000/-ଅର୍ଥରାଶି ପ୍ରଦାନ କରିଥିଲେ l ଖେଳରେ ଜିତିବା ହାରିବା କିଛି ବଡ଼କଥା ନୁହେଁ, ଆଜିର ଯୁବଗୋଷ୍ଠି ମଧ୍ୟରେ ଏହି ଖେଳ ବନ୍ଧୁତ୍ୱ ଓ ଭାଇଚାରା ସମ୍ପର୍କର ଏକ ବାର୍ତ୍ତା ବହନ କରିବ ବୋଲି ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ l ଉକ୍ତ ଭବ୍ୟ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ମଥୁରା ଗ୍ରାମପଞ୍ଚାୟତ ର ସରପଞ୍ଚ ପ୍ରଦୀପ କୁମାର କହଁର, ରାଧାନଗର ଗ୍ରାମପଞ୍ଚାୟତ ର ସରପଞ୍ଚ ଗଣେଶ୍ୱର ବେହେରା, ପୁରୁଣାକଟକ ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଉମାଶଙ୍କର ପଟ୍ଟନାୟକ, ନୟାଗଡ଼ ଜିଲ୍ଲା ଵାଣିଗୋଚ୍ଛା ର ରବି ମହାରଣା, ଆଡେଣୀଗଡ ର ଶ୍ରୀପତି ଭୋଇ, ଦେବେନ୍ଦ୍ର ଭୋଇ, ସୁବ୍ରତ ପ୍ରଧାନ, ଶୁଭ୍ରାଂଶୁ ଶେଖର ରଥ, ଅଜିତ କହଁର ପ୍ରମୁଖ ଯୋଗଦେଇଥିଲେ l ଖେଳକୁ ରଜତ କୁମାର ପ୍ରଧାନ ଓ ପ୍ରକାଶ ପ୍ରଧାନ ସମ୍ପୂର୍ଣ୍ଣ ଭାବରେ ପରିଚାଳନା କରିଥିଲେ l
    user_Mozilla Khabara
    Mozilla Khabara
    Court reporter ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    22 hrs ago
  • ଏକ୍ସନ ମୋଡ଼ରେ ଜିଲ୍ଲପାଳ l ଆଜି ଜାଲୋଏରେ ପୁଣି ଏକ କ୍ଲିନିକକୁ ସିଲ କଲେ ଜିଲ୍ଲପାଳ
    1
    ଏକ୍ସନ ମୋଡ଼ରେ ଜିଲ୍ଲପାଳ l ଆଜି ଜାଲୋଏରେ ପୁଣି ଏକ କ୍ଲିନିକକୁ ସିଲ କଲେ ଜିଲ୍ଲପାଳ
    user_SONEPUR NEWS
    SONEPUR NEWS
    ସାମ୍ବାଦିକ Sonapur, Sonepur•
    1 min ago
  • ଗତ ଦୁଇଦିନ ପରେ ସନ୍ଧ୍ୟା ମେଡିକାଲ ଭୁର୍ଣ ହତ୍ୟା କରୁଥିବା ନେଇ ଏବଂ ବିନା ଲାଇସେନ୍ସ ରେ ଚାଳିଥିବା ବେଆଇନ କାମ କୁ ଦେଖି ରେଡ ମାରିଥିଲେ ସ୍ୱାସ୍ଥ୍ୟ ଏବଂ ପ୍ରଶାସନ ବିଭାଗ କିନ୍ତୁ ସେହି ବ୍ୟକ୍ତି ଙ୍କୁ ଛାଡିଦେଇଥିଲେ ଆଜି ଆମ ଆଦମୀ ପାଟି ଜିଲ୍ଲାସଭାପତି ପୃଥ୍ଵୀରାଜ ଜଗଦଳା ତାଙ୍କୁ ସନ୍ଧ୍ୟା କି୍ଲିନିକ କୁ ବନ୍ଧ କରିବା ପାଇଁ ଜିଲ୍ଲାପାଳ ସହିତ କଥାହେବାରୁ ଆଜି କରିବାପାଇଁ କହିଛନ୍ତି ।
    1
    ଗତ ଦୁଇଦିନ ପରେ ସନ୍ଧ୍ୟା ମେଡିକାଲ ଭୁର୍ଣ ହତ୍ୟା କରୁଥିବା ନେଇ ଏବଂ ବିନା ଲାଇସେନ୍ସ ରେ ଚାଳିଥିବା ବେଆଇନ କାମ କୁ ଦେଖି ରେଡ ମାରିଥିଲେ ସ୍ୱାସ୍ଥ୍ୟ ଏବଂ ପ୍ରଶାସନ ବିଭାଗ କିନ୍ତୁ ସେହି ବ୍ୟକ୍ତି ଙ୍କୁ ଛାଡିଦେଇଥିଲେ ଆଜି  ଆମ ଆଦମୀ ପାଟି ଜିଲ୍ଲାସଭାପତି ପୃଥ୍ଵୀରାଜ ଜଗଦଳା ତାଙ୍କୁ ସନ୍ଧ୍ୟା କି୍ଲିନିକ କୁ ବନ୍ଧ କରିବା ପାଇଁ ଜିଲ୍ଲାପାଳ ସହିତ କଥାହେବାରୁ ଆଜି କରିବାପାଇଁ କହିଛନ୍ତି ।
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    11 min ago
  • pandit ka beta abba bol rahe hai
    1
    pandit ka beta abba bol rahe hai
    user_Atharva Sharma
    Atharva Sharma
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    39 min ago
  • ସୋନପୁର ଜୁଲୁଣ୍ଡା ଦୁଇ ବାଇକ ମଧ୍ୟରେ ଧକ୍କା ଜଣେ ଗୁରୁତର ଆଉ ଜଣେ ଆହତ l
    1
    ସୋନପୁର ଜୁଲୁଣ୍ଡା ଦୁଇ ବାଇକ ମଧ୍ୟରେ ଧକ୍କା ଜଣେ ଗୁରୁତର ଆଉ ଜଣେ ଆହତ l
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    1 hr ago
  • ଧାନ ବିକ୍ରି କରି ଚାଷୀ ହତାଶ... ଚାଷୀ କଣ କହୁଛନ୍ତି ଟିକେ ଶୁଣନ୍ତୁ #rishitv #SonepurNews #Subarnapur #farmers #local #farmerlife #sonepur #CSO #subarnapurcollector #CMOOdisha
    1
    ଧାନ ବିକ୍ରି କରି ଚାଷୀ ହତାଶ... ଚାଷୀ କଣ କହୁଛନ୍ତି ଟିକେ ଶୁଣନ୍ତୁ 
#rishitv #SonepurNews #Subarnapur #farmers 
#local #farmerlife #sonepur #CSO #subarnapurcollector #CMOOdisha
    user_Ranjan hota
    Ranjan hota
    ସୋନପୁର, ସୋନପୁର, ଓଡ଼ିଶା•
    1 hr ago
  • ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ହରିପୁର ଠାରେ ସଚେତନତା ଶିବିର ଅନୁଷ୍ଠିତ
    1
    ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ହରିପୁର ଠାରେ ସଚେତନତା ଶିବିର ଅନୁଷ୍ଠିତ
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.