ମହିଳା ଶ୍ରମଜୀବୀ ଙ୍କୁ ଅସଦାଚରଣ ଅଭିଯୋଗ, ଏତଲା ଦେଲେ ପୀଡ଼ିତା,ମାମଲା ରୁଜ୍ଜୁ କଲା ପୁଲିସ୍ ପାରାଦ୍ଵୀପ ଶିଳ୍ପସଂସ୍ଥାରେ କାର୍ଯ୍ୟ ନିର୍ବାହ କରୁଥିବା ତ୍ରିଲୋଚନପୁର ଅଞ୍ଚଳର ଜଣେ ମହିଳା ଶ୍ରମଜୀବୀ ଙ୍କୁ ଅସଦାଚରଣ କରାଯାଇଛି।ଏ ସଂକ୍ରାନ୍ତରେ ପୀଡ଼ିତା ଜଣଙ୍କ ଅଭୟଚାନ୍ଦପୁର ଥାନାରେ ଏତଲା ଦେଇଛନ୍ତି।ପୋଲିସ ପୀଡ଼ିତା ଙ୍କ ଏତଲା କ୍ରମେ ମାମଲା ରୁଜ୍ଜୁ କରି ତଦନ୍ତ କରାଯାଉଥିବା ପୋଲିସ ଠାରୁ ପ୍ରକାଶ।ପୀଡ଼ିତା ଶ୍ରମଜୀବୀ ଙ୍କ ଅଭିଯୋଗ କ୍ରମେ ସେ ପାରାଦ୍ଵୀପ ସ୍ଥିତ ଏକ ଶିଳ୍ପ ସଂସ୍ଥାରେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି । ଉକ୍ତ ଠିକା ସଂସ୍ଥାରେ କୁଜଙ୍ଗ ଥାନା ବଉଳାଙ୍ଗ ଗ୍ରାମର ଶିବ ଚରଣ ଜେନା ମଧ୍ୟ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି।ଏହି ସମୟରେ ଶିବ ପ୍ରତ୍ୟେକ ଦିନ ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ କରିଥାଏ।ଏହି କ୍ରମରେ ମହିଳା ଜଣଙ୍କ ତାଙ୍କର ଅନ୍ୟ ଜଣେ ସହଯୋଗୀ ଙ୍କ ସହ ବିଶ୍ରାମ ନେଉଥିବା ବେଳେ ଶିବ ସେଠାରେ ପହଞ୍ଚି ଅଶ୍ଳୀଳ ଇଙ୍ଗିତ କରିବା ସହ ବଳପୂର୍ବକ ଅସଦାଚରଣ କରିଥିଲେ ।ଏହାର ସେ ପ୍ରତିବାଦ କରିବାରୁ ସେ ମହିଳାଙ୍କୁ ଧମକ ଚମକ୍ ଦେଇଥିବା ଏତଲାରେ ଦର୍ଶାଇଛନ୍ତି ପୀଡ଼ିତା ଶ୍ରମଜୀବୀ।

- ଓଡ଼ିଶାର ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକର ବୟନ ଗ୍ରାମରେ ହସ୍ତତନ୍ତ ଉପରେ ନିର୍ଭରଶୀଳ ୯୦ ପରିବାରଙ୍କୁ ରାଜ୍ୟ ସରକାରଙ୍କ ମାସିକ ଭତ୍ତା ବର୍ଷେ ହେଲା ମିଳୁନାହିଁ। ଏହି ବନ୍ଦ ଯୋଗୁଁ ବୟସ୍କ ବୁଣାକାରମାନେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି, ଯାହା ସେମାନଙ୍କ ଜୀବିକାକୁ ପ୍ରଭାବିତ କରିଛି। ସ୍ଥାନୀୟ ବୁଣାକାରମାନେ ଏହି ଭତ୍ତା ପୁଣିଥରେ ଆରମ୍ଭ କରିବାକୁ ସରକାରଙ୍କୁ ଦାବି କରିଛନ୍ତି।1
- ବାଲିଅନ୍ତା ଘଟଣାରେ ସୋମ୍ୟାଙ୍କ ପାଇଁ ହଜାର ହଜାର ଲୋକଙ୍କ candle 🕯️ ଯାତ୍ରା ll justice for Soumya ll ବାଲିଅନ୍ତା ଘଟଣାରେ ସୋମ୍ୟାଙ୍କ ପାଇଁ ହଜାର ହଜାର ଲୋକଙ୍କ candle 🕯️ ଯାତ୍ରା ll justice for Soumya ll1
- 65th meeting of EMPOWERED COMMITTEE ON INFRASTRUCTURE FOR PPP PROJECTS1
- ବାଲିଅନ୍ତା ସୌମ୍ୟ ରଞ୍ଜନ ହତ୍ୟାକାଣ୍ଡ ମାମଲା; କନେଷ୍ଟବଳଙ୍କ ଆଗରେ ପିଟି ପିଟି ମାରିଦେଲେ ଲୋକେ। ବାଲିଅନ୍ତା ସୌମ୍ୟ ରଞ୍ଜନ ହତ୍ୟାକାଣ୍ଡ ; କନେଷ୍ଟବଳଙ୍କ ଆଗରେ ପିଟି ପିଟି ମାରିଦେଲେ ଲୋକେ। ସାମ୍ବାଦିକଙ୍କ ପ୍ରଶ୍ନ ଶୁଣି ଦୌଡ଼ିଲେ କନେଷ୍ଟବଳ।1
- ସୌମ୍ୟଙ୍କ ମାମୁଁ କଣ କହୁଛନ୍ତି ଶୁଣନ୍ତୁ ... #BaliantaCase #baliantanews1
- କୋରେଇ ଥାନା ଅଧିକାରୀ କିଶୋର ଓ କିଶୋରୀମାନଙ୍କୁ ସଚେତନତା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି। ଏହି ପଦକ୍ଷେପ ସେମାନଙ୍କୁ ଭବିଷ୍ୟତରେ ସୁରକ୍ଷିତ ରହିବାକୁ ସାହାଯ୍ୟ କରିବ।1
- ବୀରମହାରାଜପୁରର ଶିବା ମୋବାଇଲ ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ୍ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।1
- ଜଗତସିଂହପୁରର ତିର୍ତ୍ତୋଲରେ ଜଣେ ପୁଅ ନିଜ ମାଆକୁ ବିଷ ଦେଇ ହତ୍ୟା କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।1